ଜାତୀୟ

ଆନ୍ଧ୍ରରେ ଭୟଙ୍କର ବସ୍‌ ଦୁର୍ଘଟଣା:୬ମୃତ, ୨୦ରୁ ଅଧିକ ଆହତ

କଡପା,୨୩।୭: ଆନ୍ଧ୍ରପ୍ରଦେଶର କୁଡପା ଜିଲାରେ ଏକ ଭୟଙ୍କର ବସ ସୁର୍ଘଟଣା ହୋଇଛି। ଯାତ୍ରୀବାହୀ ବସ ସହ ଲରି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୬ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଆରଟିସି ବସ୍‌ରେ...

ମଣିପୁରର ଲୋମଟାଙ୍କୁରା ଘଟଣାରେ ଭୟଭୀତ ହୋଇ ଘର ଛାଡୁଛନ୍ତି ମିଜୋରାମର ମେଇତି ସମ୍ପ୍ରଦାୟ

ଆଇଜଓ୍ବାଲ,୨୩।୭:ମଣିପୁର ହିଂସାକୁ ନେଇ ଦେଶ ସ୍ତବ୍ଧ। ଯୌନହିଂସାର କରୁଣ ପରିଣତିକୁ ଦେଶବ୍ୟାପୀ ବିରୋଧ କରାଯାଉଛି। ବିଶ୍ୱଗୁରୁ ବୋଲାଉଥିବା ବେଶ ଅଜି ସାରା ବିଶ୍ୱ ସାମ୍ନାରେ ନତମୁଖ ହୋଇ ଆର୍ବିଭୂତ ହୋଇଛି। ତେବେ ଏହି ଭୟଙ୍କର ଗଣଦୁଷ୍କର୍ମ ଘଟଣା ପଡୋଶୀ ରାଜ୍ୟ...

୨୦୧୯ ପିଏମକେ ହତ୍ୟା ଘଟଣାର ତଦନ୍ତ କଲା ଏନଆଇଏ, ତାମିଲନାଡୁର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି

ଚେନ୍ନାଇ,୨୩।୭: ଥାନାଜୁରୁ ଜିଲାର ତିରୁବୁଭାନାମରେ ପୂର୍ବତନ ପଟ୍ଟାଲୀ ମକ୍କାଲ କାଚି (ପିଏମକେ) ର ରାମଲିଙ୍ଗମଙ୍କ ୨୦୧୯ ହତ୍ୟା ଘଟଣାରେ ଏନଆଇଏ ପୁଣିଥରେ ତଦନ୍ତ ଆରମ୍ଭ କରିଛି। ଜାତୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)ର ଅଧିକାରୀମାନେ ରବିବାର ତାମିଲନାଡୁର ବିଭିନ୍ନ ସ୍ଥାନରେ ଯାଞ୍ଚ...

ହାଜିପୁର ଆସନ ମୋ ପାଖରୁ କେହି ନେଇ ପାରିବେ ନାହିଁ: ପଶୁପତି

ପାଟନା,୨୩।୭: ଅଗାମୀ ଲୋକସଭା ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଆଗାମୀ ନିର୍ବାଚନ ଉଭୟ ମେଣ୍ଟରେ କଡା ଟକ୍କର ହେବାକୁ ଯାଉଛି। ତେବେ କେନ୍ଦ୍ର ମନ୍ତ୍ରୀ ପଶୁପତି ପାରଶ ବିହାରର ହାଜିପୁରରୁ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି।...

ପଶ୍ଚିମବଙ୍ଗରେ ୨ ମହିଳାଙ୍କୁ ଅର୍ଦ୍ଧଉଲଗ୍ନ ପରେଡ୍‌

କୋଲକାତା,୨୩।୭: ପଶ୍ଚିମବଙ୍ଗର ମାଲଦାରେ ସ୍ଥାନୀୟ ଦୋକାନୀମାନେ ଦୁଇଜଣ ଆଦିବାସୀ ମହିଳାଙ୍କୁ ଚୋରି ସନ୍ଦେହରେ ଅର୍ଦ୍ଧ ଉଲଗ୍ନ ପରେଡ୍‌ କରାଇବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ପ୍ରକାଶ ପାଇବା ପରେ ଶନିବାର ପୋଲିସ ୫ ଜଣଙ୍କୁ...

ସତର୍କ କରାଇଲେ ସିଜେଆଇ

ଚେନ୍ନାଇ,୨୩।୭: ପ୍ରଯୁକ୍ତି, ବିଶେଷ କରି ବହୁସଂଖ୍ୟାରେ ଲୋକଙ୍କ ସହ ତୁରନ୍ତ ଯୋଗାଯୋଗକୁ ସହଜ କରାଇଥିବା ସାମାଜିକ ଗଣମାଧ୍ୟମ ଏବଂ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଯେପରି ଅପବ୍ୟବହାର ନ ହୁଏ, ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ। କାରଣ ବ୍ୟକ୍ତି ମୂଲ୍ୟବୋଧ ଏବଂ ବ୍ୟକ୍ତିଗତ...

ପୂର୍ବତନ ମନ୍ତ୍ରୀ ହତ୍ୟା ମାମଲାରେ ଶର୍ମିଲା ସାକ୍ଷୀ

ହାଇଦ୍ରାବାଦ,୨୩।୭: ଆନ୍ଧ୍ରପ୍ରଦେଶର ପୂର୍ବତନ ମନ୍ତ୍ରୀ ଓ୍ବାଇ.ଏସ୍‌. ବିବେକାନନ୍ଦ ରେଡ୍ଡୀ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କ ଭଉଣୀ ତଥା ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟିର ପ୍ରତିଷ୍ଠାତା ଶର୍ମିଲା ସିବିଆଇର ଗୁପ୍ତ ସାକ୍ଷୀ ରହିଥିବା ଜଣାପଡ଼ିଛି। ଶର୍ମିଲାଙ୍କ ବୟାନ ସହ ସିବିଆଇର...

ଉତ୍ତାପ ବୃଦ୍ଧିରୁ ବଢ଼ୁଛି ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ,୨୩।୭: ବିଶ୍ୱର ଅଧିକାଂଶ ଦେଶରେ ଅତ୍ୟଧିକ ଉତ୍ତାପ ବୃଦ୍ଧି ଯୋଗୁ ଫସଲ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଭୀଷଣ ଜଳବାୟୁ ସାରା ବିଶ୍ୱରେ ଖାଦ୍ୟ ସଙ୍କଟର କେବଳ ଗୋଟିଏ କାରଣ ନୁହେଁ। ଯୁଦ୍ଧ ଏବଂ ରପ୍ତାନି କଟକଣା ମଧ୍ୟ ଖାଦ୍ୟ ସଙ୍କଟର...

ଯୌନହିଂସା ଥମିବା ପାଇଁ ସମାଧାନ ବତାଇଲେ ଇରୋମ ଶର୍ମିଲା

ଇମ୍ଫାଲ,୨୩।୭: ମଣିପୁର ଲଜ୍ଜାକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ତେବେ ହିଂସା ରୋକିବା ପାଇଁ ଆଇରନ୍‌ ଲେଡି ଓ ପରିବେଶକର୍ମୀ ଇରୋମ ଶର୍ମିଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତ, ପ୍ରଧାନମନ୍ତ୍ରୀ ରାଜ୍ୟର ସବୁ ବିଧାୟକମାନଙ୍କ ସହ...

ମହିଳା ନିର୍ଯାତନା ଉପରେ କିଛି ବି ଶୁଣିବାକୁ ଚାହୁଁନି କଂଗ୍ରେସ: ସ୍ମୃତି ଇରାନୀ…

ନୂଆଦିଲ୍ଳୀ,୨୨।୭ : ମଣିପୁରରେ ମହିଳାଙ୍କୁ ନିର୍ବସ୍ତ୍ର କରି ବୁଲାଇବା ଘଟଣାକୁ ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଡ଼ା ନିନ୍ଦା କରିଛନ୍ତି। ଏହି ଭାଇରାଲ ଭିଡ଼ିଓ ଏବେ ସଂସଦରେ ପହଞ୍ଚିଛି। ଏହାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯାଇଛି।...

ଗାନ୍ଧୀ ପରିବାର କାହିଁକି ନୀରବ, ରାଜସ୍ଥାନ-ପଶ୍ଚିମବଙ୍ଗରେ ମହିଳା ନିର୍ଯାତନା: ଅନୁରାଗ ଠାକୁରଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୨।୭ : ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ନେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ବିହାର, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମହିଳାଙ୍କ ଉପରେ ନିର୍ଯାତନା...

ଫେସବୁକ୍‌ ପୋଷ୍ଟ ଯୋଗୁ ୧୭ ବର୍ଷ ପରେ ମା‘ଙ୍କୁ ଭେଟିଲେ ପୁଅ…

ନୂଆଦିଲ୍ଲୀ,୨୨।୭ : ସୋସିଆଲ ମିଡିଆ ଏବଂ ଟେକ୍ନୋଲୋଜି ମାନବ ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦେଇଛି। ଆଜି, ସୋସିଆଲ ମିଡିଆ ସୂଚନା ପ୍ରଦାନ କରିବାର ଦ୍ରୁତତମ ମାଧ୍ୟମ ପାଲଟିଛି। ଅନେକ ଥର ଏହା ବର୍ଷ ବର୍ଷ ପୂର୍ବରୁ ଅଲଗା ହୋଇଥିବା ପ୍ରିୟଜନଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri