ଜାତୀୟ

ଅତି ଧନୀ ତାଲିକାରୁ ବିଶ୍ୱର ୩.୫ ନିୟୁତ ବାଦ୍‌

ନୂଆଦିଲ୍ଲୀ,୧୯।୮: ୨୦୨୨ରେ ବିଶ୍ୱର ୩.୫ ନିୟୁତରୁ ଊର୍ଦ୍ଧ୍ୱ ଲୋକ କୋଟିପତି ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଆମେରିକାରେ କୋଟିପତିଙ୍କ ସଂଖ୍ୟା ୧.୮ ଲକ୍ଷ ଖସି ୨୨.୭ କୋଟିକୁ ଖସି ଆସିଛି। ବିଶ୍ୱସ୍ତରରେ ୨୦୦୮ରୁ ଆରମ୍ଭ ହୋଇଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଏଭଳି...

ଆସାମରେ ପରିସୀମାକୁ ନେଇ ବଢିଲା ବିବାଦ, ବରିଷ୍ଠ ଭାଜପା ନେତା ଦେଲେ ଇସ୍ତଫା

ଗୁଆହାଟୀ,୧୯।୮: ଆସାମରେ ପରିସୀମାର ଅନ୍ତିମ ରିପୋର୍ଟ ଆସିବା ପରେ ବିବାଦ ବଢିବାରେ ଲାଗିଛି। ନଗାଓଁ ସଂସଦୀୟ ନିର୍ବାଚନମଣ୍ଡଳୀର ପରିସୀମାରେ ଅସନ୍ତୁଷ୍ଟ ହୋଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ରାଜେନ ଗୋହେନ ଶୁକ୍ରବାର ଆସାମ ଖାଦ୍ୟ ଏବଂ...

୧୦୦ ବର୍ଷ ମଧ୍ୟରେ ଅଗଷ୍ଟରେ ସର୍ବନିମ୍ନ ବୃଷ୍ଟିପାତ ହୋଇଥିବା ଅନୁମାନ

ନୂଆଦିଲ୍ଲୀ,୧୯।୮: ଗତ ୧୦୦ ବର୍ଷ ମଧ୍ୟରେ ସର୍ବନିମ୍ନ ବୃଷ୍ଟିପାତ ଅଗଷ୍ଟ ୨୦୨୩ରେ ଦେଖିବାକୁ ମିଳିପାରେ। ଏଲ ନିନୋର ପ୍ରଭାବ ଯୋଗୁ ଦେଶର ଅନେକ ରାଜ୍ୟରେ ମୌସୁମୀ ବର୍ଷାରେ ବହୁତ ଅଭାବ ଦେଖାଦେଇଛି। ରଏଟର୍ସ ଏହାର ରିପୋର୍ଟରେ ଦୁଇ ପାଣିପାଗ ବିଭାଗର...

ହିଂସା ପରେ ମଣିପୁରରୁ ମ୍ୟାନ୍‌ମାରକୁ ଯାଇଥିବା ୨୧୨ ଲୋକ ଘରକୁ ଫେରିଲେ, ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୯।୮: ସୀମାନ୍ତ ସହର ମଣିପୁରରୁ ମ୍ୟାନ୍‌ମାର ପଳାଇ ଯାଇଥିବା ୨୦୦ରୁ ଅଧିକ ଭାରତୀୟଙ୍କୁ ନିରାପଦରେ ଫେରାଇ ଆଣିଥିବାରୁ ମୁଖ୍ୟମନ୍ତ୍ରୀ ଏନ୍‌.ବିରେନ ସିଂ ସେନାକୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁକ୍ରବାର ଟୁଇଟ୍‌ କରି କହିଛନ୍ତି, ମେ’୩ରେ ଜାତିଗତ ହିଂସା ଆରମ୍ଭ ହେବା...

ଋଷରୁ କମ୍‌ ଦରରେ ଗହମ କିଣିବ ଭାରତ

ନୂଆଦିଲ୍ଲୀ,୧୮।୮: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଅନେକ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦରଦାମ ନିୟନ୍ତ୍ରଣ ପାଇଁ ଋଷରୁ କମ ଦରରେ ଖାଦ୍ୟ ଶସ୍ୟ କିଣିବାକୁ କେନ୍ଦ୍ର...

ଜନଧନ ଆକାଉଣ୍ଟରେ ବ୍ୟାଙ୍କରେ ଖୋଲା ଯାଇଛି ୫୦କୋଟି ଖାତା, ଜମା ରହିଛି ୨ଲକ୍ଷ କୋଟିରୁ ଅଧିକ ଟଙ୍କା

ନୂଆଦିଲ୍ଲୀ,୧୮।୮: ଦେଶରେ ୫୦କୋଟି ଜନଧନ ଅକାଉଣ୍ଟ ଖୋଲା ଯାଇଛି। ୨୦୨୩, ଅଗଷ୍ଟ ୯ ସୁଦ୍ଧା ଏହା ୫୦ କୋଟି ଅତିକ୍ରମ କରିଛି। ଏନେଇ କେନ୍ଦ୍ର ସରକାର ଶୁକ୍ରବାର ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁଯାୟୀ ଏହି ଜନଧନ ଆକାଉଣ୍ଟରେ...

୭୫ ରାଜ୍ୟସଭା ସଦସ୍ୟଙ୍କ ନାମରେ ରହିଛି ହତ୍ୟା ଓ ବଳତ୍କାର ମାମଲା: ଏଡିଆର ରିପୋର୍ଟ

ନୂଆଦିଲ୍ଲୀ,୧୮।୮: ଦେଶରେ ରାଜ୍ୟସଭା ଏମପିଙ୍କ ମଧ୍ୟରୁ ପ୍ରାୟ ୧୨ ପ୍ରତିଶତ କୋଟିପତି ଅଟନ୍ତି। ଏହି ଲିଷ୍ଟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଏମପିଙ୍କ ନାମ ସର୍ବାଧିକ ରହିଛି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ୱାଚ (ଏନଇଡବ୍ଲୁ)...

ଏପ୍ରିଲ ପହିଲାରୁ ବନ୍ୟା, ବଜ୍ରପାତ, ଭୂସ୍ଖଳନରେ ମଲେଣି ୨୦୩୮ଜଣ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାରି କଲା ତଥ୍ୟ

ନୂଆଦିଲ୍ଲୀ,୧୮।୮: ଚଳିତ ବର୍ଷ ମୌସୁମୀ ସମୟରେ ବନ୍ୟା, ବଜ୍ରପାତ ଏବଂ ଭୂସ୍ଖଳନ ଯୋଗୁଁ ଦେଶରେ ୨୦୩୮ ଲୋକ ପ୍ରାଣ ହରାଇଛନ୍ତି। ବିହାରରେ ସର୍ବାଧିକ ୫୧୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ହିମାଚଳ ପ୍ରଦେଶ ୩୩୦ଜଣଙ୍କର ମୃତ୍ୟୁ ହୋଇଛି। ଚଳିତ ବର୍ଷ ଏପ୍ରିଲ ୧ରୁ...

ସ୍ପାଇସଜେଟ ପ୍ଲେନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୮: ବିମାନରେ ଯାତ୍ରୀଙ୍କ ଦ୍ୱାରା ବେଳେ ବେଳେ କିଛି ଭୁଲ କାମ କରାଯାଉଥିବା ସୂଚନା ବହୁବାର ମିଳିଛି। କେବେ କେବେ ଯାତ୍ରୀମାନେ ପରସ୍ପର ସହ ଝଗଡା କରିବା ତ ଆଉ କେତେବେଳେ କେହି ଯାତ୍ରୀ ଆଉ କାହା ଉପରେ ପରିସ୍ରା...

ମିଶନ ୨୪କୁ ନେଇ କଂଗ୍ରେସକୁ ଭାଜପାର ଚେକ ମେଟ୍‌!

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କଲାଣି ଭାଜପା। ୨୪ ଲୋକସଭା ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜ୍ୟର ଏନଡିଏ ମେଣ୍ଟକୁ ସୂଦୃଢ କରିବା ପାଇଁ ବଳ ଗୋଟାଉଛି ଭାଜପା। ସେପଟେ...

ସାମ୍ନାକୁ ଆସିଲା ଚନ୍ଦ୍ରର ଖୁବ ନିକଟରୁ ଉଠାଯାଇଥିବା ଫଟୋ

ନୂଆଦିଲ୍ଲୀ,୧୮।୮: ଭାରତର ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ ଚନ୍ଦ୍ରୟାନ ଧୀରେ ଧୀରେ ଏହାର ଲକ୍ଷ୍ୟର ନିକଟତର ହେବାକୁ ଯାଉଛି। ଗୁରୁବାର ଲ୍ୟାଣ୍ଡର୍‌ ଏବଂ ରୋଭରଠାରୁ ଅଲଗା ହୋଇଥିବା ପ୍ରୋପଲଶନ ମଡ୍ୟୁଲ ପରେ ଏକ ସୁନ୍ଦର ଚିତ୍ର ପଠାଇଛି। ଇସ୍ରୋ ଦ୍ୱାରା ଜାରି...

ଚନ୍ଦ୍ରାୟାନ-୩: ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରାୟାନ, ଇସ୍ରୋ ଜାରି କଲା ଭିଡିଓ

ନୂଆଦିଲ୍ଲୀ,୧୮।୮: ଚନ୍ଦ୍ରର ନିକଟତର ହୋଇଛି ଚନ୍ଦ୍ରାୟାନ-୩। ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟାନର ଅବତରଣ ପରେ ଇତିହାସ ରଚିବ ଭାରତ। ଏବେ ଆମେ ଚନ୍ଦ୍ର ଠାରୁ ୧୧୩ କିମି x ୧୫୭କିମି ଦୂରରେ ଅଛୁ। ଗୁରୁବାର ପ୍ରପୁଲସନ ମଡ୍ୟୁଲରେ ବିକ୍ରମ ଲ୍ୟାଣ୍ଡର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri