ଜାତୀୟ

ଏନ୍‌ଡିଏରେ କେବଳ ୩ ମଜଭୁତ ପାର୍ଟି ରହିଛି; ଇଡି, ସିବିଆଇ, ଆଇଟି: ଉଦ୍ଧବ ଠାକରେ

ପୁଣେ,୨୬।୭: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ କେବଳ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି), ଆୟକର ବିଭାଗ ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଭଳି...

ରାଜ୍ୟ ସଭାରେ ରାଗିଗଲେ ସ୍ମୃତି ଇରାନୀ, ବିରୋଧୀଙ୍କୁ ଦେଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୫।୭: ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ବୁଧବାର ମଧ୍ୟ ଜାରି ରହିଛି। ବିରୋଧୀ ଦଳ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନୋଟିସ ଦେଇଛନ୍ତ। ଏହାକୁ ଲୋକ ସଭା ବାଚସ୍ପତି ଓମ ବିର୍ଲା ଗ୍ରହଣ କରିଛନ୍ତି। ମଣିପୁର ପ୍ରସଙ୍ଗରେ...

ସଂସଦର ଅଚଳାବସ୍ଥାକୁ ନେଇ ଅମିତ ଶାହାଙ୍କୁ ଚିଠି ଲେଖିଲେ ମଲ୍ଲିକାର୍ଜ୍ଜୁନ ଖାର୍ଗେ

ନୂଆଦିଲ୍ଲୀ,୨୬।୭: ମଣିପୁର ପ୍ରସଙ୍ଗ ନେଇ ସଂସଦରେ ଅଚଳାବସ୍ଥା ଜାରି ରହିଛି। ଅଚଳାବସ୍ଥା ଯୋଗୁ ଗୃହ କାର୍ଯ୍ୟ ବଳି ପଡୁଛି। ସେପଟେ ପ୍ରତିଥର ଦୁଇ ଗୃହ ମୁଲତବୀ ପରେ ମୁଲତବୀ ହେଉଛି। ତେବେ ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି...

ମଣିପୁର ଯୌନହିଂସାକୁ ନେଇ ଆମେରିକା ରଖିଲା ପ୍ରତିକ୍ରିୟା, କହିଲା ପୀଡିତାଙ୍କୁ ନ୍ୟାୟ ପ୍ରଦାନରେ ଭାରତ ସରକାରଙ୍କ ଚେଷ୍ଟାକୁ ସମର୍ଥନ କରୁଛୁ

ଓ୍ବାଶିଂଟନ୍‌,୨୬।୭: ମଣିପୁର ଯୌନହିଂସାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି। ସେପଟେ ଏହି ମାମଲାରେ ଆମେରିକାର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଆମେରିକା ଏହି ବିଷୟକୁ ଭୟାନକ ଏବଂ ବିଭିତ୍ସ ବୋଲି ବର୍ଣ୍ଣନା କରିଛି। ଆମେରିକା ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ବେଦାନ୍ତ...

ପାର୍ଲାମେଣ୍ଟ ଆଗରେ ଏମ୍‌ପି ରାଘବ ଚଢାଙ୍କ ମୁଣ୍ଡକୁ ଖୁମ୍ପିଦେଲା କାଉ: ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୬।୭: ମୌସୁମୀ ଅଧିବେଶନରେ ଭାଗ ନେବାକୁ ପାର୍ଲାମେଣ୍ଟ ଭବନକୁ ଆସୁଥିବାବେଳେ ରାଜ୍ୟ ସଭା ଏମ୍‌ପି ରାଘବ ଚଢାଙ୍କୁ କାଉ ଖୁମ୍ପି ଦେଇଛି। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫଟୋରେ ସ୍ପଷ୍ଟ ଭାବରେ ଦେଖିବାକୁ...

ତାରକା ଚିହ୍ନିତ ୫୦୦ ଟଙ୍କିଆ ନୋଟ ନକଲି, ଜାଣନ୍ତୁ ସୋସିଆଲ ମିଡ଼ିଆରେ ପ୍ରଚାରିତ ଗୁଜବର ପ୍ରକୃତ ସତ୍ୟ…

ନୂଆଦିଲ୍ଲୀ,୨୬।୭ : ଅନେକ ନୋଟ ଦୈନନ୍ଦିନ କାର୍ଯ୍ୟରେ ଆମ ହାତକୁ ଆସେ ଏବଂ ତା’ପରେ ବଜାରକୁ ଯାଏ। ଯେଉଁଥିରେ ୧୦ ଟଙ୍କାରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ ଅଛି। ଆମେ ୧୦, ୨୦, ୫୦ ଟଙ୍କିଆ ନୋଟ ପ୍ରତି ଅଧିକ...

ଆବଶ୍ୟକ ହେଲେ ଏଲଓସି ପାର କରିବୁ: କାରଗିଲ ବିଜୟ ଦିବସରେ ରାଜନାଥଙ୍କ ହୁଙ୍କାର…

ନୂଆଦିଲ୍ଲୀ,୨୬।୭ : ବୁଧବାର ସମଗ୍ର ଦେଶ ୨୪ ତମ କାରଗିଲ ବିଜୟ ଦିବସ ପାଳନ କରୁଛି ଏବଂ ଅମର ସହିଦମାନଙ୍କୁ ଅଭିବାଦନ ଜଣାଉଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବହିର୍ବ୍ୟାପାର ମନ୍ତ୍ରୀ...

ସ୍ବିସ୍‌ ଓ୍ବାଚ୍‌ର ବଢୁଛି ଚାହିଦା: ୬ମାସରେ ୯୩୩କୋଟି ଓ୍ବାଚ୍‌ କିଣିଛନ୍ତି ଭାରତୀୟ

ଟେକ୍ନୋଲୋଜିର ଦୈାଡରେ ଆଶା କରାଯାଉଥିଲା କି, ମୋବାଇଲ ଆସିବା ପରେ କ୍ୟାମେରା ପରି ଘଣ୍ଟା ମଧ୍ୟ ଏକ ର୍ଦୁଲଭ ବା କମ୍‌ ବ୍ୟବହାର ଯୋଗ୍ୟ ଜିନିଷ ହୋଇ ରହିଯିବ। କିନ୍ତୁ ଏହାକୁ ଭୂଲ ପ୍ରମାଣ କରିଛି ସ୍ବିଜରଲାଣ୍ଡର ସ୍ବିସ୍‌ ଓ୍ବାଚ୍‌।...

ଲୋକ ସଭାରେ ଅନାସ୍ଥା ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୨୬।୭ ମଣିପୁର ହିଂସାକୁ ନେଇ ସଂସଦରେ ଉତ୍ତେଜନା ଜାରି ରହିଛି। ଏହି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଏକ ଅନାସ୍ତା ପ୍ରସ୍ତାବ ଆଣିବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ଲୋକ ସଭାରେ ଏକ ଅନାସ୍ତା ପ୍ରସ୍ତାବ ଉପସ୍ଥାପନ କରିଥିଲା, ଯାହା ପରେ...

ଇଡ଼ି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ଦାବି: ସୁପ୍ରିମ୍‌କୋର୍ଟ ପହଞ୍ଚିଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୨୬।୭ : ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜୁଲାଇ ୨୭ ରେ ଏହି ମାମଲାର ଶୁଣାଣି ହେବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଏସ.କେ...

ବିନା ହେଲମେଟ-ମଦ୍ୟପାନ କରିଥିଲେ ଷ୍ଟାର୍ଟ ହେବନି ବାଇକ୍‌: ଦିବ୍ୟାଙ୍ଗ ଦ୍ୱାଦଶ ଛାତ୍ର ବିକଶିତ କଲେ ନୂଆ ଉଦ୍ଭାବନ…

ସୋନଭଦ୍ର,୨୬।୭ : ସୋନଭଦ୍ରର ଦ୍ୱାଦଶ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ଇନ୍ଦ୍ରଶ କୁମାର ଏକ ନିଆରା ଉଦ୍ଭାବନ କରିଛନ୍ତି। ଏହା ହେଉଛି ଏକ ହେଲମେଟ ଯାହା ସଡ଼କ ଦୁର୍ଘଟଣାକୁ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଏହାକୁ ବାଇକ...

ଆଇ ଟେଷ୍ଟ ବଦଳରେ ଓପନଏଆଇ ଦେଉଛି କ୍ରିପ୍ଟୋକରେନ୍ସି, ଭାରତ ସମେତ ଅନେକ ଦେଶରେ ଆରମ୍ଭ ହେଲା ଏହି ପ୍ରୋଜେକ୍ଟ

ନ୍ୟୁୟର୍କ,୨୬।୭: ବର୍ତ୍ତମାନ ବିଶ୍ୱର ବହୁ ସଂଖ୍ୟକ ଲୋକ କ୍ରିପ୍ଟୋକରେନ୍ସିରେ ବିନିଯୋଗ କରିବାକୁ ଆଗ୍ରହ ଦେଖାଉଛନ୍ତି। ଇଣ୍ଟରନେଟରେ ଲୋକଙ୍କ ବଢୁଥିବା ନିର୍ଭରଶୀଳତାକୁ ଦେଖି ଡାର୍କ ୱେବ ଏବଂ ଡାର୍କ ନେଟ୍‌ ମଧ୍ୟ ବିଭିନ୍ନ ଉପାୟରେ ଲୁଟିବାକୁ ଲାଗିଛି। ଅନେକ କମ୍ପାନୀ କ୍ରିପ୍ଟୋକରେନ୍ସି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri