ଜାତୀୟ

ଏଲଏସିରେ ଭାରତ ଦୃଢ଼ ସୁରକ୍ଷା ପ୍ରସ୍ତୁତି: ୬୮ ହଜାର ଅତିରିକ୍ତ ଯବାନ, ୯୦ ଟ୍ୟାଙ୍କ ମୁତୟନ…

ଲେହ,୧୪।୮ : ଭାରତ ଏଲଏସି ସୁରକ୍ଷା ଉପରେ ଅଧିକ ଗୁରୁତ୍ୱାରୋପ କରୁଛି। ପୂର୍ବ ଲଦାଖରେ ଭାରତ ତାଇନା ଅନ୍ତର୍ଜାତୀୟ ସୀମାରେ ୬୮ ହଜାର ଅତିରିକ୍ତ ଯବାନ ଏବଂ ୯୦ ଟ୍ୟାଙ୍କ ନିୟୋଜିତ କରାଯାଇଛି। ମିଗ -୨୯ ସ୍କ୍ବଡ୍ରନ ଏବଂ ଡ୍ରୋନ...

ପଠାନକୋଟରେ ସନ୍ଦିଗ୍ଧ ଅନୁପ୍ରବେଶକାରୀ ନିହତ…

ପଠାନକୋଟ,୧୪।୮ : ପଞ୍ଜାବର ପଠାନକୋଟ ଜିଲାର ଅନ୍ତର୍ଜାତୀୟ ସୀମା ନିକଟରେ ସୀମା ସୁରକ୍ଷା ବଳ (ବିଏସଏଫ)ଙ୍କ ଏନକାଉଣ୍ଟରରେ ଜଣେ ସନ୍ଦିଗ୍ଧ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି। ସୋମବାର ବିଏସଏଫର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ମଧ୍ୟରାତ୍ର...

ଭାରତ-ଚାଇନା ୧୯ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା: ଡେପସଙ୍ଗ-ଡେମୋଚୋକରୁ ସୈନ୍ୟ ପ୍ରତ୍ୟାହାର ମୁଖ୍ୟ ପ୍ରସଙ୍ଗ…

ଲେହ,୧୪।୮ : ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଅବରୋଧକୁ ନେଇ ସୋମବାର ୧୯ ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବାକୁ ଯାଉଛି। ଲଦାଖ ସହିତ ପୂର୍ବ ସୀମାରେ ଚାଲିଥିବା ଉତ୍ତେଜନାକୁ ହ୍ରାସ କରିବା ଦିଗରେ ଉଭୟ...

୭୭ତମ ସ୍ବାଧିନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪।୮: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସ୍ବାଧିନତା ଦିବସର ପୂର୍ବ ସନ୍ଧ୍ୟାରେ ସୋମବାର ଅର୍ଥାତ୍‌ ଅଗଷ୍ଟ ୧୪ରେ ଦେଶକୁ ସମ୍ବୋଧିତ କରିବେ। ରାଷ୍ଟ୍ରପତି ଭବନ ପକ୍ଷରୁ ରବିବାର ଏକ ବୟାନରେ କୁହାଯାଇଛି କି ରାଷ୍ଟ୍ରପତିଙ୍କ ଏହି ସମ୍ବୋଧନ ଆକାଶବାଣୀର ସମସ୍ତ ରାଷ୍ଟ୍ରୀୟ...

ବାଦଲଫଟା ବର୍ଷା: ସୋଲନରେ ୭ ମୃତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ…

ସୋଲନ,୧୪।୮ : ହିମାଚଳ ପ୍ରଦେଶରୁ ଏକ ବଡ଼ ବିପର୍ଯ୍ୟୟ ଘଟିଛି। ସୋଲାନ ଜିଲାରେ ବାଦଲଫଟା ବର୍ଷା ହୋଇଛି। ଜିଲାର କାନ୍ଦାଘାଟ ସବ-ଡିଭିଜନର ମମଲିଗ ଉପ-ତହସିଲର ଜାଡନ ଗ୍ରାମରେ ରାତ୍ର ସାଢ଼େ ଗୋଟାଏ ସମୟରେ ଦୁଇ ଘର ଏବଂ ଗୋଟିଏ ଗୋଶାଳ...

ଅଗଷ୍ଟ ୧୫ ପାଇଁ ସୁରକ୍ଷା ଛାଉଣୀ: ଦିଲ୍ଲୀରେ ୧୦ ହଜାର ସୁରକ୍ଷାକର୍ମୀ ନିୟୋଜିତ, ଡ୍ରୋନରେ ପାଟ୍ରୋଲିଂ…

ନୂଆଦିଲ୍ଲୀ,୧୪।୮ : ସ୍ବାଧୀନତା ଦିବସରେ ସମସ୍ତ ଉତ୍ସବକୁ ସଫଳତାର ସହିତ ପାଳନ କରିବା ପାଇଁ ସୁରକ୍ଷା ଏଜେନ୍ସିଗୁଡିକ ବିସ୍ତୃତ ବ୍ୟବସ୍ଥା କରିଛନ୍ତି । ଦିଲ୍ଲୀ ସୁରକ୍ଷା ଛାଉଣୀରେ ପରିଣତ କରାଯାଇଛି। ଏହି ବ୍ୟବସ୍ଥା ବିଷୟରେ ଅବଗତ ଥିବା ଅଧିକାରୀମାନେ କହିଛନ୍ତି...

ସଚ୍ଚିନଙ୍କ ସହ ତ୍ରିରଙ୍ଗା ଉଡାଇଲେ ସୀମା

ନୂଆଦିଲ୍ଲୀ,୧୪।୮: ଭାରତ ସୀମା ଅତିକ୍ରମ କରିଥିବା ପାକିସ୍ତାନୀ ନାଗରିକ ସୀମା ହାଇଦର ରବିବାର ‘ହର ଘର ତିରଙ୍ଗା’ ଅଭିଯାନରେ ଯୋଗ ଦେଇ ତାଙ୍କ ଘରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ବର୍ତ୍ତମାନ ଉତ୍ତରପ୍ରଦେଶର ନୋଏଡାଠାରେ ରହୁଥିବା ସୀମା ତାଙ୍କ ସ୍ବାମୀ ସଚିନଙ୍କ...

ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିଲେ ନିଶ୍ଚିତ ଜିତିବେ ପ୍ରିୟଙ୍କା ଗାନ୍ଧୀ: ସଞ୍ଜୟ ରାଉତ

ମୁମ୍ବାଇ,୧୪।୮: ଶିବସେନା(ଉଦ୍ଧବ ଠାକରେ ଗ୍ରୁପ) ନେତା ସଞ୍ଜୟ ରାଉତ କହିଛନ୍ତି, ଯଦି ବାରାଣସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢନ୍ତି ତେବେ ସେ ବିଜୟୀ ହେବା ନିଶ୍ଚିତ। କାରଣ ବାରାଣସୀର ଲୋକେ...

୧୫ ସିବିଆଇ ଅଫିସରଙ୍କୁ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲ

ନୂଆଦିଲ୍ଲୀ,୧୪ା୮ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ୧୫ ଜଣ ଅଫିସର ଉଲ୍ଲେଖନୀୟ ତଦନ୍ତ ପାଇଁ ଚଳିତବର୍ଷ ସମ୍ମାନଜନକ ସ୍ବରାଷ୍ଟ୍ରମନ୍ତ୍ରୀ ମେଡାଲରେ ପୁରସ୍କୃତ ହେବା ଲାଗି ମନୋନୀତ ହୋଇଛନ୍ତି। ପୁରସ୍କାର ପାଇବାକୁ ଥିବା ଅଫିସରମାନେ ହେଲେ ସିବିଆଇ ଏସ୍‌ପି ବିଦ୍ୟୁତ୍‌...

ରାଜ୍ୟରେ ଏନ୍‌ଆଇଏ ଚଢ଼ାଉ

ନୂଆଦିଲ୍ଲୀ,୧୪ା୮(ପି.ଟି.) : ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ବିଭେଦ ବଢ଼ାଇ ଦେଶରେ ଅସ୍ଥିରତା ସୃଷ୍ଟି ମାଧ୍ୟମରେ ଶାନ୍ତି ଭଙ୍ଗ କରିବା ପାଇଁ ପିପୁଲ୍ସ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ଷଡ଼ଯନ୍ତ୍ର ଚଳାଇଥିବାବେଳେ ଏହାକୁ ଭଣ୍ଡୁର କରିବା ଲାଗି ଜାତୀୟ ତଦନ୍ତକାରୀ ସଂସ୍ଥା...

ଗୋଆର ଦୁପଟ୍ଟା କିଲର

ପଣଜୀ,୧୪ା୮: ୧୯୯୪ରେ ମହାନନ୍ଦ ନାଏକଙ୍କୁ ୨୫ ବର୍ଷ ହୋଇଥିଲା। ଗୋଆ ରାଜଧାନୀ ପଣଜୀରୁ ୪୦ କି.ମି. ଦୂର ଶିରୋଡାରେ ସେ ଅଟୋ ଚଳାଉଥିଲେ। ମହାନନ୍ଦଙ୍କ ଘର ଅପରପାର୍ଶ୍ୱରେ ଦର୍ଶନା ନାଏକ(୨୧) ଏକୁଟିଆ ରହୁଥିଲେ। ସେହିବର୍ଷ ସେପ୍ଟେମ୍ବର ୩୦ରେ ଦର୍ଶନାଙ୍କ ଝୁଲନ୍ତା...

ଯୁବବର୍ଗଙ୍କୁ ଅସ୍ତ୍ର ଧରିବାକୁ ଆହ୍ବାନ

ଚଣ୍ଡିଗଡ଼,୧୪ା୮: ହରିୟାଣାର ନୁହ ଜିଲାରେ ଗତ ମାସ ୩୧ରେ ଘଟିଥିବା ହିଂସାତ୍ମକ ସଂଘର୍ଷ ଘଟଣା ଉପରେ ଆଲୋଚନା ପାଇଁ ରବିବାର ପାଲଓ୍ବାଲଠାରେ ସର୍ବ ହିନ୍ଦୁ ସମାଜ ପକ୍ଷରୁ ଏକ ମହାପଞ୍ଚାୟତର ଆୟୋଜନ କରାଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦର ଏହି ଧର୍ମୀୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri