ଜାତୀୟ

ଅଜିତ ପାଓ୍ବାରଙ୍କୁ ‘ଇଣ୍ଡିଆ’ରେ ସାମିଲ ହେବାକୁ ଦିଆଯାଇଥିବ ନିମନ୍ତ୍ରଣ’, ଅଜିତ-ଶରଦଙ୍କ ସିକ୍ରେଟ ବୈଠକକୁ ନେଇ କହିଲେ ସଞ୍ଜୟ

ମୁମ୍ବାଇ,୧୩।୮: ନାଶନାଲିଷ୍ଟ କଂଗ୍ରେସ ପାର୍ଟିର ଶରଦ ପାଓ୍ବାର ଓ ଅଜିତ ପାଓ୍ବାରଙ୍କ ସାକ୍ଷାତକାରକୁ ନେଇ ଶିବସେନା(ଉଦ୍ଧବ ଠାକରେ)ଗ୍ରୁପର ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ବଡ ବୟାନ ଦେଇଛନ୍ତି। ରବିବାର ରାଉତ କହିଛନ୍ତି ଯେ ଯଦି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ...

୨୦୧୮ ନିର୍ବାଚନୀ ସତ୍ୟପାଠ ଅଦଳବଦଳ ଅଭିଯୋଗରେ ଅବକାରୀ ମନ୍ତ୍ରୀ ଶ୍ରୀନିବାସ ଗୌଡଙ୍କ ସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ମାମଲା ଦାୟର

ହାଇଦ୍ରାବାଦ,୧୩।୮: ନିର୍ବାଚନୀ ସତ୍ୟପାଠ ଅଦଳବଦଳ ଅଭିଯୋଗରେ ତେଲେଙ୍ଗାନା ଅବକାରୀ ମନ୍ତ୍ରୀ ଭି ଶ୍ରୀନିବାସ ଗୌଡଙ୍କ ବିରୋଧରେ ମାମଲା ଦାୟର ହୋଇଛି। ହାଇଦ୍ରାବାଦ କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି।ତେବେ ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ଏଫଆଇଆରରେ...

୨୭ ସପ୍ତାହ ଭ୍ରୁଣର ଗର୍ଭପାତ ପାଇଁ ମହିଳାଙ୍କୁ ଅନୁମତି ଦେଇଥିଲେ ହାଇକୋର୍ଟ, ଜୀବିତ ଜନ୍ମ ହେଲେ ଶିଶୁ…

ମୁମ୍ବାଇ,୧୩।୮ : ନିକଟରେ ବମ୍ବେ ହାଇକୋର୍ଟ ଜଣେ ମହିଳାଙ୍କ ୨୭ ସପ୍ତାହର ଗର୍ଭସ୍ଥ ଭ୍ରୁଣର ଗର୍ଭପାତ ପାଇଁ ଅନୁମତି ଦେଇଥିଲେ। ମହିଳାଙ୍କ ହୃଦୟରେ ଏକ ଛୋଟ ଛିଦ୍ର ଥିବାରୁ ହାଇକୋର୍ଟ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗର୍ଭପାତ ପାଇଁ ଅନୁମତି...

ଆମେ ଦେଶ ପାଇଁ ମରିପାରିବୁ ନାହିଁ, ହେଲେ ଦେଶ ପାଇଁ ବଞ୍ଚିବାକୁ ଆମକୁ କେହି ଅଟକାଇ ପାରିବେ ନାହିଁ: ଶାହା

ଅହମଦାବାଦ,୧୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ରବିବାର ଗସ୍ତର ଦ୍ୱିତୀୟ ଦିନରେ ଶାହା ଅହମ୍ମଦାବାଦରେ ତିରଙ୍ଗା ଯାତ୍ରାକୁ ପତାକା ଦେଖାଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ସ୍ବାଧୀନତାର ୭୫ବର୍ଷ ହୋଇସାରିଛି।...

ଅସାମରେ ନିର୍ବାଚନ କ୍ଷେତ୍ରର ପରିସୀମନକୁ ବିରୋଧ: ଏଜିପି ବିଧାୟକ ପ୍ରଦୀପ ହାଜାରିକାଙ୍କ ଇସ୍ତଫା

ଗୁଆହାଟୀ,୧୩।୮: ଆସାମରେ ବିଧାନସଭା ଏବଂ ସଂସଦୀୟ ର୍ନିବାଚନମଣ୍ଡଳୀର ପରିସୀମନ(କ୍ଷେତ୍ର) ପ୍ରକାଶ ପାଇବା ପରେ ବିରୋଧ ଆରମ୍ଭ ହୋଇଛି। ପରିସୀମନକୁ ବିରୋଧ କ୍ଷମତାସୀନ ଭାଜପାର ସହଯୋଗୀ ପାର୍ଟି ଆସାମ ଗଣ ପରିଷଦ (ଏଜିପି) ନେତା ତଥା ଆମଗୁରୀ ବିଧାୟକ ପ୍ରଦୀପ ହାଜାରିକା...

‘ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଜବରଦସ୍ତ ପଠାଯିବ ହସ୍ପିଟାଲ’ ଶିବସେନା ବିଧାୟକଙ୍କ ଚମକାଇବା ଭଳି ଦାବି

ମୁମ୍ବାଇ,୧୩।୮: ମହାରାଷ୍ଟ୍ରର ଔରଙ୍ଗାବାଦ ପଶ୍ଚିମରେ ଶିନ୍ଦେ ଗ୍ରୁପର ବିଧାୟକ ସଞ୍ଜୟ ଶିରସାଟ ଦାବି କରିଛନ୍ତି କି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଅସୁସ୍ଥ ଅଛନ୍ତି। ସେ କହିଛନ୍ତି କି ଅଗଷ୍ଟ ୧୫ ପରେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ପିଟାଲ ପଠାଇ ଦିଆଯିବ। ସେ...

କସ୍ମୋ ବଜାରର ମେଗା ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର,୧୩।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା କସ୍ମୋ କନେକ୍ଟର ଆଉ ଏକ ଷ୍ଟୋର ଓଡ଼ିଶା ବଜାରରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି କସ୍ମୋ ବଜାରର ମେଗା ଷ୍ଟୋର ଶୁକ୍ରବାର କଟକର ବାଦାମବାଡ଼ିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଆଇନଜୀବୀ ପ୍ରଦୀପ...

ସ୍ବାଧିନତା ଦିବସ ପୂର୍ବରୁ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ଡିପି ବଦଳାଇ ତ୍ରିରଙ୍ଗା ଲଗାଇ ଜନତାଙ୍କୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରବିବାର ଟୁଇଟ କରି ଦେଶ ସହ ସମ୍ପର୍କକୁ ଆହୁରି ଗଭୀର କରିବାରେ ସହଯୋଗ...

ଅଗଷ୍ଟ ୧୪ରେ ୧୯ତମ ରାଉଣ୍ଡ ଭାରତ-ଚାଇନା ଆଲୋଚନା…

ନୂଆଦିଲ୍ଲୀ,୧୩।୮ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ତିକ୍ତତାକୁ ହ୍ରାସ କରିବା ପାଇଁ ୧୪ ଅଗଷ୍ଟରେ ଚୁସୁଲ ମୋଲଡୋରେ ୧୯ ତମ ରାଉଣ୍ଡ ଆଲୋଚନା ହେବ। ଚାରିମାସ ପୂର୍ବରୁ ଅନୁଷ୍ଠିତ ୧୮ ତମ ରାଉଣ୍ଡ କଥାବାର୍ତ୍ତାର...

ପେରୁରେ ଏଲିଅନ ଆତଙ୍କ!

ପେରୁ,୧୩।୮: ପେରୁର ଏକ ଗାଁର ଏଲିଅନ ଆତଙ୍କ। ସାତ ଫୁଟ୍‌ ଉଚ୍ଚର ଏହି ଲମ୍ବା ପ୍ରାଣୀକୁ ଦେଖି ଗାଁ ଲୋକଙ୍କର ଛନକା ପଶିଛି। ଗୁଳି ମାରିଲେ ଟଳି ପଡିବ କଣ ଆଖି ସାମ୍ନାରୁ ଅଦୃଶ୍ୟ ହୋଇଯାଉଛି। ପୋଲିସ ସୂତ୍ରରୁ ଜଣାପଡିଛି...

ପାର୍ଲାମେଣ୍ଟ ଅଧା ସମୟ ଚାଲିନାହିଁ

ନୂଆଦିଲ୍ଲୀ,୧୩।୮(ପି.ଟି.): ମୌସୁମୀ ଅଧିବେଶନରେ ପାର୍ଲାମେଣ୍ଟ ଧାର୍ଯ୍ୟ ସମୟର ଅଧା ମଧ୍ୟ ଚାଲି ନ ଥିଲା। ଲୋକ ସଭା ଧାର୍ଯ୍ୟ ସମୟର ମାତ୍ର ୪୩ ପ୍ରତିଶତ ଚାଲିଥିବାବେଳେ ରାଜ୍ୟ ସଭା ୫୫ ପ୍ରତିଶତ ଚାଲିଥିଲା। ତେବେ ସ୍ବଳ୍ପ ସମୟରେ ଅଧିକ ବିଧେୟକ...

ଚାଇନା-ପାକିସ୍ତାନ ଉପରେ ନଜର ରଖିବା ପାଇଁ ସୀମାରେ ମୁତୟନ ହେଲା ହେରନ ମାର୍କ-୨

ନୂଆଦିଲ୍ଲୀ,୧୩।୮: ଭାରତ ତାର ଶତ୍ରୁଙ୍କୁ ଚିତ୍‌ ପଟାଙ୍ଗ କରିବା ପାଇଁ ପ୍ରତିରକ୍ଷା କ୍ଷମତା ବଢାଇବାରେ ଲାଗିଛି। ବର୍ତ୍ତମାନ ଭାରତୀୟ ବାୟୁସେନା ତାର ପ୍ରତିରକ୍ଷା କ୍ଷେତ୍ରରେ ହେରନ ମାର୍କ-୨ ଡ୍ରୋନ ସାମିଲ କରିଛି। ଯାହାକି ଉଭୟ ପଡୋଶୀ ଦେଶ ପାକିସ୍ତାନ ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri