ଜାତୀୟ

କେରଳରେ ପ୍ରବଳ ବର୍ଷା: ୩ ମୃତ, ୯ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଥିରୁଭାନନ୍ତପୁରମ୍‌,୨୪ା୭: ଆଜିକାଲି ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଏହି ସମୟରେ କେରଳର କେନ୍ଦ୍ରୀୟ ଏବଂ ଉତ୍ତର ଅଞ୍ଚଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ଏବଂ ଉତ୍ତର କେରଳ ଜିଲାରେ ପ୍ରବଳ ବର୍ଷା ପାଇଁ ପାଣିପାଗ...

ବିଜ୍ଞାପନରେ ୧୦୦୦ କୋଟି ଖର୍ଚ୍ଚ, ଆରଆରଟିଏସ୍‌ ପାଇଁ ଦୁଇ ମାସରେ ଦିଅ ୪୧୫ କୋଟି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୭: ସୁପ୍ରିମକୋର୍ଟ ସୋମବାର ଦିଲ୍ଲୀ ସରକାରଙ୍କୁ ଦୁଇ ମାସ ମଧ୍ୟରେ ‘ରିଜୋନାଲ ରାପିଡ ଟ୍ରାନ୍ସପୋର୍ଟ ସିଷ୍ଟମ’ (ଆରଆରଟିଏସ୍‌) ପାଇଁ ୪୧୫ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏସ.କେ କୌଲ ଏବଂ ସୁଧାଂଶୁ ଧୁଲିଆଙ୍କ ଏକ ବେଞ୍ଚ କହିଛନ୍ତି...

ମଣିପୁରରେ ଜାତିଆଣ ହିଂସାକୁ ଏଡ଼ାଯାଇପାରିଥାନ୍ତା: ଭାଜପା ବିଧାୟକ

ନୂଆଦିଲ୍ଲୀ,୨୪ା୭: ଅଢ଼େଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ମଣିପୁରରେ ଜାତିଆଣ ହିଂସା ଓ ଯୌନହିଂସାକୁ ଏଡ଼ାଯାଇପାରିଥାଆନ୍ତା ବୋଲି ରାଜ୍ୟର ଭାଜପା ବିଧାୟକ ପାଓଲିଏନଲାଲ ହାଓକିପ୍‌ କହିଛନ୍ତି। ହାଓକିପ୍‌ ହେଉଛନ୍ତି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ୧୦ ଆଦିବାସୀ ବିଧାୟକଙ୍କ ମଧ୍ୟରୁ...

ଏନଡିଏରେ ସାମିଲ ହେବା ପରେ ଆକ୍ସନ ମୋଡରେ ଓମ ପ୍ରକାଶ, ମିଶନ ୮୦କୁ ନେଇ ପ୍ରସ୍ତୁତ କଲେ ରଣନୀତି

ଲକ୍ଷ୍ନୌ,୨୪।୭: ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଏନଡିଏରେ ସାମିଲ ହେବା ପରେ କ୍ରମାଗତ ଭାବରେ ଆକ୍ସନ ମୋଡରେ ଅଛନ୍ତି। ଅନ୍ୟପକ୍ଷରେ ସେ ବିରୋଧୀ ଦଳ ବିଶେଷ କରି ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପରେ...

ସଞ୍ଜୟ ସିଂଙ୍କ ନିଲମ୍ବନକୁ ନେଇ ପ୍ରତିକ୍ରିୟା ରଖିଲା ଏଏପି

ନୂଆଦିଲ୍ଲୀ,୨୪।୭: ସୋମବାର ମଣିପୁର ହିଂସା ପ୍ରସଙ୍ଗରେ ରାଜ୍ୟ ସଭାରେ ଉତ୍ତେଜନା ଦେଖାଦେଇଥିବା ବେଳେ ଅଧ୍ୟକ୍ଷ ଜଗଦୀପ ଧନକର ଆମ ଆଦମୀ ପାର୍ଟି (ଏଏପି)ଏମପି ସଞ୍ଜୟ ସିଂଙ୍କୁ ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନ ପାଇଁ ନିଲମ୍ବିତ କରିଛନ୍ତି। ଏହା ସହିତ ମଣିପୁର ପ୍ରସଙ୍ଗରେ...

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ଏଏପି ଏମପି ସଞ୍ଜୟ ସିଂ ସମ୍ପୂର୍ଣ୍ଣ ଅଧିବେଶନ ପାଇଁ ନିଲମ୍ବିତ…

ନୂଆଦିଲ୍ଲୀ,୨୪।୭ : ଏଏପି ଏମପି ସଞ୍ଜୟ ସିଂଙ୍କୁ ସମ୍ପୂର୍ଣ୍ଣ ମୌସୁମୀ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଆସାମରୁ ରାଜ୍ୟସଭା ଏମପି ଥିବା ସଞ୍ଜୟ ମଣିପୁର ଘଟଣାରେ ସରକାରଙ୍କୁ ଘେରିବା ଆରମ୍ଭ...

ଜ୍ଞାନବ୍ୟାପୀର ସର୍ଭେ ଉପରେ ୨୬ ଜୁଲାଇ ସନ୍ଧ୍ୟା ୫ ପର୍ଯ୍ୟନ୍ତ ରୋକ ଲଗାଇଲେ ସୁପ୍ରିମକୋର୍ଟ, ହାଇକୋର୍ଟ ଯିବେ ମସଜିଦ ପକ୍ଷ

ବାରାଣସୀ,୨୪।୭: ବାରାଣସୀର ଜ୍ଞାନବ୍ୟାପୀ ମସଜିଦରେ ହେଉଥିବା ସର୍ଭେ ଉପରେ ସୁପ୍ରିମକୋର୍ଟ ବୁଧବାର ଅର୍ଥାତ୍‌ ଜୁଲାଇ ୨୬ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି। ଏହି ସମୟରେ ମସଜିଦ କମିଟିକୁ ହାଇକୋର୍ଟଙ୍କ ନିକଟକୁ ଯିବାର ସୁଯୋଗ ଦିଆଯାଇଛି। ଜ୍ଞାନବ୍ୟାପୀ ମସଜିଦ...

ବଢିଲା ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଅବଧି

ନୂଆଦିଲ୍ଲୀ,୨୪।୭: ଆମ ଆଦମୀ ପାର୍ଟି((ଏଏପି) ନେତା ତଥା ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧିକୁ ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ମେଡିକାଲ ଗ୍ରାଉଣ୍ଡରେ ଏହି ଜାମିନ ଅବଧିକୁ ବୃଦ୍ଧି କରିଛନ୍ତି କୋର୍ଟ। ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ...

ମହିଳା ନିର୍ଯାତନା: ସଂସଦରେ ଏନଡିଏ-ଇଣ୍ଡିଆ ମୁହାଁମୁହିଁ…

ମଣିପୁର ହିଂସା ସହିତ ଦେଶରେ ବୃଦ୍ଧି ପାଉଥିବା ମହିଳା ନିର୍ଯାତନା ନେଇ ଶାସକ ଏନଡିଏ ଏବଂ ବିରୋଧୀ ଇଣ୍ଡିଆ ମୁହାଁମୁହିଁ ହୋଇଛନ୍ତି। ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମା ନିକଟରେ ଉଭୟ ପକ୍ଷ ଧାରଣା ଦେବା ସହିତ ପ୍ରଦର୍ଶନ...

ମଣିପୁର ଘଟଣା ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହେଉଛି, କିନ୍ତୁ ଆମ ଦେଶରେ ନ ହେବା ଲଜ୍ଜାଜନକ: ଜୟା ବଚ୍ଚନ

ନୂଆଦିଲ୍ଲୀ,୨୪।୭: ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନ ମଣିପୁର ଘଟଣାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ବିରୋଧୀ ମିଳିତ ମେଣ୍ଟ ‘ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ’ (ଇଣ୍ଡିଆ)ର ପ୍ରତିନିଧୀମାନେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି...

ଆରଏସଏସ ବିଚାରକ ମଦନ ଦାସ ଦେବୀଙ୍କ ପରଲୋକ, ଶ୍ରଦ୍ଧାଞ୍ଜଳି ଦେଲେ ମୋଦି

ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ)ର ସଂଯୁକ୍ତ ସଚିବ ମଦନ ଦାସ ଦେବୀଙ୍କ ପରଲୋକକୁ ନେଇ ଶୋକ ପ୍ରକାଶ କରିଛନ୍ତି। ଏହି ସମୟରେ ସେ ମଦନ ଦାସଙ୍କ ସହ ଥିବା ତାଙ୍କର ଦୀର୍ଘ ଦିନର...

ଏଏପିର ଘୋଷଣା: ମଧ୍ୟପ୍ରଦେଶରେ ୨୩୦ ଆସନରେ ଲଢ଼ିବ ନିର୍ବାଚନ…

ଭୋପାଳ,୨୪।୭ : ଆମ ଆଦମୀ ପାର୍ଟି (ଏଏପି)ର ମଧ୍ୟପ୍ରଦେଶ ୟୁନିଟ କହିଛି ଚଳିତ ବର୍ଷ ଶେଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଦଳ ସମସ୍ତ ୨୩୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ ଖୁବ ଶୀଘ୍ର ପ୍ରାର୍ଥୀ ତାଲିକା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri