ଜାତୀୟ

ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ

ଇମ୍ଫାଲ,୨୫।୭: ମଣିପୁରରେ ମହିଳାମାନଙ୍କୁ ଉଲଗ୍ନ କରି ପରେଡ କରାଯିବା ଘଟଣା ସମଗ୍ର ଦେଶକୁ ଲଜ୍ଜାଜନକ କରିଛି। ଏହି ଘଟଣା ମେ ୪ରେ ଘଟିଥିଲା। ଯାହାର ଭିଡିଓ ଜୁଲାଇ ୧୯ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ପୋଲିସ ଆଉ...

ଅଜିତ ପାଓ୍ବାରଙ୍କ ଗୋଷ୍ଠୀର ନେତାଙ୍କୁ ଆଲିଙ୍ଗନ କଲେ ଶରଦଙ୍କ ବିଶ୍ୱସ୍ତ ଜୟନ୍ତ ପାଟିଲ: ଚର୍ଚ୍ଚା ଆରମ୍ଭ

ମୁମ୍ବାଇ,୨୫।୭: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଦୁଇ ଗୋଷ୍ଠୀ ନେତାଙ୍କ ମଧ୍ୟରେ ସାକ୍ଷାତକୁ ନେଇ ଏବେ ଚର୍ଚ୍ଚା ହେଉଛି। ବିଧାନ ଭବନରେ ଶରଦ ପାୱାର ଦଳର ନେତା ଜୟନ୍ତ ପାଟିଲ ଏବଂ ଅଜିତ ପାୱାର...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରକୁ ପଥର ମାଡ଼

ଶିଲଂ,୨୪।୭: ମେଘାଳୟର ସହର ତୁରାକୁ ଶୀତକାଳୀନ ରାଜଧାନୀ ଘୋଷଣା ଦାବି ତେଜୁଛି। ଏହାକୁ ଦେଇ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ହେଉଛି। ବିକ୍ଷୋଭକାରୀ ମେଘାଳୟର ମୁଖ୍ୟମନ୍ତ୍ରୀ କର୍ନଡ ସାଙ୍ଗମାଙ୍କ କାର୍ଯ୍ୟାଳୟ ଉପରକୁ ପଥର ଫିଙ୍ଗିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଉପସ୍ଥିତ...

ମଣିପୁର ହିଂସାକୁ ନେଇ ବିଧାନସଭାରେ ନିନ୍ଦା ପ୍ରସ୍ତାବ ଆଣିବ ଟିଏମସି

କୋଲକାତା,୨୪।୭: ମଣିପୁର ପ୍ରସଙ୍ଗକୁ ନେଇ ସଡ଼କରୁ ସଂସଦ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିଛି। ଏବେ ପଶ୍ଚିମବଙ୍ଗରେ ଟିଏମସି ମଧ୍ୟ ମଣିପୁର ଉପରେ ଏକ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଚଳାଇଛି। ଟିଏମସି ବିଧାନସଭା ଅଧିବେଶନରେ ମଣିପୁର ଉପରେ ଏକ ପ୍ରସ୍ତାବଆଣିବ। ଯାହାର...

ଆସାମ ନିର୍ବାଚନ ମଣ୍ଡଳୀ ପୁନଃନିର୍ଦ୍ଧାରଣରେ ରୋକ ଲଗାଇଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪ା୭ (ପି.ଟି.): ନିର୍ବାଚନ କମିଶନ ଆସାମର ଲୋକ ସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଚଳାଇଥିବାବେଳେ ଏହା ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ଏହି ପ୍ରସଙ୍ଗରେ ଏକାଧିକ ପିଟିଶନକୁ ନେଇ ସର୍ବୋଚ୍ଚ...

କୁକି ମହିଳାଙ୍କୁ ଉଲଗ୍ନ ପରେଡ୍‌ରେ ସମ୍ପୃକ୍ତ ଆଉ ୧୪ ଚିହ୍ନଟ

ନୂଆଦିଲ୍ଲୀ,୨୪ା୭: ମଣିପୁର ହିଂସା ବେଳେ କୁକି ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାର ଭିଡିଓ ପଦାକୁ ଆସିବା ପରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଉକ୍ତ ଭିଡିଓରୁ ଆଉ ୧୪ ଜଣଙ୍କୁ ଚିହ୍ନଟ କରିଛି। ମେ’ ୪ରେ...

ଅଜିତ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କ’ଣ କହିଲେ ଫଡନଭିସ

ମୁମ୍ବାଇ,୨୪।୭: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବିରୋଧୀ ଦଳର ନେତାଙ୍କ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନର ଦାବିକୁ ପ୍ରତ୍ୟାଖ୍ୟାନ କରି ଏହାର ଜବାବ ଦେଇଛନ୍ତି। ସୋମବାର ଦେବେନ୍ଦ୍ର ଫଡନଭିସ କହିଛନ୍ତି ଯେ, ଆଜିକାଲି ବହୁ ବରିଷ୍ଠ ନେତା ବିଭିନ୍ନ କଳ୍ପନାଜଳ୍ପନା କରୁଛନ୍ତି। ସେହି...

ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ଏନଆଇଏ ହିଁ କରିବ ରାମନବମୀ ହିଂସାର ଯାଞ୍ଚ

ନୂଆଦିଲ୍ଲୀ,୨୪।୭: ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ରାମନବମୀରେ ହିଂସା ଏବଂ ବୋମା ବିସ୍ଫୋରଣ ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟ ବଡ଼ ଝଟକା ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ କେବଳ ଏନଆଇଏ ମାମଲାର ତଦନ୍ତ କରିବ। କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ...

ଟୁଇଟର ବାୟୋରେ ଇଣ୍ଡିଆ ସ୍ଥାନରେ ଭାରତ ଲେଖିବାର କାରଣ କହିଲେ ହିମନ୍ତ ବିଶ୍ବ ଶର୍ମା

ଗୁଆହାଟୀ, ୨୪।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ସୋମବାର ବିରୋଧୀ ମେଣ୍ଟକୁ ଟାର୍ଗେଟ୍‌ କରି କହିଛନ୍ତି, କଂଗ୍ରେସରୁ ଭାଜପା ପର୍ଯ୍ୟନ୍ତ ତାଙ୍କର ଯାତ୍ରାକୁ ପ୍ରତିଫଳିତ କରିବା ପାଇଁ ସେ ତାଙ୍କ ଟୁଇଟର ବାୟୋରେ ‘ଇଣ୍ଡିଆ’ ସ୍ଥାନରେ ଭାରତ ଲେଖିଛନ୍ତି।...

ମାୟାବତୀଙ୍କୁ ଝଟକା: ୨ ବଡ଼ ନେତା ଭାଜପାରେ ହେଲେ ସାମିଲ

ଲକ୍ଷ୍ନୌ,୨୪।୭: ବିଏସପି ମୁଖ୍ୟ ମାୟାବତୀଙ୍କୁ ଝଟକା ଲାଗିଛି। ଆଗ୍ରାସ୍ଥିତ ଦକ୍ଷିଣ ବିଧାନସଭାରୁ ବିଏସପି ପ୍ରତ୍ୟାଶି ରବି ଭରଦ୍ୱାଜ ଏବଂ ଖେରାଗଡରୁ ଗଙ୍ଗାଧର କୁଶୱା ଲକ୍ଷ୍ନୌରେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଖବର ପାଇବା ମାତ୍ରେ ବିଏସପି କ୍ୟାମ୍ପରେ ଆଲୋଡ଼ନ ସୃଷ୍ଟି...

ଏସ୍‌ପିକୁ ଝଟ୍‌କା: ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢିଥିବା ଶାଳିନୀ ଯାଦବ ଭାଜପାରେ ସାମିଲ

ନୂଆଦିଲ୍ଲୀ,୨୪।୭: ମିଶନ ୨୦୨୪ ପାଇଁ ପ୍ରସ୍ତୁତ ହେଉଥିବା ସମାଜବାଦୀ ପାର୍ଟି ବାରାଣସୀରେ ଏକ ବଡ଼ ଝଟ୍‌କା ଲାଗିଛି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଶାଳିନୀ ଯାଦବ ଏସପି ଛାଡି ଭାଜପାରେ ଯୋଗ...

ରାଜେନ୍ଦ୍ର ଗୁଧା, ମଦନ ଦିଲାଓ୍ବର ବିଧାନସଭାରୁ ନିଲମ୍ବିତ

ଜୟପୁର,୨୪।୭: ରାଜସ୍ଥାନ ବିଧାନସଭାରେ ହୋଇଥିବା ହଙ୍ଗାମା ପରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଶାନ୍ତି ଧାରିଓ୍ବାଲଙ୍କ ପ୍ରସ୍ତାବ ପରେ ରାଜେନ୍ଦ୍ର ଗୁଧା ଓ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ମଦନ ଦିଲାଓ୍ବରଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଛି। ଏହି ଦୁଇ ବିଧାୟକ ଅବଶିଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri