ଜାତୀୟ

ଉତ୍ତର ପ୍ରଦେଶର ୬ ଜିଲାରେ ଲୁଚି ରହିଛନ୍ତି ରୋହିଙ୍ଗ୍ୟା! ୭୪ଙ୍କୁ ଗିରଫ କଲା ଏଟିଏସ

ଲକ୍ଷ୍ନୌ,୨୫।୭: ଉତ୍ତରପ୍ରଦେଶର ଆତଙ୍କବାଦ ବିରୋଧୀ ସ୍ବାଡ (ଏଟିଏସ) ସୋମବାର ରାଜ୍ୟବ୍ୟାପୀ ଅପରେସନ କରି ବେଆଇନ ଭାବେ ରହୁଥିବା ୭୪ ରୋହିଙ୍ଗ୍ୟାଙ୍କୁ ଗିରଫ କରିଛି। ରାଜ୍ୟର ସ୍ବତନ୍ତ୍ର ମହାନିର୍ଦ୍ଦେଶକ ପୋଲିସ (ଆଇନ ଏବଂ ଆଦେଶ) ପ୍ରଶାନ୍ତ କୁମାର ଏଠାରେ ଏକ ବୟାନରେ...

ମଣିପୁର ପ୍ରସଙ୍ଗ, ସଞ୍ଜୟ ସିଂଙ୍କ ନିଲମ୍ବନକୁ ନେଇ ଇଣ୍ଡିଆ ଏକଜୁଟ, ସାରା ରାତି ସ୍ଥାନେ ସ୍ଥାନେ ଧାରଣାରେ ବସିଲେ ବିରୋଧୀ ଏମପି

ନୂଆଦିଲ୍ଲୀ,୨୫।୭: ମଣିପୁରରେ ଜାରି ରହିଥିବା ହିଂସାକୁ ନେଇ ଚର୍ଚ୍ଚା ପ୍ରସଙ୍ଗରେ ପାର୍ଲାମେଣ୍ଟ ବାହାରେ ଓ ଭିତରେ ସରକାର ତଥା ବିରୋଧୀଙ୍କ ମଧ୍ୟରେ ତୁତୁମେମେ ଲାଗି ରହିଛି। ଏହାକୁ ନେଇ ସଭାପତି ଲଗାତାର ତୃତୀୟ ଦିନରେ ବି ଗୃହର କାର୍ଯ୍ୟକୁ ସ୍ଥଗିତ...

ମଣିପୁର ହିଂସା: ତୃତୀୟ ଦିନ ଗୃହ ଅଚଳ

ନୂଆଦିଲ୍ଲୀ,୨୫ା୭: ମଣିପୁର ହିଂସା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବିରେ ସୋମବାର ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ପାର୍ଲାମେଣ୍ଟରେ ତୃତୀୟ ଦିନ ପାଇଁ ଅଚଳାବସ୍ଥା ଦେଖାଦେଇଥିଲା। ଏପରିକି ସରକାର ଉକ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି...

ପ୍ରତ୍ୟେକ ଗଣତନ୍ତ୍ରରେ ପ୍ରଧାନମନ୍ତ୍ରୀ ଉତ୍ତରଦାୟୀ: ଶଶି ଥରୁର

ନୂଆଦିଲ୍ଲୀ,୨୫।୭: ଦେଶର ଉତ୍ତର ପୂର୍ବ ରାଜ୍ୟ ମଣିପୁରରେ ଅଢେଇ ମାସରୁ ଅଧିକ ସମୟ ଧରି ହିଂସା ଚାଲିଛି। ଅନ୍ୟପକ୍ଷରେ ମଣିପୁର ଉପରେ କେନ୍ଦ୍ର ସରକାର ବିତର୍କ ନ କରିବାକୁ ନେଇ ସଂସଦରେ ହଙ୍ଗାମା ଦେଖାଦେଇଛି। ଏସବୁ ଭିତରେ କଂଗ୍ରେସ ନେତା...

ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ

ତୁରା,୨୫।୭: ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗ୍‌ମାଙ୍କ ତୁରାସ୍ଥିତ କାର୍ଯ୍ୟାଳୟ ଉପରକୁ ସୋମବାର ସନ୍ଧ୍ୟାରେ ବିକ୍ଷୋଭକାରୀ ଟେକାମାଡ଼ କରିଛନ୍ତି। ଆକ୍ରମଣରେ ସାଙ୍ଗ୍‌ମାଙ୍କ ୫ ସୁରକ୍ଷାକର୍ମୀ ଆହତ ହୋଇଥିବା ଜଣାପଡ଼ିଛି। ତୁରାକୁ ଶୀତଦିନିଆ ରାଜଧାନୀ ଦାବିରେ ଗୋରା ହିଲ୍ସର ସିଭିଲ୍‌ ସୋସାଇଟି କିଛିଦିନ ହେବ...

ଫେସ୍‌ବୁକ୍‌ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଗଲେ ମହିଳା

ଜୟପୁର,୨୫ା୭: ନୋଏଡ଼ାର ସଚିନ ମୀନା ଏବଂ ପାକିସ୍ତାନର ସୀମା ହାଇଦରଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ରାଜସ୍ଥାନ ଅଲଓ୍ବରର ଜଣେ ୩୫ ବର୍ଷୀୟ ବିବାହିତା ମହିଳା ତାଙ୍କ ଫେସ୍‌ବୁକ୍‌ ବନ୍ଧୁଙ୍କୁ ଭେଟିବା ଲାଗି ପାକିସ୍ତାନ ଚାଲିଯାଇଛନ୍ତି।...

କର୍ନାଟକ ହାଇକୋର୍ଟ ବିଚାରପତିଙ୍କୁ ହତ୍ୟା ଧମକ

ବେଙ୍ଗାଲୁରୁ,୨୫ା୭: କର୍ନାଟକ ହାଇକୋର୍ଟର କେତେଜଣ ବିଚାରପତିଙ୍କୁ ହ୍ବାଟ୍ସଆପ୍‌ରେ ହତ୍ୟା ଧମକ ମିଳିବା ପରେ ସେଣ୍ଟ୍ରାଲ ସିଇଏନ୍‌ କ୍ରାଇମ୍‌ ଥାନା ଅଜଣା ସନ୍ଦିଗ୍ଧଙ୍କ ନାଁରେ ମାମଲା ରୁଜୁ କରିଛି। ଏନେଇ ହାଇକୋର୍ଟର ପ୍ରେସ୍‌ ରିଲେଶନ ଅଫିସର କେ. ମୁରଲୀଧର ଗତ ୧୪ ତାରଖରେ...

ବହିଷ୍କୃତ ମନ୍ତ୍ରୀଙ୍କୁ ଗୃହରୁ ଘୋଷାଡ଼ି ବାହାରକଲେ

ନୂଆଦିଲ୍ଲୀ,୨୫ା୭: ରାଜସ୍ଥାନ ମନ୍ତ୍ରିମଣ୍ଡଳରୁ ଶୁକ୍ରବାର ବହିଷ୍କୃତ ମନ୍ତ୍ରୀ ରାଜେନ୍ଦ୍ର ଗୁଧାଙ୍କୁ ସୋମବାର ବିଧାନସଭାରୁ ଘୋଷାଡ଼ି ବାହାର କରିଦିଆଯାଇଛି। ସୋମବାର ରାଜସ୍ଥାନ ବିଧାନସଭାରେ ଅଭୂତପୂର୍ବ ଘଟଣା ଦେଖିବାକୁ ମିଳିଥିଲା। ବହିଷ୍କୃତ ମନ୍ତ୍ରୀ ଗୃହରେ ଏକ ଲାଲ୍‌ ରଙ୍ଗର ଡାଏରି ହଲାଇ ସେଥିରେ ଆର୍ଥିକ...

ପଶ୍ଚିମବଙ୍ଗ ରାମନବମୀ ହିଂସାର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ,୨୫ା୭: ପଶ୍ଚିମବଙ୍ଗ ରାମନବମୀ ଶୋଭାଯାତ୍ରା ବେଳେ ଘଟିଥିବା ହିଂସାକାଣ୍ଡର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) କରିବାକୁ କାଲ୍‌କାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ସୋମବାର ଉକ୍ତ ରାୟକୁ କାଏମ ରଖିଛନ୍ତି। ରାମନବମୀ ପାଳନ ବେଳେ ପଶ୍ଚିମବଙ୍ଗର ହାଓଡ଼ା, ଦଲଖୋଲା ଜିଲା...

ହିଂସା ମଧ୍ୟରେ ମଣିପୁରରେ ୭୦୦ରୁ ଅଧିକ ମିଆଁମାର ନାଗରିକ କରିଛନ୍ତି ଅନୁପ୍ରବେଶ: ରିପୋର୍ଟ ମାଗିଲେ ସରକାର

ଇମ୍ଫାଲ,୨୫।୭: ମଣିପୁରରେ ହିଂସା ଘଟଣା ମଧ୍ୟରେ ଏବେ ଆଉ ଏକ ଚିନ୍ତା ରାଜ୍ୟ ସରକାରଙ୍କୁ ଘାରିଛି। ଜୁଲାଇ ୨୨ ଏବଂ ୨୩ରେ ମିଆଁମାରର ୭୦୦ରୁ ଅଧିକ ନାଗରିକ ମରିପୁରରେ ଅନୁପ୍ରବେଶ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆସାମ...

ସିଙ୍ଗାପୁରର ୭ ସାଟେଲାଇଟ୍‌ ଲଞ୍ଚ୍‌ କରିବ ଇସ୍ରୋ

ବେଙ୍ଗାଲୁରୁ,୨୫।୭: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଜୁଲାଇ ୩୦ରେ ସିଙ୍ଗାପୁରର ୭ ସାଟେଲାଇଟ୍‌ ଲଞ୍ଚ କରିବ। ଇସ୍ରାଏଲ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌ (ଆଇଏଆଇ) ଦ୍ୱାରା ବିକଶିତ ସାଟେଲାଇଟ୍‌ରେ ସିନ୍‌ଥେଟିକ୍‌ ଆପରାରଚର ରାଡାର (ଏସ୍‌ଏଆର୍‌) ପେଲୋଡ୍‌ ଖଞ୍ଜାଯାଇଛି, ଯାହା ଯେ କୌଣସି...

ଇସିଙ୍କ କ୍ଷମତାର ସାମ୍ବିଧାନିକ ବୈଧତା ଯାଞ୍ଚ ହେବ

ନୂଆଦିଲ୍ଲୀ,୨୫ା୭ (ପି.ଟି.): ନିର୍ବାଚନ କମିଶନ ଆସାମର ଲୋକ ସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଚଳାଇଥିବାବେଳେ ଏହା ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ଏହି ପ୍ରସଙ୍ଗରେ ଏକାଧିକ ପିଟିଶନକୁ ନେଇ ସର୍ବୋଚ୍ଚ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri