ଜାତୀୟ

୯୫ ପ୍ରତିଶତରୁ ଅଧିକ ଗର୍ଭାଶୟ କର୍କଟ ଆକ୍ରାନ୍ତ ଗ୍ରାମାଞ୍ଚଳ ଗରିବ, ଶସ୍ତା ଟିକାକରଣ ଅଭିଯାନ ପାଇଁ ପ୍ରସ୍ତୁତି…

ନୂଆଦିଲ୍ଲୀ,୧୦।୮ : ଗର୍ଭାଶୟ କର୍କଟ ସମ୍ବନ୍ଧରେ ଏକ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଦେଶରେ ଗର୍ଭାଶୟ କର୍କଟରେ ପୀଡିତ ୯୫ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଗ୍ରାମାଞ୍ଚଳର ପରିବେଶରେ ବସବାସ କରୁଛନ୍ତି। ସେମାନଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହେଁ।...

ରାତି ୪ଟାରେ ପ୍ରଧାନମନ୍ତ୍ରୀ ମୋତେ କଲ କରିଥିଲେ:ଶାହା

ନୂଆଦିଲ୍ଲୀ,୧୦।୮: ଗତ ଦୁଇ ଦିନ ଧରି ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେଉଛି। ଆଲୋଚନାର ଦ୍ୱିତୀୟ ଦିନରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଣିପୁର ପ୍ରସଙ୍ଗରେ ଭାଷଣ ଦେଇଥିଲେ। ଏହି ସମୟରେ ସେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ମଣିପୁରରେ...

ରେପୋ ରେଟ ଅପରିବର୍ତ୍ତିତ: ମୁଦ୍ରା ନୀତି ଘୋଷଣା…

ନୂଆଦିଲ୍ଲୀ,୧୦।୮ : ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ପୂର୍ବାହ୍ନ ୧୦ଟାରେ ମୁଦ୍ରା ନୀତି କମିଟିର ସୁଧ ହାର ନିଷ୍ପତ୍ତି ଘୋଷଣା କରିଛନ୍ତି। ବିଶ୍ୱ ର୍ଅନୈତିକ ଅନିଶ୍ଚିତତା ମଧ୍ୟରେ ସେ କେନ୍ଦ୍ରୀୟ ବ୍ୟାଙ୍କ ନେଇଥିବା ଅନ୍ୟ ନିଷ୍ପତ୍ତି ବିଷୟରେ ମଧ୍ୟ...

ନିଜକୁ ଅମିତ ଶାହାଙ୍କ ସିକ୍ୟୁରିଟି ଗାର୍ଡ କହି ଏସ୍‌ଡିଏମ୍‌ଙ୍କୁ ଧମକ ଦେଲେ କନଷ୍ଟେବଳ

ନୂଆଦିଲ୍ଲୀ,୧୦।୮: ଜମି ବିବାଦକୁ ନେଇ ଧିମରର୍ଖେଡା ଏସଡିଏମ କାର୍ଯ୍ୟାଳୟରେ ପହଞ୍ଚିଥିବା କନଷ୍ଟେବଳ ନିଜକୁ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ବୋଲି ବର୍ଣ୍ଣନା କରିଛନ୍ତି। ନିଜ ସମସ୍ୟାର ସମାଧାନ ପାଇଁ ତାଙ୍କୁ ପଚାରି ଏସ୍‌ଡିଏମ୍‌କୁ ଧମକ...

ଆସାମ ରାଇଫଲ୍ସ ଯବାନଙ୍କ ବିରୋଧରେ ଏଫଆଇଆର, ମଣିପୁର ଅପରେଶନ ଉପରେ ପକାଇବ ନାହିଁ କୌଣସି ପ୍ରଭାବ

ନୂଆଦିଲ୍ଲୀ,୧୦।୮: ମଣିପୁରରେ ପ୍ରାୟ ୩ ମାସହେବ ହେବ ହିଂସା ଲାଗି ରହିଥିବା ବେଳେ ସେଠାରେ କର୍ଫ୍ୟୁ ଭଳି ପରିସ୍ଥିତି ଏବେବି ଲାଗି ରହିଛି। ଏହାରି ଭିତରେ ସାରା ରାଜ୍ୟରେ ସେନା ଛାଉଣି କରାଯାଇଛି। ସୁରକ୍ଷାବଳର କିଛି କମ୍ପାନୀକୁ ମୁତୟନ କରାଯାଇଛି।...

ପୀଡିତାଙ୍କ ପାଇଁ ବଳାତ୍କାର ଯେତିକି ଭୟଙ୍କର, ମିଥ୍ୟା ଅଭିଯୋଗ ତାହାଠୁ ଅଧିକ ଅପମାନଜନକ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୦।୮ : ସୁପ୍ରିମକୋର୍ଟ କହିଛନ୍ତି ବଳାତ୍କାର ପୀଡିତାଙ୍କୁ ସବୁଠାରୁ ବଡ ଦୁଃଖ, ଭୟ ଏବଂ ଅପମାନର କାରଣ ହୋଇଥିବାବେଳେ ଏକ ମିଥ୍ୟା ଅଭିଯୋଗ ଏହାଠାରୁ ଅଧିକ ପ୍ରଭାବ ପକାଇଥାଏ। ଏଭଳି ପରିସ୍ଥିତିରେ ବଳାତ୍କାରର ଅଭିଯୁକ୍ତଙ୍କୁ ମଧ୍ୟ ଏପରି ପ୍ରଭାବରୁ ରକ୍ଷା...

ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା ବାହିନୀକୁ ବଡ଼ ସଫଳତା

ଶ୍ରୀନଗର,୧୦।୮: ଜମ୍ମୁ କଶ୍ମୀରରେ ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ପାଇଛନ୍ତି। ଦକ୍ଷିଣ କଶ୍ମୀରରେ ସଜାଗ ସେନା କର୍ମଚାରୀ ବୁଧବାର ବିଳମ୍ବିତ ରାତିରେ ଅସ୍ତ୍ରଶସ୍ତ୍ର ସହିତ ତିନି ଜଣଙ୍କୁ ଧରିଥିଲେ। ପୋଲିସ ଏବଂ ଯବାନ ଅଭିଯୁକ୍ତମାନଙ୍କୁ...

ରକ୍ତଚାପ-ଅପସ୍ମାର-ମଧୁମେହ-ମାଇଗ୍ରେନ ଔଷଧ ହେବ ଶସ୍ତା…

ନୂଆଦିଲ୍ଲୀ,୧୦।୮ : ରକ୍ତଚାପ-ଅପସ୍ମାର-ମଧୁମେହ ଏବଂ ମାଇଗ୍ରେନର ଚିକିତ୍ସାରେ ବ୍ୟବହୃତ ଔଷଧ ଶସ୍ତା ହେବ। କେନ୍ଦ୍ର ସରକାର ଏହି ଔଷଧଗୁଡ଼ିକୁ ମୂଲ୍ୟ ନିୟନ୍ତ୍ରଣ ଅଧୀନରେ ଆଣିଛନ୍ତି, ଯେଉଁ କାରଣରୁ ବଜାରରେ ଉପଲବ୍ଧ ଏହି ଔଷଧର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇପାରେ। ନ୍ୟାଶନାଲ...

ପ୍ରତ୍ୟେକ ମେଡିକାଲ କଲେଜକୁ ଦେବାକୁ ପଡିବ ବର୍ଷକର ବିବରଣୀ…

ନୂଆଦିଲ୍ଲୀ,୧୦।୮ : ଦେଶର ସମସ୍ତ ମେଡିକାଲ କଲେଜକୁ ବର୍ତ୍ତମାନ ରୋଗୀଙ୍କ ହିସାବ ଦେବାକୁ ପଡିବ। କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ (କ୍ୟୁସିଆଇ) ମେଡିକାଲ କଲେଜଗୁଡ଼ିକ ପାଇଁ ୫୯ ପୃଷ୍ଠାର ଡ୍ରାଫ୍ଟ ପ୍ରସ୍ତୁତ କରିଛି, ଯେଉଁଥିରେ ଚିକିତ୍ସା, ଚେକ ଅପ, ଜନ୍ମ-ମୃତ୍ୟୁ...

ଅସଦାଚରଣ ଅଭିଯୋଗ: ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ସମୟପୂର୍ବରୁ ଅବସର…

ନୂଆଦିଲ୍ଲୀ,୧୦।୮ : ବାରମ୍ବାର ଅସଦାଚରଣ  ଅଭିଯୋଗରେ କେନ୍ଦ୍ର ସରକାର ବରିଷ୍ଠ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ସମୟ ପୂର୍ବରୁ ଅବସର ପ୍ରଦାନ କରିଛନ୍ତି। ଅଗଷ୍ଟ ୭ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତିରେ ଦର୍ଶାଯାଇଛି ରାଷ୍ଟ୍ରପତି ବସନ୍ତ ରଥଙ୍କୁ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ...

ସଂସଦରେ ଡେଟା ସୁରକ୍ଷା ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୧୦ା୮: ଲୋକ ସଭାରେ ସୋମବାର ଗୃହୀତ ହୋଇଥିବା ଡେଟା ପ୍ରୋଟେକ୍ସନ ବିଲ୍‌, ୨୦୨୩ ବୁଧବାର ରାଜ୍ୟ ସଭାରେ ପାରିତ ହୋଇଛି। ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହେବ। ସୁପ୍ରିମକୋର୍ଟ ପ୍ରିଭେସି ଅଧିକାରକୁ ମୌଳିକ ଅଧିକାର ବୋଲି...

୭୮% ଗ୍ରାମାଞ୍ଚଳ ଭାରତୀୟ ଚାହାନ୍ତି ‘ଝିଅ ଗ୍ରାଜୁଏଟ ହେଉ’

ନୂଆଦିଲ୍ଲୀ,୧୦।୮: ଭାରତର ଗ୍ରାମାଞ୍ଚଳରେ ରହୁଥିବା ୭୮ ପ୍ରତିଶତ ଅଭିଭାବକ ଚାହାନ୍ତି ଯେ, ସେମାନଙ୍କ ଝିଅ ଅତିକମରେ ସ୍ନାତକ ପର୍ଯ୍ୟନ୍ତ ପଢ଼ୁ। ଏହା ଏକ ସର୍ଭେରୁ ଜଣାପଡିଛି। ୨୦ଟି ରାଜ୍ୟର ୬୨୨୯ ଗ୍ରାମୀଣ ପରିବାରକୁ ନେଇ ଏହି ସର୍ଭେ କରାଯାଇଥିଲା। ଏହାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri