ଜାତୀୟ

ନଡ୍ଡାଙ୍କ କୋର କମିଟିରେ ଏଣ୍ଟ୍ରି କଲେ ଆଣ୍ଟୋନିଙ୍କ ପୁଅ, ଦୁଇ ମୁସଲମାନ ଚେହେରା ବି ସାମିଲ

ନୂଆଦିଲ୍ଲୀ,୨୯।୭: ଭାରତୀୟ ଜନତା ପାର୍ଟି (ଭାଜପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ ନୂଆ ଦଳ ଘୋଷଣା କରି ଲୋକ ସଭା ନିର୍ବାଚନ ପାଇଁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ୩୮ସଦସ୍ୟ ବିଶିଷ୍ଟ ରାଷ୍ଟ୍ରୀୟ ପଦାଧିକାରୀଙ୍କ ତାଲିକାରେ ନୂଆ ଏବଂ ପୁରୁଣା...

ମଣିପୁର ଭାଇରାଲ ଭିଡିଓ ମାମଲାରେ ଆକ୍ସନରେ ସିବିଆଇ, ଏଫଆଇଆର ଦାଖଲ କରି ଆରମ୍ଭ କଲା ଯାଞ୍ଚ

ନୂଆଦିଲ୍ଲୀ,୨୯।୭: ମଣିପୁରରେ ହିଂସାର ଛୋଟ ମୋଟ ଘଟଣା ଏବେବି ଦେଖିବାକୁ ମିଳୁଛି। ଗତ ମେ ୨ରୁ କେତେକ ସ୍ଥାନରେ ନିଆଁ ଲଗାଯାଉଛି ଏବଂ କେତେକ ସ୍ଥାନରେ ଗୁଳି ଚାଳନା କରାଯାଉଛି। ଏହି ପ୍ରସଙ୍ଗରେ ସଂସଦରୁ ସଡ଼କ ପର୍ଯ୍ୟନ୍ତ ଚର୍ଚ୍ଚା ଜାରି...

ଦେଶର ସମସ୍ତ ସିବିଏସଇ ସ୍କୁଲରେ ହେବ ଗୋଟିଏ ପାଠ୍ୟକ୍ରମ, ମୋଦି କହିଲେ ଶିକ୍ଷା ପାଇଁ ହେବା ଦରକାର ସମ୍ବାଦ

ନୂଆଦିଲ୍ଲୀ,୨୯।୭: ରାଷ୍ଟ୍ରୀୟ ଶିକ୍ଷା ନୀତିର ତୃତୀୟ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପରେ ଅଖିଳ ଭାରତୀୟ ଶିକ୍ଷା ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦିନରେ...

ବିମାନରେ ମହିଳା ଡାକ୍ତରଙ୍କୁ ଯୌନ ନିର୍ଯାତନା: ବନ୍ଧା ହେଲେ ପ୍ରଫେସର

ନୂଆଦିଲ୍ଲୀ,୨୯ା୭: ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏକ ବିମାନରେ ଜଣେ ମହିଳା ଡାକ୍ତରଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ଜଣେ ପ୍ରଫେସର ଗିରଫ କରିଛି। ଗତ ବୁଧବାର ଅପରାହ୍ନରେ ବିମାନଟି ଦିଲ୍ଲୀ ଛାଡ଼ିଥିଲା। ଅଭିଯୁକ୍ତ ଏବଂ ୨୪ ବର୍ଷୀୟା ମହିଳା...

ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କଲା ଭାଜପା, ସଞ୍ଜୟ ବନ୍ଦି, ସୁନିଲ ବଂସଲଙ୍କୁ ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ,୨୯।୭: ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାର ରାଷ୍ଟ୍ରୀୟ ପଦାଧିକାରୀଙ୍କ ନାମ ଘୋଷଣା କରିଛି। ସଞ୍ଜୟ ବନ୍ଦି ଓ ସୁନିଲ ବଂସଲଙ୍କୁ ରାଷ୍ଟ୍ରୀୟ ମହାସଚିବ ପଦ ଦିଆଯାଇଛି। ଏହାସହ ଗୋରଖପୁରର ପୂର୍ବତନ ବିଧାୟକ ରାଧା ମୋହନ ଅଗ୍ରଓ୍ବାଲଙ୍କୁ ବି ମହାସଚିବ ଭାବେ...

‘ମେଣ୍ଟ ଏମପିଙ୍କୁ ପଶ୍ଚିମବଙ୍ଗ-ରାଜସ୍ଥାନ ବି ଯିବା ଦରକାର’, ଅନୁରାଗ ଠାକୁର କହିଲେ ଗୁଣ୍ଡା ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି ମମତା

ନୂଆଦିଲ୍ଲୀ,୨୯।୭: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏମପିଙ୍କ ଦଳ ଶନିବାର ମଣିପୁର ଗସ୍ତ କରିଛନ୍ତି। ଆଉ ଏବେ ଏହାକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର। କୋଲକାତାରେ ଠାକୁର କହିଛନ୍ତି, ବିରୋଧୀ ମେଣ୍ଟର ଏମପିମାନେ ପଶ୍ଚିମବଙ୍ଗ ଓ...

ଅମରନାଥ ଯାତ୍ରାରୁ ଫେରୁଥିବା ବେଳେ ଦୁର୍ଘଟଣା: ୫ ମୃତ, ୨୦ ଆହତ

ମୁମ୍ବାଇ,୨୯।୭: ମହାରାଷ୍ଟ୍ରର ବୁଲଡାନାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ ବିପରୀତ ଦିଗରୁ ଆସୁଥିବା ବସ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ଜଣ...

ଅନ୍ତରାଷ୍ଟ୍ରୀୟ ଆଦିବାସୀ ଦିବସରେ କଂଗ୍ରେସର ନିର୍ବାଚନ ପ୍ରଚାର ଆରମ୍ଭ କରିବେ ରାହୁଲ

ନୂଆଦିଲ୍ଲୀ,୨୯।୭: ରାଜସ୍ଥାନରେ ଆଉ କିଛି ମାସ ପରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ପ୍ରତି ଅଞ୍ଚଳରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ଭାଜପା ପ୍ରଧାନମନ୍ତ୍ରୀ...

ମଣିପୁର ବାହାରିଲେ ‘ଇଣ୍ଡିଆ’ ଡେଲିଗେଶନ

ନୂଆଦିଲ୍ଲୀ,୨୯।୭: ମଣିପୁରରେ ହୋଇଥିବା ହିଂସାକୁ ଏବେ ୩ ମାସ ପୂରଣ ହେବାକୁ ଯାଉଛି। ଏହି ଘଟଣାକୁ ନେଇ ବିରୋଧୀ ଲଗାତାର ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ସରକାରଙ୍କ ଠାରୁ ଏହାର ଜବାବ ମାଗୁଛନ୍ତି। ଏହି କ୍ରମରେ, ‘ଇଣ୍ଡିଆନ...

‘ପଶ୍ଚିମ ବଙ୍ଗ ସରକାରଙ୍କ ପାଖରେ ବୁଲଡୋଜର ଅଛି’, ହାଇକୋର୍ଟ ଜଜଙ୍କ ଯୋଗୀ ସରକାର ଟିପ୍ପଣିକୁ ନେଇ ଟିଏମସି କହିଲା ଫେମଶ ହେବାକୁ ଚାହୁଁଛନ୍ତି

କୋଲକାତା,୨୯।୭: ଉତ୍ତର ପ୍ରଦେଶର ବୁଲଡୋର ଚର୍ଚ୍ଚା ପାଖାପାଖି ୧୦୦୦ କିଲୋମିଟର ଦୂର କୋଲକାତାରେ ହେଉଛି। କୋଲକାତା ହାଇକୋର୍ଟରେ ବେଆଇନ ନିର୍ମାଣ ମାମଲାର ଶୁଣାଣି ବେଳେ ଜଷ୍ଟିସ ଅଭିଜିତ ଗାଙ୍ଗୁଲି କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି ଯାହା...

ଆଣ୍ଡାମାନ ଏବଂ ନିକୋବରରେ ଭୂକମ୍ପ

ପୋର୍ଟ ବ୍ଲେୟର,୨୯।୭: ଭାରତର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୫.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ରିପୋର୍ଟ କରିଛି ଯେ, ଦ୍ୱୀପରେ ଭୂକମ୍ପର କେନ୍ଦ୍ରସ୍ଥଳ...

ଆଜି ଭାରତୀୟ ଶିକ୍ଷା ସମାଗମର ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ,୨୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଅଧିବେଶନର ଉଦଘାଟନ କରିବେ। ରାଷ୍ଟ୍ରୀୟ ଶିକ୍ଷା ନୀତି(ଏନଇପି) ୨୦୨୦ର ତୃତୀୟ ବାର୍ଷିକୀ ଅବସରରେ ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri