ଜାତୀୟ

ଶ୍ରୀନଗରରେ ତ୍ରିରଙ୍ଗା ରାଲି, ଏଲ୍‌ଜି ସାମିଲ

ଶ୍ରୀନଗର,୧୩।୮: ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ରବିବାର ଶ୍ରୀନଗରରେ ତ୍ରିରଙ୍ଗା ରାଲି ବାହାରିଛି। ଏହି ରାଲୀକୁ ଏଲ୍‌ଜି ମନୋଜ ସିହ୍ନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏସ୍‌କେଆଇସିସିରୁ ଡାଲ ହ୍ରଦ କୂଳ ଦେଇ ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ଏହି...

ମୋଦି ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲେ ତେଜସ୍ବୀ

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ବିହାରର ଦରଭଙ୍ଗା ଏମ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ପରେ ବିହାରରେ ରାଜନୈତିକ ଝଡ ସୃଷ୍ଟି ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏବଂ ବିହାର ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ମଧ୍ୟରେ ବାକ୍‌ଯୁଦ୍ଧ...

ରାମ ମନ୍ଦିର ଗର୍ଭଗୃହ ଭିତରକୁ ଯାଇପାରିବେ ନାହିଁ ଭକ୍ତ

ଅଯୋଧ୍ୟା,୧୩।୮: ଭଗବାନ ରାମଙ୍କ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ଆସନ୍ତା ଜାନୁଆରୀ ୨୧ ରୁ ୨୪ ଜାନୁଆରୀ ମଧ୍ୟରେ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାରିଖ ପାଇବା ପରେ ଶେଷରେ ଏହା ଘୋଷଣା କରାଯିବ। ମନ୍ଦିରର...

ଆଦିବାସୀଙ୍କୁ ଶ୍ରେଣୀଭୁକ୍ତ କର ନାହିଁ: ରାହୁଲ ଗାନ୍ଧୀ

ଥିରୁଭାନନ୍ତପୁରମ୍‌,୧୩।୮: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଆସିକାଲି କେରଳର ୱାୟାନାଡ ଗସ୍ତରେ ଯାଇଛନ୍ତି। ରବିବାର ସେ କହିଛନ୍ତି ଯେ, ଆଦିବାସୀଙ୍କୁ ସୀମିତ ଏବଂ ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ। ଆଦିବାସୀମାନେ ଜଙ୍ଗଲରେ ସୀମିତ ରହିବା ଉଚିତ୍‌ ନୁହେଁ, ବରଂ ସମଗ୍ର...

କମଲ ନାଥଙ୍କ ବୟାନକୁ ନେଇ ସଫେଇ ଦେଉଛନ୍ତି ଦିଗବିଜୟ

ଭୋପାଳ,୧୩।୮: ହିନ୍ଦୁ ରାଷ୍ଟ୍ର ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ବୟାନ ଉପରେ ଦିଗବିଜୟ ସିଂ ସ୍ପଷ୍ଟୀକରଣ ଦେଉଛନ୍ତି। ସେ କହିଛନ୍ତି ଯେ କମଲ ନାଥଙ୍କ ବୟାନକୁ ଓଲଟା ସିଧା ଉପସ୍ଥାପିତ କରାଯାଉଛି। କମଲ ନାଥ କହିଥିଲେ ଯେ ଦେଶରେ...

କଂଗ୍ରେସକୁ ଟାର୍ଗେଟ କଲେ ଅନୁରାଗ ଠାକୁର, ଟୁକଡେ-ଟୁକଡେ ଗ୍ୟାଙ୍ଗର ସମର୍ଥକମାନେ ଭାରତ ମାଆର ହତ୍ୟା କରୁଛନ୍ତି

ନୂଆଦିଲ୍ଲୀ,୧୩।୮: ଟୁକଡେ-ଟୁକଡେ ଗ୍ୟାଙ୍ଗର ସମର୍ଥକମାନେ ଭାରତ ମାତାଙ୍କୁ ହତ୍ୟା କରିବାକୁ ଚିନ୍ତା କରିପାରିବେ। ସେମାନେ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ବିଷୟରେ ଚିନ୍ତା କରନ୍ତି ନାହିଁ। ସେମାନେ କେବଳ ସମ୍ବିଧାନ ଏବଂ ଭାରତ ମାଆର ହତ୍ୟା ବିଷୟରେ ଭାଷଣ ଦିଅନ୍ତି।...

ପ୍ରିୟଙ୍କା ଗାନ୍ଧୀଙ୍କ ପୋଷ୍ଟ ଉପରେ ‘ଏକ୍ସ’ରୁ ତଥ୍ୟ ମାଗିବ ପୋଲିସ, ସୂଚନା ଦେଲେ ଇନ୍ଦୋର ପୋଲିସ କମିଶନର

ଇନ୍ଦୋର,୧୩।୮: ମଧ୍ୟପ୍ରଦେଶର ଭାରତୀୟ ଜନତା ପାର୍ଟି (ଭାଜପା) ସରକାରରେ ଦୁର୍ନୀତି ଅଭିଯୋଗ ନେଇ ଇନ୍ଦୋରରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କମଲ ନାଥ ଏବଂ ଅରୁଣ ଯାଦବଙ୍କ ପରି କଂଗ୍ରେସର ବରିଷ୍ଠ ନେତାଙ୍କ ‘ଏକ୍ସ’ (ପୂର୍ବ ଟୁଇଟର) ଆକାଉଣ୍ଟଗୁଡ଼ିକର ହ୍ୟାଣ୍ଡଲର୍‌ (ଆକାଉଣ୍ଟ...

ଖାଲିସ୍ତାନୀଙ୍କ ସହ ମୁକାବିଲା କରିବାକୁ ବ୍ରିଟେନ ପ୍ରସ୍ତୁତ…

ନୂଆଦିଲ୍ଲୀ,୧୩।୮ : ଭାରତୀୟମାନେ କ୍ରମାଗତ ଭାବେ ଖାଲିସ୍ତାନୀଙ୍କର ଟାର୍ଗେଟ ହେବାରେ ଲାଗିଛନ୍ତି। ଏଭଳି ପରିସ୍ଥିତିରେ ବ୍ରିଟିଶ ସୁରକ୍ଷା ମନ୍ତ୍ରୀ ଟମ ଟୁଗେନହାଟ ସ୍ପଷ୍ଟ କରିଛନ୍ତି ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ଏବଂ ଏହାର କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ରିଟେନ ଆବଶ୍ୟକ...

ଭିଆଇପି ଗାଡିରୁ ହଟିବ ସାଇରନ, ବ୍ୟବହାର ହେବ ବଂଶୀ ଶଦ୍ଦ: ନୀତିନ ଗଡକରୀ

ନୂଆଦିଲ୍ଲୀ,୧୩।୮: ଭିଆଇପି ଗାଡିରୁ ହଟିବ ସାଇରନ। ଭିଆଇପି ଗାଡିରୁ ନାଲି ବତୀ ହଟାଇବା ପରେ କେନ୍ଦ୍ର ଓ ସଡକ ପରିବହନ ମନ୍ତ୍ରୀ ବର୍ତ୍ତମାନ ଭିଆଇପି ଗାଡିରୁ ସାଇରନ ହଟାଇବାକୁ ଯୋଜନା କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ପୁଣେରେ ଚାନ୍ଦନୀ...

ତ୍ରିରଙ୍ଗା ସହ ସେଲ୍‌ଫି ନେଇ ଅପଲୋଡ କରିବାକୁ ଜନତାଙ୍କୁ ଅପିଲ କଲେ ମୋଦି

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୭୭ ତମ ସ୍ବାଧିନତା ଦିବସକୁ ସ୍ବତନ୍ତ୍ର ଢଙ୍ଗରେ ପାଳନ କରିବାକୁ ଦେଶବାସୀଙ୍କୁ ଏକ ନିଆରା ଅପିଲ କରିଛନ୍ତି। ସେ ‘ହର ଘର ତ୍ରିରଙ୍ଗା’ ଆନ୍ଦୋଳନ ଅନ୍ତର୍ଗତ ୱେବସାଇଟ hargarhtiranga.com ରେ ତ୍ରିରଙ୍ଗା ସହିତ...

ଚାଚା-ପୁତୁରାଙ୍କ ଗୁପ୍ତ ବୈଠକ ମହାରାଷ୍ଟ୍ରରେ ରାଜନୈତିକ ଉଷ୍ଣତା ବଢ଼ିଲା…

ମୁମ୍ବାଇ,୧୩।୮ : ଏନସିପି ଅଧ୍ୟକ୍ଷ ଶରଦ ପାୱାର ଏବଂ ଦଳର ବିଦ୍ରୋହୀ ଗୋଷ୍ଠୀଙ୍କ ନେତୃତ୍ୱ ନେଉଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ଶନିବାର ପୁଣେରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଜଣେ ବ୍ୟବସାୟୀଙ୍କ ବାସଭବନରେ ଅନୁଷ୍ଠିତ...

ଅଗଷ୍ଟ ୧୫ରୁ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା: ଶିନ୍ଦେ ସରକାରଙ୍କ ଘୋଷଣା…

ମୁମ୍ବାଇ,୧୩।୮ : ମହାରାଷ୍ଟ୍ର ସରକାର ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଅଗଷ୍ଟ ୧୫ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଡାକ୍ତରଖାନାଗୁଡ଼ିକ ରୋଗୀଙ୍କଠାରୁ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରିବେ ନାହିଁ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri