ଜାତୀୟ

ଦିଲ୍ଲୀ ଅଧ୍ୟାଦେଶ ହେବ ଆଗତ, ହ୍ବିପ ଜାରି କଲା ଏଏପି…

ନୂଆଦିଲ୍ଲୀ,୩୧।୭ : ଦିଲ୍ଲୀ ଏବଂ ପଞ୍ଜାବର ଶାସକ ଆମ ଆଦମୀ ପାର୍ଟି (ଏଏପି) ସୋମବାର (ଜୁଲାଇ ୩୧) ଏହାର ସମସ୍ତ ରାଜ୍ୟସଭା ଏମପିଙ୍କୁ ଜୁଲାଇ ୩୧ ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ସେବା ନିୟନ୍ତ୍ରଣ ନିୟମକୁ ବଦଳାଇବା...

ମଣିପୁର ହିଂସା ଉପରେ ସରକାର ଆଜି ଆଲୋଚନା ପାଇଁ ପ୍ରସ୍ତୁତ, ସମୟ କହିଲେ ପୀୟୁଷ ଗୋୟଲ

ନୂଆଦିଲ୍ଲୀ,୩୧।୭: ମଣିପୁର ହିଂସା ସମ୍ପର୍କରେ ବିରୋଧୀ କ୍ରମାଗତ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଜବାବର ଦାବି କରିଆସୁଛନ୍ତି। ଗତ ପ୍ରାୟ ୧୦ ଦିନ ଧରି ସଂସଦର ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ସୂଚନା ପ୍ରଦାନ...

ଜ୍ଞାନବାପିକୁ ମସଜିଦ କହିଲେ ତ ବିବାଦ ହେବ: ଯୋଗୀ

ଲକ୍ଷ୍ନୌ,୩୧।୭: ଜ୍ଞାନବାପିର ଏଏସ୍‌ଆଇ ସର୍ଭେ ସମ୍ପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ଯଦି ଜ୍ଞାନବାପିକୁ ମସଜିଦ କୁହାଯାଏ, ତେବେ ଏହା ଉପରେ ବିବାଦ ଦେଖାଦେବ। ସେ କହିଛନ୍ତି ,...

ଖୁବ୍‌ଶୀଘ୍ର ଉଡାଣ ଭରିବ ଜେଟ୍‌ ଏୟାରୱେଜ, ମିଳିଲା ଅନୁମତି

ନୂଆଦିଲ୍ଲୀ,୩୧।୭: ବର୍ଷ ବର୍ଷ ଧରି ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରୱେଜ ଖୁବ୍‌ଶୀଘ୍ର ପୁଣିଥରେ ଉଡାଣ ଭରିବ। ବିମାନ ଉଡ଼ାଣ ନିୟନ୍ତ୍ରକ ପୁନର୍ବାର ଉଡ଼ାଣ ଆରମ୍ଭ କରିବା ପାଇଁ କମ୍ପାନୀକୁ ଆବଶ୍ୟକ ଅନୁମତି ଦେଇଛନ୍ତି। ଏହା ଆଶା ବଢାଇ ଦେଇଛି ଯେ...

୭୦ ବର୍ଷରେ ହୋଇ ନ ଥିବା କାମ ୯ ବର୍ଷରେ କରିଛନ୍ତି ଭାଜପା ସରକାର: ମୁହାଁମୁହିଁ ହେଲେ ଚିଦାମ୍ବରମ-ଜ୍ୟୋତିରାଦିତ୍ୟ…

ମୁମ୍ବାଇ,୩୧।୭ : କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିିଆ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଶାସନ ସମୟରେ ନିର୍ମିତ ତଥା ପରିଚାଳିତ ବିମାନବନ୍ଦର ସଂଖ୍ୟା ବିଷୟରେ ଲୋକଙ୍କୁ ବିଭ୍ରାନ୍ତ...

୨୦୨୪ରେ ହାରିବା ପରେ ବିଦେଶରେ ପିଜା, ମୋମୋର ମଜା ନେବେ ମୋଦି: ଲାଲୁ

ପାଟନା,୩୧।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ଆସନ୍ତା ଲୋକ ସଭା ନିର୍ବାଚନରେ ପରାଜୟକୁ ନେଇ ସେ ଚିନ୍ତିତ ଅଛନ୍ତି ତେଣୁ ସେ ବିଦେଶରେ ସ୍ଥାନ ଖୋଜୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ...

୩ ଏମଭିଏ ସହଯୋଗୀ ନିର୍ଣ୍ଣୟ ନେଲେ ବଦଳିଯିବ ମହାରାଷ୍ଟ୍ର ରାଜନୀତି: ଶରଦ ପାଓ୍ବାର…

ମୁମ୍ବାଇ,୩୧।୭ : ଏନସିପ ପ୍ରମୁଖ ଶରଦ ପାଓ୍ବାର କହିଛନ୍ତି ଏମଭିଏର ୩ ସହଯୋଗୀ କଂଗ୍ରେସ, ଏନସିପି ଏବଂ ଉଦ୍ଧବ ଠାକରେଙ୍କୁ ସମର୍ଥନ କରୁଥିବା ଶିବସେନା ମିଳିତ ଭାବେ ନିର୍ଣ୍ଣୟ ନେଲେ ମହାରାଷ୍ଟ୍ରର ରାଜନୈତିକ ସମୀକରଣ ବଦଳିଯିବ। ତେବେ ବର୍ତ୍ତମାନ ରାଜ୍ୟ...

ଲୋକ ସଭା ନିର୍ବାଚନ ପୂର୍ବରୁ ୟୁସିସି ଲାଗୁ ହେବା ସମ୍ଭାବନା କମ

ନୂଆଦିଲ୍ଲୀ,୩୧।୭: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୪ରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ସମାନ ନାଗରିକ ସଂହିତା(ୟୁସିସି)କୁ ନେଇ ଖୁବ ଚର୍ଚ୍ଚା ଚାଲିଛି। ଯଦିଓ ଲୋକେ ଏହି ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ଅଧିକ କିଛି ଜାଣି ନାହାନ୍ତି।...

ଇନ୍ଦୋରରେ ଗର୍ଜିଲେ ଶାହା, କହିଲେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ କରିଛନ୍ତି ସୁରକ୍ଷିତ

ଇନ୍ଦୋର,୩୧।୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ପ୍ରଦେଶର ଭାରତୀୟ ଜନତା ପାର୍ଟି(ଭାଜପା) ୟୁନିଟକୁ ସବୁଠାରୁ ଭଲ ସଂଗଠନ ବୋଲି କହିଛନ୍ତି। ଇନ୍ଦୋରରେ ଆୟୋଜିତ ବୁଥ ସ୍ତରର କର୍ମକର୍ତ୍ତାଙ୍କ ସମ୍ମିଳନୀରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ମଧ୍ୟପ୍ରଦେଶର ଦଳ...

ଭାରତରେ ଜଣେ ସାଧାରଣ ଲୋକଙ୍କୁ ଏକ ନିୟୁତ ଡଲାର ରୋଜଗାର କରିବାକୁ ଲାଗିବ ୧୪୮ ବର୍ଷ: ରିପୋର୍ଟ…

ନୂଆଦିଲ୍ଲୀ,୩୧।୭ : ଭାରତର ଜଣେ ସାଧାରଣ କର୍ମଚାରୀ ଭାବରେ କୋଟିପତି ହେବାକୁ କେତେ ବର୍ଷ ଲାଗିବ? ଯଦି ଏହି ପ୍ରଶ୍ନ ପଚରାଯାଏ, ତେବେ ଉତ୍ତର କ’ଣ ହେବ? ୫ ବର୍ଷ, ୧୦ ବର୍ଷ, କିମ୍ବା ବୋଧହୁଏ ୨୫ ବର୍ଷ ଅବା...

‘ପ୍ରଥମେ ମଣିପୁର ଯାଆନ୍ତୁ, ତା’ ପରେ ଆମ ସହ ଲଢନ୍ତୁ’,ଭାଜପାର ବୟାନକୁ ନେଇ ଜବାବ ରଖିଲେ ଅଧିର ରଞ୍ଜନ

ନୂଆଦିଲ୍ଲୀ,୩୧।୭: ଲୋକ ସଭାରେ ବିରୋଧୀ ନେତା ଅଧିର ରଞ୍ଜନ ଚୌଧୁରୀ ସୋମବାର ମଣିପୁର ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)ର ନେତାମାନେ ଦେଇଥିବା ବୟାନ ଉପରେ ଜବାବ ରଖିଛନ୍ତି। ସେ କହିଛନ୍ତି ଆମେମାନେ ତ ଏମପିଙ୍କ ପ୍ରତିନିଧି ମଣ୍ଡଳକୁ ନେଇ...

ପଟିଆଲା ହାଉସ କୋର୍ଟରେ ପହଞ୍ଚିଲେ ନୋରା ଫତେହି

ନୂଆଦିଲ୍ଲୀ,୩୧।୭: ବଲିଉଡର ଡ୍ୟାନ୍ସିଂ କ୍ୱିନ ନୋରା ଫତେହି ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ସୋମବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପହଞ୍ଚିଛନ୍ତି।ଏହା ପୂର୍ବରୁ ନୋରା ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri