ଜାତୀୟ

ସ୍ବାଧୀନତା ଦିବସରେ ପଞ୍ଜାବରେ ଖୋଲିବ ୭୬ ନୂଆ ମୋହଲା କ୍ଲିନିକ…

ଚଣ୍ଡିଗଡ଼,୧୨।୮ : ସ୍ବାଧୀନତା ଦିବସର ୭୬ ତମ ବାର୍ଷିକୀ ଅବସରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ସରକାର ରାଜ୍ୟରେ ଆଉ ୭୬ ମୋହଲା କ୍ଲିନିକ ଖୋଲିବେ । ଏଥି ସହ ୪୦ ଟି ସରକାରୀ ଡାକ୍ତରଖାନାର ମଧ୍ୟ ନବୀକରଣ କରାଯିବ...

ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ

ଅହମ୍ମଦାବାଦ, ୧୨।୮: ଗୁଜରାଟର ଅହମ୍ମଦାବାଦ ଜିଲା ବାଭଲା- ବଗୋଦରା ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଶିଶୁ, ୫ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ହୋଇଛନ୍ତି। ଖେଡ଼ା...

ବ୍ରିଟିଶ ସମୟର ଆଇନରେ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୨।୮ : ଭାରତୀୟ ଆଇନରେ ପରିବର୍ତ୍ତନ ଆଣିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ଭାରତରେ ଅପରାଧ ନ୍ୟାୟ ବ୍ୟବସ୍ଥାରେ ଏକ ଐତିହାସିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ପ୍ରାୟ ଚାରି ବର୍ଷ ଧରି ଆଲୋଚନା ପରେ ଏହି ପ୍ରସ୍ତାବ...

ତାପମାତ୍ରା ବୃଦ୍ଧି ହେଲେ ପିଲାଙ୍କ ଠାରେ ଦେଖାଯାଏ ଅଧିକ ଡାଇରିଆ ମାମଲା: ଆଇସିଏମଆର ରିପୋର୍ଟ

ନୂଆଦିଲ୍ଲୀ,୧୨।୮: ତାପମାତ୍ରା ୩୩ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ହେଲେ ପିଲାଙ୍କ ଠାରେ ଡାଇରିଆ ମାମଲା ୪୩ ଶତକଡା ବୃଦ୍ଧି ପାଉଛି। ଡାଇରିଆ ସଂକ୍ରମିତ ଶିଗେଲା ଜୀବାଣୁ ବିଷୟରେ ନୂଆ ତଥ୍ୟ ପ୍ରକାଶ କରିଛି ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ କାଉନସିଲ...

ଇଣ୍ଡିଆ ମେଣ୍ଟରେ ଫାଟ, କାବେରୀ ଜଳ ବିବାଦ ନେଇ ତାମିଲନାଡୁ-କର୍ନାଟକ ମୁହାଁମୁହିଁ…

ଚେନ୍ନାଇ/ବେଙ୍ଗାଲୁରୁ,୧୨।୮ : କାବେରୀ ଜଳ ବିବାଦ ନେଇ ଇଣ୍ଡିଆ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସରକାର କର୍ନାଟକ ସହ ଚାଲିଥିବା କାବେରୀ ଜଳ ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁୁ ନିଷ୍ପତ୍ତି ନେଇଛନ୍ତି। ପଡୋଶୀ...

ରାହୁଲଙ୍କ ଦଣ୍ଡାଦେଶ କାଏମ ରଖିଥିବା ବିଚାରପତିଙ୍କ ବଦଳି, ୨୩ ବିଚାରପତି ବଦଳିଲେ…

ନୂଆଦିଲ୍ଲୀ,୧୨।୮ : ଦେଶର ବିଭିନ୍ନ ହାଇକୋର୍ଟର ୨୩ ଜଣ ବିଚାରପତିଙ୍କୁ ବଦଳି କରିବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି। ଯେଉଁ ବିଚାରପତିଙ୍କୁ ବଦଳି କରାଯିବ ସେମାନଙ୍କ ମଧ୍ୟରେ ଗୁଜରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚ୍ଛକଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ...

ଜମ୍ମୁ-କଶ୍ମୀରରେ ୭୧ ଆତଙ୍କବାଦୀ ସକ୍ରିୟ, ୩୮ ସ୍ଥାନୀୟ ସଦସ୍ୟ…

ଶ୍ରୀନଗର,୧୨।୮ : ଜମ୍ମୁ-କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ଉପରେ ସୁରକ୍ଷା ବାହିନୀ କଡା ନଜର ରଖିଛନ୍ତି। କ୍ରମାଗତ ଏନକାଉଣ୍ଟରରେ ପାକିସ୍ତାନୀ ଏବଂ ସ୍ଥାନୀୟ ଆତଙ୍କବାଦୀମାନେ ନିହତ ହେଉଛନ୍ତି। ଗତ ବର୍ଷ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ୧୮୭ ଆତଙ୍କବାଦୀ ନିହତ...

ଆଇନ୍‌ରେ ପରିଣତ ହେଲା ଦିଲ୍ଲୀ ବିଲ୍‌, ଅନୁମୋଦନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨।୮: ବିବାଦୀୟ ଦିଲ୍ଲୀ ସେବା ବିଲକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ। ଏହା ଏବେ ଏକ ଆଇନରେ ପରିଣତ ହୋଇଛି। ଭାରତ ସରକାରଙ୍କ ବିଜ୍ଞପ୍ତିରେ ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ ସରକାର (ସଂଶୋଧନ) ଅଧିନିୟମ ୨୦୨୩ କାର୍ଯ୍ୟକାରୀ କରିବାକୁ...

ନ୍ୟୁଜ୍‌କ୍ଲିକ୍‌ ମାମଲା: ବରିଷ୍ଠ ବିଚାରପତିଙ୍କ ଠାରୁ ଆରମ୍ଭ କରି ଅଧିକାରୀ ଯାଏଁ ସୁପ୍ରିମକୋର୍ଟଙ୍କ ପାଖରେ କାର୍ଯ୍ୟନୁଷ୍ଠାନ ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୧୨।୮: ବିବାଦୀୟ ନ୍ୟୁଜ ପୋର୍ଟାଲ ନ୍ୟୁଜକ୍ଲିକ୍‌ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି ୨୫୦ରୁ ଅଧିକ ବରିଷ୍ଠ ଅଧିକାରୀ। ପୂର୍ବତନ ବିଚାରପତି ତଥା ରାଷ୍ଟ୍ରଦୂତଙ୍କ ସମେତ ୨୫୫ ବିଶିଷ୍ଟ ବ୍ୟକ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଏବଂ ପ୍ରଧାନ ବିଚାରପତି...

ଏଣିକି ଅଭିଯୁକ୍ତ ଗିରଫ ହେଲେ ତୁରନ୍ତ ପରିବାରକୁ ଦିଆଯିବ ସୂଚନା, ୨୦୨୭ ସୁଦ୍ଧା ଅନଲାଇନ ହେବ ସବୁ କୋର୍ଟ

ନୂଆଦିଲ୍ଲୀ,୧୨।୮: ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ତିନୋଟି ବିଲ ଆଗତ କରିବାବେଳେ ଏହା ଭାରତୀୟ ଅପରାଧିକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି। ଅଭିଯୋଗକାରୀ ଶୀଘ୍ର ନ୍ୟାୟ ପାଇବା, ଲୋକମାନଙ୍କର ସମସାମୟିକ ଆବଶ୍ୟକତା ଏବଂ ଆକାଂକ୍ଷା ସହିତ ଆଇନ...

ଆୟୁଷ୍ମାନ ଭାରତରେ ୧.୬ଲକ୍ଷରୁ ଅଧିକ ସମସ୍ୟାକୁ ଏଆଇ ମାଧ୍ୟମରେ କରାଯାଇଛି ସମାଧାନ

ନୂଆଦିଲ୍ଲୀ,୧୨।୮: ଆୟୁଷ୍ମାନ ଭାରତରେ ୧.୬ଲକ୍ଷରୁ ଅଧିକ ସମସ୍ୟାକୁ ଏଆଇ ମାଧ୍ୟମରେ ସମାଧାନ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଲୋକସଭାରେ ଏନେଇ ସୂଚନା ଦେଇଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ର ଜନ ଆରୋଗ୍ୟ ଯୋଜନା ଅଧୀନରେ ୨୮୭ କୋଟି ଟଙ୍କାର...

ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହୋଇଥିଲେ ଖୋଲି ଯାଇଥାଆନ୍ତା ବିରୋଧୀଙ୍କ ଅହଂକାରୀ ମେଣ୍ଟର ମୁଖା: ମୋଦିି

ନୂଆଦିଲ୍ଲୀ,୧୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଆଞ୍ଚଳିକ ପଞ୍ଚାୟତ ରାଜ ପରିଷଦକୁ ସମ୍ବୋଧିତ କରିବାବେଳେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସମଗ୍ର ଦେଶ ଦେଖିଛି ଯେ ବିରୋଧୀଦଳପାର୍ଲାମେଣ୍ଟରୁ ପଳାୟନ କରିଛନ୍ତି। ଯଦି ଏମାନେ ସେଠାରେ ରହିଥାନ୍ତେ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri