ଜାତୀୟ

ଫ୍ରେଣ୍ଡଶିପ ଡେ’ରେ ନିଜେ ଫୁଡ ଡେଲଭରି ଦେଲେ ଜୋମାଟୋ ସିଇଓ

ନୂଆଦିଲ୍ଲୀ,୬।୮: ରେଷ୍ଟୋରେଣ୍ଟ ଏଗ୍ରିଗେଟର ଓ ଫୁଡ ଡେଲିଭରି କମ୍ପାନୀ ଜୋମାଟୋର ସିଇଓ ଦିପିନ୍ଦର ଗୋୟଲ ରବିବାର କିଛି ଭିନ୍ନ ଢଙ୍ଗରେ ଫ୍ରେଣ୍ଡଶିପ ଡେ’ ବା ବନ୍ଧୁତ୍ୱ ଦିବସକୁ ପାଳନ କରିଛନ୍ତି। ଏହି ଦିନକୁ ପାଳନ କରିବା ଏବଂ ବନ୍ଧୁତ୍ୱର ବାର୍ତ୍ତା...

ସୁସ୍ଥ ହେଉଛନ୍ତି ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ

କୋଲକାତା,୬।୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ (୭୯) ଙ୍କ ସ୍ବାସ୍ଥ୍ୟରେ ଲଗାତାର ଉନ୍ନତି ହେଉଛି। ରବିବାର ଉଡଲ୍ୟାଣ୍ଡସ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ହୋସରେ ଅଛନ୍ତି ଏବଂ ଡାକ୍ତର ଏବଂ ତାଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କ...

‘ବିରୋଧୀ ମହାମେଣ୍ଟର ନେତା ଏବେ ବ୍ୟାକବେଞ୍ଚର ହୋଇ ରହିଗଲେ’, ନୀତୀଶଙ୍କୁ ଟାର୍ଗେଟ କଲେ ଚିରାଗ

ପାଟନା,୬।୮: ଏଲଜେପି ମୁଖ୍ୟ (ରାମ ଭିଲାସ) ଏବଂ ଏମପି ଚିରାଗ ପାସୱାନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଖୁବ ବର୍ଷିଛନ୍ତି। ରବିବାର ସେ କହିଛନ୍ତି ଯେ ବିରୋଧୀ ଦଳର ନେତୃତ୍ୱ ନେବାକୁ ନୀତୀଶ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି, କିନ୍ତୁ...

‘ଆସିବାକୁ ବହୁ ବିଳମ୍ବ କରିଦେଲେ, ଆପଣଙ୍କ ପାଇଁ ଏହା ସଠିକ ସ୍ଥାନ’, ଅଜିତ ପାଓ୍ବାରଙ୍କୁ ନେଇ ଶାହାଙ୍କ ବଡ ବୟାନ

ପୁଣେ,୬।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ପୁଣେରେ ଏନସିପି ନେତା ଅଜିତ ପାଓ୍ବାରଙ୍କୁ ନେଇ କହିଛନ୍ତି, ଆପଣ ଏଠାକୁ ଆସିବାକୁ ବହୁ ବିଳମ୍ବ କରିଦେଲେ, ଆପଣଙ୍କ ପାଇଁ ଏହି ସ୍ଥାନ ଠିକ। ଅଜିତ ପାୱାର ଗତ ମାସରେ ଭାଜପା...

କୁପଓ୍ବାଡାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସେନା-ପୋଲିସର ଜଏଣ୍ଟ ଅପରେଶନରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରର କୁପଓ୍ବାଡାରେ ରବିବାର ସେନା ଓ ପୋଲିସର ମିଳିତ ଅପରେଶନରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିତ ଅପରେଶନରେ ସେନା ଏବଂ କୁପୱାଡା ପୋଲିସ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରି କୁପୱାଡା ଜିଲାର...

ଅବସର ସମୟ ପୂର୍ବରୁ ୬ ବର୍ଷରେ ୧୨ ବିଚାରପତି ଛାଡିଛନ୍ତି ପଦ

ନୂଆଦିଲ୍ଲୀ,୬।୮: ବମ୍ବେ ହାଇମୋର୍ଟର ଜଷ୍ଟିଶ ରୋହିତ ଦେବ ଅଗଷ୍ଟ ୪ରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରିଟାୟରମେଣ୍ଟର ୨ ବର୍ଷ ପୂର୍ବରୁ ସେ ପଦ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଇସ୍ତଫା ଘୋଷଣା ସମୟରେ ଉପସ୍ଥିତ ଜଣେ ଓକିଲଙ୍କ କହିବାନୁସାରେ, ଜଷ୍ଟିସ...

‘ମିଶନ ସମୁଦ୍ର ଯାନ’ ୩ ଜଣଙ୍କ ସହ ୬ କିଲୋମିଟର ଗଭୀର ସମୁଦ୍ରକୁ ଯିବ ‘ମତ୍ସ୍ୟ ୬୦୦୦’

ନୂଆଦିଲ୍ଲୀ,୬।୮: ଆମେରିକା, ଚାଇନା ପରି ବିକଶିତ ଦେଶ ଭଳି ଏବେ ଭାରତ ବି ପାତାଳର ରହସ୍ୟ ଭେଦ କରିବାକୁ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରୁଛି। ବାସ୍ତବରେ, ଆକାଶରେ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହେବା ପରେ ଭାରତ ବର୍ତ୍ତମାନ...

ରାମ ମନ୍ଦିର ଉଦଘାଟନରେ ବିରୋଧୀ ଦଳର କେତେକ ନେତାଙ୍କୁ ନିମନ୍ତ୍ରଣ କରିବ ନାହିଁ ଟ୍ରଷ୍ଟ, ମୁଖ୍ୟମନ୍ତ୍ରୀଙ୍କୁ ବି ମିଳିବ ନାହିଁ ସୁଯୋଗ

ନୂଆଦିଲ୍ଲୀ,୬।୮: ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିରର ଉଦଘାଟନକୁ ନେଇ ଯୋରସୋରରେ ପ୍ରସ୍ତୁତି ଚାଲିଛି। ମନ୍ଦିରର ଐତିହାସିକ ଉଦଘାଟନ ଦିବସକୁ ଦେଶ-ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରିବାର ଯୋଜନା ରହିଛି। ଦେଶର ପ୍ରମୁଖ ବିରୋଧୀ ଦଳର ବହୁ ବରିଷ୍ଠ...

ଶରଦଙ୍କ ପାଇଁ ନୂଆ ଝଟକା: ଅଜିତଙ୍କ ଦଳରେ ଜୟନ୍ତ ସାମିଲ ହେବା ନେଇ ଚର୍ଚ୍ଚା…

ମୁମ୍ବାଇ,୬।୮ : ଅଜିତ ପାୱାର ଶାସକ ଭାଜପା ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେସେନା ସରକାରରେ ଯୋଗଦେବାର ପ୍ରାୟ ଏକ ମାସ ପରେ ବର୍ତ୍ତମାନ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ବିଧାନସଭା ପାର୍ଟି ନେତା ତଥା ରାଜ୍ୟ ୟୁନିଟ ମୁଖ୍ୟ ଜୟନ୍ତ...

ରାହୁଲ ଗାନ୍ଧୀଙ୍କୁ ଡରିଗଲେ ସରକାର: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୬।୮: ମୋଦି ସରନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇଛନ୍ତି। ବର୍ତ୍ତମାନ ତାଙ୍କର ସଂସଦର ସଦସ୍ୟତା ନେଇ ରାଜନୀତି ଆରମ୍ଭ ହୋଇଛି। ଶିବସେନା (ୟୁବିଟି) ର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ଲୋକ ସଭା...

ପିଲାଙ୍କ ଭିତରେ ଈଶ୍ୱରଙ୍କୁ ଦେଖେ

ପେସା ତାଙ୍କର ଶିକ୍ଷକତା, ମାତ୍ର ନିଶା ସାହିତ୍ୟ ଓ ସମାଜସେବା। ପ୍ରାୟ ୪ଦଶନ୍ଧି ଧରି ଜାରି ରହିଛି ତାଙ୍କର ଏହି ସାଧନା। ଶିଶୁଙ୍କ ପାଇଁ ଲେଖିବା ସହ ଗୀତିକବିତା ଲେଖିଥିବା ଡ. ଚପଳା ପଣ୍ଡା ଜଣେ ଆଦର୍ଶ ଶିକ୍ଷୟିତ୍ରୀ ମଧ୍ୟ।...

ବ୍ରିଜରୁ ୫୦ ଫୁଟ ତଳକୁ ଖସିପଡିଲା ବସ୍‌: ୩ ମୃତ୍ୟୁ, ୨୫ ଆହତ

ରାଞ୍ଚି,୬।୮: ରାଞ୍ଚିରୁ ଝାଡଖଣ୍ଡର ଗିରିଡିହକୁ ଆସୁଥିବା ଏକ ବସ ବ୍ରିଜ ତଳକୁ ଖସି ପଡ଼ିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି। ବ୍ରିଜ୍‌ ରେଲିଂ ଭାଙ୍ଗିବାରୁ ବସ୍‌ଟି ନଦୀରେ ଖସିପଡିଥିଲା। ବସ୍‌ରେ ତିରିଶରୁ ଅଧିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri