ଜାତୀୟ

କଳା କପଡା ପିନ୍ଧୁଥିବା ଲୋକଙ୍କର ଆଜିବି କଳା, ଭବିଷ୍ୟତ ବି କଳା, ବିରୋଧୀଙ୍କୁ ଟାର୍ଗେଟ କଲେ ଗୋୟଲ

ନୂଆଦିଲ୍ଲୀ,୨୭।୭: ମଣିପୁର ହିଂସାକୁ ନେଇ ବିରୋଧୀ ଲଗାତାର ପ୍ରଧାନମନ୍ତ୍ରୀଙ୍କୁ ଏହାର ଜବାବ ମାଗି ଚାଲିଛନ୍ତି।ଏ ସମ୍ପର୍କରେ ଗତ କିଛି ଦିନ ହେବ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଉତ୍ତେଜନା ଦେଖାଦେଇଥିବାବେଳେ ବିରୋଧୀ ଏମପିମାନେ କଳା ପୋଷାକ ପିନ୍ଧି ଗୃହରେ ପହଞ୍ଚିଛନ୍ତି। କେନ୍ଦ୍ର...

ମୋଦି ଦିଅନ୍ତୁ ଇସ୍ତଫା, ଶାହା ହୁଅନ୍ତୁ ଦେଶର ପ୍ରଧାନମନ୍ତ୍ରୀ: ଟି.ଏସ. ସିଂ ଦେଓ…

ରାୟପୁର,୨୭।୭ : ମଣିପୁର ପ୍ରସଙ୍ଗରେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ସଂସଦରେ ବିରୋଧୀ ଦଳର ମିଳିତ ମେଣ୍ଟ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉତ୍ତର ମାଗି ଲୋକସଭାରେ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଗତ କରିଛି। ଲୋକସଭା ବାଚସ୍ପତି...

ପୁଲଓ୍ବାମା ଶହୀଦଙ୍କ ପରିବାର ବର୍ଗଙ୍କୁ କାହିଁକି ମିଳିନି ନିଯୁକ୍ତି, କେନ୍ଦ୍ର ସରକାର ଦେଲେ ଉତ୍ତର…

ନୂଆଦିଲ୍ଲୀ,୨୭।୭ : ୨୦୧୯ ମସିହାରେ, ଜମ୍ମୁ-କଶ୍ମୀରର ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ପରିବାର ବର୍ଗଙ୍କୁ ସରକାରୀ ଚାକିରି ପାଇଁ ଆବେଦନ କରିବାକୁ ସେମାନଙ୍କ ପିଲାମାନେ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର...

ନିର୍ବାଚନ ପୂର୍ବରୁ ନିଜ କର୍ମୀଙ୍କୁ ଚେତାବନୀ ଦେଲେ କମଲନାଥ

ଭୋପାଳ,୨୭।୭: ମଧ୍ୟ ପ୍ରଦେଶ ସାଧାରଣ ନିର୍ବାଚନକୁ ଆଉ ବେଶିଦିନ ବାକି ନାହିଁ। ରାଜ୍ୟରେ ଶାସନ କ୍ଷମତାକୁ ହରାଇଥିବା ପିସିସି ମୁଖ୍ୟ କମଲନାଥ ଏବେ ଟିକେ କଡା ନିମୟ ଆପଣାଇଛନ୍ତି। ଏହି ନିୟମ ଆଉ କାହାପାଇଁ ନୁହେଁ ବରଂ ନିଜ ଦଳର...

ଜ୍ଞାନବ୍ୟାପୀ ସର୍ଭେକୁ ନେଇ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବଡ ବୟାନ, କହିଲେ ହିନ୍ଦୁ ମନ୍ଦିରର ହେଉ ଯାଞ୍ଚ

ନୂଆଦିଲ୍ଲୀ,୨୭।୭: ସମାଜବାଦୀ ପାର୍ଟିର ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ସବୁବେଳେ ନିଜ ବୟାନକୁ ନେଇ ଚର୍ଚ୍ଚାକୁ ଆସିଥାଆନ୍ତି। ଜ୍ଞାନବ୍ୟାପୀ ମସଜିଦର ଏଏସଆଇ ସର୍ଭେ ସମ୍ପର୍କରେ ଏସପି ନେତା ପୁଣି ଥରେ ଏକ ବଡ଼ ବୟାନ ଦେଇଛନ୍ତି। ମୌର୍ଯ୍ୟ କହିଛନ୍ତି ଯେ...

ଆତଙ୍କବାଦୀ ନିଯୁକ୍ତି ମଡ୍ୟୁଲର ପର୍ଦ୍ଦାଫାଶ: ପିଏଚଡି ଶିକ୍ଷାର୍ଥୀ ଯୁବବର୍ଗଙ୍କୁ ହିଜବୁଲ-ଜୈଶ ସଂଗଠନରେ କରୁଥିଲେ ସାମିଲ…

ଶ୍ରୀନଗର,୨୭।୭ : ବଡ଼ ଧରଣର ଆତଙ୍କବାଦୀ ନିଯୁକ୍ତିର ଏକ ମଡ୍ୟୁଲର ପର୍ଦ୍ଦଫାଶ ଜମ୍ମୁ-କଶ୍ମୀରରେ ହୋଇଛି। ଏହି ମାମଲାରେ ଜଣେ ପିଏଚଡି ଛାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି। ସେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ର। ଏହି ମାମଲାରେ ହିଜବୁଲ ମୁଜାହିଦ୍ଦିନ ଏବଂ ଜୈଶ-ଇ-ମହମ୍ମଦ...

ଇମୋଶନାଲ୍‌ କାର୍ଡ ଖେଳିଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୭।୭:ମଣିପୁର ହିଂସା ଘଟଣାରେ ସଂସଦରେ ହଟ୍ଟଗୋଳ ଜାରି ରହିଛି। ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଆମ୍‌ ଆଦମୀ ପାର୍ଟି(ଏଏପି)ର ନିଲମ୍ବିତ ଏମ୍‌ପି ସଞ୍ଜୟ ସିଂ ଧାରଣାରେ ବସିଛନ୍ତି। ଏସବୁ ଭିତରେ ସେ ଏକ ଇମୋଶନାଲ୍‌ କାର୍ଡ...

ଗେହଲୋଟଙ୍କ ଦାବି- ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ହଟା ଯାଇଛି ମୋ ଭାଷଣ, ଜବାବ ରଖିଲା ପିଏମଓ

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ସିକର ଅଞ୍ଚଳରେ ଥିବା ଶେଖାଓ୍ବଟି ଗସ୍ତ କରୁଛନ୍ତି। ଏବେ ପ୍ରଧାମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବିବାଦ ଉପୁଜିଛି। ଏହି କାର୍ଯ୍ୟକ୍ରମରେ ତାଙ୍କ ଭାଷଣ ହଟାଇ ଦିଆଯାଇଛି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ...

ଜାମା ମସ୍‌ଜିଦ ମେଟ୍ରୋ ଷ୍ଟେଶନ ନାମ ହେବ ପରିବର୍ତ୍ତନ

ଲକ୍ଷ୍ନୌ,୨୭।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗ୍ରା ଏବଂ ମଥୁରା ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଫତେହାବାଦରେ ଅବସ୍ଥିତ ତାଜ ଇଷ୍ଟ ଗେଟ ମେଟ୍ରୋ ଷ୍ଟେସନ (ଆଗ୍ରା ମେଟ୍ରୋ) ରେ ମେଟ୍ରୋର ହାଇ ସ୍ପିଡ ଟ୍ରାଏଲ ରନ ଉଦ୍‌ଘାଟନ କରିଥିଲେ। ଏହି...

ଭଙ୍ଗା ଛାତରେ ସଡ଼କରେ ବସ, ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ,୨୭।୭ : ଚରମ ଅବହେଳାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭଡ଼ିଓଟି ମହାରାଷ୍ଟ୍ରର ବୋଲି କୁହାଯାଉଛି। ଭିଡ଼ିଓରେ ମହାରାଷ୍ଟ୍ର ରାଜ୍ୟ ସଡକ ପରିବହନ ନିଗମ (ଏମଏସଆରଟିସି) ଛାତ ଭଙ୍ଗାଥିବା ଏକ ବସ ରାସ୍ତାରେ ଯାଉଥିବାର...

କଙ୍ଗନାଙ୍କୁ ଧମକ: ଅଗଷ୍ଟ ୫ ରେ କୋର୍ଟରେ ହାଜର ହେବେ ଜାଭେଦ ଅଖତର…

ମୁମ୍ବାଇ,୨୭।୭ : ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଧମକ ଦେଇ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମାମଲା ରୁଜୁ କରିବାର ଯଥେଷ୍ଟ କାରଣ ରହିଛି ବୋଲି ମୁମ୍ବାଇର ଏକ କୋର୍ଟ କହିଛନ୍ତି। ଅଖତରଙ୍କୁ କୋର୍ଟ ମଧ୍ୟ ନୋଟିସ ଜାରି କରିଛନ୍ତି। ତେବେ...

ଜୁଲାଇ ୨୯ରେ ଉତ୍ତର ପୂର୍ବାଞ୍ଚଳର ବାଚସ୍ପତିମାନଙ୍କର ବୈଠକକୁ ସମ୍ବୋଧିତ କରିବେ ଓମ ବିର୍ଲା…

ନୂଆଦିଲ୍ଲୀ,୨୭।୭ : ଲୋକସଭା ବାଚସ୍ପତି ଓମ ର୍ବିଲା ଜୁଲାଇ ୨୯ ରେ ଉତ୍ତର ପୂର୍ବାଞ୍ଚଳର ବାଚସ୍ପତିମାନଙ୍କର ବୈଠକକୁ ସମ୍ବୋଧିତ କରିବେ। ଶନିବାର ଶିଲଂରେ ଆଠଟି ଉତ୍ତର-ପୂର୍ବ ରାଜ୍ୟର ବିଧାନସଭାର ବାଚସ୍ପତିଙ୍କ ଏକ ସମ୍ମିଳନୀରେ ଲୋକସଭା ବାଚସ୍ପତି ଓମ ର୍ବିଲା ସମ୍ବୋଧିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri