ଜାତୀୟ

ସ୍ପାଇସଜେଟ ପ୍ଲେନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୮: ବିମାନରେ ଯାତ୍ରୀଙ୍କ ଦ୍ୱାରା ବେଳେ ବେଳେ କିଛି ଭୁଲ କାମ କରାଯାଉଥିବା ସୂଚନା ବହୁବାର ମିଳିଛି। କେବେ କେବେ ଯାତ୍ରୀମାନେ ପରସ୍ପର ସହ ଝଗଡା କରିବା ତ ଆଉ କେତେବେଳେ କେହି ଯାତ୍ରୀ ଆଉ କାହା ଉପରେ ପରିସ୍ରା...

ମିଶନ ୨୪କୁ ନେଇ କଂଗ୍ରେସକୁ ଭାଜପାର ଚେକ ମେଟ୍‌!

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତ କଲାଣି ଭାଜପା। ୨୪ ଲୋକସଭା ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ସବୁ ରାଜ୍ୟର ଏନଡିଏ ମେଣ୍ଟକୁ ସୂଦୃଢ କରିବା ପାଇଁ ବଳ ଗୋଟାଉଛି ଭାଜପା। ସେପଟେ...

ସାମ୍ନାକୁ ଆସିଲା ଚନ୍ଦ୍ରର ଖୁବ ନିକଟରୁ ଉଠାଯାଇଥିବା ଫଟୋ

ନୂଆଦିଲ୍ଲୀ,୧୮।୮: ଭାରତର ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ ଚନ୍ଦ୍ରୟାନ ଧୀରେ ଧୀରେ ଏହାର ଲକ୍ଷ୍ୟର ନିକଟତର ହେବାକୁ ଯାଉଛି। ଗୁରୁବାର ଲ୍ୟାଣ୍ଡର୍‌ ଏବଂ ରୋଭରଠାରୁ ଅଲଗା ହୋଇଥିବା ପ୍ରୋପଲଶନ ମଡ୍ୟୁଲ ପରେ ଏକ ସୁନ୍ଦର ଚିତ୍ର ପଠାଇଛି। ଇସ୍ରୋ ଦ୍ୱାରା ଜାରି...

ଚନ୍ଦ୍ରାୟାନ-୩: ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରାୟାନ, ଇସ୍ରୋ ଜାରି କଲା ଭିଡିଓ

ନୂଆଦିଲ୍ଲୀ,୧୮।୮: ଚନ୍ଦ୍ରର ନିକଟତର ହୋଇଛି ଚନ୍ଦ୍ରାୟାନ-୩। ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟାନର ଅବତରଣ ପରେ ଇତିହାସ ରଚିବ ଭାରତ। ଏବେ ଆମେ ଚନ୍ଦ୍ର ଠାରୁ ୧୧୩ କିମି x ୧୫୭କିମି ଦୂରରେ ଅଛୁ। ଗୁରୁବାର ପ୍ରପୁଲସନ ମଡ୍ୟୁଲରେ ବିକ୍ରମ ଲ୍ୟାଣ୍ଡର...

ବିଶ୍ୱରେ ଏମିତି କେହି ପୁଅ ଜନ୍ମ ହୋଇନାହିଁ ଯିଏ କେଜରିଓ୍ବାଲଙ୍କୁ ନୁଆଇଁ ଦେବ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୮: ଦିଲ୍ଲୀ ବିଧାନସଭାରେ ତିନି ଦିନିଆ ଅଧିବେଶନ ଆୟୋଜିତ ହୋଇଛି। ଅଧିବେଶନର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୃହକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ଦାବି କରିଛନ୍ତି ଯେ ସେ ଦିଲ୍ଲୀର ଅଧିକାର ଫେରାଇ ଆଣିବେ। ଦିଲ୍ଲୀ...

ଉତ୍ତର ପ୍ରଦେଶ କଂଗ୍ରେସର ଘୋଷଣା, ଆମେଠିରୁ ସ୍ମୃତି ଇରାନିଙ୍କୁ ଟକ୍କର ଦେବେ ରାହୁଲ

ଆମେଠି,୧୮।୮: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୪ରେ ଦେଶରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ଏବଂ ବିରୋଧୀ ଦଳ ଇଣ୍ଡିଆ (I.N.D.I.A) ମଧ୍ୟରେ ଏକ ରୋମାଞ୍ଚକର ପ୍ରତିଯୋଗିତା ଦେଖିବାକୁ ମିଳେ। ଏଥର...

ଆରଏସଏଫ କାର୍ଯ୍ୟକର୍ତ୍ତାଙ୍କ ଆକ୍ରମଣ ଘଟଣା: ଥାନାରେ ଅଭିଯୋଗ କଲେ ଶୁଭେନ୍ଦୁ ଅଧିକାରୀ

କୋଲକତା,୧୮।୮: ଯାଦବପୁର ବିଶ୍ୱବିଦ୍ୟାଳୟ ନିକଟରେ କଟରପନ୍ଥୀ-ବାମପନ୍ଥୀ ବିପ୍ଳବୀ ଛାତ୍ର ସଂଘ (ଆରଏସଏଫ) ଏବଂ ଭାଜପାର ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗୁରୁବାର ସଂଘର୍ଷ ହୋଇଥିଲା। ଏହାର ଗୋଟିଏ ଦିନ ପରେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ତଥା ଭାଜପା ନେତା...

ସଂସଦର ବିଶେଷାଧିକାର କମିଟି ସାମ୍ନାରେ ନିଜର ପକ୍ଷ ରଖିବେ ଅଧିର ରଂଜନ

ନୂଆଦିଲ୍ଲୀ, ୧୮।୮: ସଂସଦରେ ଅସଂସଦୀୟ ବ୍ୟବହାର ପାଇଁ ଲୋକସଭାରେ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀଙ୍କୁ ନିଲମ୍ବନ କରାଯାଇଥିଲା। ସଂସଦର ବିଶେଷାଧିକାର କମିଟି ଆଧୀରଙ୍କ ନିଲମ୍ବନର କାରଣକୁ ଯାଞ୍ଚ କରୁଛି। ଶୁକ୍ରବାର କମିଟିର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।...

ମଣିପୁର ଗସ୍ତରେ ସୀତାରାମ ୟେଚୁରୀଙ୍କ ସମେତ ସିପିଆଇଏମ ନେତା

ନୂଆଦିଲ୍ଲୀ,୧୮।୮: ଗତ ମେ ୩ ତାରିଖରୁ ମଣିପୁର ଜାତିଗତ ହିଂସାର ନିଆଁରେ ଜଳୁଛି। ଦୁନିଆ ସାମ୍ନାରେ ବିଶ୍ୱଗୁରୁ ହୋଇଥିବା ଦେଶ ଲଜ୍ଜାରେ ମୁଣ୍ଡ ତଳକୁ ନୁଆଇଁ ଛିଡା ହୋଇଛି। ସେହିପରି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦେଶକୁ ଭର୍ତ୍ସନା କରାଯାଇଛି। ତେବେ...

ଭାରତକୁ ପ୍ରଶଂସା କଲା ଚାଇନା, କହିଲା ଧନ୍ୟବାଦ କମ୍‌..

ମୁମ୍ବାଇ,୧୮।୮: ଚାଇନା ନାଗରିକଙ୍କୁ ଗୁରୁତର ଅବସ୍ଥାରେ ଆରବ ସାଗର ମଝିରୁ ଉଦ୍ଧାର କରିଥିବାରୁ ଭାରତୀୟ କୋଷ୍ଟଗାର୍ଡଙ୍କୁ ପ୍ରଶଂସା କରିଛି ଚାଇନା ଦୂତାବାସ। କୋଷ୍ଟଗାର୍ଡଙ୍କୁ ପ୍ରଶଂସା କରି ଚାଇନା ଦୂତାବାସ କହିଛି, ଏହି ସାହାର୍ଯ୍ୟ ପାଇଁ ଆମେ କୃତଜ୍ଞ। ଏଥିପାଇଁ ଟିମ୍‌କୁ...

ବିବାହ ବିନା ଜନ୍ମ ହୋଇଥିବା ପିଲାଙ୍କୁ ମିଳିପାରିବ ପୈତୃକ ସମ୍ପତ୍ତି: ଖୁବ୍‌ଶୀଘ୍ର ଆସିବ ରାୟ

ନୂଆଦିଲ୍ଲୀ,୧୮।୮: ସୁପ୍ରିମକୋର୍ଟ ଶୁକ୍ରବାର ୨୦୧୧ର ଏକ ଆବେଦନ ଉପରେ ନିଜର ରାୟକୁ ସୁରକ୍ଷିତ ରଖିଛନ୍ତି। ଏହି ଆବେଦନପତ୍ରରେ ଏକ ଆଇନଗତ ପ୍ରସଙ୍ଗ ଉଠିଥିଲା, ଯେଉଁଥିରେ କୁହାଯାଇଥିଲା ବିବାହ ବିନା ଜନ୍ମ ହୋଇଥିବା ପିଲା ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ସେମାନଙ୍କ...

ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକକୁ ନେଇ ଏମଭିଏର ପ୍ରସ୍ତୁତି

ମୁମ୍ବାଇ,୧୮।୮: ୨୪କୁ ନେଇ ରଣନୀତି ପ୍ରସ୍ତୁତ କଲେଣି ବିରୋଧୀ। ଗୋଟିଏ ପରେ ଗୋଟିଏ ବିରୋଧୀ ଦଳ ବୈଠକ କରି ଏନଡିଏ ବିରୋଧରେ ବଳ ଗୋଟାଉଛି ଇଣ୍ଡିଆ ମେଣ୍ଟ। ତେବେ ଆଗାମୀ ବିରୋଧୀ ବୈଠକକୁ ନେଇ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri