ଜାତୀୟ

ରାହୁଲ ଗାନ୍ଧୀଙ୍କୁ ଡରିଗଲେ ସରକାର: ସଞ୍ଜୟ ରାଉତ

ନୂଆଦିଲ୍ଲୀ,୬।୮: ମୋଦି ସରନେମ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇଛନ୍ତି। ବର୍ତ୍ତମାନ ତାଙ୍କର ସଂସଦର ସଦସ୍ୟତା ନେଇ ରାଜନୀତି ଆରମ୍ଭ ହୋଇଛି। ଶିବସେନା (ୟୁବିଟି) ର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ ଲୋକ ସଭା...

ପିଲାଙ୍କ ଭିତରେ ଈଶ୍ୱରଙ୍କୁ ଦେଖେ

ପେସା ତାଙ୍କର ଶିକ୍ଷକତା, ମାତ୍ର ନିଶା ସାହିତ୍ୟ ଓ ସମାଜସେବା। ପ୍ରାୟ ୪ଦଶନ୍ଧି ଧରି ଜାରି ରହିଛି ତାଙ୍କର ଏହି ସାଧନା। ଶିଶୁଙ୍କ ପାଇଁ ଲେଖିବା ସହ ଗୀତିକବିତା ଲେଖିଥିବା ଡ. ଚପଳା ପଣ୍ଡା ଜଣେ ଆଦର୍ଶ ଶିକ୍ଷୟିତ୍ରୀ ମଧ୍ୟ।...

ବ୍ରିଜରୁ ୫୦ ଫୁଟ ତଳକୁ ଖସିପଡିଲା ବସ୍‌: ୩ ମୃତ୍ୟୁ, ୨୫ ଆହତ

ରାଞ୍ଚି,୬।୮: ରାଞ୍ଚିରୁ ଝାଡଖଣ୍ଡର ଗିରିଡିହକୁ ଆସୁଥିବା ଏକ ବସ ବ୍ରିଜ ତଳକୁ ଖସି ପଡ଼ିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି। ବ୍ରିଜ୍‌ ରେଲିଂ ଭାଙ୍ଗିବାରୁ ବସ୍‌ଟି ନଦୀରେ ଖସିପଡିଥିଲା। ବସ୍‌ରେ ତିରିଶରୁ ଅଧିକ...

ବନ୍ଧୁ ପାଇଁ…

ବନ୍ଧୁ ହେଉଛି ସିଏ, ଯିଏ ତୁମର ଲୁହକୁ ବୁଝିଥାଏ। ହସ ହସ ମୁହଁ ଭିତରୁ ବି ହୃଦୟରେ ଲୁଚି ରହିଥିବା କୋହକୁ ଦେଖିଥାଏ। ନିଜ ଠାରୁ ଅଧିକ ବିଶ୍ୱାସ ଥାଏ ଯାହା ଉପରେ। ବିନା ସ୍ବାର୍ଥରେ ଯିଏ ସାହାଯ୍ୟର ହାତ...

ଏଏପି ସରକାର କିଛି ଶୁଣୁ ନାହାନ୍ତି, ପ୍ରଶାସନରେ ନାହିଁ ସ୍ବଚ୍ଛତା: ପଞ୍ଜାବ ରାଜ୍ୟପାଳ…

ଚଣ୍ଡିଗଡ଼,୬।୮ : ଶାସକ ଆମ ଆଦମୀ ପାର୍ଟି (ଏଏପି) ଏବଂ ରାଜ ଭବନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପଞ୍ଜାବର ରାଜ୍ୟପାଳ ବନୱାରିଲାଲ ପୁରୋହିତ ଚଳିତ ମାସରେ ଦୁଇ ବର୍ଷ ପୂରଣ କରି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ନେତୃତ୍ୱାଧୀନ ସରକାରଙ୍କ...

ପ୍ରଧାନମନ୍ତ୍ରୀ କଲେ ୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ…

ନୂଆଦିଲ୍ଲୀ,୬।୮ : ଭାରତରେ ୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପୂର୍ବାହ୍ନ ୧୧ଟାରେ ଭିତ୍ତିପ୍ରସ୍ତର ସ୍ଥାପନ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେଶନ ଯୋଜନା ଅନ୍ତର୍ଗତ ସାରା...

‘ସେମାନଙ୍କୁ ମାରିଦିଅ, ବାକି ମୁଁ ଦେଖିବି’, ନୁହ ହିଂସା ସମୟରେ ମନ୍ତବ୍ୟ ଦେଇଥିବା ଏଏପି ନେତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ନୂଆଦିଲ୍ଲୀ,୬।୮: ନୁହ ହିଂସା ମାମଲାରେ ହରିୟାଣା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଗୋଟିଏ ପଟେ ଅଭିଯୁକ୍ତଙ୍କ ବେଆଇନ ସମ୍ପତ୍ତି ବିରୋଧରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଚାଲିଥିବାବେଳେ ଅନ୍ୟପଟେ କଟକଣା ଜାରି କରାଯାଇଛି। ପୋଲିସ ପ୍ରତ୍ୟେକ ସିସିଟିଭି ଯାଞ୍ଚ କରୁଛି ଏବଂ...

ହାତୀକୁ ଆଖୁ ଖୁଆଇଲେ ରାଷ୍ଟ୍ରପତି

ଚେନ୍ନାଇ,୬।୮:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାମିଲନାଡୁର ନୀଳଗିରି ଜିଲାର ଥେପାକାଡୁ ହାତୀ ଶିବିର ପରିଦର୍ଶନ କରି ଭାରତର ସାଂସ୍କୃତିକ ଐତିହ୍ୟ ରକ୍ଷା କରିବାରେ ଜଡିତ ଆଦିବାସୀଙ୍କୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ଆଦିବାସୀ ସମ୍ପ୍ରଦାୟଗୁଡିକ ସେମାନଙ୍କର ସାମ୍ବିଧାନିକ...

ଦେଶରେ ସ୍ବାଧୀନତାକୁ ଦମନ କରାଯାଇଛି: ଚିଦାମ୍ବରମ…

ନୂଆଦିଲ୍ଲୀ,୬।୮ : କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ରବିବାର ଭାରତରେ ସ୍ବାଧୀନତାକୁ ଦମନ କରାଯାଉଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ସରକାର କହିଛନ୍ତି ଧାରା ୩୭୦ ରଦ୍ଦ ହେବା ଦ୍ୱାରା ଜମ୍ମୁ-କଶ୍ମୀରରେ ଶାନ୍ତି ଆଣିଛି। କିନ୍ତୁ ପ୍ରକୃତ ପକ୍ଷେ...

ଆମେ ହିନ୍ଦୀ ଭାଷାର ଗୋଲାମ ହେବୁ ନାହିଁ: ଷ୍ଟାଲିନ୍‌

ନୂଆଦିଲ୍ଲୀ,୬।୮: ହିନ୍ଦୀ ଭାଷାକୁ ନେଇ ପୁଣି ଥରେ ବିତର୍କ ଆରମ୍ଭ ହୋଇଛି। ହିନ୍ଦୀ ଭାଷାକୁ ଗ୍ରହଣ ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ‘ସାହସିକ ଉଦ୍ୟମ’କୁ ନିନ୍ଦା କରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ, ଆମେ...

ନୁହରେ ଇଣ୍ଟରନେଟ-ଏସଏମଏସ ସେବା ଉପରେ ପ୍ରତିବନ୍ଧକ ଅଗଷ୍ଟ ୮ ପର୍ଯ୍ୟନ୍ତ ବୃଦ୍ଧି

ଚଣ୍ଡିଗଡ,୬।୮: ନୁହ ହିଂସା ପରେ ଶାନ୍ତି ଫେରିଛି। କର୍ଫ୍ୟୁ ଏବେ ମଧ୍ୟ ସେଠାରେ ଅଛି। ଏଥିସହ ସରକାର ମୋବାଇଲ ଇଣ୍ଟରନେଟ ସେବା, ବଲ୍କ ଏସଏମଏସ ଏବଂ ସମସ୍ତ ଡଙ୍ଗଲ ସେବା ଇତ୍ୟାଦି ଉପରେ ପ୍ରତିବନ୍ଧକକୁ ୮ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ...

ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରତିଶୋଧର ରାଜନୀତି କରିଛନ୍ତି ମୋଦି ସରକାର: ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ,୬।୮: ମୋଦି ସରନେମ୍‌ ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡକୁ ସ୍ଥଗିତ ରଖିଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ ସମଗ୍ର ବିରୋଧୀଙ୍କ ମଧ୍ୟରେ ଖୁସିର ମାହୋଲ ରହିଛି। ଟିଏମସି ଏମ୍‌ପି ଶତ୍ରୁଘ୍ନ ସିହ୍ନା ଏହାକୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri