ଜାତୀୟ

ରାଜପଥ ପାର୍ଶ୍ୱରେ ବାଉଁଶ ତିଆରି ବାହୁବଲୀ ବାଡ଼ କରାଯିବ: ଗଡ଼କରୀ

ନୂଆଦିଲ୍ଲୀ,୨୭।୭: ଦେଶର ଏକ୍ସପ୍ରେସ୍‌ଓ୍ବେ ଓ ଜାତୀୟ ରାଜପଥଗୁଡ଼ିକର ପାର୍ଶ୍ୱରେ ବାଉଁଶ ତିଆରି ‘ବାହୁବଲୀ’ ବାଡ଼ କରାଯିବ ବୋଲି ବୁଧବାର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାସ୍ତାକଡ଼ରେ ଦିଆଯାଉଥିବା...

ସ୍ତ୍ରୀ, ଶାଶୁ, ଶ୍ୱଶୁରଙ୍କୁ ହତ୍ୟା

ଗୁଆହାଟୀ,୨୭।୭: ଆସାମ ଗେଲାଘାଟରୁ ବୁଧବାର ଏକ ଟ୍ରିପଲ ମର୍ଡର ସାମ୍ନାକୁ ଆସିଛି। ନାଜିବୁର ରହମାନ ନାମକ ମେକାନିକାଲ ଇଞ୍ଜିନିୟର ସ୍ତ୍ରୀ ସଂଘମିତ୍ରା ଘୋଷ ଓ ଶାଶୁ, ଶ୍ୱଶୁରଙ୍କୁ ହତ୍ୟା କରିବା ପରେ ୯ ମାସର ଶିଶୁକୁ ନେଇ ଥାନାରେ ଆତ୍ମସମର୍ପଣ...

ମଣିପୁରରେ ୨ ବସ୍‌ ଜାଳିଦେଲେ

ଇମ୍ଫାଲ,୨୭।୭: ମଣିପୁରରେ ଜାତିଆଣ ହିଂସା ଥମିବାର ନାଁ ନେଉନାହିଁ। କାଙ୍ଗପୋକ୍‌ପି ଜିଲାରେ ସୁରକ୍ଷାକର୍ମୀଙ୍କ ଯାତାୟାତରେ ବ୍ୟବହାର ହେଉଥିବା ଦୁଇଟି ବସ୍‌କୁ ଉତ୍ତ୍ୟକ୍ତ ଲୋକେ ଜାଳ ଦେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ବସ୍‌ଗୁଡ଼ିକ ଦିମାପୁରରୁ ସପୋରମେଇନା ଆସୁଥିବାବେଳେ କେତେଜଣ ଲୋକ ଗାଡ଼ିକୁ ଅଟକାଇଥିଲେ।...

ନା ପରେ ବି ମନ ମାନୁନି

ନୂଆଦିଲ୍ଲୀ,୨୭ା୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟ ସଞ୍ଜୟ କୁମାର ମିଶ୍ରାଙ୍କ ଲଗାତର କାର୍ଯ୍ୟକାଳ ବୃଦ୍ଧିକୁ ବେଆଇନ ଦର୍ଶାଇ ଜୁଲାଇ ୩୧ରେ ପଦ ଛାଡ଼ିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଅବଧି ପୂରିବାକୁ ଆଉ ୫ ଦିନ ବାକି ଥିବାବେଳେ ସଞ୍ଜୟଙ୍କୁ...

ଭିଭିଆଇପି ଗଛ ଲାଗି ଖର୍ଚ୍ଚ ୧୨ ଲକ୍ଷ

ଭୋପାଳ,୨୭।୭: ମଧ୍ୟପ୍ରଦେଶ ସରକାର ଦେଶର ପ୍ରଥମ ଭିଭିଆଇପି ଗଛର ଦେଖାଶୁଣା ଲାଗି ବର୍ଷକୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ସାଞ୍ଚତ୍ ବୁଦ୍ଧିଷ୍ଟ କମ୍ପ୍ଲେକ୍ସଠାରୁ ୫ କି.ମି. ଦୂରରେ ଅର୍ଥାତ୍‌ ଭୋପାଳ ଓ ବିଦିଶା ଟାଉନ୍‌ର ମଝାମଝି ଅଞ୍ଚଳରେ ଲଗାଯାଇଥିବା...

ଅନାସ୍ଥା ମୁହଁ ଖୋଲାଇବ

ନୂଆଦିଲ୍ଲୀ,୨୭ା୭(ପି.ଟି.) : ବିରୋଧୀ ଦଳଗୁଡ଼ିକର ବାରମ୍ବାର ଦାବି ସତ୍ତ୍ୱେ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟରେ ଏଯାଏ କୌଣସି ବିବୃତି ଦେଇନାହାନ୍ତି। ଶେଷରେ ଏହି ସ୍ପର୍ଶକାତର ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ବୁଧବାର ଲୋକ ସଭାରେ କେନ୍ଦ୍ର ସରକାରଙ୍କ...

ଦେଶର ସର୍ବବୃହତ୍‌ କନ୍‌ଭେନସନ୍‌ ସେଣ୍ଟର ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୨୬।୭: ଦିଲ୍ଲୀର ପ୍ରଗତି ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସର୍ବବୃହତ ଇଣ୍ଡିଆ ଟ୍ରେଡ୍‌ ପ୍ରମୋଶନ ଅର୍ଗାନାଇଜେସନ୍‌(ଆଇଟିପିଓ) କମ୍ପ୍ଲେକ୍ସକୁ ବୁଧବାର ଉଦ୍‌ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ କନ୍‌ଭେନସନ୍‌ ସେଣ୍ଟରକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ଏହି ସେଣ୍ଟରର ନାମ ‘ଭାରତ ମଣ୍ଡପମ’...

ବଡ଼ ବାକ୍ସ ଧରି ରାଜ୍ୟପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ତାମିଲନାଡୁ ଭାଜପା ଅଧ୍ୟକ୍ଷ

ଚେନ୍ନାଇ,୨୬।୭: ତାମିଲନାଡୁ ଭାଜପା ଅଧ୍ୟକ୍ଷ କେ ଆନ୍ନାମଲାଇ ଏକ ବଡ଼ ବାକ୍ସ ନେଇ ରାଜ୍ୟପାଳଙ୍କ ଅଫିସ୍‌ରେ ପହଞ୍ଚିଛନ୍ତି। ଏହି ବାକ୍ସରେ ‘ଡିଏମକେ ଫାଇଲ୍ସ ପାର୍ଟ-୨’ ରହିଛି। ‘ଡିଏମକେ ଫାଇଲ୍ସ ପାର୍ଟ-୨’ରେ ଡିଏମକେ ପଦାଧିକାରୀଙ୍କ ବେନାମି ଦସ୍ତାବେଜ ବିଷୟରେ ସମ୍ପୂର୍ଣ୍ଣ ସୂଚନା...

ଜ୍ଞାନବ୍ୟାପୀ ପରିସରରେ ଏଏସ୍‌ଆଇ ସର୍ଭେ ଉପରେ ରୋକ ବଳବତ୍ତର: ଗୁରୁବାର ହେବ ପୁଣି ଶୁଣାଣି

ଆହ୍ଲାବାଦ୍‌,୨୬।୭: ବାରାଣସୀର ବିବାଦୀୟ ଜ୍ଞାନବ୍ୟାପୀ କମ୍ପ୍ଲେକ୍ସର ଏଏସ୍‌ଆଇ ସର୍ଭେ ଉପରେ ଲାଗିଥିବା ରୋକ ବଳବତ୍ତର ରହିଛି। ଗୁରୁବାର ଅପରାହ୍ନ ୩.୩୦ରେ ଆହ୍ଲାବାଦ ହାଇକୋର୍ଟରେ ଏହାର ଶୁଣାଣି ହେବ। ଶୁଣାଣି ପର୍ଯ୍ୟନ୍ତ ଏହି ରୋକ ବଳବତ୍ତର ରହିବ। ଜ୍ଞାନବ୍ୟାପୀ ମସଜିଦ କମ୍ପ୍ଲେକ୍ସର...

ଭାଜପା ଗଳାର କଣ୍ଟା ସାଜିଛନ୍ତି ବିରେନ: ମୋଦି-ଶାହା ନିରୁପାୟ…

ନୂଆଦିଲ୍ଲୀ,୨୫।୭ : ଜାତିଆଣ ହିଂସା ନିଆଁରେ ମଣିପୁର ଜଳୁଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ମନ୍ତ୍ରଣାଳୟର ଅଧିକାରୀମାନେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବା ପରେ ମଧ୍ୟ ସେଠାରେ ଶାନ୍ତି ଫେରାଇବାର ଆଶ୍ୱାସନା ଦେବାରେ ବିଫଳ ହୋଇଛନ୍ତି। ଜାତୀୟ...

ସଂସଦରେ ଅପମାନିତ ହୋଇଥିବା ଅଭିଯୋଗ ଆଣିଲେ ଖାର୍ଗେ

ନୂଆଦିଲ୍ଲୀ,୨୬।୭: ମଣିପୁର ପ୍ରସଙ୍ଗ ନେଇ ସଂସଦର ଉଭୟ ଗୃହରେ ବିରୋଧ ପ୍ରଦର୍ଶନ ଓ ହଟ୍ଟଗୋଳ ଦେଖିବାକୁ ମିଳୁଛି। ଏନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ତେବେ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖର୍ଗେ ତାଙ୍କୁ ସଂସଦରେ ଅପମାନିତ...

କୋଇଲା ବ୍ଲକ୍‌ ମାମଲାରେ ୪ବର୍ଷ ପାଇଁ ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ଏମପି ବିଜୟ ଦର୍ଦା

ନୂଆଦିଲ୍ଲୀ,୨୬।୭: ଛତିଶଗଡରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ମାମଲାରେ ଦିଲ୍ଲୀର ଏକ ସ୍ବତନ୍ତ୍ର କୋର୍ଟ ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ଦର୍ଦାଙ୍କୁ ଚାରି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କ ପୁଅ ଦେବେନ୍ଦର ଦର୍ଦା ଏବଂ ଜେଏଲଡି ୟବତମାଲ ଏନର୍ଜି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri