ଜାତୀୟ

ଯୁବକଙ୍କୁ ଟ୍ରେନ୍‌ ଟ୍ରାକକୁ ଠେଲି ଦେଲେ ଦମ୍ପତି

ମୁମ୍ବାଇ,୧୮।୮: ମହାରାଷ୍ଟ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ ପ୍ଲାଟଫର୍ମରୁ ଟ୍ରାକ୍‌କୁ ଠେଲି ଦେଇଛନ୍ତି ଦମ୍ପତି। ଫଳରେ ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ ହୋଇଛି। ସିଓନ ଷ୍ଟେଶନରେ ଏହି ଘଟଣା ଘଟିଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ଦମ୍ପତିଙ୍କୁ...

କଂଗ୍ରେସ ଉପମୁଖ୍ୟମନ୍ତ୍ରୀଙ୍କୁ ନିଜର ଗୁରୁ କହିଲେ ଭାଜପା ବିଧାୟକ

ବେଙ୍ଗାଲୁରୁ,୧୮।୮: କର୍ନାଟକ ଭାଜପା ବିଧାୟକ ଏସ.ଟି ସୋମଶେଖର ଗୌଡା କଂଗ୍ରେସ ସରକାରରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ତାଙ୍କର ଗୁରୁ ବୋଲି ବର୍ଣ୍ଣନା କରିଛନ୍ତି। କନର୍ର୍ାଟକ ଭାଜପା ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ଏନେଇ କହିଛନ୍ତି,...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଭୁଟାନର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୮।୮: ପାରମ୍ପରିକ ଔଷଧର ପ୍ରଚାର ପାଇଁ ଭୁଟାନର ସ୍ବାସ୍ଥ୍ୟମନ୍ତ୍ରୀ ଡେଚେନ ୱାଙ୍ଗମୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବିଶ୍ୱ ବର୍ତ୍ତମାନ କୋଭିଡରୁ ସୁସ୍ଥ ହୋଇଥିବାରୁ ପାରମ୍ପରିକ ଏବଂ ଏଲୋପାଥିକ ଔଷଧର ଏକୀକରଣ ଗୁରୁତ୍ୱପୂର୍ଣ୍ଣ। ଗାନ୍ଧିନଗରରେ ବିଶ୍ୱ...

ଗୋପନୀୟ ତଥ୍ୟ ଲିକ ହେବା ଭୟରେ ଲାପଟପ ରପ୍ତାନି ବନ୍ଦ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୮।୮: ଗୋପନୀୟତା ଉଲ୍ଲଂଘନ ବିଶ୍ୱର ଚିନ୍ତାର ବିଷୟ ପାଲଟିଛି। ଆମେରିକା ସମେତ ବିଶ୍ୱର ସମସ୍ତ ବିକଶିତ ଦେଶ ମଧ୍ୟ ସେମାନଙ୍କ ଚିନ୍ତା ପ୍ରକଟ କରିଛନ୍ତି। ଭାରତ ବିରୋଧୀ ଦେଶମାନଙ୍କରୁ ଭାରତ ସରକାର ସତର୍କ ଅଛି ବୋଲି କେନ୍ଦ୍ର ବାଣିଜ୍ୟ ଓ...

‘କେସିଆର ପାର୍ଟି ଭାଜପାର ବି-ଟିମ’

ନୂଆଦିଲ୍ଲୀ,୧୮।୮: ଚଳିତ ବର୍ଷ ତେଲେଙ୍ଗାନା ସମେତ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନର କିଛି ମାସ ପୂର୍ବରୁ ତେଲେଙ୍ଗାନାରେ ରାଜନୀତି ସରଗରମ ହୋଇଛି। କଂଗ୍ରେସକୁ ଟାର୍ଗେଟ କରି ଦାରିଦ୍ର୍ୟ ଦୂରୀକରଣ କରିବା ପରିବର୍ତ୍ତେ ଗରିବ ଲୋକଙ୍କୁ...

ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପା ଖର୍ଚ୍ଚ କରି ୨୦୯ କୋଟିରୁ ଅଧିକ ଟଙ୍କା

ନୂଆଦିଲ୍ଲୀ,୧୮।୮: ୨୫ ବର୍ଷରୁ ଅଧିକ ସମୟ ଧରି ଗୁଜରାଟରେ ଶାସନ କରୁଥିବା ଭାରତୀୟ ଜନତା ପାର୍ଟି (ଭାଜପା) ୨୦୨୨ ରାଜ୍ୟ ବିଧାନସଭା ନିର୍ବାଚନରେ ୨୦୯ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସବିଶେଷ...

ଲେହ-ଲଦାଖରେ ପିତାଙ୍କ ଜନ୍ମଦିନ ପାଳିବେ ରାହୁଲ

ନୂଆଦିଲ୍ଲୀ,୧୮।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲେହ-ଲଦାଖ ଯାତ୍ରା ବର୍ତ୍ତମାନ ଦୁଇ ଦିନରୁ ୨୫ ଅଗଷ୍ଟକୁ ବୃଦ୍ଧି ପାଇଛି। ପାର୍ଟି ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ରାହୁଲ ତାଙ୍କ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ...

ନିର୍ବାଚନ ପ୍ରଚାର ଦାୟିତ୍ୱରେ ରହିବେ ବସୁନ୍ଧରା: ଅରୁଣ ସିଂ

ଜୟପୁର,୧୭ା୮: ରାଜସ୍ଥାନ ବିଧାନସଭା ନିର୍ବାଚନ ଲାଗି ଭାଜପା ଦୁଇଟି ମୁଖ୍ୟ ନିର୍ବାଚନ କମିଟି ଗଠନ କରିଛି। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ କୌଣସି କମିଟିରେ ରଖାଯାଇ ନାହିଁ। କମିଟିରେ ବସୁନ୍ଧରାଙ୍କୁ ନିଆ ନ ଯିବା ନେଇ ପ୍ରଶ୍ନ ହେବାରୁ...

ୟୁପି କଂଗ୍ରେସର ନୂଆ ଅଧ୍ୟକ୍ଷ ହେଲେ ଅଜୟ ରାୟ, ମୋଦିଙ୍କ ବିପକ୍ଷରେ ଦୁଇଥର ଲଢ଼ିଛନ୍ତି ନିର୍ବାଚନ

ଲକ୍ଷ୍ନୌ,୧୭।୮: ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ କଂଗ୍ରେସ ସକ୍ରିୟ ହେଉଛି। ଦଳ ପୂର୍ବତନ ବିଧାୟକ ଅଜୟ ରାୟଙ୍କୁ ରାଜ୍ୟର କଂଗ୍ରେସ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଅଜୟ ଦୁଇ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ...

‘ଜେଲର’ର ସଫଳତା ମଧ୍ୟରେ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ରଜନୀକାନ୍ତ

ରାଞ୍ଚି,୧୭।୮: ସାଉଥ ସୁପରଷ୍ଟାର ରଜନୀକାନ୍ତ ନିକଟରେ ମୁକ୍ତିଲାଭ କରିଥିବା ଆକ୍ସନ ଫିଲ୍ମ ‘ଜେଲର’ ହେତୁ ଚର୍ଚ୍ଚାରେ ଅଛନ୍ତି। ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଧମାକାଦାର ରୋଜଗାର କରୁଛି। ନେଲସନ ଦିଲୀପକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଭାରତ ତଥା ସମଗ୍ର...

ଭାଜପା ଉପରେ ଏହି ଅଭିଯୋଗ ଆଣିଲେ ଶରଦ ପାଓ୍ବାର

ମୁମ୍ବାଇ,୧୭।୮: ଏନସିପି ମୁଖ୍ୟ ଶରଦ ପାୱାର ଭାଜପା ଉପରେ ବିଭିନ୍ନ ରାଜ୍ୟରେ ନିର୍ବାଚିତ ସରକାରଙ୍କୁ ଅସ୍ଥିର କରୁଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଶାସକ ଦଳ ସ୍ଥିର ସରକାର ଦେବା କଥା କହୁଛନ୍ତି।...

ନେହେରୁଙ୍କ ପ୍ରସଙ୍ଗକୁ ନେଇ ଭାଜପାକୁ ଟାର୍ଗେଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୮: ଚାଇନା ପ୍ରସଙ୍ଗରେ ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ଗୁରୁବାର କହିଛନ୍ତି ଯେ ଚାଇନା ଗତ ୯ ବର୍ଷ ଧରି ଭାରତ ଉପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri