ଜାତୀୟ

‘ଇଣ୍ଡିଆ’ର ତୃତୀୟ ବୈଠକ ପୂର୍ବରୁ ଆଜି ଦିଲ୍ଲୀ ଯିବେ ନୀତୀଶ, କେଜ୍‌ରିଓ୍ବାଲଙ୍କୁ ଭେଟିବେ

ନୂଆଦିଲ୍ଲୀ,୧୬।୮: ବିରୋଧୀ ଏକତାର ତୃତୀୟ ବୈଠକ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ରେ ମୁମ୍ବାଇରେ ଅନୁଷ୍ଠିତ ହେବ, କିନ୍ତୁ ଏହାପୂର୍ବରୁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ବୈଠକର ପରବର୍ତ୍ତୀ ରଣନୀତିରେ କ’ଣ ହେବ, ଏହାକୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନୀତୀଶ...

ମହାରାଷ୍ଟ୍ରର କୋହ୍ଲାପୁରରେ ଭୂକମ୍ପ

ମୁମ୍ବାଇ,୧୬।୮: ମହାରାଷ୍ଟ୍ରର କୋହ୍ଲାପୁରରେ ଭୂକମ୍ପ ଝଟକା। ବୁଧବାର ସକାଳ ପ୍ରାୟ ୬.୪୫ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି। ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି।

ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭାଜପାର କାର୍ଯ୍ୟକ୍ରମ, ପ୍ରଥମଥର ପାଇଁ ଏନ୍‌ଡିଏକୁ ନିମନ୍ତ୍ରଣ

ନୂଆଦିଲ୍ଲୀ, ୧୬।୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭାଜପା ଏକ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏଥିନେଇ ଭାଜପାର ସମସ୍ତ ବଡ ନେତା ପହଞ୍ଚୁଛନ୍ତି। ବିଶେଷ କଥା ହେଉଛି ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ...

୯ ବର୍ଷରେ ସରକାର ଡିବିଟିରୁ ସଞ୍ଚୟ କରିଛନ୍ତି ୨.୭୩ ଲକ୍ଷ କୋଟି: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୮ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଧାର୍ଯ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ସିଧାସଳଖ ଲାଭ ଟ୍ରାନ୍ସଫର (ଡିବିଟି) ଯୋଜନା ଗ୍ରହଣ କରି ସରକାର ଗତ ୯ ବର୍ଷ ମଧ୍ୟରେ ୨.୭୩ ଲକ୍ଷ କୋଟି ଟଙ୍କା...

ଫେମିନା କଭର୍‌ ପେଜ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୫।୮: ଦେଶର ଜଣାଶୁଣା ପତ୍ରିକା ଫେମିନା ମାଗାଜିନ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସ୍ବତନ୍ତ୍ର ଷ୍ଟୋରୀ କରିଛି। ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କୁ ମାଗାଜିନ୍‌ ଏହାର ଅଗଷ୍ଟ ଏଡିସନ କଭର୍‌ ପେଜରେ ସ୍ଥାନ ଦେଇଛି। ଏହାର ପ୍ରଥମ କପି...

ସୁଲଭ ଇଣ୍ଟରନ୍ୟାଶନାଲ ପ୍ରତିଷ୍ଠାତାଙ୍କ ପରଲୋକ…

ନୂଆଦିଲ୍ଲୀ,୧୫।୮ : ସୁଲଭ ଇଣ୍ଟରନ୍ୟାଶନାଲର ପ୍ରତିଷ୍ଠାତା ବିନ୍ଦେଶ୍ୱର ପାଠକଙ୍କ ପରଲୋକ ଘଟିଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇ ଥିଲା। ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଉଲ୍ଲେଖନୀୟ କଥା...

ପ୍ରତି ଭାରତୀୟଙ୍କ ସ୍ବର ହେଉଛନ୍ତି ଭାରତ ମାତା: ରାହୁଲ…

ନୂଆଦିଲ୍ଲୀ,୧୫।୮ : ୭୭ ତମ ସ୍ବାଧୀନତା ଦିବସ ଅବସରରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଦେଶର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଭାରତ ମାତାଙ୍କୁ ପ୍ରତ୍ୟେକ ଭାରତୀୟଙ୍କ ସ୍ବର ବୋଲି କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରାହୁଲ ଗାନ୍ଧୀ...

ହାତ ଯୋଡ଼ିଲେ ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୧୫।୮ : ସୁପ୍ରିମ କୋର୍ଟ ର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ ମଙ୍ଗଳବାର ୭୭ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରେ ଅତିଥିମାନଙ୍କ ମଧ୍ୟରେ ବସିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସ୍ବାଧୀନତା ଦିବସ ସମ୍ବୋଧନରେ...

ହର ଘର ତ୍ରିରଙ୍ଗା ଓ୍ବେବସାଇଟରେ ଅପଲୋଡ ହେଲା ୯ କୋଟିରୁ ଅଧିକ ସେଲଫି…

ନୂଆଦିଲ୍ଲୀ,୧୫।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ହର ଘର ତ୍ରିରଙ୍ଗା ୍‌ଅଭିଯାନରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ଏକ ସେଲଫି ତ୍ରିରଙ୍ଗା ସହିତ ସୋସିଆଲ ମିଡିଆରେ ଅପଲୋଡ କରିବାକୁ ପଡିବ। ଏନେଇ...

ସ୍ବାଧୀନତା ଦିବସ: ବିଦେଶରୁ ଅଭିନନ୍ଦନର ସୁଅ…

ନୂଆଦିର୍ଲ୍ଲୀ,୧୫।୮ : ଭାରତ ଚଳିତ ବର୍ଷ ଏହାର ୭୭ ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶମ ଥର ପାଇଁ ଲାଲ କିଲ୍ଲାରୁ ସମ୍ବୋଧିତ କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ ବିଦେଶରୁ...

‘ବଲ ଆମ କୋର୍ଟରେ ଅଛି ତେଣୁ ସୁଯୋଗ ହାତଛଡା କରିବା ଉଚିତ ନୁହେଁ’, କାହିଁକି ଏମିତି କହିଲେ ମୋଦି

ନୂଆrଦିଲ୍ଲୀ,୧୫।୮: ଦେଶର ୭୭ତମ ସ୍ବାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଉତ୍ସାହ ଏବଂ ଆଶା ସହିତ ରେଡ ଫୋର୍ଟରୁ ତାଙ୍କର ଦଶମ ଭାଷଣ ଦେଇଥିଲେ। ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ରେଡ ଫୋର୍ଟରୁ ଏହା...

ଝାଡ଼ଖଣ୍ଡରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଯବାନ ଶହୀଦ

ରାଞ୍ଚି, ୧୫।୮: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ଜଣେ ସବ୍‌-ଇନ୍ସପେକ୍ଟର ଏବଂ ଜଣେ ହାବିଲଦାର ଅଛନ୍ତି। ସୂଚନାନୁଯାୟୀ, ସୋମବାର ଅପରାହ୍ନରେ ପଶ୍ଚିମ ସିଂହଭୂମର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri