ଜାତୀୟ

ହର ଘର ତ୍ରିରଙ୍ଗା ଓ୍ବେବସାଇଟରେ ଅପଲୋଡ ହେଲା ୯ କୋଟିରୁ ଅଧିକ ସେଲଫି…

ନୂଆଦିଲ୍ଲୀ,୧୫।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ହର ଘର ତ୍ରିରଙ୍ଗା ୍‌ଅଭିଯାନରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ଏକ ସେଲଫି ତ୍ରିରଙ୍ଗା ସହିତ ସୋସିଆଲ ମିଡିଆରେ ଅପଲୋଡ କରିବାକୁ ପଡିବ। ଏନେଇ...

ସ୍ବାଧୀନତା ଦିବସ: ବିଦେଶରୁ ଅଭିନନ୍ଦନର ସୁଅ…

ନୂଆଦିର୍ଲ୍ଲୀ,୧୫।୮ : ଭାରତ ଚଳିତ ବର୍ଷ ଏହାର ୭୭ ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶମ ଥର ପାଇଁ ଲାଲ କିଲ୍ଲାରୁ ସମ୍ବୋଧିତ କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ ବିଦେଶରୁ...

‘ବଲ ଆମ କୋର୍ଟରେ ଅଛି ତେଣୁ ସୁଯୋଗ ହାତଛଡା କରିବା ଉଚିତ ନୁହେଁ’, କାହିଁକି ଏମିତି କହିଲେ ମୋଦି

ନୂଆrଦିଲ୍ଲୀ,୧୫।୮: ଦେଶର ୭୭ତମ ସ୍ବାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଉତ୍ସାହ ଏବଂ ଆଶା ସହିତ ରେଡ ଫୋର୍ଟରୁ ତାଙ୍କର ଦଶମ ଭାଷଣ ଦେଇଥିଲେ। ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ରେଡ ଫୋର୍ଟରୁ ଏହା...

ଝାଡ଼ଖଣ୍ଡରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ଯବାନ ଶହୀଦ

ରାଞ୍ଚି, ୧୫।୮: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ଜଣେ ସବ୍‌-ଇନ୍ସପେକ୍ଟର ଏବଂ ଜଣେ ହାବିଲଦାର ଅଛନ୍ତି। ସୂଚନାନୁଯାୟୀ, ସୋମବାର ଅପରାହ୍ନରେ ପଶ୍ଚିମ ସିଂହଭୂମର...

ସେ ଆସନ୍ତାବର୍ଷ ତାଙ୍କ ଘରେ ତ୍ରିରଙ୍ଗା ଉଡାଇବେ: ପ୍ରଧାନମନ୍ତ୍ରୀଙ୍କ ଭବିଷ୍ୟବାଣୀ ଉପରେ ଖାର୍ଗେଙ୍କ ଜବାବ

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବର୍ଷ ଲାଲ କିଲାରୁ ନୁହେଁ ତାଙ୍କ ଘରେ ପତାକା ଉଡାଇବେ। ୭୭ତମ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ୨୦୨୪ ଲୋକ ସଭା...

ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ନାଗରିକତା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଭାରତୀୟ ନାଗରିକତା ମିଳିଛି। ସୋସିଆଲ ମିଡିଆରେ ଏହି ପୋଷ୍ଟ ଶେୟାର କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଶେୟାର କରି ଅକ୍ଷୟ ଲେଖିଛନ୍ତି ‘ହୃଦୟ ଏବଂ ନାଗରିକତା, ଉଭୟ ହିନ୍ଦୁସ୍ତାନୀ’ଅକ୍ଷୟଙ୍କର ପୂର୍ବରୁ...

ଖାଲି ପଡିଲା ଖାର୍ଗେଙ୍କ ସିଟ୍‌

ନୂଆଦିଲ୍ଲୀ,୧୫।୮: ଦେଶର ୭୭ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଆସନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅନୁପସ୍ଥିତି ଗୁରୁତର ପ୍ରଶ୍ନ ଉଠାଇଥିଲା। ଖାର୍ଗେଙ୍କ ଅନୁପସ୍ଥିତିକୁ ନେଇ...

ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

ଲକ୍ଷ୍ମୀପୁର ଖେରୀ,୧୫।୮: ବହୁ ଚର୍ଚ୍ଚିତ ଲକ୍ଷ୍ମୀପୁର ଖେରୀ ଗଣବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ପୋକ୍ସୋ କୋର୍ଟ ଏହି ଘଟଣାରେ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିଯୁକ୍ତ ସୁନୀଲ ଓ ଜୁନାଇଦଙ୍କୁ ଆଜୀବନ କାରାଦଣ୍ଡ ସହ ୪୬...

ମୋଦିଙ୍କୁ ଟାର୍ଗେଟ କଲେ ଲାଲୁ କହିଲେ ଆସନ୍ତା ବର୍ଷ ଉଡାଇ ପାରିବେନି ତ୍ରିରଙ୍ଗା

ନୂଆଦିଲ୍ଲୀ,୧୫।୮: ରେଡ ଫୋର୍ଟରୁ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଦଶମ ଥର ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ୨୦୨୪କୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ପରବର୍ତ୍ତୀ ଥର ଅଗଷ୍ଟ ୧୫ରେ,...

୭୭ ତମ ସ୍ବାଧିନତା ଦିବସରେ ପ୍ରଥମ ଥର ଦିଆଗଲା ସ୍ବଦେଶୀ ତୋପ ସଲାମି

ନୂଆଦିଲ୍ଲୀ,୧୫।୮: ଦେଶ ମଙ୍ଗଳବାର ୭୭ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରତିବର୍ଷ ପରି ସ୍ବାଧୀନତା ଦିବସରେ ୨୧ ତୋପ ସଲାମି ଦିଆଯାଇଥିଲା, କିନ୍ତୁ ଏହା ପ୍ରଥମ ଥର ପାଇଁ ଏକ ସ୍ବଦେଶୀ ତୋପ ସହିତ ଅଭିବାଦନ ଗ୍ରହଣ କରାଯାଇଥିଲା। ସ୍ବାଧୀନତା...

ବିଶ୍ୱକର୍ମା ଜୟନ୍ତୀରେ ଏହି ଯୋଜନା ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଏମାନଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ,୧୫।୮: ଆଜି ସମଗ୍ର ଦେଶ ୭୭ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ, ସେ ସୁନା କାରିଗର, କାର୍ପେଟର, ରାଜମିସ୍ତ୍ରୀ, ଭଣ୍ଡାରୀ, ହସ୍ତଶିଳ୍ପୀ ଶ୍ରେଣୀକୁ ନୂତନ ଶକ୍ତି ଦେବାକୁ ଯାଉଛନ୍ତି।...

ବାସଭବନରେ ତ୍ରିରଙ୍ଗା ଉଡାଇଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୫।୮: ୭୭ ତମ ସ୍ବାଧୀନତା ଦିବସ ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତାଙ୍କ ବାସଭବନରେ ତ୍ରିରଙ୍ଗା ଉଡାଇଛନ୍ତି। ସେହି ସମୟରେ ସିଆରପିଏଫ୍‌ ଯବାନ ଏବଂ ଅଫିସ କର୍ମଚାରୀଙ୍କ ଉପସ୍ଥିତ ଥିଲେ। ଏହା ପରେ ସେ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri