ଜାତୀୟ

ଜ୍ଞାନବ୍ୟାପୀରେ ଜାରି ରହିବ ସର୍ଭେ, ଖନନ ଉପରେ ଦୁଇ ସପ୍ତାହର ରୋକ

ବାରାଣସୀ,୨୪।୭: ବାରାଣସୀର ଜ୍ଞାନବ୍ୟାପୀ ମସଜିଦରେ ସର୍ଭେକୁ ନେଇ ସୁପ୍ରିମକୋର୍ଟ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। ଏହାସହ ୨ ସପ୍ତାହ ପର୍ଯ୍ୟନ୍ତ ମସଜିଦ ପରିସରରେ କୌଣସି ପ୍ରକାର ଖନନ କରିବାକୁ ମନା କରି ଦିଆଯାଇଛି। ଦିନ ୨ଟାରେ ପୁଣିଥରେ ମାମଲାର...

ଭାରତରୁ ଚାଉଳ ରପ୍ତାନି ବନ୍ଦ ନେଇ ଅସୁବିଧାରେ ଆମେରିକା…

ନୂଆଦିଲ୍ଲୀ,୨୪।୭ : ନିକଟରେ ଚାଉଳ ରପ୍ତାନି ସମ୍ପର୍କରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ କେନ୍ଦ୍ର ସରକାର ବାସୁମତି ଚାଉଳ ବ୍ୟତୀତ ସମସ୍ତ ପ୍ରକାର ଅରୁଆ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆଗାମୀ ପାର୍ବଣ...

ଜ୍ଞାନବ୍ୟାପୀ ମାମଲାରେ ହାଇକୋର୍ଟରେ କଭିଏଟ ଦାଖଲ, ରାଖି ସିଂ କରିଛନ୍ତି ଅପିଲ

ବାରାଣସୀ,୨୪।୭: ଜ୍ଞାନବ୍ୟାପୀ ମସଜିଦ ପରିସରରେ ପ୍ରତ୍ନତାତ୍ତ୍ୱିକ ସର୍ଭେ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ)ର ଟିମ ପହଞ୍ଚି ସାରିଛନ୍ତି। ବାରାଣସୀରେ ସର୍ଭେ ଆରମ୍ଭ ହେଉ ହେଉ ବାରାଣସୀ କୋର୍ଟର ଜିଲା ଜଜ ୨୧ ଜୁଲାଇର ନିର୍ଦ୍ଦେଶକୁ ନେଇ ଆହ୍ଲାବାଦ ହାଇକୋର୍ଟରେ କଭିଏଟ...

ଇଞ୍ଜିନିୟରଙ୍କ ଘରେ କିଛି ନ ପାଇ ୫ ଶହ ଟଙ୍କିଆ ନୋଟ ଛାଡ଼ିଗଲେ ଚୋର, ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ…

ନୂଆଦିଲ୍ଲୀ,୨୪।୭ : ଚୋରିର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦିଲ୍ଲୀରେ ସାମ୍ନାକୁ ଆସିଛି। ଚୋରି କରିବା ଉଦ୍ଦେଶ୍ୟରେ ରୋହିଣୀର ସେକ୍ଟର ୮ରେ ଏକ ଘରେ ପ୍ରବେଶ କରିଥିବା ଚୋରମାନେ କିଛି ପାଇଲେ ନାହିଁ। ନା ସେମାନେ ନଗଦ ଟଙ୍କା ପାଇଲେ କିମ୍ବା...

ବେଙ୍ଗାଲୁରୁରେ ନୀତୀଶ କୁମାରଙ୍କ ବିରୋଧରେ ପୋଷ୍ଟର ଲଗାଇବା ମାମଲାରେ ୩ ଗିରଫ

ବେଙ୍ଗାଲୁରୁ,୨୪।୭: ଜୁଲାଇ ୧୭-୧୮ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ବିରୋଧୀ ଦଳର ବୈଠକ ପରେ ସେଠାରେ କେହି ବିବାହର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ପୋଷ୍ଟର ଲଗାଇ ଦେଇଥିଲେ। ଏବେ ଏହି ମାମଲାରେ କର୍ନାଟକ ପୋଲିସ ଶନିବାର ୩ ଜଣଙ୍କୁ ଗିରଫ...

ଲାଲ ଡାଏରୀ ସୁରକ୍ଷିତ ରଖି ନ ଥିଲେ ଗେହଲଟ ଯାଇଥାନ୍ତେ ଜେଲ: ରାଜେନ୍ଦ୍ର…

ଜୟପୁର,୨୪।୭ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ସମାଲୋଚନା ଜୋରଦାର କରି ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଗୁଦ୍ଧ କହିଛନ୍ତି ଯଦି ସେ ଦଳରେ ନ ଥାନ୍ତେ ତେବେ ଗେହଲଟ ଜେଲରେ ଥାଆନ୍ତେ। କିନ୍ତୁ ତାଙ୍କୁ ବହିଷ୍କାର କରାଯିବା ପୂର୍ବରୁ...

୫୦ ଦିନରେ ୨୧ ଆତଙ୍କବାଦୀଙ୍କୁ ଏନକାଉଣ୍ଟର…

ଶ୍ରୀନଗର,୨୪।୭ : ଗତ କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ଦେଶର ସୁରକ୍ଷା ବାହିନୀ ମଧ୍ୟରେ ମୁକାବିଲା ବୃଦ୍ଧି ପାଇଛି। ନିକଟରେ ଦୁଇ ଦିନ ମଧ୍ୟରେ ସେନା ପୁଞ୍ଚ ଜିଲ୍ଲାରେ ୬ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ଏକ...

୪୦ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯାଇଛି ଟିକା: ଡବ୍ଲୁଏଚଓ-ୟୁନିସେଫ ରିପୋର୍ଟ…

ନୂଆଦିଲ୍ଲୀ,୨୪।୭ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ୟୁନିସେଫ ରିପୋର୍ଟରୁ ଜଣାପଡିଛି ଭାରତରେ ୪୦ ଲକ୍ଷରୁ ଅଧିକ ପିଲାଙ୍କୁ କରୋନା ମହାମାରୀ ପରେ ଟିକା ଦିଅଯାଇଛି। କରୋନା ମହାମାରୀ ସମୟରେ ବିଶ୍ୱର ଟିକାକରଣ ସେବା ହ୍ରାସ ପରେ ପୁଣି...

ପୁଣି ବିପଦ ସଙ୍କେତ ଟପିଲା ଯମୁନା

ନୂଆଦିଲ୍ଲୀ,୨୪ା୭ : ହରିୟାଣାର ହାଥନିକୁଣ୍ଡ ବ୍ୟାରେଜରୁ ୨ ଲକ୍ଷ କ୍ୟୁସେକ୍‌ ଜଳ ଛଡ଼ାଯିବା ପରେ ଦିଲ୍ଲୀରେ ଯମୁନା ଜଳସ୍ତର ପୁଣିଥରେ ବିପଦ ସଙ୍କେତ ଅତିକ୍ରମ କରିଛି। ରବିବାର ଅପରାହ୍ନ ୩ଟାରେ ଜଳସ୍ତର ୨୦୬.୨୬ ମିଟର ହୋଇଥିବାବେଳେ ଆହୁରି ବଢ଼ିବା ଆଶଙ୍କା...

ଭାରତରେ ‘ଅକିରା’ ଆତଙ୍କ

ନୂଆଦିଲ୍ଲୀ,୨୪ା୭: ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ଡେଟା ଚୋରି ପରେ ଲୋକଙ୍କଠାରୁ ଅର୍ଥ ଅସୁଲ ପାଇଁ ବ୍ୟବହୃତ ଇଣ୍ଟରନେଟ୍‌ ରାନ୍‌ସମଓ୍ବେର ଭାଇରସ୍‌ ‘ଅକିରା’କୁ ନେଇ ଦେଶବିଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ମଧ୍ୟ ଏହାର ପ୍ରାଦୁର୍ଭାବ ବଢ଼ୁଥିବାରୁ ଦେଶର ସଂଘୀୟ ସାଇବର ସିକ୍ୟୁରିଟି...

ପ୍ରେମିକଙ୍କୁ ଭେଟିବା ଲାଗି ଗାଁର ବିଜୁଳି କାଟୁଥିଲେ ଯୁବତୀ

ପାଟନା,୨୪ା୭ : ବିହାର ବେଟ୍ଟିହା ଅଞ୍ଚଳର ପ୍ରୀତି ନାମ୍ନୀ ଯୁବତୀ ତାଙ୍କ ପ୍ରେମିକ ରାଜକୁମାରଙ୍କୁ ଅନ୍ଧାର ମଧ୍ୟରେ ଭେଟିବା ପାଇଁ ସାରା ଗାଁର ବିଜୁଳି କାଟିଦେଉଥିଲେ। ବାରମ୍ବାର ବିଜୁଳି କଟୁଥିବାରୁ ଗାଁ ଲୋକେ ଅତିଷ୍ଠ ହୋଇପଡ଼ିଥିଲେ। ଶେଷରେ ଗାଁ ଲୋକେ...

୭ ଦେଶ ବୁଲି ୧.୭୯ କୋଟି ଖର୍ଚ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ,୨୪ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ଏବଂ ଜୁଲାଇ ମାସରେ ଆମେରିକା, ଫ୍ରାନ୍ସ ସମେତ ୭ ରାଷ୍ଟ୍ର ଗସ୍ତ କରିଥିଲେ। ଏ ବାବଦରେ କେନ୍ଦ୍ର ସରକାର ୧.୭୯ କୋଟି ଟଙ୍କା ବ୍ୟୟ କରିଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri