ଜାତୀୟ

ବଢିଲା ନୌସେନାର ଶକ୍ତି

କୋଲକାତା,୧୭।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଆଧୁନିକ ଯୁଦ୍ଧ ଜାହାଜ ଆଇଏନଏସ ବିନ୍ଧ୍ୟଗିରୀ(ପି୧୭ଏ)ର ଉଦଘାଟନ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ହୁଗଲି ନଦୀ କୂଳରେ ଅବସ୍ଥିତ ‘ଗାର୍ଡେନ ରିଚ ସିପବିଲ୍ଡର୍ସ ଏବଂ ଇଞ୍ଜିନିୟରିଂ ଲିମିଟେଡ’ ପରିସରରେ ଯୁଦ୍ଧ ଜାହାଜର ଉଦଘାଟନ କରିଥିଲେ। ଏହି...

ଭାଜପାକୁ ଟାର୍ଗେଟ କଲେ ଖାର୍ଗେ, କହିଲେ ଜଳୁଛି ମଣିପୁର ଅନ୍ୟ ରାଜ୍ୟରେ ନିର୍ବାଚନ ପ୍ରଚାର କରୁଛି ଭାଜପା

ନୂଆଦିଲ୍ଲୀ,୧୭।୮: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି କି ମଣିପୁର ଜଳୁଛି ହେଲେ ଭାଜପା ଅନ୍ୟ ରାଜ୍ୟରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ। ଦିଲ୍ଲୀରେ ଅଖିଳ ଭାରତୀୟ ମହିଳା କଂଗ୍ରେସର...

‘ଆଗରେ ଦାଦା, ପଛେ ପଛେ ପୁତୁରା’

ଲକ୍ଷ୍ନୌ,୧୭।୮:ସମାଜବାଦୀ ପାର୍ଟି (ଏସପି) ମିଶନ ୨୦୨୪ର ପ୍ରସ୍ତୁତି ଆରମ୍ଭ କରିଛି। ଦଳ ଲୋକସଭା ନିର୍ବାଚନ ୬ ମାସ ପୂର୍ବରୁ ପାଇଁ ପ୍ରସ୍ତୁତ ଅଛି। ବିରୋଧୀ ଦଳର ମିଳିତ ମେଣ୍ଟ ‘ଇଣ୍ଡିଆ’ ଭାରତୀୟ ଜନତା ପାର୍ଟି ସରକାରକୁ କ୍ଷମତାରୁ ହଟାଇବ ବୋଲି...

ମଧ୍ୟପ୍ରଦେଶ-ଛତିଶଗଡ ବିଧାନସଭା ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୭।୮: ମଧ୍ୟପ୍ରଦେଶ-ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରାର୍ଥୀ ଘୋଷଣା କରିଛି ଭାଜପା। ଭାଜପା ମଧ୍ୟପ୍ରଦେଶ ପାଇଁ ୩୯ ଜଣ ଏବଂ ଛତିଶଗଡ ପାଇଁ ୨୧ ଜଣ ପ୍ରାର୍ଥୀ ଘୋଷଣା କରିଛି। ଚଳିତ ବର୍ଷ ଉଭୟ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ...

ଏନ୍‌ଏମ୍‌ଏମ୍‌ଏଲର ନାଁ ପରିବର୍ତ୍ତନକୁ ନେଇ ଅନାବଶ୍ୟକ ପ୍ରସଙ୍ଗ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୭।୮: ଦିଲ୍ଲୀର ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ (ଏନ୍‌ଏମ୍‌ଏମ୍‌ଏଲ)ର ନାମ ପରିବର୍ତ୍ତନ ହେବା ପରେ ରାଜନୀତି ସରଗରମ ହୋଇଛି। ଏନେଇ ଭାଜପା କଂଗ୍ରେସକୁ ଟାର୍ଗେଟ କରିଛି। କଂଗ୍ରେସ ଅନାବଶ୍ୟକ ଭାବେ ଏହାକୁ ଏକ ପ୍ରସଙ୍ଗ କରୁଥିବା କେନ୍ଦ୍ର ମନ୍ତ୍ରୀ...

ଚନ୍ଦ୍ରାୟନ ୩ର ପ୍ରୋପଲଶନ ମଡ୍ୟୁଲରୁ ଅଲଗା ହେଲା ବିକ୍ରମ ଲ୍ୟାଣ୍ଡର

ନୂଆଦିଲ୍ଲୀ,୧୭।୮: ଚନ୍ଦ୍ରାୟନ ୩ର ପ୍ରୋପଲଶନ ମଡ୍ୟୁଲର ବିକ୍ରମ ଲ୍ୟାଣ୍ଡର ଗୁରୁବାର ଅର୍ଥାତ୍‌ ଅଗଷ୍ଟ ୧୭ରେ ସଫଳତାପୂର୍ବକ ଅଲଗା ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) କହିଛି କି ଏବେ ଲ୍ୟାଣ୍ଡର ମଡ୍ୟୁଲ ଶୁକ୍ରବାର ଚନ୍ଦ୍ର ନିକଟରେ ଅଳ୍ପ ତଳକୁ ଥିବା...

ବସୁନ୍ଧରା ରାଜେଙ୍କୁ ଝଟକା, ଭାଜପାର ନିର୍ବାଚନ ପ୍ରଚାର, ଘୋଷଣାପତ୍ର କମିଟିରେ ମିଳିଲାନି ସ୍ଥାନ

ଜୟପୁର,୧୭।୮: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଦଳ ଏକ ବଡ଼ ଝଟକା ଦେଇଛି। ବସୁନ୍ଧରା ରାଜେଙ୍କ ନାମ ଭାଜପା ନିର୍ବାଚନ କମିଟି ଏବଂ ମନିଫେଷ୍ଟୋ କମିଟିରେ ସାମିଲ ହୋଇନାହିଁ। ଏହାକୁ ଦେଖିବା ପରେ...

ବଢିଲା ‘ଗୋ ଫାଷ୍ଟ’ର ସମସ୍ୟା: ୨ ସପ୍ତାହ ମଧ୍ୟରେ ୧୫୦ରୁ ଅଧିକ କର୍ମଚାରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ,୧୭।୮: ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ଏୟାରଲାଇନ କମ୍ପାନୀ ଗୋ ଫାଷ୍ଟର ସମସ୍ୟା କମିବାର ନାଁ ନେଉନାହିଁ । ଗୋଟିଏ ପଟେ କମ୍ପାନୀ ଦୀର୍ଘ ଦିନ ଧରି ଏହାର ବିମାନ ଚଳାଚଳ ଆରମ୍ଭ କରିବାକୁ ଚେଷ୍ଟା କରିଆସୁଥିବା ବେଳେ ଅନ୍ୟପକ୍ଷରେ...

ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ପାଇଁ ମୋତେ କଂଗ୍ରେସର ଅଧ୍ୟକ୍ଷ ପଦ ମିଳିଛି: ଖାର୍ଗେ

ନୂଆଦିଲ୍ଲୀ,୧୭।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ନିଜକୁ ଦଳର ମୁଖ୍ୟ ହେବା ନେଇ ଏକ ବଡ଼ ଖୁଲାସା କରିଛନ୍ତି। ମହିଳା କଂଗ୍ରେସର କାର୍ଯ୍ୟକ୍ରମରେ ଖାର୍ଗେ କହିଛନ୍ତି ଯେ, ମୁଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପାଇଁ ଅଧ୍ୟକ୍ଷ ପଦ...

ଏମିତି ଜଣେ ବ୍ୟକ୍ତି, ଯିଏ କି ୩୦ ବର୍ଷ ହେଲା ବଜାରରୁ କିଣିନାହାନ୍ତି ପନିପରିବା

ଲକ୍ଷ୍ନୌ,୧୭ା୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜଣେ ବ୍ୟକ୍ତି ଯିଏ କି ୩୦ ବର୍ଷ ଧରି ବଜାରରୁ ପନିପରିବା କିଣିନାହାନ୍ତି। କୌତୂହଳର ବିଷୟ ଏହା ପରେ ମଧ୍ୟ ତାଙ୍କ ଘରେ ପନିପରିବାର ଅଭାବ ନାହିଁ। ସେ ନିଜେ ଖାଆନ୍ତି ଏବଂ...

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ଭାଜପା, ୪୦ ନାମ ଉପରେ ଲାଗିଲା ମୋହର

ନୂଆଦିଲ୍ଲୀ,୧୭।୮: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଖୁବ୍‌ଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ। ଦିଲ୍ଲୀରେ କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକରେ ୪୦ରୁ ଅଧିକ ପ୍ରାର୍ଥୀଙ୍କ ନାମ ଉପରେ ମୋହର ଲଗାଯାଇଛି। ସୂଚନାନୁସାରେ, ଦିଲ୍ଲୀରେ ଭାଜପାର...

ସ୍ପୋର୍ଟସ ଜୋତା ପିନ୍ଧିବା ନିଶାରେ ଜେଲ୍‌ରେ ଏମିତି କାମ କରିଦେଲେ କଏଦୀ

ନୂଆଦିଲ୍ଲୀ,୧୭।୮: ଦିଲ୍ଲୀର ତିହାର ଜେଲ ଏକ ଅଜବ ଘଟଣା ଘଟିଛି। ତିହାର ଜେଲରେ ରହୁଥିବା ଜଣେ କଏଦୀ ସ୍ପୋର୍ଟସ ଜୋତା ପିନ୍ଧିବା ପାଇଁ ସାକେତ କୋର୍ଟର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ଏକ ନକଲି ନକଲି ଅର୍ଡର ପ୍ରସ୍ତୁତ କରିଛନ୍ତି। କଏଦୀ ଗ୍ୟାଙ୍ଗଷ୍ଟର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri