ଜାତୀୟ

ମାତ୍ର ୨ ସେକେଣ୍ଡ ମଧ୍ୟରେ ମୋ ମାଇକ୍‌ ବନ୍ଦ କରିଦିଆଯାଉଛି: ଖାର୍ଗେ

ନୂଆଦିଲ୍ଲୀ,୨।୮:ମଣିପୁର ହିଂସାକୁ ନେଇ ବିରୋଧୀ ଦଳ କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ୍‌ କରୁଛନ୍ତି। ବୁଧବାର ବିରୋଧୀ ଏମ୍‌ପିଙ୍କ ଏକ ପ୍ରତିନିଧୀ ଦଳ ମଣିପୁର ପ୍ରସଙ୍ଗରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧୀ ଦଳରେ ବିଭିନ୍ନ ବିରୋଧୀ...

ବାରମୁଳାରୁ ୨ ହାଇବ୍ରିଡ୍‌ ଆତଙ୍କବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ…

ଶ୍ରୀନଗର,୨।୮ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ମିଳିତ ସୁରକ୍ଷା ବାହିନୀଙ୍କ ପକ୍ଷରୁ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସୁରକ୍ଷା ବାହିନୀ ବାରମୁଳାଠାରୁ ଦୁଇ ଜଣ ଲସ୍କର ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ...

କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାବାଘର ମୃତ୍ୟୁ

ଭୋପାଳ,୨।୮: ମଧ୍ୟପ୍ରଦେଶର ଶୋପୁର ଜିଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଚିତାବାଘ ମୃତ୍ୟୁ ପ୍ରକ୍ରିୟା ବନ୍ଦ ହେବାର ନାମ ନେଉନାହିଁ। ବୁଧବାର ଆଉ ଏକ ଚିତା ବାଘ ତିବଲିଶର ମୃତ୍ୟୁ ହୋଇଛି। ଚିତାବାଘର ମୃତ୍ୟୁର କାରଣ ପ୍ରକାଶ କରାଯାଇ ନାହିଁ।...

ଏହି କାରଣରୁ ଲୋକ ସଭା ବାଚସ୍ପତି ଚେୟାରରେ ବସିବେ ନାହିଁ ଓମ ବିର୍ଲା

ନୂଆଦିଲ୍ଲୀ,୨।୮: ଲୋକ ସଭାରେ ମଙ୍ଗଳବାର ଘଟିଥିବା ଏହି ଘଟଣାରେ ବାଚସ୍ପତି ଓମ ବିର୍ଲା ଅସନ୍ତୁଷ୍ଟ ଅଛନ୍ତି। ଅସନ୍ତୋଷ ବ୍ୟକ୍ତ କରିବାକୁ ଯାଇ ଓମ ବିର୍ଲା ସଂସଦ ଗୃହରେ ଥାଇ ମଧ୍ୟ ଲୋକ ସଭା ବାଚସ୍ପତି ଚେୟାରରେ ବସିନାହାଁନ୍ତି। ଲୋକ ସଭା...

ଅନ୍ଧେରି କୋର୍ଟ ଦ୍ୱାରା ଜାରି ହୋଇଥିବା ସମନ ବିରୋଧରେ ସେସନ କୋର୍ଟ ଗଲେ ଜାଭେଦ

ମୁମ୍ବାଇ,୨।୮: କଙ୍ଗନା ରାଣାୱତ ମାମଲାରେ ବଲିଉଡର ଗୀତିକାର ଜାଭେଦ ଅଖତରଙ୍କୁ ଅନ୍ଧେରି କୋର୍ଟ ସମନ ଜାରି କରିଥିଲେ। ବର୍ତ୍ତମାନ ଗୀତିକାର ଏହା ବିରୋଧରେ ସେସନ କୋର୍ଟକୁ ଯାଇଛନ୍ତି। ବର୍ତ୍ତମାନ ଏହି ମାମଲା ଅଗଷ୍ଟ ୮ରେ ଅଧିବେଶନ କୋର୍ଟରେ ଶୁଣାଣି ହେବ।...

ଧାରା ୩୭୦କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ, ଧାରା ସପକ୍ଷରେ ଦଲିଲ ରଖିବେ କପିଲ ସିବଲ

ନୂଆଦିଲ୍ଲୀ,୨।୮: ଜମ୍ମୁ କଶ୍ମିରରେ ଉଚ୍ଛେଦ ଧାରା ୩୭୦କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିବା ପିଟିଶନକୁ ସୁପ୍ରିମକୋର୍ଟରେ ବୁଧବାର ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ପୀଠ ବୁଧବାର ଏହାର...

ଅନ୍ତର୍ଜାତୀୟ ସ୍ତରରେ ମୋଦିଙ୍କ ଭଳି ନେତା ନାହାନ୍ତି: ରାଜୀବ ଗାନ୍ଧୀଙ୍କ ସହିତ ମୋଦିଙ୍କୁ ତୁଳନା କଲେ ଅଜିତ ପାଓ୍ବାର…

ମୁମ୍ବାଇ,୨।୮ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରିଛନ୍ତି। ଅଜିତ କହିଛନ୍ତି, ରାଜୀବ ଗାନ୍ଧୀ ମିଷ୍ଟର କ୍ଲିନ ନାମରେ ଜଣାଶୁଣା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର...

ନୁହ ହିଂସାରେ ୬ ଜଣଙ୍କ ମୃତ୍ୟୁ, ୧୧୬ ଗିରଫ: ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର

ହରିୟାଣାର ନୁହରେ ସାମ୍ପ୍ରଦାୟିକ ହିଂସା ବର୍ତ୍ତମାନ ପର୍ଯ୍ୟନ୍ତ ହିଂସାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୧୬ ଜଣଙ୍କୁ ଗିରଫ କରାଯାଥିବା ବୁଧବାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ହୋମଗାର୍ଡ ଏବଂ ୪ ଜଣ...

ସୁପ୍ରିମକୋର୍ଟରେ ପହଞ୍ଚିଲା ବଜରଙ୍ଗ ଦଳ, ଭିଏଚ୍‌ପି ରାଲି ପ୍ରସଙ୍ଗ

ନୂଆଦିଲ୍ଲୀ,୨।୮: ନୁହ ହିଂସା ପରେ ବଜରଙ୍ଗ ଦଳ ଏବଂ ଭିଏଚ୍‌ପି ରାଲି ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ସିୟୁ ସିଂ ମୁଖ୍ୟ ବିଚାରପତି (ସିଜେଆଇ) ଙ୍କ ସମ୍ମୁଖରେ ଦିଲ୍ଲୀ-ଏନସିଆରରେ ରାଲି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି...

ନୁହରେ ସାମ୍ପ୍ରଦାୟିକ ହିଂସା ସରକାରଙ୍କ ଏକ ଷଡଯନ୍ତ୍ର: ରଣଦୀପ ସୁରଜେୱାଲା

ନୂଆଦିଲ୍ଲୀ,୨।୮: ହରିୟାଣାର ନୁହରେ ସାମ୍ପ୍ରଦାୟିକ ହିଂସାକୁ ନେଇ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ରାଜ୍ୟର ମନୋହର ଲାଲ ଖଟ୍ଟର ସରକାରଙ୍କୁ ଘେରିଛନ୍ତି। ଏଠାରେ ହିଂସା ଘଟିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଜାଣିଥିଲେ। ଏହା ସରକାରଙ୍କ ଷଡଯନ୍ତ୍ର ବୋଲି ସେ ଅଭିଯୋଗ...

ମୁସଲମାନ ମହିଳାଙ୍କ ସହିତ ପାଳନ କରନ୍ତୁ ରକ୍ଷାବନ୍ଧନ: ଏନଡିଏ ଏମପିଙ୍କୁ ମୋଦିଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨।୮ : ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଦଳର ଏନଡିଏ ଏମପିଙ୍କ ସହ ବୈଠକ କରୁଛନ୍ତି। ଏକ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ତିନି ତଲାକ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ଯାହା ଦ୍ୱାରା ମୁସଲମାନ...

ଇମ୍ଫାଲର ଏହି ଦୁଇ ଜିଲାରେ କର୍ଫ୍ୟୁ କୋହଳ କଲେ ସରକାର

ଇମ୍ଫାଲ,୨।୮: ସାମ୍ପ୍ରଦାୟିକ ହିଂସାରେ ଜଳୁଛି ମଣିପୁର। ଜାତିଆଣ ହିଂସାରେ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। କିନ୍ତୁ ସରକାର ସଂସଦରେ ମଣିପୁରର ସ୍ଥିତିରେ ସୁଧାର ଆସିଛି ବୋଲି ନିଜ ସଫେଇ ଦେଇଛନ୍ତି। ସେହିପରି ମଣିପୁର ସରକାର ଇମ୍ଫାଲର ପୂର୍ବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri