ଜାତୀୟ

ସାବଧାନ କଲେ ମୋହନ ଭାଗବତ: ଏକଜୁଟ୍‌ ହେଉଛନ୍ତି ପାକିସ୍ତାନ-ବାଂଲାଦେଶ

ନାଗପୁର,୧୨।୧୦: ବିଜୟାଦଶମୀ ଅବସରରେ ନାଗପୁରର ରେଶମ ବାଗ ପଡିଆରେ ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନର ମୁଖ୍ୟ ମୋହନ ଭଗବତ ‘ଶସ୍ତ୍ର ପୂଜନ’ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସମ୍ବୋଧିକ କରି ସେ କହିଛନ୍ତି, ବାଂଲାଦେଶରେ ଆଲୋଚନା ଚାଲିଛି ଯେ, ପାକିସ୍ତାନ ନିକଟରେ ପରମାଣୁ...

ଟ୍ରେନ୍‌ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ,୧୨ା୧୦: ତାମିଲନାଡ଼ୁ ଟ୍ରେନ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ରେଳବାଇ। ତାମିଲନାଡ଼ୁର ତିରୁବଲ୍ଲୁରରେ ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେବାରୁ ୧୨ଟି...

ସେ ଝରକା ନୁହେଁ କବାଟ ଖୋଲିଛନ୍ତି, କାହିଁକି ରାହୁଲଙ୍କୁ ଏମିତି ପ୍ରଶଂସା କରିଥିଲେ ରତନ ଟାଟା, ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୧୦: ବୁଧବାର ଅର୍ଥାତ୍‌ ଅକ୍ଟୋବର ୯ରେ ଭାରତର ଭେଟେରାନ ଶିଳ୍ପପତି ତଥା ସାମାଜିକ କର୍ମୀ ରତନ ଟାଟାଙ୍କ ଦେହାନ୍ତ ହୋଇଛି। ତାଙ୍କୁ ମୃତ୍ୟୁ ବେଳକୁ ୮୫ ବର୍ଷ ବୟସ ହୋଇଥିଲା। ରତନ ଟାଟା ଭାରତୀୟ ଅର୍ଥନୀତିକୁ ଏକ ନୂତନ ଦିଗ...

ଅଜୟ ଜାଡେଜାଙ୍କୁ ମିଳିଲା ନୂଆ ପରିଚୟ, ଜାମ ନଗର ରାଜ ପରିବାରର ହେଲେ ଉତ୍ତରାଧିକାରୀ

ନୂଆଦିଲ୍ଲୀ,୧୨।୧୦: ପୂର୍ବତନ କ୍ରିକେଟର ଅଜୟ ଜାଡେଜାଙ୍କୁ ନବାନଗରର ପରବର୍ତ୍ତୀ ଜାମ ସାହେବ ଘୋଷିତ କରାଯାଇଛି, ଯାହା ବର୍ତ୍ତମାନ ଜାମନଗର ଭାବରେ ଜଣାଶୁଣା। ଏହା ଗୁଜୁରାଟର କଚ୍ଛ ଉପକୂଳର ଦକ୍ଷିଣ ଉପକୂଳରେ ଥିବା ଐତିହାସିକ ହାଲାର ଅଞ୍ଚଳରେ ଅବସ୍ଥିତ ଏକ ଭାରତୀୟ...

ବଢୁଛି ଭାଜପାର ଭିତିରି କନ୍ଦଳ: ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି

ଚଣ୍ଡିଗଡ,୧୨।୧୦: କେବଳ କଂଗ୍ରେସରେ ନୁହେଁ ବରଂ କ୍ଷମତାକୁ ଆସିଥିବା ଭାଜପାରେ ମଧ୍ୟ ହରିୟାଣାରେ ଆଭ୍ୟନ୍ତରୀଣ ବିବାଦ ଲାଗି ରହିଛି। ଅନିଲ ବିଜ୍‌ଙ୍କ ପରେ ରାଓ ଇନ୍ଦରଜିତ ସିଂ ଶକ୍ତି ପ୍ରଦର୍ଶନ ଆରମ୍ଭ କରିଛନ୍ତି। ଗତ ୨ ଦିନ ମଧ୍ୟରେ ରାଓ...

ବିଜୟାଦଶମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨ା୧୦: ବିଜୟାଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋସିଆଲ ମିଡିଆ ‘ଏକ୍ସ’ରେ ମୋଦି କହିଛନ୍ତି, ବିଜୟାଦଶମୀ ଉପଲକ୍ଷେ ଦେଶବାସୀଙ୍କୁ ଅନେକ ଶୁଭକାମନା। ମା’ ଦୁର୍ଗା ଓ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ସମସ୍ତଙ୍କ ବିଜୟ ହେଉ ବୋଲି...

‘ଜଣେ ଦ୍ରୌପଦୀଙ୍କ ବସ୍ତ୍ରରେ ହାତ ଲଗାଇବାରୁ ହେଲା ମହାଭାରତ, ଆଉ ଏବେ, କାହିଁକି ଏମିତି କହିଲେ ଭାଗବତ

ନାଗପୁର,୧୨।୧୦: ନାଗପୁରରେ ଆୟୋଜିତ ଦଶହରା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ କୋଲକାତାର ଆର.ଜି. କର ହସ୍ପିଟାଲରେ ଘଟିଥିବା ବଳାତ୍କାର ଓ ହତ୍ୟା ଘଟଣାରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। ଆରଏସଏସ ମୁଖ୍ୟ ମଧ୍ୟ ବଙ୍ଗଳାର...

୩ ଘଣ୍ଟା ଆକାଶରେ ଖେଳିଗଲା ଆତଙ୍କ: ବୁଲୁଥିଲା ବିମାନ, ଜାଣନ୍ତୁ କେମିତି ୧୪୭ ଜଣଙ୍କ ଜୀବନ ବଞ୍ଚାଇଲେ ପାଇଲଟ୍‌

ଚେନ୍ନାଇ,୧୨।୧୦: ତାମିଲନାଡୁର ତ୍ରିଚି ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଫ୍ଲାଇଟ AXB 613 ତାମିଲନାଡୁର ତିରୁଚିରାପଲ୍ଲୀରୁ ଅପରାହ୍ନ ୫.୪୦ରେ ଉଡ଼ାଣ ଭରିଥିଲା ଏବଂ ରାତି ପ୍ରାୟ ୮.୧୫ରେ ଉକ୍ତ ବିମାନବନ୍ଦରରେ ଅବତରଣ କଲା। ତିରୁଚିରାପଲ୍ଲୀ-ଶାରଜା ଏୟାର...

କାହିଁକି ସାରା ବିଶ୍ୱରେ ବଢୁଛି ଭାରତର ପତିଆରା: ମୋହନ ଭାଗବତ କହିଲେ କାରଣ

ନାଗପୁର,୧୨।୧୦: ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ବିଜୟାଦଶମୀ ଅବସରରେ ନାଗପୁରର ରେଶମ ବାଗ ଗ୍ରାଉଣ୍ଡରେ ‘ଶସ୍ତ୍ର ପୂଜନ’ କରିଥିଲେ। ଏହି ସମୟରେ ସେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧ ସମ୍ପର୍କରେ ଏକ ବିବୃତ୍ତି...

PM Internship: ଏହି ଯୋଜନାରେ ଛାତ୍ରୀଛାତ୍ରଙ୍କୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ, କ’ଣ ସବୁ ଆବଶ୍ୟକ

ନୂଆଦିଲ୍ଲୀ,୧୨।୧୦: ୨୧ରୁ ୨୪ ବର୍ଷ ବୟସର ଯୁବକମାନଙ୍କ ପାଇଁ ଦେଶର ପ୍ରସିଦ୍ଧ ୫୦୦ କମ୍ପାନୀରେ ଇଣ୍ଟର୍ନସିପ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ପିଏମ୍‌ ଇଣ୍ଟର୍ନସିପ ଯୋଜନା ଆରମ୍ଭ ହେବାକୁ ଯାଉଛି। ଇଣ୍ଟର୍ନସିପ ଅବଧି ୧୨ ମାସ ହେବ।...

ରାହୁଲ ଗାନ୍ଧୀଙ୍କ ପାଖରୁ ବିରୋଧି ଦଳ ଆସନ ଛଡାଇନେବ ଇଣ୍ଡିଆ ମେଣ୍ଟ! ଭାଜପା କହିଲା…

ନୂଆଦିଲ୍ଲୀ,୧୨।୧୦: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଦାବି କରିଛି ଯେ ବିରୋଧୀଦଳ ଇଣ୍ଡିଆ ଦଳର ଗଠନକାରୀ ଦଳ ଲୋକ ସଭାରେ ବିରୋଧୀଦଳର ନେତାଙ୍କ ଭୂମିକା ବଦଳାଇବାକୁ ଚିନ୍ତା କରୁଛନ୍ତି। ଭାଜପା କହିଛି ଯେ ଯଦି ଇଣ୍ଡିଆ ଗଠବନ୍ଧନଙ୍କୁ ଲାଗୁଛି...

୬୦୦ ଭାରତୀୟ ସୈନ୍ୟ ବିପଦରେ

ନୂଆଦିଲ୍ଲୀ,୧୨ା୧୦: ଲେବାନନ୍‌ରେ ଥିବା ଜାତିସଂଘ ଶାନ୍ତିରକ୍ଷା ବାହିନୀକୁ ଟାର୍ଗେଟ କରି ଇସ୍ରାଏଲୀ ସେନାର ଆକ୍ରମଣ ଘଟଣାରେ ଭାରତ ଉଦ୍‌ବେଗ ପ୍ରକାଶ କରିଛି। ଦକ୍ଷିଣ ଲେବାନନ୍‌ର ନାକୁରାସ୍ଥିତ ୟୁଏନ୍‌ଆଇଏଫ୍‌ଆଇଏଲ୍‌ ମୁଖ୍ୟାଳୟରେ ଇସ୍ରାଏଲ୍‌ର ଆକ୍ରମଣ ଯୋଗୁ ଶାନ୍ତିବାହିନୀର ୨ ସୈନ୍ୟ ଆହତ ହୋଇଛନ୍ତି। ଲେବାନନ୍‌ରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri