ଜାତୀୟ

ବିଧାନସଭା ନିର୍ବାଚନ ପାଇଁ ୫ ରାଜ୍ୟରେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କଂଗ୍ରେସ

ଜୟପୁର,୩୧।୭: ଆଗାମୀ ଦିନରେ ରାଜସ୍ଥାନ ସମେତ ଆଉ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାର ପ୍ରସ୍ତୁତି ସ୍ବରୂପ ଉକ୍ତ ରାଜ୍ୟରେ କଂଗ୍ରେସ ସୋମବାର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିଷ୍ପତ୍ତି କ୍ରମେ ଏହି...

ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଏହି ଦାବି କଲେ ଅଭିଯୋଗକାରୀ

ନୂଆଦିଲ୍ଲୀ,୩୧।୭: ମୋଦି ଉପନାମ ସହ ଜଡିତ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆବେଦନ ଉପରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦି ସୁପ୍ରିମକୋର୍ଟରେ ନିଜର ଜବାବ ଦାଖଲ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିବା ପାଇଁ ଅଭିଯୋଗକାରୀ ସର୍ବୋଚ୍ଚ...

ଯାନ୍ତ୍ରିକ ତ୍ରୁଟି ଯୋଗୁ ଅବତରଣ କଲା ବିମାନ, ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଥିରୁଭାନନ୍ତପୁରମ୍‌, ୩୧।୭: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଉଡ଼ାଣ ପରେ ସୋମବାର ଯାନ୍ତ୍ରିକ ତ୍ରୁଟି କାରଣରୁ ଥିରୁଭାନନ୍ତପୁରମ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ବିମାନଟି ନିରାପଦରେ ଅବତରଣ କରିଛି। ୧୫୪ ଜଣ ଯାତ୍ରୀଙ୍କୁ ଧରି ବିମାନଟି ତିରୁଚିରାପଲ୍ଲୀରୁ ଶାରଜାହା ଅଭିମୁଖେ...

ଶୋଭାଯାତ୍ରା ବେଳେ ଉତ୍ତେଜନା: ଇଣ୍ଟରନେଟ୍‌ ସେବା ବନ୍ଦ, ୧୪୪ ଧାରା ଲାଗୁ

ଚଣ୍ଡିଗଡ,୩୧।୭: ହରିୟାଣାର ନୁହରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ଖବର ସାମ୍ନାକୁ ଆସୁଛି। ପୋଲିସ ଘଟଣାସ୍ଥଳରେ ମଧ୍ୟ ଉପସ୍ଥିତ ଅଛି। କୁହାଯାଉଛି ଯେ ବ୍ରିଜ ମଣ୍ଡଳ ଯାତ୍ରା ସମୟରେ ଏହି ପଥର ଫିଙ୍ଗିବା ଓ ଗୁଳିକାଣ୍ଡ ହୋଇଥିଲା। ସୂଚନା ଅନୁଯାୟୀ,...

‘ମଞ୍ଚ ଉପରେ ବସିଥିବା ନେତାଙ୍କୁ ନେଇ ସରକାର ଗଠନ ହୋଇ ନ ଥାଏ ବରଂ…’, ଶାହା

ଇନ୍ଦୋର,୩୧।୭: ମଧ୍ୟ ପ୍ରଦେଶକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଲଗାତର ଗସ୍ତ ସ୍ପଷ୍ଟ କରିଛି ଯେ ଏଥର ନିର୍ବାଚନ ସେ ନିଜ ନଜରରେ ଲଢିବେ। ଇନ୍ଦୋର ସଭାରେ ସେ ରାଜ୍ୟର ନେତାଙ୍କ ସାମ୍ନାରେ କହିଛନ୍ତି, ମଞ୍ଛ ଉପରେ ବସିଥିବା ନେତାଙ୍କୁ...

ଲାଲୁଙ୍କ ପରିବାର ସହ ଜଡିତ ସମ୍ପତ୍ତି ଜବତ, ଜମି ବଦଳରେ ଚାକିରି ଦେବା ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ

ପାଟନା,୩୧।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଏବଂ ଅନ୍ୟମାନଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନାନୁସାରେ, ଜମି ବଦଳରେ ଚାକିରି ଦେବା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲାଲୁଙ୍କ ସହ ଜଡିତ ୬ କୋଟି ସମ୍ପତ୍ତି...

ଦୁଇଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ନବାଦା,(ବିହାର)୩୧।୭: ବିହାରର ବିରାଜୁଲି ଥାନା ଅଧୀନ ଗାରିବା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଘଟଣାରେ ୧୨ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛ। ଆହତ ସମସ୍ତଙ୍କୁ ଚିକିତ୍ସା...

ଏଲ୍‌ଜି ସାକ୍ସେନାଙ୍କୁ ଭେଟିବାକୁ ପହଞ୍ଚିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୩୧।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କୁ ଭେଟିବାକୁ ପହଞ୍ଚିଛନ୍ତି। ଗୃହରେ ଦିଲ୍ଲୀ ସେବା ସହ ଜଡିତ ଏକ ବିଲ ଟେବୁଲର ରିପୋର୍ଟ ମଧ୍ୟରେ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଦିଲ୍ଲୀ ଅଧ୍ୟାଦେଶ...

କୋଲାକାତା ହାଇକୋର୍ଟରୁ ଅଭିଷେକ ବାନାର୍ଜୀଙ୍କୁ ଝଟକା

କୋଲକାତା,୩୧।୭: କୋଲକାତା ହାଇକୋର୍ଟ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଅଗଷ୍ଟ ୫ରେ ବରୋଧ ପ୍ରଦର୍ଶନ ଉପରେ ରୋକ ଲଗାଇ ଦେଇଛନ୍ତି। ୨୧ ଜୁଲାଇରେ ଟିଏମସିର ଶହୀଦ ଦିବସ କାର୍ଯ୍ୟକ୍ରମ ସମୟରେ ସେ ୫ଅଗଷ୍ଟରେ ଭାଜପା ନେତାଙ୍କ ବାସଭବନକୁ ‘ଘେରାଉ’ ଘୋଷଣା...

ଆମେରିକାରେ ପାଳନ ହେବ ଶ୍ରୀ ଶ୍ରୀ ରବିଶଙ୍କର ଡେ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୧।୭: ଐତିହାସିକ ଗର୍ବର ମୁହୂର୍ତ୍ତରେ, ଭାରତୀୟ ଆଧ୍ୟାତ୍ମିକ ଗୁରୁ ଓ ମାନବତାବାଦୀ ଶ୍ରୀ ଶ୍ରୀ ରବିଶଙ୍କର ଏମିତି ପ୍ରଥମ ଓ ଏକମାତ୍ର ଆଧ୍ୟାତ୍ମିକ ଗୁରୁ, ଯାହାଙ୍କୁ ୩୦ ୟୁଏସ କାନାଡିଆନ ସିଟିରେ ସମ୍ମାନୀତ କରାଯାଇଛି। ହୋଓ୍ବାର୍ଡ କାଉଣ୍ଟି, ମେରିଲ୍ୟାଣ୍ଡ ଓ...

ମଣିପୁର ପ୍ରସଙ୍ଗକୁ ନେଇ ଗୋଆ ବିଧାନାସଭାରେ ହଟ୍ଟଗୋଳ: ସମସ୍ତ ବିରୋଧୀ ଦଳର ନେତା ୨ ଦିନ ପର୍ଯ୍ୟନ୍ତ ନିଲମ୍ବିତ

ପାଣାଜୀ,୩୧।୭: ମଣିପୁର ପ୍ରସଙ୍ଗରେ ସୋମବାର ଗୋଆ ବିଧାନସଭାରେ ହଟ୍ଟଗୋଳ ଦେଖାଦେଇଛି। ସମସ୍ତ ୭ ଜଣ ବିରୋଧୀ ଦଳର ସଦସ୍ୟଙ୍କୁ ହଙ୍ଗାମା ସୃଷ୍ଟି ପାଇଁ ଦୁଇ ଦିନ ପର୍ଯ୍ୟନ୍ତ ଗୃହରୁ ନିଲମ୍ବିତ କରାଯାଇଛି। ବିଧାନସଭା କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ନେତାଙ୍କ ମଧ୍ୟରେ...

ପଶ୍ଚିମବଙ୍ଗରେ ମଣିପୁର ହିଂସାକୁ ନେଇ ପାରିତ ହେଲା ନିନ୍ଦା ପ୍ରସ୍ତାବ

କୋଲକାତା,୩୧।୭: ମଣିପୁରର ଦୁଇ ମହିଳାଙ୍କ ଭିଡିଓ ଭାଇରାଲ ଘଟଣା ଅତ୍ୟନ୍ତ ଲଜ୍ଜାଜନକ। ଏହି ଘଟଣାକୁ ନେଇ ଦେଶ ସାରା ଉତ୍ତେଜନା ଚାଲିଛି। ଏହି ସମୟରେ ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ମଣିପୁର ହିଂସାକୁ ନେଇ ନିନ୍ଦା ପ୍ରସ୍ତାବ ପାରିତ ହୋଇଛି। ପଶ୍ଚିମବଙ୍ଗର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri