ଜାତୀୟ

ଯଦି ପସନ୍ଦ ନୁହେଁ ତେବେ ଦେଖନାହିଁ, ରିମୋଟ ଆପଣଙ୍କ ହାତରେ ଅଛି: ନ୍ୟୁଜ୍‌ ଚ୍ୟାନେଲଗୁଡିକୁ ନିୟନ୍ତ୍ରଣ କରିବା ପିଟିଶନ ଉପରେ ଏସ୍‌ସିଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୯।୮: ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରାଯାଇଥିଲା ଯେଉଁଥିରେ ଦର୍ଶାଯାଇଛି ଯେ, ଏଥିରେ ଦର୍ଶାଯାଉଥିବା ବିଷୟବସ୍ତୁ ଅତ୍ୟନ୍ତ ବିପଜ୍ଜନକ, ତେଣୁ ଏହା ଉପରେ କଡା ନିୟମ କରିବାର ଆବଶ୍ୟକତା ରହିଛି। ତେବେ ସୁପ୍ରିମକୋର୍ଟ...

ନୁହରେ ଆଜି ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ଚଣ୍ଡିଗଡ,୯।୮: ହରିୟାଣାର ନୁହରେ ହିଂସା ପରେ ପରିସ୍ଥିତି ଏ ପର୍ଯ୍ୟନ୍ତ ସ୍ବାଭାବିକ ଅବସ୍ଥାକୁ ଆସିନାହିଁ। ଯେଉଁ କାରଣରୁ ଇଣ୍ଟରନେଟ୍‌ ସେବା ଉପରେ ଜାରି ଥିବା ପ୍ରତିବନ୍ଧକକୁ ଆହୁରି ବୃଦ୍ଧି କରାଯାଇଛି। ବର୍ତ୍ତମାନ ଅଗଷ୍ଟ ୧୧ପର୍ଯ୍ୟନ୍ତ ନୁହ ଜିଲାରେ ଇଣ୍ଟରନେଟ୍‌ ଏବଂ...

ଇଞ୍ଜିନ, ସେନ୍ସର କାମ ନ କଲେ ବି ଲ୍ୟାଣ୍ଡର ସଫଳ ଅବତରଣ କରିବ: ଇସ୍ରୋ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୯ା୮: ଚନ୍ଦ୍ରୟାନ-୩ର ୨ଟି ଯାକ ଇଞ୍ଜିନ୍‌ କିମ୍ବା ସମସ୍ତ ସେନ୍ସର ଯଦି କାମ ନ କରେ, ତଥାପି ଲ୍ୟାଣ୍ଡର ବିକ୍ରମକୁ ସଫଳତାର ସହ ସଫ୍ଟଲ୍ୟାଣ୍ଡିଂ କରାଇବା ଲାଗି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଯୋଜନା ପ୍ରସ୍ତୁତ କରିଥିବା...

ତେଜିଲା ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ ବହିଷ୍କାର ଦାବି

ନୂଆଦିଲ୍ଲୀ,୯ା୮: ଭାଜପା ଶାସିତ ମଣିପୁରରେ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଜାତିଆଣ ଓ ଯୌନ ହିଂସା ଚାଲିଛି। ମେଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ୧୭୦ରୁ ଅଧିକ ଲୋକ ନିହତ ହେଲେଣି। ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂ...

ଯୁବକଙ୍କୁ ଗୋଇଠା ମାରି ଛେପ ଚଟାଇଲେ ଭାଜପା ନେତା

ରାଞ୍ଚତ୍, ୯ା୮: ଝାଡ଼ଖଣ୍ଡର ରାଞ୍ଚତ୍ ଜିଲାରେ ନଦୀରେ ଗାଧୋଉଥିବା ମହିଳାମାନଙ୍କ ଭିଡିଓ ପ୍ରସ୍ତୁତ କରୁଥିବା ଜଣେ ଯୁବକଙ୍କୁ ଭାଜପା ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର କୁନ୍‌ଓ୍ବାର ଉଠ୍‌ବସ୍‌ କରାଇବା ସହ ଗୋଇଠା ମାରି ଛେପ ଚଟାଇଥିଲେ। ଗତ ୬...

ଉତ୍ତରାଖଣ୍ଡରେ ଭୂସ୍ଖଳନ: ୩ ମୃତ

ରୁଦ୍ରପ୍ରୟାଗ,୯।୮: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ଫଳରେ ଗୋଟିଏ ତିନି ମହଲା ହୋଟେଲ ମାଟିରେ ମିଶିବା ସହ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୧୭ ଜଣ ଲୋକ ନିଖୋଜ ଅଛନ୍ତି। ପ୍ରବଳ ବର୍ଷା କାରଣରୁ ସହରର ରାମପୁର...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ

ନୂଆଦିଲ୍ଲୀ,୯ା୮(ପି.ଟି.): ମନିଲଣ୍ଡରିଂ ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ସମନ ଜାରି କରିଛି। ଆସନ୍ତା ସପ୍ତାହରେ ରାଞ୍ଚତ୍ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇ ମନିଲଣ୍ଡରିଂ ନିରାକରଣ ଆଇନ ଅନୁଯାୟୀ ବୟାନ ରେକର୍ଡ...

ଗୋୟଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ,୯ା୮: ରାଜ୍ୟ ସଭାରେ ଗୃହର ନେତା ପୀୟୂଷ ଗୋୟଲଙ୍କ ବିରୋଧରେ ବିରୋଧୀ ମେଣ୍ଟ ଇଣ୍ଡିଆର ଅନେକ ନେତା ମଙ୍ଗଳବାର ସ୍ବାଧିକାର ଭଙ୍ଗ ନୋଟିସ ଦେଇଛନ୍ତି। କେତେଜଣ ବିରୋଧୀ ନେତାଙ୍କ ବିରୋଧରେ ଗୋୟଲ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ, ଟିଏମ୍‌ସି, ଏଏପି,...

ଜୟସାଲମେରରେ ଥିଲେ ତୃଣଭୋଜୀ ଡାଇନୋସର

ଲକ୍ଷ୍ନୌ,୯ା୮: ରାଜସ୍ଥାନର ଜୟସାଲମେରରୁ ଆଇଆଇଟି-ରୁର୍‌କୀ ଏବଂ ଭାରତର ଭୂତାତ୍ତ୍ୱିକ ସର୍ଭେ (ଜିଏସ୍‌ଆଇ)ର ବୈଜ୍ଞାନିକମାନେ ବିଶ୍ୱର ସବୁଠୁ ପୁରାତନ ନୂଆ ପ୍ରଜାତିର ଡାଇନୋସର ଜୀବାଶ୍ମ ଠାବ କରିଛନ୍ତି। ଉକ୍ତ ଡାଇକ୍ରାଓସାଉରିଡ୍‌ ଡାଇନୋସରର ବେକ ଲମ୍ବା ଓ ଏହା ତୃଣଭୋଜୀ ଥିଲା ବୋଲି...

ଆନ୍ତଃ ସେବା ସଙ୍ଗଠନ ବିଲ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ,୯ା୮(ପି.ଟି.): ଆନ୍ତଃ ସେବା ସଂଗଠନ ବିଲ୍‌ ମଙ୍ଗଳବାର ପାର୍ଲାମେଣ୍ଟର ମଞ୍ଜୁରୀ ଲାଭ କରିଛି। ଆନ୍ତଃ ସେବା ସଂଗଠନଗୁଡ଼ିକର କମାଣ୍ଡର-ଇନ୍‌-ଚିଫ୍‌ ଏବଂ ଅଫିସର-ଇନ୍‌-କମାଣ୍ଡଙ୍କୁ ଉକ୍ତ ପ୍ରତିଷ୍ଠାନ ଅଧୀନରେ ଅନ୍ୟ ସୁରକ୍ଷା ବଳରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ ଓ ପ୍ରଶାସନିକ କ୍ଷମତା...

ଅନଲାଇନ ଗେମିଂରେ ୨୮ ପ୍ରତିଶତ ଜିଏସଟିର ପ୍ରଭାବ: ଏମପିଏଲ ୩୫୦ କର୍ମଚାରୀଙ୍କୁ କରିବ ଛଟେଇ…

ନୂଆଦିଲ୍ଲୀ,୮।୮ : ଅନଲାଇଇନ ଗେମିଂରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବା ନିଷ୍ପତ୍ତିିର ପ୍ରଭାବ ଅନୁଭୁତ ହୋଇଛି। ଅନଲାଇନ୍‌ ଗେମିଂ କମ୍ପାନୀ ଏମପିଏଲ(ମୋବାଇଲ ପ୍ରିମିୟର ଲିଗ) ଏହାର ୩୫୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଅନଲାଇନ ଗେମିଂରେ ଜିଏସଟି ହାରରେ...

ଭାରତ ଯୋଡୋ ଯାତ୍ରା ପାର୍ଟ-୨: ଗୁଜରାଟରୁ ମେଘାଳୟ ପଦଯାତ୍ରା…

ମୁମ୍ବାଇ,୮।୮ : ରାହୁଲ ଗାନ୍ଧୀ ଗୁଜରାଟରୁ ମେଘାଳୟ ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା ପାର୍ଟ-୨ କରିବେ। ସେ ଏହି ପଦଯାତ୍ରା ଗୁଜରାଟରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ବୁଲିବା ସହ ଉତ୍ତର-ପୂର୍ବ ମେଘାଳୟ ରାଜ୍ୟରେ ପହଞ୍ଚିବେ। ଏହା ସହିତ ମହାରାଷ୍ଟ୍ରର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri