ଜାତୀୟ

ସରିବାକୁ ଯାଉଛି ମୌସୁମୀ ଅଧିବେଶନ, ଅନାସ୍ଥା ପ୍ରସ୍ତାବ ଉପରେ ହେବ ତ ଚର୍ଚ୍ଚା…

ନୂଆଦିଲ୍ଲୀ,୫।୮: ସରିବାକୁ ଯାଉଛି ମୌସୁମୀ ଅଧିବେଶନ। ଏବେ ସମସ୍ତଙ୍କ ନଜର ଅନ୍ତିମ ସପ୍ତାହରେ ବାକିଥିବା ୫ଟି କାର୍ଯ୍ୟଦିବସ। ଆରମ୍ଭରୁ ସଂସଦରେ ମଣିପୁର ହିଂସାକୁ ନେଇ ହଙ୍ଗାମା ଓ ହଟ୍ଟଗୋଳ ଦେଖାଦେଇଥିବା ବେଳେ ଏପର୍ଯ୍ୟନ୍ତ ସମାଧାନର ରାସ୍ତା ବାହାରି ନାହିଁ। ଇଣ୍ଡିଆ...

‘ମହିଳାଙ୍କ ପରିଚୟ ବିବାହ ନୁହେଁ’, ବିଧବାଙ୍କ ମନ୍ଦିର ପ୍ରବେଶ ଉପରେ ରୋକକୁ ନେଇ ଜବାବ ଦେଲେ ହାଇକୋର୍ଟ

ଚେନ୍ନାଇ,୫।୮: ବିଧବାମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରିବାର ପ୍ରଥାକୁ ମାଡ୍ରାସ ହାଇକୋର୍ଟ ଦୃଢ ତାଗିଦ କରିଛନ୍ତି। କୌଣସି ସଭ୍ୟ ସମାଜରେ ଏଭଳି ପରମ୍ପରା ରହିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏରୋଡ ଜିଲ୍ଲାର ଏକ ମନ୍ଦିର ପରିଦର୍ଶନ କରିବା...

ଘରେ ନଜରବନ୍ଦୀ ହେଲେ ପିଡିପି ମୁଖ୍ୟ ମେହେବୁବା ମୁଫତି

ଶ୍ରୀନଗର,୫।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍‌କୁ ଶନିବାର ପୋଲିସ ଗିରଫ କରିଛି। ସେ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଠିକ ଆଜିର ଦିନରେ ୪ବର୍ଷ ପୂର୍ବେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦କୁ...

ଭାଜପାକୁ ଝଟକା: ଗୁଜରାଟ ଭାଜପାର ମହାସଚିବ ପଦରୁ ଇସ୍ତଫା ଦେଲେ ପ୍ରଦୀପ

ଅହମ୍ମଦାବାଦ,୫।୮: ଭାଜପାକୁ ଲାଗିଲା ବଡ଼ ଝଟକା। ଗୁଜରାଟ ଭାଜପାର ମହାସଚିବ ପଦରୁ ପ୍ରଦୀପ ସିଂ ବାଘେଲା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାବେଳେ ବାଘେଲା ଲୋକଙ୍କୁ କହିଛନ୍ତି ଯେ, କିଛି ଦିନ ମଧ୍ୟରେ ସବୁ କିଛି ଠିକ୍‌ ହୋଇଯିବ।୨୦୧୬ ଅଗଷ୍ଟ ୧୦ରେ...

ନୁହ ହିଂସା: ଏ ପର୍ଯ୍ୟନ୍ତ ୧୪୧ ଜଣ ଗିରଫ, ୫୫ ଏଫଆଇଆର୍‌ ପଞ୍ଜୀକୃତ

ଚଣ୍ଡିଗଡ,୫।୮: ସୋମବାର ହରିୟାଣାର ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ଏବଂ ଦଙ୍ଗା ସହ ଜଡିତ ୫୫ଟି ଏଫଆଇଆର୍‌ ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ୧୪୧ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଆହୁରି ମଧ୍ୟ କହିଛି...

ରାଞ୍ଚି ଯାଉଥିବା ଇଣ୍ଡିଗୋ ବିମାନ ଦିଲ୍ଲୀରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ,୫।୮: ଦିଲ୍ଲୀରୁ ରାଞ୍ଚି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ବିମାନର ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବିମାନରେ ଯାତ୍ରା କରୁଥିବା ସମସ୍ତ...

‘ଏଥର ଦିଲ୍ଲୀରେ ‘ଇଣ୍ଡିଆ’ସରକାର’, ମମତା ବାନାର୍ଜୀଙ୍କ ଫଟୋ ସହ କୋଲକାତାରେ ଲାଗିଲା ନୂଆ ପୋଷ୍ଟର

କୋଲକାତା,୫।୮: ବିରୋଧୀ ଦଳର ମିଳିତ ମଞ୍ଚ ‘ଇଣ୍ଡିଆ’ ଘୋଷଣା ପରେ ଏହାର ପ୍ରଭାବ ପଶ୍ଚିମବଙ୍ଗ ରାଜନୀତିରେ ଦେଖା ଦେଲାଣି। ରାଜଧାନୀ କୋଲକାତାରେ ଇଣ୍ଡିଆ ମିଳିତ ମଞ୍ଚକୁ ନେଇ ନୂଆ ପୋଷ୍ଟର ଲଗାଯାଇଛି। ସ୍ଥାନେ ସ୍ଥାନେ ଲାଗିଥିବା ଏହି ପୋଷ୍ଟର ଦିଲ୍ଲୀ...

ପ୍ରି-ପ୍ଲାନ ଥିଲା ନୁହ ହିଂସା: ଅନିଲ ବିଜ

ଗୁରୁଗ୍ରାମ,୫।୮: ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ଶୁକ୍ରବାର କହିଛନ୍ତି ଯେ ନୁହ ହିଂସା ସଂପର୍କରେ ଏପର୍ଯ୍ୟନ୍ତ ୧୦୨ ଏଫଆଇଆର ପଞ୍ଜୀକୃତ ହୋଇଛି, ଯେଉଁଥିରୁ ଅର୍ଦ୍ଧେକରୁ ଅଧିକ କେବଳ ନୁହରେ ଅଛନ୍ତି । ଏପର୍ଯ୍ୟନ୍ତ ୨୦୨ଜଣଙ୍କୁ ଗିରଫ କରାଯାଇଛି ଏବଂ ୮୦ଜଣଙ୍କୁ...

୩ ଲୋକଙ୍କୁ ହତ୍ୟା ପରେ ଅଶାନ୍ତ ମଣିପୁର: ଡ୍ରୋନ, ବୋମା ଏବଂ ଗୁଳିରେ ଆକ୍ରମଣ କରୁଛନ୍ତି ଉପଦ୍ରବକାରୀ, ଜବାବ ଦେଉଛି ପୋଲିସ

ଇମ୍ଫାଲ,୫।୮: ମଣିପୁରରେ ଜାତିଆଣ ବିବାଦର ନିଆଁ ଲିଭିବାର ନାଁ ନେଉନାହିଁ। ଉପଦ୍ରବକାରୀମାନେ ବିଷ୍ଣୁପୁର ଜିଲାରେ ମୈତେଇ ସମ୍ପ୍ରଦାୟର ୩ ଜଣଙ୍କୁ ହତ୍ୟା କରିବା ସହ ଅନେକ ଘରେ ନିଆଁ ଲଗାଇ ଦେଇଛନ୍ତି। ଏହି ହିଂସା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।...

‘କଶ୍ମୀର ଏବେ କାହାର ନିର୍ଦ୍ଦେଶରେ ବନ୍ଧା ନୁହେଁ’, ଆର୍ଟିକଲ ୩୭୦ ହଟିବାର ୪ ବର୍ଷପୂର୍ତ୍ତି ଅବସରରେ ଏଲଜି ସିହ୍ନା କହିଲେ ରାଜ୍ୟରେ କେତେ ହୋଇଛି ବିକାଶ

ଶ୍ରୀନଗର,୫।୮: ଜମ୍ମୁ-କଶ୍ମୀରରୁ ଆର୍ଟିକଲ ୩୭୦ ବା ଅନୁଚ୍ଛେଦ ୩୭୦ ହଟିବାକୁ ୪ ବର୍ଷ ପୂରଣ ହୋଇଛି। ଏହି ଅବସରରେ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର କହିଛନ୍ତି ସଡ଼କରେ ହେଉଥିବା ହିଂସାରେ ହ୍ରାସ ହୋଇଛି, ଆତଙ୍କବାଦୀଙ୍କ ପକ୍ଷରୁ...

ଥମୁନି ମଣିପୁର ହିଂସା: ୩ ମୈତେଇ ସମ୍ପ୍ରଦାୟଙ୍କ ମୃତ୍ୟୁ

ଇମ୍ଫାଲ,୫।୮: ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଜାତି-ବିବାଦ ମଧ୍ୟରେ ହିଂସା ବନ୍ଦ ହେବାର ନାମ ନେଉନାହିଁ। ଶୁକ୍ରବାର ବିଳମ୍ବିତ ରାତିରେ ବିଷ୍ଣୁପୁର ଜିଲାରେ ହିଂସା ଘଟଣାରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାରୀଙ୍କ କହିବାନୁସାରେ, ମୃତ ବ୍ୟକ୍ତି କ୍ୱାକଟା...

‘୧୮ ବର୍ଷ ହେଉ ନିର୍ବାଚନ ଲଢିବାର ବୟସ’ ସଂସଦୀୟ କମିଟି ଦେଲା ପ୍ରସ୍ତାବ, ଯୁବବର୍ଗ ଦେଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ,୫।୮: ଏକ ସଂସଦୀୟ କମିଟି ଶୁକ୍ରବାର ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସର୍ବନିମ୍ନ ବୟସ ସୀମା ହ୍ରାସ କରିବାକୁ ସୁପାରିଶ କରିଛି। ଗଣତନ୍ତ୍ରରେ ଯୋଗଦେବା ପାଇଁ ଏହା ଯୁବକମାନଙ୍କୁ ସମାନ ସୁଯୋଗ ଦେବ ବୋଲି କମିଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri