ଜାତୀୟ

ସିନେମାଟୋଗ୍ରାଫ ସଂଶୋଧନ ବିଲ୍‌ ରାଜ୍ୟ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୮ା୭(ପି.ଟି.):ସିନେମାଟୋଗ୍ରାମ୍‌ (ସଂଶୋଧନ) ବିଲ୍‌ ଗୁରୁବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ସିନେମା କାହାଣୀର ନକଲ ରୋକିବା ଏବଂ ଲାଇସେନ୍ସ ପ୍ରକ୍ରିୟାର ସରଳୀକରଣ ଏହି ବିଲ୍‌ର ଉଦ୍ଦେଶ୍ୟ। ଭାରତ କଥାକାରମାନଙ୍କ ଦେଶ ହୋଇଥିବାରୁ ଏହା ବିଶ୍ୱର ବିଷୟବସ୍ତୁଗୁଡ଼ିକର କେନ୍ଦ୍ର ହେବା ଆବଶ୍ୟକ...

ହିମାଳୟରେ ରହିଛି ପ୍ରାଚୀନ ସମୁଦ୍ର

ନୂଆଦିଲ୍ଲୀ,୨୮ା୭:ହିମାଳୟ ପର୍ବତମାଳାରେ ପ୍ରାଚୀନ ହିମାଳୟର ଅବଶେଷ ରହିଥିବା ବେଙ୍ଗାଲୁରୁର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଓଏସ୍‌ସି) ଏବଂ ଜାପାନର ନିଗାଟା ୟୁନିଭର୍ସିଟିର ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି। ହିମାଳୟ ଆଭ୍ୟନ୍ତରରେ ଥିବା ଖଣିଜ ମଧ୍ୟରୁ ବୈଜ୍ଞାନିକମାନେ ଜଳବିନ୍ଦୁର ସନ୍ଧାନ ପାଇଛନ୍ତି, ଯାହା...

ମୋଦି ଶୋଇଛନ୍ତି, ସିବିଆଇ ପାରିବ ତ

ନୂଆଦିଲ୍ଲୀ/ଲଣ୍ଡନ/ଇମ୍ଫାଲ,୨୮।୭(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର):ଗୁଳିଗୋଳା ଫୁଟିବାର ଶବ୍ଦ ସହ ସକାଳ ହୁଏ। ବଞ୍ଚତ୍ବା ପାଇଁ ଦିନସାରା ସଂଘର୍ଷ ଏବଂ ମୃତ୍ୟୁ ଆତଙ୍କରେ ରାତି ପାହେ। ଭାରତୀୟ ଜନତା ପାର୍ଟି (ଭାଜପା) ଶାସିତ ଏହି ଉତ୍ତର-ଭାରତୀୟ ରାଜ୍ୟର ନାମ ମଣିପୁର, ଯେଉଁଠି ମେ’...

ପୁଣି କୁକି-ମେଇତି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ: ଜଣେ ମୃତ, ୩ ଆହତ

ଇମ୍ଫାଲ,୨୮।୭:ମଣିପୁରର ଚୁରାଚାନ୍ଦପୁର ଜିଲାର ସୀମାନ୍ତ ଅଞ୍ଚଳରେ କୁକି ଏବଂ ମେଇତି ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ପୁଣି ସଂଘର୍ଷ ଘଟିଛି। ଉୟଭ ସମ୍ପ୍ରଦାୟ ମଧ୍ୟରେ ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଗୁରୁବାର ବିଳମ୍ବିତ...

୮ ମାସର ପୁଅକୁ ବିକି ଆଇଫୋନ କିଣିଲେ ମା’, ଆଉ ତା’ପରେ…

କୋଲକତା,୨୮।୭: କୋଲମତାରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଆଇଫୋନ କିଣିବାର ନିଶାରେ ଜଣେ ମା’ ନିଜ ଆଠ ମାସର ପୁଅକୁ ବିକ୍ରି କରିଛନ୍ତି। ଦାମୀ ଫୋନରୁ ସୁନ୍ଦର ରିଲ ତିଆରି କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା...

ଶ୍ରୀନଗରରେ ବାହାରିଲା ମହରମ ଶୋଭାଯାତ୍ରା

ଶ୍ରୀନଗର,୨୭ା୭: ଦୀର୍ଘ ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ବର୍ଷ ପରେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଶିୟା ସମ୍ପ୍ରଦାୟ ପକ୍ଷରୁ ଗୁରୁବାର ମହରମ ଶୋଭାଯାତ୍ରା ବାହାର କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ଆୟୋଜିତ ଶୋଭଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ଲାଲ୍‌ଚୌକ ଅଞ୍ଚଳ...

ଜମ୍ମୁ -କଶ୍ମୀରରୁ ଟଳିନି ଅଲ-କାଏଦାର ଭୟ, ଭାରତୀୟ ଉପମହାଦ୍ୱୀପରେ ୨୦୦ ଆତଙ୍କବାଦୀ ମହଜୁଦ: ସଂଯୁକ୍ତ ରାଷ୍ଟ୍ର

ଶ୍ରୀନଗର,୨୭।୭: ସାରା ବିଶ୍ୱରେ ଧାର୍ମିକ ଆତଙ୍କବାଦକୁ ପ୍ରୋତ୍ସାହିତ କରିବାରେ ଜଡିତ ଥିବା ଆତଙ୍କବାଦୀ ସଂଗଠନ ଅଲ-କାଏଦା ପକ୍ଷରୁ ବର୍ତ୍ତମାନ କୌଣସିି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହେଉନାହିଁ। କିନ୍ତୁ ଏହାର ବିପଦ ଦୁନିଆରୁ କିମ୍ବା ଭାରତରୁ ଶେଷ ହୋଇନାହିଁ। ଏହି ସଂଗଠନ...

୩ ବଡ଼ ଅର୍ଥବ୍ୟବସ୍ଥାରେ ସାମିଲ ହେବ ଭାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତ୍ୟଧିକ ଆତ୍ମବିଶ୍ୱାସରେ କହିଛନ୍ତି ଯେ, କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ତାଙ୍କ ସରକାର ରହିବ ଏବଂ ତାଙ୍କର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ତିନୋଟି ବଡ ଅର୍ଥନୀତିରେ ସାମିଲ ହେବ। ଏହା ମୋଦିଙ୍କ...

ମଣିପୁର ଭାଇରାଲ ଭିଡିଓ ମାମଲାରେ ଯାଞ୍ଚ କରିବ ସିବିଆଇ

ନୂଆଦିଲ୍ଲୀ,୨୭।୭: ମଣିପୁର ହିଂସା ମଧ୍ୟରେ ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ପ୍ରସଙ୍ଗରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ନେଇଛି। ଏ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାର ତଦନ୍ତ ସିବିଆଇକୁ ଦେଇଛି। ଏହା...

ଜ୍ଞାନବ୍ୟାପୀ ସର୍ଭେ ମାମଲାର ଶୁଣାଣି ଶେଷ, ଅଗଷ୍ଟ ୩ରେ ଆସିବ ରାୟ

ବାରାଣସୀ,୨୭।୭: ବାରାଣସୀ ସ୍ଥିତ ଜ୍ଞାନବ୍ୟାପୀ ମସଜିଦ ପରିସରର ବୈଜ୍ଞାନିକ ସର୍ଭେ ମାମଲାରେ ଆହ୍ଲାବାଦ କୋର୍ଟର ମୁଖ୍ୟ ବିଚାରପତି ପ୍ରିତିଙ୍କର ଦିବାକର ଗୁରୁବାର ଏହାର ଶୁଣାଣି ଶେଷ କରିଛନ୍ତି। ଅପରାହ୍ନ ପ୍ରାୟ ସାଢେ ୫ଟାରେ ଶୁଣାଣି ଶେଷ କରି ସେ କହିଥିଲେ...

୨୦୨୪ ମିଶନ ପାଇଁ ଭାଜପାର ‘ଏନ ମନ, ଏନ ମକ୍କାଲ’ ଯାତ୍ରା, ରାମେଶ୍ୱରମରୁ ଆରମ୍ଭ କରିବେ ଶାହା

ମଦୁରାଇ,୨୭।୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାର ତଥା ନିଜର ଲୋକପ୍ରିୟତା ବଢାଇବାକୁ ନେଇ ‘ଏନ ମନ, ଏନ ମକ୍କାଲ’(ମୋ ଭୂମି, ମୋ ଲୋକ) ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏହାର ଆରମ୍ଭ...

ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଗୁଜରାଟର ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ, କେନ୍ଦ୍ର ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ବହୁ ବରିଷ୍ଠ ଭାଜପା ନେତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri