ଜାତୀୟ

‘ମୁଁ ୨୦୧୮ ନୁହେଁ, ୨୦୨୩ର ମଡେଲ’

ଭୋପାଳ,୧୮।୮: ମଧ୍ୟପ୍ରଦେଶର ନିର୍ବାଚନ ପାଇଁ ରାଜ୍ୟରେ ରାଜନୀତି ସରଗରମ ହୋଇଛି। କଂଗ୍ରେସ ରାଜ୍ୟରେ ପୁଣି ଥରେ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଥିବାବେଳେ କୌଣସି ପରିସ୍ଥିତିରେ ଭାଜପା ଏହି ରାଜ୍ୟରେ କ୍ଷମତାରୁ ବଞ୍ଚିତ ହେବାକୁ ଚାହୁଁନାହିଁ। ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ...

ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିରର ନୂଆ ଫଟୋ

ଅଯୋଧ୍ୟା,୧୮ା୮: ଅଯୋଧ୍ୟା ରାମମନ୍ଦିରର ପ୍ରଥମ ମହଲାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ବର୍ତ୍ତମାନ ଦ୍ୱିତୀୟ ମହଲାର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟୁଇଟରରେ ନିର୍ମାଣର ସୁନ୍ଦର ଫଟୋ ଶେୟାର କରିଛନ୍ତି।...

‘ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦କୁ ରଦ୍ଦ କରିବେ ରାଜ୍ୟ ସରକାର’, ଶିବ କୁମାରଙ୍କ ଘୋଷଣା

ବେଙ୍ଗାଲୁରୁ,୧୮।୮: କର୍ନାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଶୁକ୍ରବାର ଘୋଷଣା କରଇଛନ୍ତି କି ତାଙ୍କ ସରକାର ରାଜ୍ୟରେ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦କୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ,ଜାତୀୟ ଶିକ୍ଷା ନୀତି (NEP) ୨୦୨୦ଦେଶର ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟକାରୀ ହେବ।...

୩ଡି ପ୍ରିଣ୍ଟେଡ ଡାକଘର ଉଦ୍‌ଘାଟନ କଲେ ଅଶ୍ୱିନୀ ବୈଷ୍ଣବ

ବେଙ୍ଗାଲୁରୁ,୧୮।୮: କେନ୍ଦ୍ର ରେଲ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ୩ଡି ପ୍ରିଣ୍ଟେଡ ଟେକନିକରେ ନିର୍ମିତ ଦେଶର ପ୍ରଥମ ଡାକଘରର ଉଦଘାଟନ କରିଛନ୍ତି। ୧୧୦୦ ବର୍ଗଫୁଟର ଡାକଘରର ଉଦଘାଟନ ବେଙ୍ଗାଲୁରୁର ଉଲ୍ସୁର ବଜାର ନିକଟ କେମ୍ବ୍ରିଜ ଲେଆଉଟରେ ଆୟୋଜିତ କରାଯାଇଥିଲା। କେନ୍ଦ୍ର...

ହନି ଟ୍ରାପ: ଅଶ୍ଳିଳ ଭିଡିଓ କରି ୫୦ରୁ ଅଧୁକ ପୁରୁଷଙ୍କୁ କରିଛନ୍ତି ବ୍ଲାକମେଲ

ବେଙ୍ଗାଲୁରୁ,୧୮।୮: କର୍ନାଟକ ପୋଲିସ ବାଙ୍ଗାଲୋରରେ ଅଶ୍ଳୀଳତା ସହ ଜଡିତ ଏକ ର଼୍ୟାକେଟର ଗୁମର ଖୋଲିଛି। ଜଣେ ମହିଳା ହନିଟ୍ରାପ କରି ପୁରୁଷମାନଙ୍କୁ ଫସାଉ ଥିଲେ ଏବଂ ସେମାନଙ୍କଠାରୁ ବହୁ ପରିମାଣର ଟଙ୍କା ସଂଗ୍ରହ କରୁଥିଲେ। ଏହି ଗ୍ୟାଙ୍ଗର ତିନିଜଣ ସଦସ୍ୟଙ୍କୁ...

‘ଭାଜପାର ଶକ୍ତି ତା’ର କର୍ମୀ’ ଜିଲା ପଞ୍ଚାୟତ ସମ୍ମିଳନୀରେ ସଙ୍ଗଠନକୁ ଟିପ୍ସ ଦେଲେ ମୋଦି

ନୂଆଦିଲ୍ଲୀ,୧୮।୮: ଶୁକ୍ରବାର ଦାମନ ଓ ଡିଉରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଦୁଇ ଦିବସୀୟ ଜିଲା ପଞ୍ଚାୟତ ସଦସ୍ୟ ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଯୋଗ ଦେଇ ଦଳର କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ...

ଭିସ୍ତାରା ବିମାନକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୧୮।୮: ଭିସ୍ତାରା ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ଦିଲ୍ଲୀ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ଦିଲ୍ଲୀ-ପୁଣେ ବିମାନକୁ ବୋମା ଧମକ ଦିଆଯାଇଛି। ବିମାନ ପହଞ୍ଚିବା ମାତ୍ରେ ଏଥିରେ କୌଣସି ବୋମା ଅଛି କି ନାହିଁ ତଦନ୍ତ...

ମଣିପୁର ହିଂସା: ଉଗ୍ରବାଦୀଙ୍କ ଆକ୍ରମଣରେ ଗଲା ୩ ଜଣଙ୍କର ଜୀବନ

ଇମ୍ଫାଲ,୧୮।୮: ମଣିପୁରରେ ହୋଇଥିବା ହିଂସା ମାମଲାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଗଣମାଧ୍ୟମର ଖବର ଅନୁଯାୟୀ ମଣିପୁରର ଉଖରୁଲ ଜିଲାରେ ଉଗ୍ରବାଦୀଙ୍କ ଆକ୍ରମଣରେ ତିନି ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ଉଖରୁଲ ଜିଲାର ଥୋୱାଇ କୁକି ଗ୍ରାମରେ ଗାଁର ସୁରକ୍ଷାଥିବା...

ସ୍ବାଧିନତା ଦିବସରେ ବି ଶୁଣାଣି କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ,୧୮।୮: ଜଣେ ୧୮ ବର୍ଷୀୟ ଆଦିବାସୀ ଛାତ୍ରଙ୍କ ଇଞ୍ଜିନିୟର ହେବା ସ୍ବପ୍ନକୁ ପୂରଣ କରିବା ଲାଗି ବମ୍ବେ ହାଇକୋର୍ଟ ୧୫ ଅଗଷ୍ଟ ସ୍ବାଧିନତା ଦିବସ ଅର୍ଥାତ୍‌ ଛୁଟି ଦିନରେ ବି ମାମଲାର ଶୁଣାଣି କରିଛନ୍ତି। ଜାତି ଅନୁସନ୍ଧାନ କମିଟି ଦ୍ୱାରା ଗୌରବ...

ଶୀଘ୍ର ଭାରତ ଫେରିପାରନ୍ତି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ରାଣା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୮: ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହବ୍ବୁର ହୁସେନ ରାଣାଙ୍କୁ ଖୁବଶୀଘ୍ର ଭାରତ ଫେରାଇ ଅଣାଯିବାର ସମ୍ଭାନା ରହିଛି। ଆମେରିକାର ଅଦାଲତ ପାକିସ୍ତାନ ମୂଳ ବାସିନ୍ଦା ଏହି କାନାଡିଆ ବିଜନେସ ମ୍ୟାନଙ୍କ ଅପିଲକୁ ଖାରଜ କରି ଦେଇଛନ୍ତି...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୫ ଜୀବନ

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଖଣ୍ଡୱା ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍‌-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ପୁନାସା ନିକଟ ସନାଓ୍ବଡ ମାର୍ଗର...

ଦିନ ଦ୍ୱିପ୍ରହରରେ ଖବରଦାତାଙ୍କୁ ହତ୍ୟା

ଅରରିୟା,୧୮।୮: ଅରରିୟାର ରାନିଗଞ୍ଜରେ ଦୈନିକ ଜାଗରଣର ଖବରଦାତା ବିମଲ ଯାଦବଙ୍କୁ ହତ୍ୟା କରାଯାଇଛି। ଅପରାଧୀମାନେ ଘରର ଦ୍ୱାରରେ ଚଢି ମୁଖ୍ୟ ଫାଟକ ଖୋଲିଥିଲେ। ସାମ୍ବାଦିକ ଜଣଙ୍କ ଫାଟକକୁ ଆସିବା ମାତ୍ରେ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ହତ୍ୟା ପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri