ଜାତୀୟ

ଅତିଶୀଙ୍କ ପାଖରେ ୧୪ ବିଭାଗ…

ନୂଆଦିଲ୍ଲୀ,୮।୮ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାର ମଙ୍ଗଳବାର ସେବା ଏବଂ ଭିଜିଲାନ୍ସ ବିଭାଗର ଦାୟିତ୍ୱକୁ ଜନସମ୍ପର୍କ ବିଭାଗ ମନ୍ତ୍ରୀ ଅତିଶୀ ମାର୍ଲେନାଙ୍କୁ ଦେଇଛନ୍ତି। ଏହାପୂର୍ବରୁ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କର ଦୁଇଟି ପୋର୍ଟଫୋଲିଓର ନେତୃତ୍ୱ ସେ ନେଇଥିଲେ,...

୯ବର୍ଷ ହେଲା ନେତା ରଖିଲେନି ପ୍ରତିଶ୍ରୁତି-ତିଆରି ହେଲାନି ପୋଲ; ଲୋକସଭା ନିର୍ବାଚନରେ ଭୋଟ ବର୍ଜନ କରିବେ ୩୦୦ ଭୋଟର

ଇଟାନଗର,୮।୮: ଆଉ କେତେଟା ମାସ ପରେ ରାଜ୍ୟରେ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ। ପୁଣି ଆଗକୁ ଅଛି ୨୦୨୪ ଲୋକସଭା ନିର୍ବାଚନ। ନିର୍ବାଚନକୁ ନେଇ ନେତାଠୁ ନେଇ ମନ୍ତ୍ରୀ ସମସ୍ତେ ତତ୍ପର। କିନ୍ତୁ ଅରୁଣାଚଳ ପ୍ରଦେଶର ପଶ୍ଚିମ ସିଆଙ୍ଗ ଜିଲାରେ...

ସଦସ୍ୟତା ଫେରି ପାଇବା ପରେ ୱାୟନାଡ ଯିବେ ରାହୁଲ

ନୂଆଦିଲ୍ଲୀ,୮।୮: ସଦସ୍ୟତା ପଦ ଫେରି ପାଇବା ପରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧୀ ତାଙ୍କ ଲୋକ ସଭା ଆସନ ୱାୟନାଡ ପରିଦର୍ଶନ କରିବେ। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ଏହି ସୂଚନା ଦେଇଛନ୍ତି। ରାହୁଲ ଗାନ୍ଧୀ ୧୨-୧୩...

ଜାତୀୟତା ବିରୋଧୀ ଖବର ପାଇଁ ନ୍ୟୁଜ କ୍ଲିକ ବିକଶିତ କରାଯାଇଥିଲା, ଚାଇନାରୁ ଆସୁଥିଲା ଟଙ୍କା: ଇଡିର ଦାବି…

ନୂଆଦିଲ୍ଲୀ,୮।୮ : କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବାମପନ୍ଥୀ ନ୍ୟୁଜ ପୋର୍ଟାଲ ନ୍ୟୁଜ କ୍ଲିକ (ନ୍ୟୁଜ କ୍ଲିକ ବିରୋଧରେ ଇଡି ପ୍ରୋବ) ଚଳାଉଥିବା କମ୍ପାନୀ ବିରୋଧରେ ୮୬ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ବିଦେଶୀ ଅର୍ଥର...

ଜ୍ଞାନବାପି ମାମଲା: ଅଣ-ହିନ୍ଦୁଙ୍କ ପ୍ରବେଶ ଉପରେ ରୋକ ଲଗାଇବା ଆବେଦନ ଖାରଜ

ଅହମ୍ମଦାବାଦ,୮।୮: ବାରାଣାସୀର ଜ୍ଞାନବାପି ପରିସରରେ ଅଣ-ହିନ୍ଦୁଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନ ରାଖୀ ସିଂ ଏବଂ ଅନ୍ୟମାନଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଏହା ଉପରେ ପ୍ରଧାନ ବିଚାରପତି ପ୍ରୀତିଙ୍କର...

ନାବାଳକଙ୍କୁ ପରିସ୍ରା ପିଆଇ ଗୁପ୍ତାଙ୍ଗରେ କଞ୍ଚାଲଙ୍କା ଘଷିବା ମାମଲା: ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଲକ୍ଷ୍ନୌ,୮।୮: ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗର ଅଞ୍ଚଳରେ ୨ ନାବାଳକଙ୍କୁ ଫାର୍ମ ମାଲିକ ଓ କେତେଜଣ ବ୍ୟକ୍ତି ମାଡ଼ ମାରି ପରିସ୍ରା ପିଆଇବା ସହ ଗୁପ୍ତାଙ୍ଗରେ କଞ୍ଚାଲଙ୍କା ଘଷିଥିବା ମାମଲାରେ ପୋଲିସ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୋମବାର ଫେରାର ଥିବା...

ସ୍ବାମୀଙ୍କୁ କଳା କହି ଅପମାନିତ କଲେ ସ୍ତ୍ରୀଙ୍କୁ ମିଳିବ ଛାଡପତ୍ର!

ବେଙ୍ଗାଲୁର,୮।୮: ସ୍ବାମୀଙ୍କ ରଙ୍ଗକୁ କଳା କହି ତାଚ୍ଛ୍ୟଲ କଲେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇପାରିବେ ସ୍ବାମୀ। ଏପରି ଏକ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି କର୍ନାଟକ ହାଇକୋର୍ଟ। ମାମଲାର ଶୁଣାଣି କରି ହାଇକୋର୍ଟ ଏକ ଦମ୍ପତିଙ୍କ ଛାଡପତ୍ରକୁ ମଞ୍ଜୁରି ଦେଇଛନ୍ତି।...

ସୋନିଆଙ୍କୁ ଟାର୍ଗେଟ କଲେ ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ,୮।୮: ମଙ୍ଗଳବାର ଲୋକ ସଭାରେ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସୋନିଆ ଜୀଙ୍କର କେବଳ ଦୁଇଟି...

ପାକିସ୍ତାନୀ ମହିଳାଙ୍କୁ ଯୋଗାଇ ଦେଉଥିଲେ ଷ୍ଟିଲ୍‌ ପ୍ଲାଣ୍ଟର ଗୁପ୍ତ ତଥ୍ୟ

ବିଶାଖାପାଟଣା,୮ା୮: ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଜଣେ ମହିଳାଙ୍କୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସ୍‌ଏଫ୍‌)ର ଜଣେ କନଷ୍ଟେବଳ ଧରାପଡ଼ିଛନ୍ତି। ସୂଚନା ଯୋଗ୍ୟ, ବିଶାଖାପାଟଣା ଷ୍ଟିଲ୍‌ ପ୍ଲାଣ୍ଟରେ କାମ କରୁଥିବା ସିଆଇଏସ୍‌ଏଫ୍‌ କନ୍‌ଷ୍ଟବଲ କପିଲ କୁମାର...

ଗରିବଙ୍କ ଭାତହାଣ୍ଡିକୁ ମାଡ, ଆଜାଦପୁର ମଣ୍ଡିରେ ଚାଷୀଙ୍କୁ ଭେଟି କଥାହେଲେ ରାହୁଲ

ନୂଆଦିଲ୍ଲୀ,୮।୮: ମହଙ୍ଗା ମାଡରେ ହନ୍ତସନ୍ତ ହେଉଛନ୍ତି ଲୋକ। କେତେବେଳେ ଟମାଟୋ ମହଙ୍ଗା ହେଉଛି ତ କେତେବେଳେ ଲେମ୍ବୁ। ମଝିରେ ମଝିରେ ପିଆଜ ମଧ୍ୟ ଗରିବର ଭାତଥାଳିକୁ ମାଡ ମାରୁଛି। ବିନା ପରିବାରେ ଭାତକୁ ଲୁଣ ଲଗେଇ ଖାଉଛନ୍ତି। ଏପଟେ ସିଲିଣ୍ଡର...

ମଣିପୁର ପ୍ରସଙ୍ଗରେ କହିବାକୁ ପ୍ରଧାନମନ୍ତ୍ରୀଙ୍କୁ ଲାଗିଗଲା ୮୦ ଦିନ: ଗୌରବ ଗୋଗୋଇ

ନୂଆଦିଲ୍ଲୀ,୮।୮: ମୋଦି ସରକାରଙ୍କ ବିରୋଧରେ ସଂସଦରେ ଉପସ୍ଥାପିତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି। ଏହି ସମୟରେ ବିରୋଧୀ ଦଳ ପକ୍ଷରୁ ଆଲୋଚନା ଗୌରବ ଗୋଗୋଇଙ୍କ ଦ୍ୱାରା ଆରମ୍ଭ ହୋଇଛି। ଯେଉଁଥିରେ ବିରୋଧୀ କାହିଁକି ଅନାସ୍ଥା ପ୍ରସ୍ତାବ...

ମୋଦି ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ: ମଣିପୁର ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲା କଂଗ୍ରେସ

ନୂଆଦିଲ୍ଲୀ,୮।୮: ଲୋକ ସଭାରେ ମଙ୍ଗଳବାର ମୋଦି ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି। ଆଲୋଚନା ଆରମ୍ଭ କରି କଂଗ୍ରେସ ଏମପି ଗୌରବ ଗୋଗୋଇ କହିଛନ୍ତି ଯେ ବାଚସ୍ପତିଙ୍କ କାର୍ଯ୍ୟାଳୟ ଭିତରେ ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri