ଜାତୀୟ

ଅଧିକାରୀ ସାହାଯ୍ୟ ନ କରିବାରୁ ସରକାରୀ କାର୍ଯ୍ୟାଳୟରେ ସାପ ଛାଡିଦେଲେ ବ୍ୟକ୍ତି, ଆଉ ତା’ପରେ…

ହାଇଦ୍ରାବାଦ୍‌,୨୭।୭: ସରକାରୀ ଅଧିକାରୀଙ୍କ ଉଦାସୀନ ମନୋଭାବ ଦ୍ୱାରା ଅନେକ ସମୟରେ ସାଧାରଣ ଲୋକ ଅସୁବିଧାରେ ପଡ଼ନ୍ତି। ଅନେକ ଥର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରାଯାଉଥିଲେ ମଧ୍ୟ ପରିସ୍ଥିତି ସୁଧୁରୁ ନାହିଁ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟଜନକ...

ହିଂସା ବିଷୟରେ ମିଡିଆ କଭରେଜ, ଦେଶର ଗୁରୁତ୍ୱପୂର୍ଣ୍ଣ ଖବର ପାଇଁ ଟିମ ଗଠନ କରିବ ଏଡିଟର୍ସ ଗିଲ୍ଡ…

ନୂଆଦିଲ୍ଲୀ,୨୭।୭ : ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ କହିଛି ସ୍ଥାନୀୟ ତଥା ଜାତୀୟ ଗଣମାଧ୍ୟମସ୍ତରରେ ମଣିପୁରରେ ଜାତିଗତ ହିଂସାକୁ କଭରେଜ କରିବାକୁ ଏକ ତଥ୍ୟ ସମ୍ବଳିତ ମିଶନ ପାଇଁ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ଟିମ ଗଠନ କରୁଛି। ମେ...

କଂଗ୍ରେସ ଏମ୍‌ପିଙ୍କୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ପ୍ରଶ୍ନ: ମଣିପୁରରେ ରାହୁଲ ଗାନ୍ଧୀ କେମିତି ନିଆଁ ଲଗାଇଲେ କୁହନ୍ତୁ

ନୂଆଦିଲ୍ଲୀ,୨୭।୭: ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସଂସଦ ପ୍ରକ୍ରିୟା ସମୟରେ ମଣିପୁର ସମ୍ପର୍କରେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ରାହୁଲ ଗାନ୍ଧୀ ମଣିପୁରରେ ହିଂସା ସୃଷ୍ଟି କରିଥିବା ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି। ରାଜ୍ୟ ସଭା ପ୍ରଶ୍ନକାଳରେ...

ଅଜିତ ପାଓ୍ବାରଙ୍କୁ ପ୍ରଶଂସା କଲେ ଉଦ୍ଧବ ଠାକ୍‌ରେ: କହିଲେ, ସେ ଜଣେ ସଚ୍ଚୋଟ ନେତା

ମୁମ୍ବାଇ,୨୭।୭: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ପ୍ରଶଂସା କରିଥିଲେ। ସେ ଅଜିତଙ୍କୁ ଜଣେ ସଚ୍ଚୋଟ ଏବଂ ଦକ୍ଷ ପ୍ରଶାସକ ଭାବରେ ବର୍ଣ୍ଣନା କରିଛନ୍ତି। ଶିବସେନା (ୟୁବିଟି) ଦଳର ମୁଖପାତ୍ର ସାମ୍‌ନାରେ ପ୍ରକାଶିତ ଏକ...

ମହିଳାଙ୍କୁ ମାତୃତ୍ୱ ଛୁଟି ମିଳିବ ବର୍ଷେ

ଗ୍ୟାଙ୍ଗଟକ୍‌,୨୭।୭: ମାତୃତ୍ୱ ଛୁଟି ନେଇ ସିକ୍କିମ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ମାତୃତ୍ୱ ଛୁଟି ୬ ମାସରୁ ବଢାଇ ବର୍ଷେ କରିଛନ୍ତି। ଏହା ବ୍ୟତୀତ ଶିଶୁର ପିତାଙ୍କୁ ଏକ ମାସ ଛୁଟି ଦେବାର ବ୍ୟବସ୍ଥା ଅଛି।...

ଯେ କୌଣସି ସରକାର ଆସନ୍ତୁ, ଭାରତ ତୃତୀୟ ଅର୍ଥବ୍ୟବସ୍ଥା ହେବା ନିଶ୍ଚିତ: ମୋଦିଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ…

ନୂଆଦିଲ୍ଲୀ,୨୭।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ନେଇ କଂଗ୍ରେସର ମହାସଚିବ ଜୟରାମ ରମେଶ ଏକ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଦେଶ ତୃତୀୟ ବୃହତ୍ତମ ଅର୍ଥନୀତି ହେବା ନିଶ୍ଚିତ ହୋଇଛି। ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ...

‘ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କର ନାହିଁ’

ଇମ୍ଫାଲ,୨୭।୭: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ପଡୋଶୀ ରାଜ୍ୟ ମିଜୋରାମକୁ ିଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ ନ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ମିଜୋରାମ ଅନ୍ୟ କୌଣସି ରାଜ୍ୟର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରିବା...

ମାନନୀୟ ପ୍ରଧାନମନ୍ତ୍ରୀ, ମୁଁ ଆଜି ଆପଣଙ୍କ ସ୍ବାଗତ କରିପାରିବି ନାହିଁ: ମୁଖ୍ୟମନ୍ତ୍ରୀ ଗେହଲଟ୍‌

ଜୟପୁର,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜସ୍ଥାନର ଶିଖାଓ୍ବାଟି ଗସ୍ତ କରିବେ। ସେଠାରେ ସେ ଦେଶର ୯ କୋଟି କୃଷକଙ୍କ ଖାତାକୁ କିସାନ ସମ୍ମାନ ନିଧି ଯୋଜନାର କିସ୍ତି ଟଙ୍କା ପଠାଇବେ। ଏହାପରେ ସେ ଏକ କୃଷକ ସଭାକୁ ସମ୍ବୋଧନ...

୫୫.୬୦ ଲକ୍ଷ କ୍ଷତି ସହିଲାଣି ରେଲ୍‌ଓ୍ବେ

ନୂଆଦିଲ୍ଲୀ,୨୭।୭: ୨୦୧୯ରେ ଦେଶରେ ବନ୍ଦେ ଭାରତ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବା ପରଠୁ ଟେକାମାଡ଼ ଯୋଗୁ ରେଲ୍‌ଓ୍ବେକୁ ୫୫.୬୦ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଲାଣି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ...

ଅନାସ୍ଥା ଭାଙ୍ଗିଥିଲା ୩ ସରକାର

ନୂଆଦିଲ୍ଲୀ,୨୭ା୭: ଅତୀତରେ ଲୋକ ସଭାରେ ୨୭ ଥର ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ସେଗୁଡ଼ିକ ଗୃହରେ କାଟ୍‌ ଖାଇଥିଲା ଅଥବା ଅମୀମାଂସିତ ରହିଥିଲା। କିନ୍ତୁ ୩ ଥର ଭୋଟିଂ ବେଳେ ସରକାର ନିଜ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ପାରି ନ...

ମହିଳା ସଂରକ୍ଷଣ ବିଲ୍‌ ଗୃହୀତ ହେଲେ ୬୬ କୋଟି ମହିଳା ସଶକ୍ତ ହେବେ: ସସ୍ମିତ

ନୂଆଦିଲ୍ଲୀ,୨୭।୭: ବିଜୁ ଜନତା ଦଳ (ବିଜେଡି) ପାର୍ଲାମେଣ୍ଟରେ ମହିଳା ସଂରକ୍ଷଣ ବିଲ୍‌ ଗୃହୀତ କରାଇବା ପାଇଁ ଦାବି କରିଆସୁଛି। ରାଜ୍ୟ ସଭାର ବିଜେଡି ସଦସ୍ୟ ସସ୍ମିତ ପାତ୍ର ବୁଧବାର ଉକ୍ତ ଦାବିକୁ ଦୋହରାଇ କହିଛନ୍ତି, ଏହି ବିଲ୍‌ ପାରିତ ହେଲେ...

ଲୋକ ସଭାରେ ବନ ସଂରକ୍ଷଣ ବିଲ୍‌ ପାରିତ

ନୂଆଦିଲ୍ଲୀ,୨୭ା୭ : ଲୋକ ସଭାରେ ବୁଧବାର ବନ ସଂରକ୍ଷଣ ବିଲ୍‌ ଗୃହୀତ ହୋଇଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ବନ ବିଭାଗର ମଞ୍ଜୁରୀ ବିନା ଜଙ୍ଗଲ ଜମିକୁ ପର୍ଯ୍ୟଟନ ଆଦି ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ବ୍ୟବହାର ପାଇଁ ସୁଯୋଗ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri