ଜାତୀୟ

‘୧୦୦୦ବର୍ଷର ଦାସତ୍ୱ, ଭବିଷ୍ୟତର ଭବ୍ୟ ଭାରତ ମଧ୍ୟରେ ଠିଆ ହୋଇଛି ଦେଶ’: ମୋଦି

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ହଜିଯାଇଥିବା ଐତିହ୍ୟ ଏବଂ ସମୃଦ୍ଧ ସମୃଦ୍ଧତାକୁ ପୁନରୁଦ୍ଧାର କରିବା ଏବଂ ଆଗାମୀ ଏକ ହଜାର ବର୍ଷ ପାଇଁ ଦିଗ ନିର୍ଦ୍ଧାରଣ କରିବା। ବୁଧବାର ଅଗଷ୍ଟ...

ଦେଶକୁ କ୍ଷମା ମାଗୁ କଂଗ୍ରେସ, ନଚେତ୍‌ ଲୋକେ ଦେବେ କଡ଼ା ଜବାବ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୫।୮: ଭାରତୀୟ ଜନତା ପାର୍ଟି (ଭାଜପା) କୁ ଭୋଟ ଦେଇଥିବା ଲୋକଙ୍କୁ ରାକ୍ଷସ ବୋଲି କହିଥିଲେ କଂଗ୍ରେସ ନେତା ରଣଦୀପ ସୁରଜଓ୍ବୋଲା। ଏହାକୁ ନେଇ ଭାଜପା କଂଗ୍ରେସ ଉପରେ ବର୍ଷିଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏଭଳି ମନ୍ତବ୍ୟ ପାଇଁ...

ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହେବା ଉପରେ ଅସନ୍ତୋଷ ପ୍ରକାଶ କଲେ କମଳ ନାଥ

ନୂଆଦିଲ୍ଲୀ,୧୫।୮: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର୍‌ ଦାଖଲ ହେତୁ ଆଜିକାଲି ମଧ୍ୟପ୍ରଦେଶର ରାଜନୀତି ସରଗରମ ରହିଛି। ରାଜ୍ୟ ସରକାର ଶିବରାଜ ସିଂ ଚୌହାନଙ୍କୁ କମିଶନ କୁହାଯାଇଥିବା ନେଇ ଏଫ୍‌ଆଇଆର ଦାଖଲ କରାଯାଇଛି।...

ଲାଲ କିଲାରେ ମଣିପୁର ପ୍ରସଙ୍ଗ ଉଠାଇଲେ ମୋଦି, କହିଲେ ଶାନ୍ତିରୁ ବାହାରିଥାଏ ସମାଧାନର ରାସ୍ତା

ନୂଆଦିଲ୍ଲୀ,୧୫।୮: ସାରା ଦେଶ ମଙ୍ଗଳବାର ପାଳନ କରୁଛି ୭୭ ତମ ସ୍ବାଧିନତା ଦିବସ। ୭୭ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡ ଫୋର୍ଟରୁ କ୍ରମାଗତ ଦଶମ ଥର ଲାଗି ତ୍ରିରଙ୍ଗା ଉଡାଇଛନ୍ତି। ଏହା ପରେ ସେ ଦେଶବାସୀଙ୍କୁ...

ଭାରତ ଉପରେ ଖରାପ ନଜର ରଖୁଥିବା ଦେଶକୁ ମୁହଁତୋଡ ଜବାବ ଦେବ ସେନା: ରାଜନାଥ ସିଂ

ନୂଆଦିଲ୍ଲୀ,୧୫।୮: ପୂର୍ବ ଲଦାଖରେ ଚାଇନା ସହ ସୀମା ବିବାଦ ଏବଂ ସୀମାପାର ଆତଙ୍କବାଦକୁ ପାକିସ୍ତାନର ସମର୍ଥନ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନାଁ ନ ନେଇ ଉଭୟ ଦେଶକୁ କଡ଼ା ଜବାବ ଦେଇଛନ୍ତି। ଦେଶର ୭୭ତମ ସ୍ବାଧୀନତା ଦିବସ...

ପୁଅର ଆତ୍ମହତ୍ୟା ପରେ ବାପାଙ୍କ ମୃତ୍ୟୁ

ଚେନ୍ନାଇ,୧୫।୮: ମେଡିକାଲ ପଢ଼ିବା ପାଇଁ ଏନ୍‌ଇଇଟି ପରୀକ୍ଷାରେ ୨ଥର ବିଫଳ ହେବା ପରେ ଜଣେ ଛାତ୍ର ରବିବାର ଆତ୍ମହତ୍ୟା କରିଥିଲେ। ପୁଅ ମୃତ୍ୟୁରେ ଭାଙ୍ଗିପଡ଼ି ସୋମବାର ବାପା ମଧ୍ୟ ଆଖି ବୁଜିଛନ୍ତି। ତାମିଲନାଡୁର କ୍ରୋମପେଟ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତକ...

ରାଜଘାଟ ପରେ ଲାଲକିଲା ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୧୫।୮: ଦେଶର ୭୭ ତମ ସ୍ବାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ରାଜ ଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାପରେ ସେ ଲାଲ କିଲାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ...

ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଆଜି ସମଗ୍ର ଦେଶ ୭୭ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହପାଳନ କରୁଛି। ସ୍ବାଧୀନତା ଦିବସ ଅବସରରେ ସମଗ୍ର ଦେଶ ଦେଶପ୍ରେମରେ ପରିପୂର୍ଣ୍ଣ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ...

ଦୁର୍ନୀତିର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି ମୋଦି ସରକାର:କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୫।୮: ସିଏଜି ରିପୋର୍ଟ ଆଧାରରେ ଆମ ଆଦମୀ ପାର୍ଟି ମୋଦି ସରକାରଙ୍କୁ ଘେରିଛି। ସିଏଜି ରିପୋର୍ଟରେ ଭାରତକୁ ଦୁର୍ନୀତିମୁକ୍ତ କରିବାକୁ ଦାବି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରକୃତ ଚେହେରା ପ୍ରକାଶ ପାଇଥିବା ଏଏପି ନେତାମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ...

୧୦୦ କି.ମି. କକ୍ଷ ନିକଟତର ହେଲା ଚନ୍ଦ୍ରୟାନ-୩

ବେଙ୍ଗାଲୁରୁ,୧୫ା୮: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୋମବାର ଚନ୍ଦ୍ରୟାନ-୩ ମହାକାଶ ଯାନର ଘୂର୍ଣ୍ଣନ ପଥ ହ୍ରାସ କରିଛି। ଏହି ମାନୋଭର ପୂର୍ବରୁ ଚନ୍ଦ୍ର ଚତୁର୍ପାର୍ଶ୍ୱରେ ଅଣ୍ଡାକୃତି କକ୍ଷପଥରେ ଗତି କରୁଥିବା ଚନ୍ଦ୍ରୟାନର ସର୍ବାଧିକ ଦୂରତା ୧,୪୩୭ କିଲୋମିଟର ଥିଲା। ଏବେ...

ସିଜେଆଇଙ୍କ ଉପରେ ସୋସିଆଲ ମିଡିଆରେ ମିଥ୍ୟା ପୋଷ୍ଟ

ନୂଆଦିଲ୍ଲୀ,୧୫ା୮: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଫାଇଲ ଫଟୋ ଏବଂ ତାଙ୍କର ନାଁରେ ଏକ ମିଛ ବିବୃତିକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଏଥିରେ ଲେଖାଅଛି, ‘ଭାରତର ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁରକ୍ଷା ଦେବା ପାଇଁ ଆମେ...

ପରିବା ବିକ୍ରେତାଙ୍କ ଘରେ ଲଞ୍ଚ୍‌ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପନିପରିବା ବିକ୍ରେତା ରାମେଶ୍ୱରଙ୍କୁ ଭେଟିଥିଲେ। ତାଙ୍କ ଘରେ ବସି ତାଙ୍କ ସହିତ ଲଞ୍ଚ୍‌ କରିଥିଲେ। କଂଗ୍ରେସ ଏହାର ଏକ୍ସ (ଟୁଇଟର୍‌) ଆକାଉଣ୍ଟରୁ ଏହାର ଫଟୋ ଶେୟାର କରିଛି। ଏହାପୂର୍ବରୁ ରାମେଶ୍ୱର ଏକ ଭିଡିଓରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri