ଜାତୀୟ

୩ ବେଡ୍‌ରୁମରେ ୨୦୦ରୁ ଊର୍ଦ୍ଧ୍ୱ ଡୋଲ୍‌

ନୂଆଦିଲ୍ଲୀ: ବାର୍ବି ଡୋଲ୍‌ ଭଳି ଖେଳନା ସାଧାରଣତଃ ଝିଅମାନେ ଅଧିକ ପସନ୍ଦ କରିଥାନ୍ତି। ହେଲେ ନିକଟରେ ଜଣେ ୩୫ ବର୍ଷୀୟଙ୍କ ପାଖରେ ଡୋଲ୍‌ର ବହୁତ କଲେକ୍ସନ ଥିବା ଦେଖିବାକୁ ମିଳିଛି। ସେ ତାଙ୍କ ୩ଟି ବେଡ୍‌ରୁମକୁ ୨୦୦ରୁ ଊର୍ଦ୍ଧ୍ୱ ଡୋଲ୍‌ରେ...

ସିଜେଆଇଙ୍କ ଉପରେ ସୋସିଆଲ ମିଡିଆରେ ମିଥ୍ୟା ପୋଷ୍ଟ ପ୍ରେସ୍‌ ନୋଟ୍‌ ଜାରି କଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୮: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଫାଇଲ ଫଟୋ ଏବଂ ତାଙ୍କର ନାଁରେ ଏକ ମିଛ ବିବୃତିକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ଏଥିରେ ଲେଖାଅଛି, ‘ଭାରତର ସମ୍ବିଧାନ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁରକ୍ଷା ଦେବା ପାଇଁ...

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ଚାର୍‌ଧାମ ଯାତ୍ରା ସ୍ଥଗିତ

ଡେରାଡୁନ୍‌,୧୪।୮: ଉତ୍ତରାଖଣ୍ଡରେ ସୋମବାର ଲଗାଣ ବର୍ଷା ଯୋଗୁ ବହୁ ବିଲ୍ଡିଂ ଧ୍ୱଂସ ହେବା ସହ ଭୂସ୍ଖଳନ ଯୋଗୁ ବଦ୍ରିନାଥ, କେଦାରନାଥ ଏବଂ ଗଙ୍ଗୋତ୍ରୀକୁ ଯାଇଥିବା ଜାତୀୟ ରାଜପଥଗୁଡ଼ିକ ଅବରୋଧ ହୋଇଛି। ଫଳରେ ଚାର୍‌ଧାମ ଯାତ୍ରାକୁ ୨ ଦିନ ପାଇଁ ସ୍ଥଗିତ...

ହିମାଚଳରେ ବର୍ଷା ବିତ୍ପାତ: ୪୮ ମୃତ

ସିମ୍‌ଲା,୧୪ା୮: ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଲଗାଣ ବର୍ଷା ଜାରି ରହିବା ସହ ନଦୀଗୁଡ଼ିକରେ ବନ୍ୟା ଆସିଥିବାରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଭୂସ୍ଖଳନ ଯୋଗୁ ୭୫୨ଟି ରାସ୍ତା ଅବରୋଧ ହେବା...

ଦେଶର ଗୌରବ ବଢାଉଛନ୍ତି ମହିଳା: ୭୭ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ଦେଶ ତ୍ରୀରଙ୍ଗା ରଙ୍ଗରେ ରଙ୍ଗୀନ ହେଉଛି। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ୭୭ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରୁଛନ୍ତି। ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରକୁ ସମ୍ବୋଧିତ କରି...

ଶିନ୍ଦେଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଅଜିତ ପାଓ୍ବାର: ବିରୋଧୀ ନେତାଙ୍କ ଦାବି

ମୁମ୍ବାଇ,୧୪।୮: ମହାରାଷ୍ଟ୍ରର ବିରୋଧୀ ଦଳର ନେତା ବିଜୟ ୱାଡେଟିୱାର ସୋମବାର ଦାବି କରିଛନ୍ତି ଯେ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ଏକନାଥ ଶିନ୍ଦେଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଗଡଚିରୌଲି ସହରରେ ଏକ ଖବରଦାତା...

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଏମ୍‌ପି ସୁରେଶ ପୂଜାରୀ

ନୂଆଦିଲ୍ଲୀ,୧୪।୮: ଭାଜପା ବରିଷ୍ଠ ନେତା ତଥା ବରଗଡ଼ ଏମ୍‌ପି ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। କାର୍ଡିଓଲୋଜି ବିଭାଗରେରେ ସେ ଚିକିତ୍ସାଧୀନ ଥିବା ସୂଚନାମିଳିଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ...

ନିଟ୍‌ ଏଣ୍ଟ୍ରାନ୍ସରେ ଉତ୍ତୀର୍ଣ୍ଣ ନ ହେବାରୁ ପୁଅ ପରେ ଆତ୍ମହତ୍ୟା କଲେ ବାପା

ଚେନ୍ନାଇ,୧୪।୮: ତାମିଲନାଡୁର ଚେନ୍ନାଇରେ ଏକ ଅଭାବନୀୟ ଘଟଣା ଘଟିଛି। ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେବାରୁ ଜଣେ ୧୯ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବାର ଗୋଟିଏ ଦିନ ପରେ ପିତା ମଧ୍ୟ ଆତ୍ମହତ୍ୟା କରିଛନ୍ତି। ପୋଲିସ କହିଛି ଯେ, ପୁଅର...

ଦାଦା-ପୁତୁରା ସାକ୍ଷାତକୁ ନେଇ ରାଜ ଠାକରେଙ୍କ ପ୍ରତିକ୍ରିୟା: ଗୋଟିଏ ଟିମ୍‌ ପୂର୍ବରୁ ପଠାଯାଇଛି କିନ୍ତୁ ଅନ୍ୟ ଏକ ଟିମ୍‌ ଖୁବ୍‌ଶୀଘ୍ର ଯିବ

ନୂଆଦିଲ୍ଲୀ,୧୪।୮: ଏନସିପି ମୁଖ୍ୟ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ଗୁପ୍ତ ବୈଠକ ପରେ ମହା ବିକାଶ ଅଗାଡିରେ ଅସନ୍ତୋଷ ଦେଖାଦେଇଛି। ଉଭୟ ପାୱାରଙ୍କ ସାକ୍ଷାତ ପରେ ଅନେକ ରାଜନୈତିକ ଚର୍ଚ୍ଚା ହେଉଛି। ଏ ନେଇ ଏମଏନଏସ ସଭାପତି ରାଜ...

ଏମ୍‌ଭିଏରେ କୌଣସି ଦ୍ୱନ୍ଦ୍ୱ ନାହିଁ: ସ୍ପଷ୍ଟ କଲେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୧୪।୮: ପୁଣେରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ପୁତୁରା ଅଜିତ ପାୱାରଙ୍କ ସହ ସାକ୍ଷାତକୁ ନେଇ ମହା ବିକାଶ ଅଗାଡି (ଏମ୍‌ଭିଏ)ରେ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ସୋମବାର ସ୍ପଷ୍ଟ କରିଛନ୍ତି।...

ଅଧୀର ରଞ୍ଜନଙ୍କ ନିଲମ୍ବନ ଉପରେ ଶୁକ୍ରବାର ହେବ ଯାଞ୍ଚ

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ତଥା ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀଙ୍କୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଲୋକ ସଭାରୁ ନିଲମ୍ବିତ କରାଯାଇଛି। ଲୋକ ସଭାର ଏକ କମିଟି ଶୁକ୍ରବାର ଅଧୀର ରଞ୍ଜନଙ୍କ ବିରୋଧରେ ହୋଇଥିବା ଅସଦାଚରଣ ଅଭିଯୋଗର ଯାଞ୍ଚ କରିବ। ଲୋକ...

ନଓ୍ବାବ ମଲିକଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ତଥା ମହାରାଷ୍ଟ୍ର ସରକାରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ନଓ୍ବାବଙ୍କୁ ସୋମବାର ୫୦ ହଜାର ମୁଚଲିକା ସହିତ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri