ଜାତୀୟ

ମଣିପୁରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିବାରୁ ବିଏସଏଫକୁ ପ୍ରଶଂସା କଲେ ରାଜ୍ୟପାଳ ଅନୁସୁୟା ଉଇକେ

ଇମ୍ଫାଲ,୧୯।୮: ବିଏସଏଫ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ସୋନାଲି ମିଶ୍ର ମଣିପୁର ରାଜ୍ୟପାଳ ଅନୁସୁୟା ଉଇକେଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କୁ ଭେଟି ସେ ରାଜ୍ୟର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ବୈଠକରେ ବିଏସଏଫର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। ମଣିପୁରରେ...

ଏଆକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା

ନୂଆଦିଲ୍ଲୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜି -୨୦ ଡିଜିଟାଲ ଅର୍ଥ ମନ୍ତ୍ରୀଙ୍କ ବୈଠକକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଏଆଇ-ସଂଚାଳିତ ଭାଷା ଅନୁବାଦ ପ୍ଲାଟଫର୍ମ...

ସଂସଦୀୟ କମିଟିକୁ ପଠାଗଲା ଆପରାଧିକ ଆଇନ ବିଲ୍‌

ନୂଆଦିଲ୍ଲୀ,୧୯।୮: ଭାରତୀୟ ପେନାଲ କୋଡ (ଆଇପିସି), ଦଣ୍ଡ ପ୍ରକ୍ରିୟା ସଂହିତା (ସିଆରପିସି) ଏବଂ ସାକ୍ଷ୍ୟ ଅଧିନିୟମ (ଇଏ) ପରିବର୍ତ୍ତନ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ବିଲ୍‌ ଆଗତ କରିଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଏହି ତିନୋଟି...

ଏକ୍ସପ୍ରେସ୍‌ ଟ୍ରେନରେ ଲାଗିଲା ନିଆଁ

ବେଙ୍ଗାଲୁରୁ,୧୯।୮: ବେଙ୍ଗାଲୁରୁର କ୍ରାନ୍ତିବୀରା ସାଙ୍ଗୋଲି ରାୟନା(କେଏସଆର) ରେଳ ଷ୍ଟେଶନରେ ଶନିବାର ଉଦ୍ୟାନ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀକୁ ପଠାଯାଇଛି। ଏହି ଟ୍ରେନ ମୁମ୍ବାଇ-ବାଙ୍ଗାଲୋର ଷ୍ଟେଶନ ପର୍ଯ୍ୟନ୍ତ ଚାଲିଥାଏ ଏବଂ କେଏସଆର ରେଳ ଷ୍ଟେଶନରେ ଏହାର ଶେଷ...

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ଫିଲ୍ମ ‘ଜେଲର’ ଦେଖିବେ ରଜନୀକାନ୍ତ

ଲକ୍ଷ୍ନୌ,୧୯।୮: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଭଲ ରୋଜଗାର କରୁଛି। ତେବେ ଚଳଚ୍ଚିତ୍ରର ସଫଳତା ପାଇଁ ଅଭିନେତା ବହୁତ ଖୁସି ଅଛନ୍ତି। ଏହି ସମୟରେ ଅଭିନେତା ରଜନୀକାନ୍ତ ଶୁକ୍ରବାର ସାରେ ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିଥିବା ବେଳେ ଶନିବାର...

ଖବରଦାତାଙ୍କ ହତ୍ୟା ମାମଲାରେ ୪ ଅଭିଯୁକ୍ତ ଗିରଫ

ପାଟନା,୧୯।୮: ବିହାର ଅରାରିଆ ଜିଲାରେ ଶୁକ୍ରବାର ଜଣେ ଖବରଦାତାଙ୍କୁ ଗୁଳିକରି ହତ୍ୟା କରାଯାଇଛି।ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ବର୍ତ୍ତମାନ ଏହି ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ପ୍ରସଙ୍ଗରେ ରାଜ୍ୟର ଏସ୍‌ପି ପୂର୍ବାହ୍ନ ୧୧ଟାରେ ଏକ...

ରାଜସ୍ଥାନ ନିର୍ବାଚନ: ଭାଜପାର ୪୫ ବିଧାୟକଙ୍କର କଟିବ ଟିକେଟ, ୫୦ରୁ ଅଧିକ ନୂଆ ପ୍ରାର୍ଥୀ ଦେବ କଂଗ୍ରେସ

ଜୟପୁର,୧୯।୮: ରାଜସ୍ଥାନରେ ଏଥର କଂଗ୍ରେସ ଭାଜପାର ଗୁଜରାଟ ମଡେଲରେ ନିର୍ବାଚନ ଲଢିବାକୁ ଯୋଜନା କରୁଛି। ଏହା ଅଧୀନରେ କଂଗ୍ରେସ ଅଧଡଜନ ମନ୍ତ୍ରୀଙ୍କ ସମେତ ୪୦ ରୁ ୪୫ ବିଧାୟକଙ୍କ ପାଇଁ ଟିକେଟ କାଟିବାକୁ ପ୍ରସ୍ତୁତ ହେଉଛି। ୫୦ରୁ ଅଧିକ ଆସନରେ...

ନିର୍ବାଚନ ପାଇଁ ଆଜି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ, ପ୍ରାର୍ଥୀଙ୍କ ନାଁ ଉପରେ ମନ୍ଥନ କରିବେ ଗେହଲଟ-ପାଇଲଟ

ଜୟପୁର,୧୯।୮: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଗଠିତ କଂଗ୍ରେସର ‘ପ୍ରଦେଶ ନିର୍ବାଚନ କମିଟି’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଜୟପୁରରେ ଅନୁଷ୍ଠିତ ହେବ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ସଭାପତି ଗୋବିନ୍ଦ ସିଂ ଡୋଟାସରା, ସଚିନ ପାଇଲଟ...

ଖବରଦାତାଙ୍କ ହତ୍ୟା ଘଟଣାକୁ ନେଇ ନୀତୀଶଙ୍କୁ ଟାର୍ଗେଟ କଲେ ସୁଶୀଲ ମୋଦି

ପାଟନା,୧୯।୮: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ସୁଶୀଲ କୁମାର ମୋଦି ସାମରିଆପୁରର ଅରରିଆରେ ଖବରଦାତା ତଥା ଇନ୍ସପେକ୍ଟରଙ୍କ ହତ୍ୟା ଘଟଣାକୁ ଦୃଢ ନିନ୍ଦା କରିବା ସହ ଶୁକ୍ରବାର କହିଛନ୍ତି ସରକାର ଅପରାଧୀଙ୍କ ନିକଟରେ ସରକାର ଆତ୍ମସମର୍ପଣ କରିଛନ୍ତି।...

ନୂଆ ସମ୍ବିଧାନ ଲୋଡ଼ା

ନୂଆଦିଲ୍ଲୀ,୧୯ା୮, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍‌) ଅଧ୍ୟକ୍ଷ ଡକ୍ଟର ବିବେକ ଦେବରାୟ ଭାରତ ପାଇଁ ଏକ ନୂଆ ସମ୍ବିଧାନ ପ୍ରଣୟନ ଦାବିକରି ବିବାଦରେ ଫସିଛନ୍ତି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହାକୁ...

ଗୁଜରାଟରେ ୧,୨୦୦ ଲୋକଙ୍କୁ ଠକିଛନ୍ତି ଚାଇନା ନାଗରିକ

ନୂଆଦିଲ୍ଲୀ,୧୯ା୮: ଜଣେ ଚାଇନା ନାଗରିକ ବେଟିଂ ଆପ୍‌ ବ୍ୟବହାର କରି ଗୁଜରାଟର ୧,୨୦୦ ଲୋକଙ୍କଠାରୁ ୧,୪୦୦ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତିକୁ ନେଇ କଂଗ୍ରେସ ଶୁକ୍ରବାର କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାରଙ୍କୁ ଟାର୍ଗେଟ କରିଛି। ସରକାର ଏହା...

ଡାଭୋଲକର, ପାନ୍‌ସାରେ, ଲଙ୍କେଶ, କାଲବୁର୍ଗୀ ହତ୍ୟା ମଧ୍ୟରେ ସମ୍ପୃକ୍ତି ଅଛି କି

ନୂଆଦିଲ୍ଲୀ,୧୯ା୮(ପି.ଟି.): ହେତୁବାଦୀ ନରେନ୍ଦ୍ର ଡାଭୋଲକର, ସିପିଆଇ ନେତା ଗୋବିନ୍ଦ ପାନ୍‌ସାରେ, ସାମାଜିକ କର୍ମୀ ତଥା ସାମ୍ବାଦିକ ଗୌରୀ ଲଙ୍କେଶ ଏବଂ ବିଦ୍ୱାନ ଏମ୍‌.ଏମ୍‌. କାଲବୁର୍ଗୀ ହତ୍ୟାକାଣ୍ଡ ପଛରେ କୌଣସି ସମାନ ସୂତ୍ର ରହିଛି କି ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ରୀୟ ତଦନ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri