ଜାତୀୟ

ମୃତ୍ୟୁ ପରେ ବି ଚିକିତ୍ସା ଜାରି

ନୂଆଦିଲ୍ଲୀ,୧୦ା୮: ଦେଶର ଅଭାବୀ ଲୋକଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ଯୋଜନାରେ ବଡ଼ ଧରଣର ଅନିୟମିତତା ହୋଇଥିବା ସାମ୍ନାକୁ ଆସିଛି। ‘ମୃତ’ ଦର୍ଶାଯାଇଥିବା ରୋଗୀଙ୍କ ଚିକିତ୍ସା ଜାରି ରଖିବା ଏବଂ ଗୋଟିଏ ମୋବାଇଲ ନମ୍ବରରେ...

ମଣିପୁରରେ ଭାରତମାତାକୁ ହତ୍ୟା କରିଛି ଭାଜପା

ନୂଆଦିଲ୍ଲୀ,୧୦ା୮(ପି.ଟି.): ଭାଜପାର ରାଜନୀତି ମଣିପୁରରେ ଭାରତ ମାତାକୁ ହତ୍ୟା କରିଛି ବୋଲି ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ ଆଣିଛନ୍ତି। ଏଥିସହ ଶାସକ ଦଳର ସଦସ୍ୟମାନଙ୍କୁ ସେ ବିଶ୍ୱାସଘାତକ ଭାବେ ଅଭିହିତ କରି ଏହି ଉତ୍ତର-ପୂର୍ବ ରାଜ୍ୟରେ ହିଂସା...

‘୨୦୨୪ ପରେ ଆଉ ମୋଦି ସରକାର ଦେଖାଯିବେ ନାହିଁ’

ପାଟନା,୯।୮: ବିହାରରେ ମେଣ୍ଟ ସରକାରକୁ ଏକ ବର୍ଷ ପୂରଣ ହୋଇଛି। ଅଗଷ୍ଟ ୯,୨୦୨୨ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆରଜେଡି, କଂଗ୍ରେସ ଏବଂ ବାମ ଦଳ ସହିତ ମିଶି ରାଜ୍ୟରେ ସରକାର ଗଢିଥିଲେ। ସରକାରର ଏକ ବର୍ଷ ପୂରଣ ହେବା ପରେ...

ରାତିରେ ପ୍ରେମିକାଙ୍କୁ ଲୁଚିଲୁଚି ଦେଉଥିଲେ ପିଜା, ବାପା ଆସିବା ଭୟରେ ଛାତରୁ ଖସି ଯୁବକଙ୍କ ଜୀବନ ଗଲା

ହାଇଦ୍ରାବାଦ,୯।୮: ହାଇଦ୍ରାବାଦର ବୋରାବାଣ୍ଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ରାତିରେ ପ୍ରେମିକାଙ୍କୁ ଲୁଚିଲୁଚି ଦେଉଥିଲେ ପିଜା ଦେଉଥିବାବେଳେ ଯୁବତୀ ବାପା ଆସିବା ଭୟରେ ଛାତରୁ ଖସି ଯୁବକଙ୍କ ଜୀବନ ଯାଇଛି। ପୋଲିସର ସୂଚନାନୁସାରେ, ୨୦ ବର୍ଷୀୟ ଶୋଏବ ବିଳମ୍ବିତ...

ନାଁ ନ ନେଇ ରାହୁଲଙ୍କ ଉପରେ ବର୍ଷିଲେ ଶାହା: ୧୩ଥର ଲଞ୍ଚ, ୧୩ଥର ଫେଲ୍‌

ନୂଆଦିଲ୍ଲୀ,୯।୮: ଲୋକ ସଭାରେ ବିରୋଧୀ ଦଳ ‘ଇଣ୍ଡିଆ’ର ଅନାସ୍ଥା ପ୍ରସ୍ତାବକୁ ନେଇ ବୁଧବାର ଆଲୋଚନା ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସରକାରଙ୍କ ତରଫରୁ ଜବାବ ରଖିଥିଲେ। ଏହି ସମୟରେ ସେ ନାଁ ନ ନେଇ କଂଗ୍ରେସର ପୂର୍ବତନ...

ସ୍ବାଧୀନତା ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ବିନା ଛୁଟି ନେଇ ୧୭ ଘଣ୍ଟା କାମ କରୁଛନ୍ତି ନରେନ୍ଦ୍ର ମୋଦି: ଶାହା

ନୂଆଦିଲ୍ଲୀ,୯।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୁଧବାର ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ସେ କହିଛନ୍ତି, ଦେଶର ୬୦ କୋଟି ଗରିବ ଲୋକଙ୍କୁ ନୂଆ ଆଶା ଦେଇଛନ୍ତି ମୋଦି ସରକାର। ମୁଁ...

କଂଗ୍ରେସର ସ୍ବାର୍ଥ ଯୋଗୁ ପ୍ରଧାନମନ୍ତ୍ରୀ ହୋଇପାରିଲେନି ଶରଦ ପାଓ୍ବାର, ପ୍ରଣବ ମୁଖାର୍ଜୀ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୯।୮: କଂଗ୍ରେସର କ୍ଷମତା ସ୍ବାର୍ଥ ଯୋଗୁ ପ୍ରଣବ ମୁଖାର୍ଜୀ ଏବଂ ଶରଦ ପାଓ୍ବାରଙ୍କ ପରି ବଡ ବଡ ନେତାମାନେ ପ୍ରଧାନମନ୍ତ୍ରୀ ହୋଇପାରିଲେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଏବଂ ମହାରାଷ୍ଟ୍ରର ଏନଡିଏ ସାଂସଦଙ୍କ ସହ ଦୁଇଟି ପୃଥକ ବୈଠକ...

ଭାଜପା ନେତ୍ରୀ ସାନା ଖାନ ନିଖୋଜ…

ନୂଆଦିଲ୍ଲୀ,୯।୮ : ଭାରତୀୟ ଜନତା ପାର୍ଟିର ମହିଳା ନେତା ସାନା ଖାନ ଗତ ପାଞ୍ଚ ଦିନ ହେବ ନିଖୋଜ ଥିବା ସୂଚନା ମିଳିଛି। ସାନାଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଉପରେ ମାନକପୁର ପୋଲିସ ଷ୍ଟେଶନ ଏକ ମାମଲା ରୁଜୁ କରି ତଦନ୍ତ...

୭୩୦ ଦିନର ଶିଶୁ ଲାଳନପାଳନ ଛୁଟି ପାଇବେ ମହିଳା, ଏକୁଟିଆ ପୁରୁଷ ସରକାରୀ କର୍ମଚାରୀ: କେନ୍ଦ୍ର…

ନୂଆଦିଲ୍ଲୀ,୯।୮ : ମହିଳା ଏବଂ ଅବିବାହିତ ଏକୁଟିଆ ପୁରୁଷ ସରକାରୀ କର୍ମଚାରୀମାନେ ୭୩୦ ଦିନର ଶିଶୁ ଲାଳନପାଳନ ଛୁଟି ପାଇବାକୁ ଯୋଗ୍ୟ ବୋଲି କେନ୍ଦ୍ର ସରକାରଙ୍କ ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ବୁଧବାର କହିଛନ୍ତି। ୟୁନିଅନର ବ୍ୟାପାର ସଂପର୍କରେ ସିଭିଲ...

କେବଳ ସାଂସଦ କି ବିଧାୟକ ନୁହନ୍ତି ବିଚାରପତିମାନେ ମଧ୍ୟ କରନ୍ତୁ ନିଜ ସର୍ବମୋଟ ସମ୍ପତ୍ତିର ଘୋଷଣା, ସଂସଦୀୟ କମିଟିର ସୁପାରିଶ

ନୂଆଦିଲ୍ଲୀ,୯।୮: କେବଳ ସାଂସଦ କିମ୍ବା ବିଧାୟକ ନୁହନ୍ତି ବିଚାରପତିମାନେ ମଧ୍ୟ ତାଙ୍କ ବାର୍ଷିକ ଆୟ ଏବଂ ମୋଟ ସମ୍ପତ୍ତିକୁ ସର୍ବସମ୍ମୁଖରେ ଘୋଷଣା କରିବେ। ଏନେଇ ସଂସଦୀୟ ସ୍ଥାୟୀ କମିଟି ସୁପ୍ରିମକୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କ ଠାରେ ଏହି ଆଇନ...

୬ବର୍ଷ ଧରି ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ କରିପାରିବେନି ବଳ।ତ୍କାର ଅଭିଯୋଗ

ବେଙ୍ଗାଲୁର,୯।୮: ୬ବର୍ଷ ଧରି ସହମତିରେ ଶାରୀରିକ ସମ୍ପର୍କ ରଖିବା ପରେ ବଳତ୍କାର ହୋଇଥିବା ଅଭିଯୋଗ ଆଣିପାରିବେ ନାହିଁ। ଅଭିଯୋଗ ଆଣିଲେ ଅଭିଯୋଗକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି କର୍ନାଟକ...

କେରଳ ନାଁକୁ ‘କେରଳମ୍‌’ ପରିବର୍ତ୍ତନ କରିବାର ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ

ଥିରୁଭାନନ୍ତପୁରମ,୯।୮: କେରଳ ନାଁକୁ ‘କେରଳମ୍‌’ ପରିବର୍ତ୍ତନ କରିବାର ପ୍ରସ୍ତାବ ସର୍ବସମ୍ମତି କ୍ରମେ କେରଳ ବିଧାନସଭାରେ ପାରିତ ହୋଇଛି। ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ଦ୍ୱାରା ବିଧାନସଭାରେ ଉପସ୍ଥାପିତ ହୋଇଥିଲା। ଭାରତର ସମ୍ବିଧାନର ଅଷ୍ଟମ ସୂଚୀରେ ଅନ୍ତର୍ଭୁକ୍ତ ସମସ୍ତ ଭାଷାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri