ଜାତୀୟ

ଜୁଲାଇରେ ଜିଏସଟି ସଂଗ୍ରହ ୧.୬୫ ଲକ୍ଷ କୋଟିରୁ ଅଧିକ, ପଞ୍ଚମ ଥର ପାଇଁ ୧.୬୦ ଲକ୍ଷ କୋଟି ଟପିଲା…

ନୂଆଦିଲ୍ଲୀ,୧।୮ : ସାମଗ୍ରୀ ଏବଂ ସେବା କର (ଜିଏସଟି) ସଂଗ୍ରହ ଜୁଲାଇରେ ୧୧ ପ୍ରତିଶତ ବୃଦ୍ଧି ପାଇ ୧.୬୫ ଲକ୍ଷ କୋଟିରୁ ଅଧିକ ହୋଇଛି। ପରୋକ୍ଷ ଟିକସ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ କ୍ରମାଗତ ପଞ୍ଚମ ମାସ ପାଇଁ ଜିଏସଟି...

ବ୍ୟାଗରେ ବୋମା ଥିବା ନେଇ ମିଥ୍ୟା ସୂଚନା ଦେଲେ ମହିଳା, ରୁଜୁ ହେଲା ମାମଲା

ଥିରୁଭାନନ୍ତପୁରମ୍‌,୧।୮: କୋଚି ବିମାନବନ୍ଦରରେ ବୋମା ଥିବା ଦାବି କରିବା ପରେ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ତେବେ ପରବର୍ତ୍ତୀ ସମୟରେ ଏହି ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ସୂଚନାଯୋଗ୍ୟ, ବିମାନବନ୍ଦରରେ ଜଣେ ମହିଳା ଯାତ୍ରୀ ବ୍ୟାଗରେ ବୋମା ଥିବା ନେଇ...

୮୮% ଦୁଇ ହଜାର ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରିଛି: ଆରବିଆଇ…

ନୂଆଦିଲ୍ଲୀ,୧।୮ : ୮୮ % ଦୁଇ ହଜାର ଟଙ୍କିଆ ନୋଟଗୁଡିକର ଦେଶର ବ୍ୟାଙ୍କଗୁଡିକୁ ଫେରି ଆସିଛି। ୩୧ ଜୁଲାଇ ୨୦୨୩ ସୁଦ୍ଧା ବଜାରରେ କେବଳ ୪୨, ୦୦୦ କୋଟି ଟଙ୍କା ମୂଲ୍ୟର ନୋଟ ବାକି ଅଛି। ମଙ୍ଗଳବାର ଦିନ ଏହି...

ସଂସଦରେ କହିବାକୁ ସୁଯୋଗ ଦେଉ ନାହାନ୍ତି ସରକାର, ମୋଦି ମଣିପୁର ପ୍ରସଙ୍ଗରେ ବିବୃତ୍ତି ଦେବାକୁ ଅମଙ୍ଗ: ଖାର୍ଗେ…

ନୂଆଦିଲ୍ଲୀ,୧।୮ : ମଣିପୁର ପ୍ରସଙ୍ଗ ନେଇ ସଂସଦର ମେସୁମୀ ଅଧିବେଶନରେ ଏପର୍ଯ୍ୟନ୍ତ ହଟ୍ଟଗୋଳ ଜାରି ରହଛି। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ଦେବା ନେଇ ବିରୋଧୀ ଅଟଳ ଅଛନ୍ତି। ଉତ୍ତେଜନା କାରଣରୁ ଲୋକସଭା ଓ ରାଜ୍ୟସଭାକୁ ସ୍ଥଗିତ...

ଏନସିବି କାଗଜରେ ଚଟା ଯାଉଥିବା ଡ୍ରଗ୍ସର କଲା ପର୍ଦ୍ଦାଫାଶ, ଡାର୍କ ଇଣ୍ଟରନେଟରେ ଚାଲୁଥିଲା କାରବାର …

ନୂଆଦିଲ୍ଲୀ,୧।୮ : ଡ୍ରଗ୍ସ ବେପାରୀଙ୍କ ସହ ଜଡିତ ଏକ ସମ୍ବେଦନଶୀଳ କାରବାର ଦିଲ୍ଲୀର ଆଞ୍ଚଳିକ ୟୁନିଟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ‘ଏନସିବି’ ଦ୍ୱାରା ପର୍ଦ୍ଦାଫାଶ କରାଯାଇଛି। ଏହି ଡ୍ରଗ୍ସର ନାମ ଏଲଏସଡି (ଲାଇସେରଜିକ ଏସିଡ ଡାଇଥାଲାମାଇହ) । ଯାହା ଏକ...

କେନ୍ଦ୍ର ସରକାରୀ କର୍ମଚାରୀ-ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବା ନିଶ୍ଚିତ…

ନୂଆଦିଲ୍ଲୀ,୧।୮ : ୪୭ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପ୍ରାୟ ୬୨ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର ଅଛି । ଜୁଲାଇ ୧ରୁ ସେମାନଙ୍କର ମହଙ୍ଗା ଭତ୍ତା ରେ ଚାରି ପ୍ରତିଶତ ବୃଦ୍ଧି ବର୍ତ୍ତମାନ ନିଶ୍ଚିତ...

ଖଲିସ୍ତାନୀ ହରବିନ୍ଦର ସିଂଙ୍କ ସମେତ ୬ ପଳାତକ ଅପରାଧୀ ଘୋଷିତ…

ନୂଆଦିଲ୍ଲୀ,୧।୮ : ନୂଆଦିଲ୍ଲୀରେ ଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସିର ସ୍ବତନ୍ତ୍ର କୋଟ ୬ ଜଣ ଗ୍ୟାଙ୍ଗଷ୍ଟରକୁ ଅପରାଧୀ ବୋଲି ଘୋଷଣା କରିଛନ୍ତି। ଏହି ଗ୍ୟାଙ୍ଗଷ୍ଟରମାନେ କାନାଡା ଏବଂ ପାକିସ୍ଥାନରୁ ଅପରାଧ କରିଥାନ୍ତି। ଅପରାଧୀ ଘୋଷିତ ଏହି ଗ୍ୟାଙ୍ଗଷ୍ଟରମାନଙ୍କ ମଧ୍ୟରେ କାନାଡା...

ସେନାରେ ବ୍ରିଗେଡିୟର-ଉପର ର଼୍ୟାଙ୍କ ଅଧିକାରୀମାନେ ପିନ୍ଧିବେ ସମାନ ୟୁନିଫର୍ମ…

ନୂଆଦିଲ୍ଲୀ,୧।୮ : ମଙ୍ଗଳବାରଠାରୁ ଭାରତୀୟ ସେନାରେ ଏକ ନୂତନ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି। ଏହି ପରିବର୍ତ୍ତନ ଅନ୍ତର୍ଗତ ବର୍ତ୍ତମାନ ବ୍ରିଗେଡିୟର୍‌ ଏବଂ ତଦୁର୍ଦ୍ଧ୍ୱ ପଦବୀର ସମସ୍ତ ଅଧିକାରୀ ସେମାନଙ୍କ କ୍ୟାଡର ଏବଂ ପ୍ରାରମ୍ଭିକ ପୋଷ୍ଟିଂ ନିର୍ବିଶେଷରେ ସମାନ ୟୁନିଫର୍ମ ପିନ୍ଧିବେ।...

ଗତ ପାଞ୍ଚ ବର୍ଷରେ ୫୩,୩୩୬ ପାରାମିଲିଟାରୀ କର୍ମଚାରୀ ଛାଡ଼ିଛନ୍ତି ଚାକିରି, ୬୫୮ ଜଣ କରିଛନ୍ତି ଆତ୍ମହତ୍ୟା…

ନୂଆଦିଲ୍ଲୀ,୧।୮ : ଗତ ପାଞ୍ଚ ବର୍ଷ ମଧ୍ୟରେ ପଚାଶ ହଜାରରୁ ଅଧିକ ଯବାନ ଚାକିରି ଛାଡିଛନ୍ତି କିମ୍ବା କେନ୍ଦ୍ରୀୟ ପୋଲିସ ସୁରକ୍ଷା ବାହିନୀ ଏବଂ ଆସାମ ରାଇଫଲରୁ ଅବସର ନେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସରକାର ଏହି ଲିଖିତ ସୂଚନା...

ଲୋକ ସଭାରେ ଆଗତ ହେଲା ଦିଲ୍ଲୀ ସେବା ବିଲ୍‌, କଂଗ୍ରେସ କହିଲା ସମ୍ବିଧାନକୁ ଦୁର୍ବଳ କରୁଛନ୍ତି ସରକାର

ନୂଆଦିଲ୍ଲୀ,୧।୮: ଅଧିକାରୀଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ସହ ଜଡିତ ଦିଲ୍ଲୀ ସେବା ବିଲ୍‌ ମଙ୍ଗଳବାର ଲୋକ ସଭାରେ ଆଗତ ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ ଆଗତ କରିଛନ୍ତି। ବିରୋଧୀ...

ଦେଶ ପାଇଁ କରିଥିବା କାର୍ଯ୍ୟ ଯୋଗୁ ମୋଦିଙ୍କୁ କରାଯାଇଛି ସମ୍ମାନିତ: ଶରଦ ପାଓ୍ବାର

ପୁଣେ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ଲୋକମାନ୍ୟ ତିଳକ ପୁରସ୍କାରରେ ସମ୍ମାନିତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଏହି ପୁରସ୍କାର ମିଳିବା ପରେ ପାଓ୍ବାର କହିଛନ୍ତି, ଆପଣ ଦେଶ ପାଇଁ କରିଥିବା କାର୍ଯ୍ୟ ପାଇଁ ଆମେ ଆପଣଙ୍କୁ ସମ୍ମାନିତ କରୁଛୁ। ପୂର୍ବରୁ ଏହି...

ଏ ଧର୍ମ-ଅଧର୍ମର ଲଢେଇ, ଯେଉଁଥିରେ ଧର୍ମର ବିଜୟ ହେବ: ଦିଲ୍ଲୀ ସେବା ବିଲ୍‌ ଉପରେ କହିଲେ ଏଏପି ନେତା

ନୂଆଦିଲ୍ଲୀ,୧।୮: ଅଧିକାରୀଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ସହ ଜଡିତ ଦିଲ୍ଲୀ ସେବା ବିଲ୍‌ ମଙ୍ଗଳବାର ଲୋକ ସଭାରେ ଉପସ୍ଥାପିତ ହେବ। ଏହା ଉପରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡା ପୁଣିଥରେ ଭାଜପାକୁ ଗଣତନ୍ତ୍ର ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri