ଜାତୀୟ

ମେହବୁବା ମୁଫ୍‌ତି ଗୃହବନ୍ଦୀ

ଶ୍ରୀନଗର,୬।୮(ପି.ଟି.): ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଶନିବାର ୪ ବର୍ଷ ପୂରିଛି। ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଓ ତାଙ୍କ ଦଳର କେତେଜଣ ବରିଷ୍ଠ ନେତାଙ୍କୁ ଗୃହବନ୍ଦୀ ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି। ଶୁକ୍ରବାର ରାତିଅଧିଆ ଚଢ଼ାଉକରି ପିଡିପି...

ଭାଜପା ଏମ୍‌ପିଙ୍କୁ ୨ ବର୍ଷ ଜେଲ

ଆଗ୍ରା,୬।୮: ୨୦୧୧ରେ ଟରେଣ୍ଟ ପାଓ୍ବାର ସଂସ୍ଥାର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ଏହାର କର୍ମଚାରୀଙ୍କୁ ଆକ୍ରମଣ ମାମଲାରେ ଭାଜପା ଏମ୍‌ପି ରାମଶଙ୍କର କାଥେରିଆଙ୍କୁ ୨ ବର୍ଷ ଜେଲଦଣ୍ଡ ହୋଇଛି। ଆଗ୍ରାର ସ୍ବତନ୍ତ୍ର ଏମ୍‌ପି/ଏମ୍‌ଏଲ୍‌ଏ ମାଜିଷ୍ଟ୍ରେଟ୍‌ କୋର୍ଟ ଏହି ଦଣ୍ଡାଦେଶ ଘୋଷଣା...

ମିଠା ଦୋକାନରେ ବିକ୍ରି ହେଉଛି ଟମାଟୋ, ଦାମ ରସଗୋଲା-ଲଡୁଠାରୁ ଅଧିକ…

କୋରବା,୫।୮ : ଦେଶରେ ଟମାଟୋ ଦାମ ଆକାଶ ଛୁଆଁ ହୋଇଛି। ପ୍ରତିଦିନ ଟମାଟୋ ନେଇ ରୋଚକ ଖବର ମିଳିବାରେ ଲାଗିଛି। ସମ୍ପ୍ରତି ଝାଡ଼ଖଣ୍ଡର କୋରବା ଅଞ୍ଚଳରେ ଏକ ମିଠା ଦୋକାନରେ ବିଭିନ୍ନ ମିଠା ସହିତ ଟମାଟୋ ମଧ୍ୟ ବିକ୍ରି ହେଉଛି।...

ଚନ୍ଦ୍ର କକ୍ଷପଥରେ ସଫଳତାର ସହ ସ୍ଥାପିତ ହେଲା ଚନ୍ଦ୍ରାୟନ-୩…

ନୂଆଦିଲ୍ଲୀ,୫।୮ : ଚନ୍ଦ୍ରାୟନ-୩ ଚନ୍ଦ୍ର କକ୍ଷପଥରେ ସଫଳତାରେ ସହ ସ୍ଥାପିତ ହୋଇଛି। ଇସ୍ରୋ ପକ୍ଷରୁ ଏନେଇ ଟୁଇଟ କରି ସୂଚନା ପ୍ରଦାନ କରାଯାଇଛି। ଅଗଷ୍ଟ ୫ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହା ଚନ୍ଦ୍ର କକ୍ଷବଥରେ ସ୍ଥାପିତ ହୋଇଛି। ଏହାପରେ...

ମୁଁ ବାଚସ୍ପତିଙ୍କୁ ରାହୁଲଙ୍କ ସଦସ୍ୟତା ନେଇ କରିଛି ଫୋନ: ଅଧୀର ରଞ୍ଜନ…

ନୂଆଦିଲ୍ଲୀ,୫।୮ : ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିବା ପରେ ଏବେ ତାଙ୍କ ଲୋକସଭା ସଦସ୍ୟତା ଫେରାଇ ଆଣିବା ପାଇଁ ଦାବି ଜୋର ଧରିଛି। ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ଗୃହରେ ଦେଖିବାକୁ କଂଗ୍ରେସ କଠିନ ଚେଷ୍ଟା କରୁଛି।...

ଡୁରାଣ୍ଡ କପ ୨୦୨୩: ଫୁଟବଲ କେବଳ ଏକ ଖେଳ ନୁହେଁ, ଏକ ଭାବନା ମଧ୍ୟ. କହିଲେ ରାଜନାଥ…

କୋକରାଝର,୫।୮ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଆସାମର କୋକରାଝରରେ ଡୁରାଣ୍ଡ-କପ ୨୦୨୩ ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଥିଲେ, ’ମୁଁ ଶୁଣିଥିଲି ଭାରତର ସମଗ୍ର ଉତ୍ତର ପୂର୍ବ ଅଞ୍ଚଳ ଫୁଟବଲ ପ୍ରତି...

୨୦୦୨ ଗୁଜରାଟ ଦଙ୍ଗା ଘଟଣା: ଜାମିନ ପାଇଲେ ପୋଲିସ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାର

ଅହମ୍ମଦବାଦ,୫।୮: ଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ ଲୋକଙ୍କୁ ମିଛ ପ୍ରମାଣ ଯୋଗାଡ କରି ଲୋକଙ୍କୁ ଫସେଇବା ମାମଲାରେ ଗୁଜୁରାଟ ହାଇକୋର୍ଟ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାରଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରାୟ ଦୁଇ...

ନୀତୀଶ କୁମାରଙ୍କର କୌଣସି ନିର୍ବାଚନ ଲଢ଼ିବାର ସାହସ ନାହିଁ: ପିକେ…

ପାଟନା,୫।୮ : ଜନ ସୁରାଜ ପଦଯାତ୍ରାର ସଂଯୋଜକ ପ୍ରଶାନ୍ତ କିଶୋର(ପିକେ) ବିହାରର ସାମସ୍ତିପୁରରେ ପଦଯାତ୍ରା ଜାରି ରଖିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହା ସହିତ ଲୋକସଭା ନିର୍ବାଚନରେ ନୀତୀଶ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ ସେ...

ଉଦ୍ଧବ ହିଁ ବଡ଼ ବିଶ୍ୱାସଘାତକ: ଶିନ୍ଦେ…

ମୁମ୍ବାଇ,୫।୮ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କାହାର ନାମ ନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉଦ୍ଧବ ବାରମ୍ବାର ଆମକୁ ବିଶ୍ୱାସଘାତକ ବୋଲି କୁହନ୍ତି। କିନ୍ତୁ ସେ ନିଜେ ଜଣେ ବଡ଼ ବିଶ୍ୱାସଘାତକ।...

ଅସନ୍ତୁଷ୍ଟ ଅଛନ୍ତି ସିନ୍ଧିଆ

ନୂଆଦିଲ୍ଲୀ,୫।୮: ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା) ଏବେଠାରୁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଛି। ଦଳ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ରାଜ୍ୟ ନିର୍ବାଚନ ପରିଚାଳନା କମିଟିର ସଂଯୋଜକ ଭାବେ ଦାୟିତ୍ୱ...

କୁଲଗାମରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନ: ୩ ଯବାନ ଶହୀଦ…

ଶ୍ରୀନଗର,୫।୮ : ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ ଆତଙ୍କବାଦୀ ସର୍ଚ୍ଚ ଅପରେଶନରେ ୩ ଜଣ ସେନା ଯବାନ ଶହୀଦ ହୋଇଛନ୍ତି। ହାଲାନ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ଶୁକ୍ରବାର ସନ୍ଧ୍ୟାରେ ଏହି ଏନକାଉଣ୍ଟର ଆରମ୍ଭ...

ଏହି ସହରରେ ହେବ ଇ.ଣ୍ଡି.ଆ. ମେଣ୍ଟର ଅଗାମୀ ବୈଠକ, ସଞ୍ଜୟ ରାଉତ କଲେ ଘୋଷଣା

ମୁମ୍ବାଇ,୫।୮: ପାଟନା ଓ ବେଙ୍ଗାଲୁର ପୁରେ ପୁଣି ବସିବାକୁ ଯାଉଛି ଇ.ଣ୍ଡି.ଆ. ମେଣ୍ଟର ବୈଠକ। ଶିବସେନା (ଉଦ୍ଧବ ଗୋଷ୍ଠୀ) ଉଦ୍ଧବ ଠାକରେ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏନେଇ ଘୋଷଣା କରିଛନ୍ତି। ବିରୋଧୀ ମେଣ୍ଟର ଆଗାମୀ ବୈଠକ ମୁମ୍ବାଇରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri