ଜାତୀୟ

ସଂସଦରେ ସହଜରେ ପାରିତ ହୋଇପାରେ ଦିଲ୍ଲୀ ଅଧ୍ୟାଦେଶ, ଏନଡିଏକୁ ସମର୍ଥନ କରିବେ ଜଗନ ମୋହନ

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ପ୍ରଶାସନିକ ସେବାକୁ ନିୟନ୍ତ୍ରଣ କରିବା ପାଇଁ ଅଣାଯାଇଥିବା ‘ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ, ୨୦୨୩ ଉଭୟ ସଂସଦ ଦ୍ୱାରା ସହଜରେ ପାରିତ ହୋଇପାରିବ। ଲୋକ ସଭାରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି, କିନ୍ତୁ...

କାଞ୍ଜାଓ୍ବାଲା ହତ୍ୟା ମାମଲା: ଚାରି ଅଭିଯୁକ୍ତଙ୍କ ବିରୋଧରେ ଚାଲିବ ହତ୍ୟା ମାମଲା

ନୂଆଦିଲ୍ଲୀ,୨୭।୭: କାଞ୍ଜାଓ୍ବାଲା ହିଟ ଆଣ୍ଡ ରନ ମାମଲାରେ ଦିଲ୍ଲୀର ଏକ କୋର୍ଟ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଏହି ମାମଲାରେ ଅଭିଯୁକ୍ତ ୪ ଜଣଙ୍କ ବିରୋଧରେ ହତ୍ୟା ମାମଲା ଚାଲିବ। ସୂଚନାଯୋଗ୍ୟ, ବର୍ଷ ଆରମ୍ଭରେ ଅଭିଯୁକ୍ତମାନେ ଅଞ୍ଜଳି...

ବିପକ୍ଷ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି: ଜୟଶଙ୍କର

ନୂଆଦିଲ୍ଲୀ,୨୭।୭: ମଣିପୁର ହିଂସାକୁ ନେଇ ବିରୋଧୀ ସଂସଦର ଉଭୟ ଗୃହରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଗୁରୁବାର ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ଜୟଶଙ୍କର ଭାରତର ବୈଦେଶିକ ନୀତିର ସଫଳତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ବିଷୟରେ...

କ୍ଷମା ମାଗିଲେ ଅଞ୍ଜୁଙ୍କ ପିତା

ନୂଆଦିଲ୍ଲୀ,୨୭।୭: ନିଜ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁଙ୍କ ପିତା ଗୟା ପ୍ରସାଦ ଥମସ ଝିଅକୁ ନେଇ ଖୁବ ନିରାଶା ବ୍ୟକ୍ତ କରିଛନ୍ତି। ଅଞ୍ଜୁଙ୍କ ପିତା କହିଛନ୍ତି କି ସେ ଆମ ପରିବାର ପାଇଁ ମରିଯାଇଛନ୍ତି। ଗୟା ପ୍ରସାଦ କହିଛନ୍ତି...

ଶରଦ ପାୱାର ଦଳକୁ ନୋଟିସ ପଠାଇଲେ ନିର୍ବାଚନ ଆୟୋଗ

ମୁମ୍ବାଇ,୨୭।୭: ନିର୍ବାଚନ ଆୟୋଗ ଏନସିପିର ଶରଦ ପାୱାର ଦଳକୁ ନୋଟିସ ଜାରି କରିଛନ୍ତି। ଏଥିରେ ଅଜିତ ପାୱାରଙ୍କ ପକ୍ଷରେ ହୋଇଥିବା ଦାବି ସମ୍ପର୍କରେ ଜବାବ ମଗାଯାଇଛି। ଶରଦ ପାୱାର ଦଳ ଗୁରୁବାର କହିଛନ୍ତି ଯେ, ନିର୍ବାଚନ ଆୟୋଗ ଏକ ଚିଠି...

କୁମାର ବିଶ୍ୱାସ କାଉ ରୂପେ ଆସି ରାଘବ ଚଢାଙ୍କୁ ଖୁମ୍ପି ଦେଇଗଲେ: ଏଏପି ବିଧାୟକ

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ସଂସଦ ଭବନ ଆଗରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଢାକୁ ଏକ କାଉ ଖମ୍ପି ଦେଇଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ରାଘବଙ୍କୁ ଭାଜପାର କିଛି ନେତା ଟ୍ରୋଲ କରୁଛନ୍ତି।...

ମଣିପୁର ପ୍ରସଙ୍ଗରେ କିଛି କହୁନାହାନ୍ତି, ରାଜସ୍ଥାନରେ ରାଜନୈତିକ ଭାଷଣ ଦେଉଛନ୍ତି ପ୍ରଧାନମନ୍ତ୍ରୀ: ଖାର୍ଗେ

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ସିକରରେ ଏକ ରାଲିରେ କଂଗ୍ରେସ ଏବଂ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଣିପୁର ଉପରେ କିଛି କହୁନାହାନ୍ତି,...

କ୍ଷମତା ପାଇଁ ମଣିପୁର କ’ଣ ପୂରା ଦେଶକୁ ଜାଳିଦେବ ଭାଜପା: ରାହୁଲ

ନୂଆଦିଲ୍ଲୀ,୨୭।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୁବ କଂଗ୍ରେସ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ମଣିପୁର ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୌଣସି ସମ୍ପର୍କ ନାହିଁ। ସେ କହିଛନ୍ତି, ଭାଜପା-ଆରଏସଏସ କେବଳ କ୍ଷମତା ପାଇଁ ଭୋକିଲା ଏବଂ ଏଥିପାଇଁ ଏହା...

ଜୁଲାଇ ୩୦ରେ ହିଂସା ପ୍ରଭାବିତ ମଣିପୁର ଗସ୍ତ କରିପାରନ୍ତି ବିରୋଧୀ ଦଳ ଏମପି

ନୂଆଦିଲ୍ଲୀ,୨୭।୭: ମଣିପୁର ପ୍ରସଙ୍ଗକୁ ନେଇ ପାର୍ଲାମେଣ୍ଟରେ ହଙ୍ଗାମା ଜାରି ରହିଛି। ବିରୋଧୀ ସର୍ବଦା ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନ ଦାବି କରି ଆସୁଛନ୍ତି। ଏହି ସମୟରେ, ଗଣମାଧ୍ୟମର ରିପୋର୍ଟରେ ଦର୍ଶାଯାଇଛି ଯେ ବିରୋଧୀ ଦଳ ମେଣ୍ଟର ଏମପି...

ରାଜସ୍ଥାନ ସରକାର, ବିରୋଧୀଙ୍କୁ ଟାର୍ଗେଟ୍‌ କଲେ ପ୍ରଧାନମନ୍ତ୍ରୀ, କହିଲେ ଯଦି ଲାଲ୍‌ ଡାଏରୀର ରାଜ୍‌ ଖୋଲିବ ତେବେ…

ଜୟପୁର,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ସିକରରେ ପହଞ୍ଚି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ବିରୋଧୀ ଦଳ ‘ଇଣ୍ଡିଆ’ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସୀମିର ନାମ ମଧ୍ୟ ମଧ୍ୟ ‘ଇଣ୍ଡିଆ’ଥିଲା,...

ଚାଷୀଙ୍କ ଖାତାକୁ ଗଲା ୧୪ ତମ କିସ୍ତି

ନୂଆଦିଲ୍ଲୀ,୨୭।୭: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଆଜି ଏକ ବିଶେଷ ଦିନ। କୃଷକମାନେ ଅପେକ୍ଷା କରିଥିବା ପିଏମ କିଷାନ ସମ୍ମାନ ନିଧିର ୧୪ ତମ କିସ୍ତି ଆଜି ଚାଷୀଙ୍କ ଖାତାକୁ ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର...

୩ ବର୍ଷରେ ୧୦ ଲକ୍ଷରୁ ଅଧିକ ମହିଳା ନିଖୋଜ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା…

ନୂଆଦିଲ୍ଲୀ,୨୭।୭ : ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଭାରତରେ ନିଖୋଜ ମହିଳା ଓ ବାଳିକାଙ୍କ ସଂଖ୍ୟା ଉପରେ ଏକ ନୂତନ ତଥ୍ୟ ପ୍ରକାଶ କରିଛି। ଏନସିଆରବି ତଥ୍ୟକୁ ଉଦ୍ଧୃତ କରି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି କେବଳ ୨୦୨୧...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri