ଜାତୀୟ

ମଣିପୁର ହିଂସା: ଅନ୍ତିମ ସଂସ୍କାର ଉପରେ ରୋକ୍‌ ଲଗାଇଲା ଆଇଟିଏଲଏଫ

ଇମ୍ଫାଲ,୩।୮: ମଣିପୁର ହିଂସାରେ ମୃତକଙ୍କ ମୃତଦେହକୁ ଗୁରୁବାର ସମାଧି ଦିଆଯାଇଥା’ନ୍ତା। କିନ୍ତୁ ଏହା ଉପରେ ରୋକ ଲଗାଇଛି ଇଣ୍ଡିଜିନିଅସ ଟ୍ରାଇବାଲ ଲିର୍ଡସ ଫୋରମ୍‌(ଆଇଟିଏଲଏଫ)। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହ ଆଲୋଚନା ପରେ ଆଇଟିଏଲଏଫ୍‌ ଏନେଇ ନିଷେଧାଦେଶ ଜାରି କରିଛି। ଗୁରୁବାର...

ନୁହ ଦଙ୍ଗା ମାମଲା: ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଚଣ୍ଡିଗଡ,୩।୮: ହରିୟାଣାର ନୁହରେ ସୋମବାର ହୋଇଥିବା ଶୋଭାଯାତ୍ରା ହିଂସା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ୨ ଦିନ ରିମାଣ୍ଡରେ ନେଇଛି। ଏହି ମାମଲାରେ ପୋଲିସ ୧୧୬ ଜଣଙ୍କୁ ଗିରଫ କରିଛି। ପୂର୍ବରୁ ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା।

ବେଙ୍ଗାଲୁରକୁ ଡରାଉଛି ଡେଙ୍ଗୁ

ବେଙ୍ଗାଲୁର,୩।୮:୧୮ପ୍ରତିଶତ ମାମଲା କର୍ନାଟକରେ ଗତ ବର୍ଷ ତୁଳନାରେ ଡେଙ୍ଗୁରେ ୧୮ପ୍ରତିଶତ ମାମଲା ବୃଦ୍ଧି ପାଇଛି। ରାଜ୍ୟରେ ସବୁଠୁ ଅଧିକ ଡେଙ୍ଗୁ ମାମଲା ବେଙ୍ଗାଲୁରରେ ଦେଖିବାକୁ ମିଳିଛି। ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) ଅନୁଯାୟୀ, ଚଳିତ ବର୍ଷ ଜୁଲାଇ ୧୯ ପର୍ଯ୍ୟନ୍ତ...

ମଣିପୁର ହିଂସା: କୁକି-ଜୋ ସମ୍ପ୍ରଦାୟର ୩୫ ଜଣଙ୍କ ମୃତଦେହକୁ ଦିଆଯିବ ସମାଧି

ଇମ୍ଫାଲ,୩।୮: ମଣିପୁର ଜାତିଆଣ ହିଂସାରେ ରାଜ୍ୟ ତିନି ମାସ ଧରି ଜଳୁଛି। ପ୍ରଧାନମନ୍ତ୍ରୀଙ୍କ ନିରବତା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବିଯର୍ଯ୍ୟସ୍ତ କରାବାର ଖୋରାକ ଯୋଗାଇଛି। ଜାତିଆଣ ହିଂସାରେ ବହୁ ଲୋକ ପ୍ରାଣ ହରାଇଥିଲେ ମଧ୍ୟ ସରକାରୀ ତଥ୍ୟରେ ୧୬୦...

ନୁହ, ଫରିଦାବାଦ, ପଲଓ୍ବଲ, ଗୁରୁଗ୍ରାମରେ ଇଣ୍ଟରନେଟ ସେବା ଚାଲୁ, ଦିନ ୧ଟାରୁ ୪ଟା ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଲେ ସରକାର

ଗୁରୁଗ୍ରାମ,୩।୮: ନୁହରେ ଶୋଭଯାତ୍ରା ସମୟରେ ହୋଇଥିବା ହିଂସା ଧିରେ ଧିରେ ଶାନ୍ତ ହେବାରେ ଲାଗିଛି। ହରିୟାଣା ସରକାର ନୁହ, ଫରିଦାବାଦ, ପଲଓ୍ବଲ ଜିଲା ଓ ଗୁରୁଗ୍ରାମର ଉପମଣ୍ଡଳ ସୋହନା, ପଟୌଦି ଓ ମାନେସରର ଆଞ୍ଚଳିକ ଅଧିକାର କ୍ଷେତ୍ରରେ ମୋବାଇଲ ଇଣ୍ଟରନେଟ...

ଦୂଷିତ ପାଣି ପିଇ ମୃତ୍ୟୁ ଅଭିଯୋଗ ପରେ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଲେ ସିଦ୍ଦାରାମାୟା

ବେଙ୍ଗାଲୁରୁ,୩।୮: କର୍ନାଟକର ଚିତ୍ରଦୁର୍ଗ ଜିଲାର ଏକ ଗାଁରେ ଦୂଷିତ ପାଣି ପିଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଏହି ମାମଲାରେ ଦୋଷୀ ସାବ୍ୟସ୍ତ...

୨ ଦିନର ଅସନ୍ତୋଷ ପରେ ଆଜି ବାଚସ୍ପତି ଚେୟାରରେ ବସିବେ ଓମ ବିର୍ଲା

ନୂଆଦିଲ୍ଲୀ,୩।୮: ଲୋକ ସଭା ବାଚସ୍ପତି ଓମ ବିର୍ଲା ଗୁରୁବାର ଅପରାହ୍ନ ୨ଟାରେ ଗୃହର ପ୍ରକ୍ରିୟା ଆରମ୍ଭ କରିବେ। ଶାସକ ଦଳର ଏମ୍‌ପି ତଥା ବିରୋଧୀ ଦଳ ତାଙ୍କୁ ଭେଟି ଗୃହର ଦାୟିତ୍ୱ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ବିରୋଧୀ ଦଳର...

ଜ୍ଞାନବାପି ମାମଲାରେ ବଡ଼ ନିଷ୍ପତ୍ତି, ଜାରି ରହିବ ଏଏସ୍‌ଆଇ ସର୍ଭେ

ଲକ୍ଷ୍ନୌ,୩।୮: ଜ୍ଞାନବାପି ମସଜିଦ ପରିସରର ଏଏସ୍‌ଆଇ ସର୍ଭେ ସମ୍ପର୍କରେ ଆହ୍ଲାବାଦ ହାଇକୋର୍ଟ ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟିର ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ଏହା ସହିତ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଜ୍ଞାନବାପି ପରିସରର...

ହୁ’ ର ଗୁଡ୍‌ ଲିଷ୍ଟରେ ନାହାନ୍ତି ଦେଶର ୬ହଜାର ୫୦୦ଫାର୍ମା କମ୍ପାନୀ!

ନୂଆଦିଲ୍ଲୀ,୩।୮: ଭାରତର ୧୦ହଜାର ୫୦୦ ଫାର୍ମା କମ୍ପାନୀରୁ ୨୦୦୦କମ୍ପାନୀକୁ ଉତ୍ତମ ଗୁଣବତ୍ତା ପାଇଁ ସାର୍ଟିଫିକେଟ୍‌ ଦେଇଛି ହୁ। ଏହି କମ୍ପାନୀକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଉତ୍ତମ ଗୁଣବତ୍ତା (ଜିଏମପି) ଟ୍ୟାଗ୍‌ ମିଳିଛି। ତେବେ ବାକି ୬ହଜାର ୫୦୦ଫାର୍ମା...

ବିବାହ କରି ସାରିଛି, ତେଣୁ ରାଗୁ ନାହିଁ: ଖାର୍ଗେଙ୍କୁ ଧନକରଙ୍କ ମଜାଳିଆ ଜବାବ…

ନୂଆଦିଲ୍ଲୀ,୩।୮ : ମଣିପୁର ହିଂସା ପ୍ରସଙ୍ଗରେ ସଂସଦରେ ହଟ୍ଟଗୋଳ ଥମିବାର ନାମ ନେଉ ନାହିଁ। ବିରୋଧୀ ଧାରା ୨୬୭ ଅଧୀନରେ ଲଗାତାର ଆଲୋଚନା ପାଇଁ ଦାବି କରୁଛନ୍ତି। ଏଥି ସହିତ ସରକାର କହିଛନ୍ତି ବିରୋଧୀ ଦଳ ନିଜେ ଏହି ପ୍ରସଙ୍ଗରେ...

୨୦୪୦ ସୁଦ୍ଧା ବିଶ୍ୱରେ ୩ଗୁଣା ବୃଦ୍ଧି ପାଇବ ପ୍ଲାଷ୍ଟିକ୍‌ ପ୍ରଦୂଷଣ, ପ୍ରଦୂଷଣର ୫୨ପ୍ରତିଶତ ଆବର୍ଜନା ପାଇଁ ଦାୟୀ ରହିବ ଭାରତ

ନୂଆଦିଲ୍ଲୀ,୩।୮: ବର୍ଜ୍ୟବସ୍ତୁ ପରିଚାଳନା ଦକ୍ଷତା ହେତୁ ଏହି ବର୍ଷ ୬,୮୬,୪୨,୯୯୯ ଟନ ଅତିରିକ୍ତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମାଟିରେ ମିଶିଯିବ। କିନ୍ତୁ ୨୦୪୦ ସୁଦ୍ଧା ବିଶ୍ୱରେ ପ୍ଲାଷ୍ଟିକ ପ୍ରଦୂଷଣ ତିନିଗୁଣ ବୃଦ୍ଧି ପାଇବ। ୨୦୨୩ରେ ଉତ୍ପାଦନ ହେବାକୁ ଥିବା ୧୫୯ ନିୟୁତ...

ଓମ ବିର୍ଲାଙ୍କୁ ମନାଇବାକୁ ଚେଷ୍ଟା

ନୂଆଦିଲ୍ଲୀ,୩।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାର ବାର ଦିନ ବିତି ଗଲାଣି, କିନ୍ତୁ ମଣିପୁର ପ୍ରସଙ୍ଗରେ ଉତ୍ତେଜନା ଥିବାରୁ ଗୃହର ପ୍ରକ୍ରିୟା ସୁରୁଖୁରୁରେ ଚାଲିନାହିଁ। ଏମପିଙ୍କ ଉତ୍ତେଜନାକୁ ନେଇ ବାଚସ୍ପତି ଓମ ବିର୍ଲା ମଧ୍ୟ ରାଗିଛନ୍ତି ଏବଂ ଲୋକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri