ଜାତୀୟ

ହର ଘର ତ୍ରିରଙ୍ଗା ଅଭିଯାନ: ୬୦୦ କୋଟିରୁ ଅଧିକ କାରବାର ଆଶା…

ନୂଆଦିଲ୍ଲୀ,୧୩।୮ : ଭାଜପାର ହର ଘର ତ୍ରିରଙ୍ଗା ଅଭିଯାନ ଯୋଗୁ ବଜାରରେ ୬୦୦ କୋଟିରୁ ଅଧିକ ଟଙ୍କା କାରବାର କରିବ ବୋଲି ଆକଳନ କରାଯାଇଛି। ଦେଶର ପ୍ରତ୍ୟେକ ନାଗରିକଙ୍କ ଘରେ ତ୍ରିରଙ୍ଗା ଲଗାଇବାକୁ ଦଳ ଯୋଜନା କରିଛି। କେନ୍ଦ୍ର ସରକାରଙ୍କ...

ରାମ ଜନ୍ମଭୂମୀ ପୂଜାରୀଙ୍କୁ ମିଳିବ ସରକାରୀ ସ୍ତରର ସୁବିଧା, ଦରମା ବୃଦ୍ଧି, ଘର ସହ ମିଳିବ ଛୁଟି

ଅଯୋଧ୍ୟା,୧୩।୮: ରାମ ଜନ୍ମଭୂମୀ ପୂଜାରୀଙ୍କ ପାଇଁ ଆସୁଛି ଶୁଭ ଦିନ। ଏବେ ପୂଜାରୀ ଓ କର୍ମଚାରୀଙ୍କୁ ସରକାରୀ ସ୍ତରର ସୁବିଧା ଯୋଗାଇ ଦେବାକୁ ପ୍ରସ୍ତୁତି ଚାଲିଛି। ଶ୍ରୀ ରାମ ଜନ୍ମଭୂମୀର ମୁଖ୍ୟ ସ୍ଥପତି ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି ଯେ...

କଂଗ୍ରେସ କ୍ଷମତାକୁ ଆସିବା ପରେ ଦୁର୍ନୀତିର ପ୍ରମାଣ ଦେବ…

ଇନ୍ଦୋର,୧୩।୮ : ମଧ୍ୟପ୍ରଦେଶ ସରକାରରେ ଦୁର୍ନୀତି ଅଭିଯୋଗରେ ଦଳର ନେତା ଇନ୍ଦୋର ପୋଲିସ ଥାନାରେ ପ୍ରିୟଙ୍କା ଗାନ୍ଧୀ ଏବଂ କମଲ ନାଥଙ୍କ ବିରୋଧରେ ଏଫଆଇଆର ଦାଖଲ କରିବା ପରେ ରବିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ କଂଗ୍ରେସ କଡ଼ା...

ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମଦରେ ବିଷ ଦେଇ ମାରିଦେଲେ ସ୍ତ୍ରୀ

ଜୟପୁର,୧୩ା୮: ରାଜସ୍ଥାନର ଚୁରୁ ଜିଲାର ସର୍ଦ୍ଦାରହର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଏଠାରେ ଜଣେ ୨୬ ବର୍ଷୀୟା ମହିଳା ତାଙ୍କ ପ୍ରେମିକଙ୍କ ସହିତ ସ୍ବାମୀଙ୍କୁ ମଦରେ ବିଷ ମିଶାଇ ପିଇବାକୁ ଦେଇ ମାରିଦେଇଛନ୍ତି।...

୨୪ ଘଣ୍ଟାରେ ଆଇସିୟୁରେ ୧୭ ଜଣଙ୍କ ମୃତ୍ୟୁ, ହସ୍ପିଟାଲରେ ଘନେଇଲା ସଙ୍କଟ…

ଥାଣେ,୧୩।୮ : ମୁମ୍ବାଇର ଥାଣେର କଲୱାସ୍ଥିତ ଛତ୍ରପତି ଶିବାଜୀ ମହାରାଜ ମେମୋରିଆଲ ହସପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ଆଇସିୟୁରେ ୧୭ ରୋଗୀଙ୍କ ମୃତ୍ୟୁ ପରେ ଆତଙ୍କ ସୃଷ୍ଟି ହୋଇଛି। ଏହାପୂର୍ବରୁ ଅଗଷ୍ଟ ୧୦ ରେ ଗୋଟିଏ ଦିନରେ ପ୍ରାୟ...

ଏଥର ସ୍ବାଧୀନତା ଦିବସ ଆୟୋଜନ ହେବ ସ୍ବତନ୍ତ୍ର

ନୂଆଦିଲ୍ଲୀ,୧୩।୮: ୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ଏଥର ଆହୁରି ସ୍ବତନ୍ତ୍ର ହେବାକୁ ଯାଉଛି। କାରଣ ଏଥଣ ଏହି ଉତ୍ସବରେ ୧୮୦୦ ସ୍ବତନ୍ତ୍ର ଅତିଥି ଅଂଶଗ୍ରହଣ କରିବେ। ସରକାରଙ୍କ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅଧୀନରେ...

ଲଦାଖରେ ନିର୍ମାଣ ହେଉଛି ତୃତୀୟ ଫାଇଟର ବେସ୍‌: ଚିନ୍ତାରେ ଚାଇନା…

ଲେହ,୧୩।୮ : ତିନି ବର୍ଷ ପୂର୍ବେ ଭାରତୀୟ ବାୟୁସେନା ପୂର୍ବ ଲଦାଖରେ ନିଜର କାର୍ଯ୍ୟକଳାପ ବୃଦ୍ଧି କରିଥିଲା। ଫଳରେ ଚାଇନା ବ୍ୟାକଫୁଟ ଯିବାକୁ ବାଧ୍ୟ ହୋଇଥିଲା। ଏହାର କାରଣ ଥିଲା ଭାରତୀୟ ସେନା ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ଉପକରଣ...

୭୦ ପ୍ରତିଶତ ସରକାରୀ ମାମଲା ଭିତ୍ତିହୀନ, କୋର୍ଟର କାର୍ଯ୍ୟ ଭାର ବଢାଉଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୮: କୋର୍ଟକୁ ଆସୁଥିବା ବହୁ ସଂଖ୍ୟକ ସରକାରୀ ମାମଲା ଭିତ୍ତିହୀନ। ଏଭଳି ମାମଲା ଯୋଗୁ କୋର୍ଟର କାର୍ଯ୍ୟ ଭାର ବଢୁଥିବା ସୁପ୍ରିମକୋର୍ଡ କହିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ବିବିଧ ଆବେଦନ ଶୁଣାଣି ବେଳେ ଜଷ୍ଟିସ ପିଏସ ନରସିଂହ,...

ଶ୍ରୀନଗରରେ ତ୍ରିରଙ୍ଗା ରାଲି, ଏଲ୍‌ଜି ସାମିଲ

ଶ୍ରୀନଗର,୧୩।୮: ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ରବିବାର ଶ୍ରୀନଗରରେ ତ୍ରିରଙ୍ଗା ରାଲି ବାହାରିଛି। ଏହି ରାଲୀକୁ ଏଲ୍‌ଜି ମନୋଜ ସିହ୍ନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏସ୍‌କେଆଇସିସିରୁ ଡାଲ ହ୍ରଦ କୂଳ ଦେଇ ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ଏହି...

ମୋଦି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ ତେଜସ୍ବୀ

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ବିହାରର ଦରଭଙ୍ଗା ଏମ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ପରେ ବିହାରରେ ରାଜନୈତିକ ଝଡ ସୃଷ୍ଟି ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ ବିହାର ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ମଧ୍ୟରେ ବାକ୍‌ଯୁଦ୍ଧ...

ରାମ ମନ୍ଦିର ଗର୍ଭଗୃହ ଭିତରକୁ ଯାଇପାରିବେ ନାହିଁ ଭକ୍ତ

ଅଯୋଧ୍ୟା,୧୩।୮: ଭଗବାନ ରାମଙ୍କ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ଆସନ୍ତା ଜାନୁଆରୀ ୨୧ ରୁ ୨୪ ଜାନୁଆରୀ ମଧ୍ୟରେ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାରିଖ ପାଇବା ପରେ ଶେଷରେ ଏହା ଘୋଷଣା କରାଯିବ। ମନ୍ଦିରର...

ଆଦିବାସୀଙ୍କୁ ଶ୍ରେଣୀଭୁକ୍ତ କର ନାହିଁ: ରାହୁଲ ଗାନ୍ଧୀ

ଥିରୁଭାନନ୍ତପୁରମ୍‌,୧୩।୮: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଆସିକାଲି କେରଳର ୱାୟାନାଡ ଗସ୍ତରେ ଯାଇଛନ୍ତି। ରବିବାର ସେ କହିଛନ୍ତି ଯେ, ଆଦିବାସୀଙ୍କୁ ସୀମିତ ଏବଂ ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ। ଆଦିବାସୀମାନେ ଜଙ୍ଗଲରେ ସୀମିତ ରହିବା ଉଚିତ୍‌ ନୁହେଁ, ବରଂ ସମଗ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri