ଜାତୀୟ

ସ୍ମୃତି ଇରାନୀଙ୍କ ଅଭିଯୋଗ: ମହିଳା ଏମ୍‌ପିମାନଙ୍କୁ ଇସାରାରେ ‘ଫ୍ଲାଇଙ୍ଗ କିସ’ ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୯।୮: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଭାଷଣ ଶେଷ କରି ସଂସଦ ବାହାରକୁ ଯିବାବେଳେ ରାହୁଲ ଗାନ୍ଧୀ ମହିଳା ଏମ୍‌ପିମାନଙ୍କୁ ଟାର୍ଗେଟ କରି ଇସାରାରେ...

ଭାରତରୁ ୩ ଅଭିଶାପ ହଟାଇବାକୁ ଆହ୍ବାନ କଲେ ରବି ଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୯।୮: ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବଂଶବାଦ, ଦୁର୍ନୀତି ଏବଂ ତୁଷ୍ଟୀକରଣ ରାଜନୀତି ବିରୋଧରେ ଭାଜପାର ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। ଏହି ଅବସରରେ ରବି ଶଙ୍କର କହିଛନ୍ତି, ଭାଜପା ଦୁର୍ନୀତି ଏବଂ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ଶୁଣିବାକୁ କରିଛୁ ଅପେକ୍ଷା: ପ୍ରିୟଙ୍କା

ନୂଆଦିଲ୍ଲୀ,୯।୮: ଶିବସେନା (ୟୁବିଟି) ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ ମଣିପୁର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ସରକାରକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ଏତେ ଆଶ୍ୱସ୍ତ ଅଛନ୍ତି ତେବେ ସେ ଆଲୋଚନାର ପ୍ରଥମ...

ରିଲାଏନ୍ସ ଜିଓରେ ୪୧ ହଜାରରୁ ଅଧିକ କର୍ମଚାରୀ ଛାଡିଛନ୍ତି ଚାକିରି

ନୂଆଦିଲ୍ଲୀ,୯।୮: ୨୦୨୩ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ୧,୬୭,୩୯୧ କର୍ମଚାରୀ ସ୍ବେଚ୍ଛାକୃତ ଭାବେ କମ୍ପାନୀରୁ ଇସ୍ତଫା ଦେଇଛନ୍ତି। ଏଥିରେ ୪୧,୮୧୮ କର୍ମଚାରୀ ରିଲାଏନ୍ସ ଜିଓର ଏବଂ ୧,୧୯,୨୨୯ କର୍ମଚାରୀ ରିଲାଏନ୍ସ ରିଟେଲର। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ବାର୍ଷିକ ରିପୋର୍ଟରେ ଏହା...

ଦେଶର କଥା ଶୁଣିବା ପାଇଁ ତ୍ୟାଗ କରିବାକୁ ହେବ ଅହଂକାର: ରାହୁଲ…

ନୂଆଦିଲ୍ଲୀ,୯।୮ : ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରୁଥିବାବେଳେ ରାହୁଲ ଗାନ୍ଧୀ ଲୋକସଭାରେ କହିଛନ୍ତି ତାଙ୍କୁ ସଂସଦକୁ ଫେରାଇ ଆଣିଥିବାରୁ ଧନ୍ୟବାଦ। ଏହା ସହିତ ମଣିପୁର ହିଂସା ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ ାସମାଳୋଚନା କରିଛନ୍ତି। ରାହୁଲ...

ଟମାଟର ମାଳ ପିନ୍ଧି ସଂସଦରେ ପହଞ୍ଚିଲେ ଏମ୍‌ପି

ନୂଆଦିଲ୍ଲୀ,୯।୮: ଦେଶରେ ଟମାଟର ମୂଲ୍ୟ ଆକାଶଛୁଆଁ ରହିଛି। ଏହାକୁ ବିରୋଧ କରି ଆମ ଆଦମୀ ପାର୍ଟିର ଏମ୍‌ପି ସୁଶୀଲ ଗୁପ୍ତା ବୁଧବାର ଟମାଟର ମାଳ ପିନ୍ଧି ରାଜ୍ୟ ସଭାରେ ପହଞ୍ଚିଥିଲେ। ସୁଶୀଲ ନେତା କହିଛନ୍ତି, ଦେଶରେ ଦରଦାମ ବୃଦ୍ଧି ପାଇଛି।...

ଟମାଟୋ ପରେ ଏବେ ପିଆଜ ଦାମ ୧୦୦ ଟଙ୍କା ମୁହାଁ…

ନୂଆଦିଲ୍ଲୀ,୯।୮ : ଗତ ଏକ ମାସ ଧରି ଟମାଟୋର ମୂଲ୍ୟ ଲୋକଙ୍କ ବଜେଟକୁ ବିଗାଡ଼ି ଦେଇଛି। ଟମାଟୋ ମୂଲ୍ୟ ବର୍ତ୍ତମାନ କିଲୋଗ୍ରାମ ପିଛା ୨୦୦ଟଙ୍କାରେ ସ୍ଥିର ରହିଛି। କିନ୍ତୁ ପିଆଜ ଦର ବୃଦ୍ଧି ଯୋଗୁ ଏବେ ଲୁହ ବୋହିବା ଆରମ୍ଭ...

ଦୁର୍ଘଟଣା ଦେଖି ବାଟରେ ଅଟକିଲେ ରାହୁଲ, ଆହତଙ୍କ ହସ୍ପିଟାଲ ପଠାଇ ଗଲେ ସଂସଦ…

ନୂଆଦିଲ୍ଲୀ,୯।୮ : ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ସଂସଦରେ ପହଞ୍ଚିଛନ୍ତି। ଅବଶ୍ୟ, 10 ଜାନପଥ ଛାଡିବା ପରେ ହଠାତ ତାଙ୍କ ଦଳ କିଛି ଦୂରରେ ଅଟକି ଯାଇଥିଲା। ରାସ୍ତାରେ ଦୁର୍ଘଟଣାରେ ଆହତ...

ଲୋକ ସଭାରେ ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ,୯।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଲୋକ ସଭାରେ ପହଞ୍ଚିଛନ୍ତି। ମୋଦି ସରକାରଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ରାହୁଲ ବିରୋଧୀ ଦଳ ପକ୍ଷରୁ ଚର୍ଚ୍ଚା କରିବେ। ଅନ୍ୟପଟେ, ଟମାଟୋ ମାଳାକୁ ନେଇ ସଂସଦରେ ହଙ୍ଗାମା ହୋଇଛି।...

ଆୟୁଷ୍ମାନ ଭାରତ ଯୋଜନା ନେଇ ସିଏଜି ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ, ଗୋଟିଏ ମୋବାଇଲ ନମ୍ବରରେ ଲକ୍ଷ ଲକ୍ଷ ଲୋକଙ୍କ ପଞ୍ଜିକରଣ…

ନୂଆଦିଲ୍ଲୀ,୯।୮ : କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ(ସିଏଜି) ର ଏକ ରିପୋର୍ଟରେ ଆୟୁଷ୍ମାନ ଭାରତ-ପ୍ରଧାନ ମନ୍ତ୍ର ୀ ଜନ ଆରୋଗ୍ୟ ଯୋଜନା ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ଏହି ଯୋଜନାର ପ୍ରାୟ ୭.୫...

ବାବ୍ରି ଭଙ୍ଗା ହେବା ପୂର୍ବରୁ ମୁଁ ନରସିଂହ ରାଓ ସରକାରଙ୍କୁ ଭାଜପା ଉପରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଥିଲି: ଶରଦ ପାଓ୍ବାର…

ମୁମ୍ବାଇ,୯।୮ : ଏନସିପି ମୁଖ୍ୟ ଶରଦ ପାୱାର ପ୍ରକାଶ କରିଛନ୍ତି ୍‌ ଯେତେବେଳେ ରାମଜନ୍ମଭୂମି ଆନ୍ଦୋଳନ ବୃଦ୍ଧି ପାଇବାରେ ଲାଗଥିଲା, ସେତେବେଳେ ମୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କୁ ବାବ୍ରି ମସଜିଦରେ କିଛି ଘଟିବ ନାହିଁ ବୋଲି ଭାଜପାର...

ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଗୃହରେ କହିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୯।୮: ମୋଦି ସରକାରଙ୍କ ବିରୋଧରେ ଆଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ବୁଧବାର ଲୋକ ସଭାରେ ବିରୋଧୀ ଦଳ ପକ୍ଷରୁ ରାହୁଲ ଗାନ୍ଧୀ ଚର୍ଚ୍ଚା କରିବେ। ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରି ଏହାକୁ ନେଇ ନିଶ୍ଚିତ କରିଛନ୍ତି। ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri