ଜାତୀୟ

ବଙ୍ଗୋପସାଗରରୁ ୩ ଡଙ୍ଗାକୁ ଉଦ୍ଧାର କଲା ନୌସେନା, ୩୬ ଧୀବର ସୁରକ୍ଷିତ…

ଚେନ୍ନାଇ,୨୯।୭ : ଭାରତୀୟ ନୌସେନା ଜାହାଜ ଖଞ୍ଜର ବଙ୍ଗୋପସାଗରରୁ ତିନୋଟି ଡଙ୍ଗାକୁ ସଫଳତାର ସହ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ତାମିଲନାଡୁ ଉପକୂଳରୁ ୧୩୦ନ୍ୟୁଟିକାଲ ମାଇଲ ଦୂରରେ ଖରାପ ପାଗ ଯୋଗୁ ତିନୋଟି ମାଛଧରା ଡଙ୍ଗା ଅଟକି ରହିଥିଲ। ଏହି...

ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି…

କୋଲକାତା,୨୯।୭ : ଶ୍ୱାସ ଜନିତ ସମସ୍ୟା ଯୋଗୁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଗୁରୁତର ହେବା ପରେ ତାଙ୍କୁ ଶନିବାର ଅପରାହ୍ନରେ କୋଲକାତାର ଉଡଲାଣ୍ଡ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।...

ପ୍ରଧାନମନ୍ତ୍ରୀ ଛୋଟ ପିଲାଙ୍କୁ ପଚାରିଲେ ମୋଦିଙ୍କୁ ଜାଣିଛ, ମିଳିଲା ଏଭଳି ଉତ୍ତର…

ନୂଆଦିଲ୍ଲୀ,୨୯।୭ : ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) ଆରମ୍ଭ ହେବାର ୩ ବର୍ଷ ପୂରଣ ଅବସରରେ ଆୟୋଜିତ ଅଲ ଇଣ୍ଡିଆ ଶିକ୍ଷା ସମ୍ମିଳନୀର ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏକ ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ...

ତାମିଲନାଡ଼ୁ ବାଣ କାରଖାନାରେ ବିସ୍ଫୋରଣରେ ୮ ମୃତ ଘଟଣା: ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, କ୍ଷତିପୂରଣ ଘୋଷଣା

ଚେନ୍ନାଇ,୨୯।୭: ତାମିଲନାଡ଼ୁର କୃଷ୍ଣଗିରି ଜିଲାର ବାଣ କାରଖାନାରେ ଶନିବାର ବିସ୍ଫୋରଣ ଘଟି ୩ ମହିଳାଙ୍କ ସମେତ ମୋଟ ୮ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ...

କେରଳ ରାଜ୍ୟପାଳଙ୍କ ସୁରକ୍ଷାରେ ତ୍ରୁଟି, ୨ ଗିରଫ

ତିରୁବନନ୍ତପୁରମ୍‌,୨୯।୭: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ଙ୍କ ସୁରକ୍ଷା ଢ଼ିଲାକୁ ନେଇ ଏକ ମାମଲା ସାମ୍ନାକୁ ଆସିଛି। ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବାଲାଗି ସେ ଶନିବାର ସକାଳୁ ନୋଏଡା ସେକ୍ଟର-୭୭ ପହଞ୍ଚିଥିଲେ। ଏହି ସମୟରେ ଏକ ଅଜ୍ଞାତ କଳା ରଙ୍ଗର...

ସନ୍ତାନ ଜନ୍ମ ପାଇଁ ଅକ୍ଷମତା ଛାଡପତ୍ରର କାରଣ ହୋଇ ପାରିବ ନାହିଁ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟନା,୨୯।୭ : ଏକ ମାମଲାର ବିଚାର କରି ପାଟନା ହାଇକୋର୍ଟ କହିଛନ୍ତି ସନ୍ତାନ ଜନ୍ମ ପାଇଁ ଅକ୍ଷମତା ଛାଡପତ୍ରର କାରଣ ହୋଇ ପାରିବ ନାହିଁ। ଜଷ୍ଟିସ ଜିତେନ୍ଦ୍ର କୁମାର ଏବଂ ଜଷ୍ଟିସ ପି.ବି ବାଜରଥରିଙ୍କୁ ନେଇ ଗଠିତ ବେଞ୍ଚ ମୁଜାଫରପୁର...

ମଣିପୁର ହିଂସା ପାଇଁ ମ୍ୟାନମାରରୁ ଅନୁପ୍ରବେଶ ଦାୟୀ: ରାମଦାସ ଅଠାଓ୍ବଲେ…

ପାଟନା,୨୯।୭ : ବିହାରର ମୁଙ୍ଗର ଗସ୍ତରେ ଯାଇଥିବା କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାଓ୍ବଲେ ମଣିପୁରରେ ହୋଇଥିବା ହିଂସା ଘଟଣାରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ନେଇ ସନ୍ଦେହ ପ୍ରକଟ କରିଛନ୍ତି। ମ୍ୟାନମାରରୁ ମଣିପୁରରେ ଅନୁପ୍ରବେଶ କରି ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି...

ଇଣ୍ଡିଆରେ ଫାଟ: ମୋଦିଙ୍କ ସହିତ ଗୋଟିଏ ମଞ୍ଚରେ ସାମିଲ ହେବେ ଶରଦ ପାଓ୍ବାର, ଏଏପି ଅସନ୍ତୁଷ୍ଟ…

ନୂଆଦିଲ୍ଲୀ,୨୯।୭ : ଅଗଷ୍ଟ ୧ ରେ ମହାରାଷ୍ଟ୍ରର ପୁଣେରେ ଅନୁଷ୍ଠିତ ହେବାକୁ ଥିବା ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏନସିପି ପ୍ରତିଷ୍ଠାତା ଶରଦ ପାୱାର ଗୋଟିଏ ମଞ୍ଚରେ ଉପସ୍ଥିତ ହେବେ। ଏହି ସମୟରେ...

ରାହୁଲଙ୍କ ବାହାଘର ଶୀଘ୍ର କରିବାକୁ ସୋନିଆଙ୍କୁ ପରାମର୍ଶ ଦେଲେ ମହିଳା କୃଷକ ଗୋଷ୍ଠୀ, ଝିଅ ଖୋଜିବାକୁ କହିଲେ ସୋନିଆ…

ନୂଆଦିଲ୍ଲୀ,୨୯।୭ : କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହ କଥାବାର୍ତ୍ତା ବେଳେ ହରିୟାଣାର କିଛି ମହିଳା କୃଷକ କହିଛନ୍ତି ରାହୁଲ ଗାନ୍ଧୀଙ୍କ ବିବାହ ଶୀଘ୍ର କର ଏବଂ ଏହାର ଉତ୍ତରରେ ସୋନିଆ ତାଙ୍କ ପୁଅ ପାଇଁ ଝିଅ ଖୋଜିବାକୁ କହିଛନ୍ତି।...

‘ରାଜନୈତିକ ପର୍ଯ୍ୟଟନ’ରେ ମଣିପୁରରେ ଫଟୋ ସେସନ କରୁଛନ୍ତି ବିରୋଧୀ ଦଳ ନେତା: ଭାଜପା…

ନୂଆଦିଲ୍ଲୀ,୨୯।୭ : ଭାଜପା ଏମପି ମନୋଜ ତିୱାରୀ ଶନିବାର ବିରୋଧୀ ଦଳ ମେଣ୍ଟ ଇଣ୍ଡିଆର ଏକ ପ୍ରତିନିଧି ଦଳଙ୍କର ମଣିପୁର ଗସ୍ତକୁ ‘ରାଜନୈତିକ ପର୍ଯ୍ୟଟନ’ ବୋଲି କହିଛନ୍ତି। ନେତାଙ୍କ ଉପରେ ସେମାନଙ୍କର ଯାତ୍ରା ସୋସିଆଲ ମିଡିଆରେ ଫଟୋ ଶେୟାର କରିବା...

ବାଣ କାରଖାନାରେ ବିସ୍ଫୋରଣ: ୩ ମହିଳାଙ୍କ ସମେତ ୮ ଜଣଙ୍କର ମୃତ୍ୟୁ…

ଚେନ୍ନାଇ,୨୯।୭ : ତାମିଲନାଡୁର କୃଷ୍ଣଗିରି ଜିଲାର ଏକ ବାଣ କାରଖାନାରେ ବିସ୍ଫୋରଣରେ ତିନିଜଣ ମହିଳାଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ପୋଲିସ ଜାଣିପାରି ନାହିଁ। ଶନିବାର ସକାଳେ...

ପିଏସଏଲଭି-ସି ୫୬ ର ଉତ୍‌କ୍ଷେପଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ, ରବିବାର ସକାଳ ସାଢ଼େ ୬ରେ ହେବ ସାତଟି ଉପଗ୍ରହ ଉତକ୍ଷେପଣ…

ହାଇଦ୍ରାବାଦ,୨୯।୭ : ଚନ୍ଦ୍ରାୟନ -୩ର ସଫଳ ଉତକ୍ଷେପଣ ପରେ ବର୍ତ୍ତମାନ ଇସ୍ରୋ ଆଉ ଏକ ରେକର୍ଡ ସ୍ଥାପନ କରିବାକୁ ଯାଉଛି। ଏନେଇ କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ୩୦ ଜୁଲାଇ ୨୦୨୩ ରେ, ସକାଳ ସାଢ଼େ ୬ରେ ଇସ୍ରୋ ସାତଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri