ଜାତୀୟ

ବିଦେଶ ଯିବେ ରାହୁଲ

ନୂଆଦିଲ୍ଲୀ,୧୨।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ବିଦେଶ ଯାତ୍ରା କରିବାକୁ ପ୍ରସ୍ତୁତ ହେଲେଣି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ସେ ୟୁରୋପ ଯିବେ ବୋଲି ଜଣାପଡିଛି। ଏହାପୂର୍ବରୁ ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଯାଇଥିଲେ ଯେତେବେଳେ ପାର୍ଲାମେଣ୍ଟରୁ ତାଙ୍କର ସଦସ୍ୟତା...

ପ୍ରଦୀପ କୁରୁଲକରଙ୍କୁ ସୁରକ୍ଷା ଦେବା ପାଇଁ ଦେଶଦ୍ରୋହ ଆଇନ ହଟାଇଛନ୍ତି ସରକାର!

ମୁମ୍ବାଇ,୧୨।୮: ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଭାଜପା ଓ ମୋଦି ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଭାଜପାକୁ ଟାର୍ଗେଟ କରି କହିଛନ୍ତି, ପୁଣେ ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କ ବିରୋଧରେ ଦେଶଦ୍ରୋହ ଲଗାଇନାହାନ୍ତି। ସେ ଦେଶର ପ୍ରତିରକ୍ଷା ସମ୍ବନ୍ଧରେ...

ଅପଡେଟ୍‌ ନ କଲେ ଡି ଆକ୍ଟିଭ ହୋଇଯିବ ଜିମେଲ ଆକାଉଣ୍ଟ, ଆଲର୍ଟ କଲା ଗୁଗୁଲ

ନୂଆଦିଲ୍ଲୀ,୧୨।୮: ଜିମେଲ ଆକାଉଣ୍ଟ ହୋଇଯିବ ବନ୍ଦ। ଏନେଇ ପ୍ରତିଟି ମେଲ ଆକାଉଣ୍ଟରେ ଆଲର୍ଟ ମେସେଜ ଦେଇଛି ଗୁଗଲ। ଆକାଉଣ୍ଟ ଖୋଲି ବ୍ୟବହାର କରୁ ନ ଥିଲେ ଆକାଉଣ୍ଟ ଡି ଆକ୍ଟିଭ ହୋଇଯିବ। କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ...

ଜୟାପ୍ରଦାଙ୍କୁ ୬ ମାସ ଜେଲ, ୫୦୦୦ଟଙ୍କା ଜରିମାନା

ମୁମ୍ବାଇ,୧୨।୮: ବଲିଉଡର ୮୦ ଓ ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦା ଅସୁବିଧାରେ ପଡିଛନ୍ତି। ଶୁକ୍ରବାର ଜୟା ପ୍ରଦା ଚେନ୍ନାଇର ଏକ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ୬ମାସ ଜେଲ ଦଣ୍ଡାଦେଶ ହୋଇଥିଲା। ଅଭିଯୋଗ...

ଜମ୍ମୁ-କଶ୍ମୀର ଆକାଶରେ ଉଡିବ ମିଗ-୨୯, ବଢିବ ଚାଇନା-ପାକିସ୍ତାନର ଚିନ୍ତା

ନୂଆଦିଲ୍ଲୀ,୧୨।୮: ଭବିଷ୍ୟତର ନିରାପତ୍ତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ଏକ ବଡ ନିଷ୍ପତ୍ତି ନେଇଛି। ଜାମ୍ମୁ କାଶ୍ମୀର ଭଳି ରଣନୈତିକ କ୍ଷେତ୍ରରେ ପ୍ରତିରକ୍ଷା ସ୍ଥିତିକୁ ମଜବୁତ କରିବା ଲକ୍ଷ୍ୟରେ ବାୟୁସେନା ଶ୍ରୀନଗର ବିମାନବନ୍ଦରରେ ଉନ୍ନତ ମିଗ-୨୯ ଯୁଦ୍ଧ ବିମାନର...

୨୦୨୦ରେ ଅସ୍ତ୍ରବିରତି ଉଲ୍ଲଂଘନରେ ୨୪ ସୈନିକ ହୋଇଛନ୍ତି ଶହିଦ

ନୂଆଦିଲ୍ଲୀ,୧୨।୮: ସଂସଦରେ ମୌସୁମୀ ଅଧିବେଶନ ଶେଷ ହୋଇଛି। ତେବେ ଅଧିବେଶନରେ ପାକିସ୍ତାନ ଉପରେ ଆଲୋଚନା କରାଯାଇଥିଲା। ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ବିବରଣୀ ସରକାର ପ୍ରଦାନ କରିଥିଲେ। ସରକାର କହିଛନ୍ତି,୨୦୨୦ରେ ୨୪ ସୈନିକ ନିହତ ହୋଇଥିଲେ।...

ଦକ୍ଷିଣ ଚୀନ ସାଗର ବିବାଦକୁ ନେଇ ଭାରତ ରଖିଲା ଆଭିମୁଖ୍ୟ, ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଦାବି

ନୂଆଦିଲ୍ଲୀ,୧୨।୮:ଦକ୍ଷିଣ ଚୀନ ସାଗରରେ ଚାଇନା ଓ ଫିଲିପାଇନ୍ସ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଭାରତ ପୁଣି ନିଜର ଆଭ୍‌ିମୁଖ୍ୟ ପ୍ରକାଶ କରିଛି। ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଆହ୍ବନ କରିଛି। ସୂଚନାଯୋଗ୍ୟ, ନିକଟରେ ଦକ୍ଷିଣ ଚୀନ ସାଗରରେ ଫିଲିପାଇନ୍ସ...

ମଣିପୁର ପ୍ରସଙ୍ଗରେ ଫିଲ୍ଡ କମାଣ୍ଡର୍ସଙ୍କ ସହ ବୈଠକ କଲେ ବିଏସଏଫ ଏଡିଜି

କୋଲକତା, ୧୨।୮: ବିଏସଏଫ ଏଡିଜି ସୋନାଲି ମିଶ୍ର କୋଲକତାସ୍ଥିତ ଇଷ୍ଟର୍ନ କମାଣ୍ଡ ମୁଖ୍ୟାଳୟରେ ଦ୍ୱିତୀୟ ତ୍ରିମାସିକ ଫିଲ୍ଡ କମାଣ୍ଡର୍ସ ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ବିଏସଏଫର ଇଷ୍ଟର୍ନ କମାଣ୍ଡର ୬ ଫ୍ରଣ୍ଟିଅର ଦକ୍ଷିଣ ବଙ୍ଗଳା, ଉତ୍ତର ବଙ୍ଗଳା, ଗୌହାଟି, ମେଘାଳୟ,...

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ

ଶିମଲା,୧୨।୮: ହିମାଚଳ ପ୍ରଦେଶରେ ସରକାର ପରିବର୍ତ୍ତନ ହେବାର ୮ମାସରୁ ଅଧିକ ସମୟ ବିତିଗଲାଣି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏହାକୁ ଶକ୍ତି ପରିବର୍ତ୍ତନ ନୁହେଁ, ବରଂ ବ୍ୟବସ୍ଥାରେ ପରିବର୍ତ୍ତନ ବୋଲି କହିଛନ୍ତି। ସେ ରାଜ୍ୟରେ ସିଷ୍ଟମ ପରିବର୍ତ୍ତନର ବାର୍ତ୍ତା ଦେଉଛନ୍ତି।...

ମଣିପୁରରେ ଆଉ ଏକ ଗଣବଳାତ୍କାର ଅଭିଯୋଗ, ବିକ୍ଷୋଭ ପ୍ରଦର୍ଶନ ଜାରି

ଇମ୍ଫାଲ,୧୨।୮: ଗତ ତିନିମାସ ଧରି ମଣିପୁରରେ ହିଂସା ଜାରି ରହିଛି। ଏବେ ମଣିପୁରରେ ଆଉ ଏକ ଗଣବଳାତ୍କାର ଦାବି ହୋଇଛି। ଶୁକ୍ରବାର ଚୁରଚାନ୍ଦପୁର ଜିଲାର ୩୭ ବର୍ଷିୟା ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗରେ ହଜାର ହଜାର ମହିଳା ମଣିପୁରର ପାଞ୍ଚଟି ଉପତ୍ୟକା...

ମୁମ୍ବାଇର ‘ଇଣ୍ଡିଆ’ ବୈଠକରେ ଯୋଗଦେବେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୧୨।୮: ଜୟନ୍ତ ଚୌଧୁରୀଙ୍କ ପାର୍ଟି ରାଷ୍ଟ୍ରୀୟ ଲୋକ ଦଳ(ଆରଏଲଡି) ଗୁରୁବାର ଏନଡିଏରେ ସାମିଲ ହେବା ଖବରକୁ ଖାରଜ କରିଛନ୍ତି। ତାଙ୍କ ପାର୍ଟି କହିଛି, ସେ ମୁମ୍ବାଇରେ ହେବାକୁ ଯାଉଥିବା ବିରୋଧୀ ଦଳ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ଦଳ ସାମିଲ ହେବେ।...

ରବିଦାସ ମନ୍ଦିରର ଶିଳାନ୍ୟାସ କରିବେ ମୋଦି

ନୂଆଦିଲ୍ଲୀ,୧୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସାଗର ଜିଲ୍ଲାର ସନ୍ଥ ରବିଦାସ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ୧୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବ ଏହି ମନ୍ଦିରର ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯିବ। ନାଗାରା ଶୈଳୀରେ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri