ଜାତୀୟ

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ୧୭ ମାସ ପରେ ଜେଲରୁ ବାହାରିଲେ ନଓ୍ବାବ ମଲିକ

ନୂଆଦିଲ୍ଲୀ,୧୧।୮: ଶୁକ୍ରବାର ସୁପ୍ରିମକୋର୍ଟ ଅର୍ଥ ହେରଫେର ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଚିକିତ୍ସା ଆଧାରରେ ସୁପ୍ରିମକୋର୍ଟ ତାଙ୍କୁ ଦୁଇ ମାସ ପାଇଁ ଜାମିନ୍‌ ପ୍ରଦାନ କରିଛନ୍ତି। ଇଡି ପକ୍ଷରୁ ହାଜର ହୋଇଥିବା...

ନିଜାମାବାଦରୁ ଲୋକସଭା ନିର୍ବାଚନ ଲଢିବେ କେସିଆରଙ୍କ ଝିଅ

ହାଇଦ୍ରାବାଦ,୧୧।୮: ନିଜାମାବାଦରୁ ଲୋକସଭା ନିର୍ବାଚନ ଲଢିବେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ କବିତା। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଝିଅ କବିତା ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରୁ ଲଢିଥିଲେ। କିନ୍ତୁ ଭାଜପା ସାଂସଦ ଡି ଅରବିନ୍ଦଙ୍କ ଠାରୁ ହାରିଯାଇଥିଲେ।...

ମୋଦି ଡିଗ୍ରୀ ମାମଲାରେ କେଜ୍‌ରିଓ୍ବାଲଙ୍କୁ ମିଳିଲାନି ଆଶ୍ୱସ୍ତି

ଅହମ୍ମଦାବାଦ,୧୧।୮: ଗୁଜରାଟ ହାଇକୋର୍ଟ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ଏଏପି ନେତା ସଞ୍ଜୟ ସିଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ହାଇକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏବଂ ସଞ୍ଜୟ ସିଂଙ୍କ ଅପରାଧିକ ମାନହାନି ମକଦ୍ଦମା ମାମଲାରେ ଅନ୍ତରୀଣ...

ମଣିପୁର ହିଂସା: ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ କହିଲେ ପାର୍ଲାମେଣ୍ଟରେ ୨ ଘଣ୍ଟା ଉପହାସ କଲେ, ସେନା ୨ ଦିନରେ ପରିସ୍ଥିତିକୁ ସମ୍ଭାଳି ପାରିଥାଆନ୍ତେ

ନୂଆଦିଲ୍ଲୀ,୧୧।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଏକ ପ୍ରେସ କନଫରେନ୍ସର ଆୟୋଜନ କରିଛନ୍ତି। ସେ କହିଛନ୍ତିି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ୨ ଘଣ୍ଟା ୧୩ ମିନିଟ ପର୍ଯ୍ୟନ୍ତ ଭାଷଣ ଦେଲେ, ଯାହାର ଶେଷରେ ୨ ମିନିଟ...

ଶେଷ ହେବ ରାଜଦ୍ରୋହ ଆଇନ: ଅମିତ ଶାହା

ନୂଆଦିଲ୍ଲୀ,୧୧।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ଘୋଷଣା କରିଛନ୍ତି, ରାଜଦ୍ରୋହ ଆଇନକୁ ଶେଷ କରାଯାଉଛି। ଏହାକୁ ନେଇ ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ଗତ କିଛି ଦଶକ ହେବ ଚାଲି ଆସୁଥିବା ଏହି...

ମର୍ମନ୍ତୁଦ ଦୁର୍ଘଟଣା: ୧୦ ମୃତ

ଅହମ୍ମଦାବାଦ,୧୧।୮: ଗୁଜରାଟର ଅହମ୍ମଦାବାଦରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବାବଲା- ବାଗୋଦରା ହାଇଓ୍ବେରେ ଏକ ମିନି ଟ୍ରକ୍‌-ଟ୍ରକ୍‌ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସମ୍ପର୍କରେ ଅହମ୍ମଦାବାଦ ଗ୍ରାମୀଣର ଏସପି ସୂଚନା ଦେଇଛନ୍ତି।

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଆଇପିଏସ ଅନଲାଇନରେ ନେଲେ ଭାଜପାର ସଦସ୍ୟତା

ନୂଆଦିଲ୍ଲୀ,୧୧।୮: ଜମ୍ମୁ-କଶ୍ମୀରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ ଚାକିରି ସମୟ ଶେଷ ହେବା ପୂର୍ବରୁ ଜଣେ ଆଇପିଏସଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ପରେ ଏବେ ସେ ଭାରତୀୟ ଜନତା ପାର୍ଟି(ଭାଜପା)ର ଅନଲାଇନ ମେମ୍ବରଶିପ ପୋଷ୍ଟ ସୋସିଆଲ ମିଡିଆରେ...

ରାଜ୍ୟ ସଭାରୁ ଏଏପି ନେତା ରାଘବ ଚଡ୍ଡା ନିଲମ୍ବିତ

ନୂଆଦିଲ୍ଲୀ,୧୧।୮: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡାଙ୍କୁ ନକଲି ଦସ୍ତଖତ ମାମଲାରେ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସଭାରେ ଏଏପି ନେତା ରାଘବ ଚଡ୍ଡାଙ୍କ ବିରୋଧରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଗୃହରେ ତାଙ୍କର...

‘ତ୍ରିରଙ୍ଗା ଘରେ ନୁହେଁ, ହୃଦୟରେ ରହିବା ଆବଶ୍ୟକ’

ନୂଆଦିଲ୍ଲୀ,୧୧।୮: ସ୍ବାଧୀନତା ଦିବସରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏଏନେଇ ସମାଜବାଦୀ ପାର୍ଟିର ବରିଷ୍ଠ ଏମ୍‌ପି ଶଫିକୁର ରେହମାନ ବାର୍କ କହିଛନ୍ତି ଯେ, ତ୍ରିରଙ୍ଗା ଘରେ ନୁହେଁ, ହୃଦୟରେ ରହିବା ଆବଶ୍ୟକ।...

ଜର୍ମାନୀରେ କଷ୍ଟଡିରେ ଥିବା ୨୯ ମାସର ଶିଶୁକୁ ଉଦ୍ଧାର କରିବାକୁ ମୋଦି ସରକାରଙ୍କୁ ଗୁହାରି କଲେ ମାଆ

ନୂଆଦିଲ୍ଲୀ,୧୧।୮: ଜର୍ମାନୀରେ ଜଣେ ଭାରତୀୟ ଶିଶୁ ଆରିହା ଶାହା କଷ୍ଟଡିରେ ଥିବା ବିଷୟ ଏବେ ଖୁବ ଚର୍ଚ୍ଚାରେ। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଆରିହାଙ୍କୁ ଜର୍ମାନୀର ଫୋଷ୍ଟର କେୟାରରେ ଗତ ୨୨ ମାସ ହେଲା ରଖାଯାଇଛି।...

ଖାଲିସ୍ତାନୀ ମୌଳିକବାଦୀଙ୍କ ଭାଙ୍ଗିବ ଅଣ୍ଟା: ଭାରତ ଗସ୍ତରେ ଆସିଥିବା ବ୍ରିଟେନ ରକ୍ଷାମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ,୧୧।୮: ଖାଲିସ୍ତାନୀ ଉଗ୍ରବାଦକୁ ରୋକିବା ପାଇଁ ଭାରତର ଆବେଦନ ଉପରେ ବ୍ରିଟେନ ଏକ ବଡ ପଦକ୍ଷେପ ନେଇଛି। ବ୍ରିଟେନ ସରକାର ଖଲିସ୍ତାନ ସମର୍ଥକ ମୌଳିକବାଦୀଙ୍କ ସହ ମୁକାବିଲା ପାଇଁ ଏକ ନୂତନ ପାଣ୍ଠି ଘୋଷଣା କରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି,...

ଦେଶ ସ୍ବାଧୀନତା ପାଇବାର ୨୩ ଦିନ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଜାତୀୟ ପତାକା, ଜାଣନ୍ତୁ ପତାକା ପଛର ଆଉ କିଛି କଥା…

ନୂଆଦିଲ୍ଲୀ,୧୧ା୮: ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀମାନେ ଦେଶକୁ ବ୍ରିଟିଶ ଶାସନରୁ ମୁକ୍ତ କରିବା ପାଇଁ ଦୀର୍ଘବର୍ଷ ଧରି ସଂଗ୍ରାମ କରିଥିଲେ। କିନ୍ତୁ ଦୀର୍ଘବର୍ଷ ଧରି ସେମାନଙ୍କର ଭାରତର ପତାକା ନ ଥିଲା। ଅବଶ୍ୟ ୧୮୫୭ର ବିପ୍ଳବ ପରେ ବ୍ରିଟିଶ ସରକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri