ଜାତୀୟ

ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିଧାନସଭାରେ ପାରିତ ହେଲା ନିନ୍ଦା ପ୍ରସ୍ତାବ

ପଣଜୀ,୨୨।୭: ଗୁଜରାଟ ଦଙ୍ଗା ଉପରେ ବିବିିସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲା। ଯାହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇ ଉଠିଥିଲା। ତେବେ ଏହି ଡକ୍ୟୁମେଣ୍ଟାରୀ ବିରୋଧରେ ଗୋଆ ବିଧାନସଭାରେ ଏକ ନିନ୍ଦା ପ୍ରସ୍ତାବ...

ମଣିପୁରରେ ପୁଣି ତେଜିଲା ହିଂସା, ଇମ୍ଫାଲରେ ରାସ୍ତା ଅବରୋଧ କଲେ ମହିଳା

ଇମ୍ଫାଲ,୨୨।୭: ମଣିପୁର ଭାଇରାଲ ଭିଡିଓ ମାମଲାରେ ଶନିବାର ପୋଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଯାହାଙ୍କୁ ମିଶାଇ ଏପର୍ଯ୍ୟନ୍ତ ଗିରଫ ୫ ଜଣଙ୍କୁ କରାଯାଇଛି। ଏହି ସମୟରେ ରାଜଧାନୀ ଇମ୍ଫାଲରୁ ପୁଣି ଥରେ ହିଂସା ଖବର ସାମ୍ନାକୁ ଆସିଛି।...

ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକମାତ୍ର ଉପାୟ ହେଉଛି ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ, ରାଷ୍ଟ୍ରପତି ଶାସନ ଲାଗୁ କରିବା: କପିଲ ସିବଲ

ନୂଆଦିଲ୍ଲୀ,୨୨।୭: ରାଜ୍ୟ ସଭା ଏମ୍‌ପି କପିଲ ସିବଲ ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ରାସ୍ତା ବତାଇଛନ୍ତି। ଶନିବାର ସିବଲ କହିଛନ୍ତି, ମଣିପୁରରେ ଏକମାତ୍ର ଉପାୟ ହେଉଛି ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କୁ ବରଖାସ୍ତ କରିବା ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ...

ମହିଳା ଅତ୍ୟାଚାର ନେଇ କଂଗ୍ରେସକୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୨।୭: ମଣିପୁରରେ ଘଟିଥିବା ଅମାନବୀୟ ଘଟଣାର ଭିଡିଓ ଭାଇରାଲ ହେବା ପରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦୀର୍ଘ ୭୫ଦିନ ହେବ ମଣିପୁର ଜଳୁଛି। ୭୪ଦିନର ଅନ୍ତରାଳେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ୩୪ସେକେଣ୍ଡ ପାଇଁ ଦୁଃଖ ପ୍ରକାଶ କରିଥିଲେ।...

ସାମନାରେ ଭାଜପାକୁ ଟାର୍ଗେଟ, ଶିବସେନା କହିଲା ଏବେ କଶ୍ମୀର ଫାଇଲ୍ସ ଭଳି ଭାଜପା ଦେଖିବ ମଣିପୁର ଫାଇଲ୍ସ

ମୁମ୍ବାଇ,୨୨।୭: ମଣିପୁର ହିଂସାକୁ ନେଇ ଉଦ୍ଧବ ଗ୍ରୁପର ଶିବସେନା ତା’ର ମୁଖପତ୍ର ସାମନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି। ମଣିପୁର ଘଟଣାକୁ ନେଇ ମୋଦି ଚୁପ ରହିଥିବା ବେଳେ ସାମନାରେ ପ୍ରଶ୍ନ କରାଯାଇଛି ଯେ ମୋଦି ବୋଧହୁଏ ଚାହୁଁଛନ୍ତି...

୭୦ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୦ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଦେଶର ୪୪ ଟି ସ୍ଥାନରେ ରୋଜଗାର ମେଳା ଆୟୋଜନ କରାଯାଇଥିଲା। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ...

ଶକ୍ତି ସୁରକ୍ଷାକୁ ପ୍ରୋତ୍ସାହିତ କରିବାକୁ ଆମକୁ କାମ କରିବାକୁ ପଡିବ: ମୋଦି

ନୂଆଦିଲ୍ଲୀ,୨୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୋଆରେ ଜି-୨୦ ଶକ୍ତି ମନ୍ତ୍ରୀଙ୍କ ବୈଠକକୁ ଭିଡିଓ କନଫରେନସିଂ ଜରିଆରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି କି ଦେଶରେ ଆମେ ଗତ ୯ ବର୍ଷରେ ୧୯୦ ମିଲିୟନରୁ ଅଧିକ ପରିବାରକୁ...

ମଣିପୁର ଯୌନହିଂସା ବିରୋଧରେ ରାସ୍ତାକୁ ଓହ୍ଲାଇଲେ ମହିଳା, ପୋଲିସ ସହ ଧସ୍ତାଧସ୍ତି

ଇମ୍ଫାଲ,୨୨।୭: ମଣିପୁରରେ ୨ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ମାମଲାରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଶନିବାର ଇମ୍ଫାଲର ଗାରି ଅଞ୍ଚଳରେ ମହିଳାମାନେ ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନେ ଟାୟାର ଜାଳିବା ସହ ନାରାବାଜି ଦେଉଥିବା...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ

ଇଟାନଗର,୨୨।୭: ଅରୁଣାଚଳରେ ଭୂକମ୍ପ ଝଟକା। ଶନିବାର ସକାଳ ୬.୫୬ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୩.୩ ମ୍ୟାଗ୍ନିଚ୍ୟୁଡ ରହିଛି। ତେବେ ଭୂକମ୍ପ ଯୋଗୁ ଧନଜୀବନ ନଷ୍ଟ ହେବାର କୌଣସି ଖବର ଆସିନାହିଁ। ଏହାପୂର୍ବରୁ ଶୁକ୍ରବାର ରାଜସ୍ଥାନର ଜୟପୁରରେ...

ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ବିପଦକୁ ମିଳିମିଶି ମୁକାବିଲା କରିବେ ଭାରତ-ଆମେରିକା, ବାରମ୍ବାର ମୋଦି ଉଠାଇଥିଲେ ଏହି ପ୍ରସଙ୍ଗ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୈଜ୍ଞାନିକ ଉପଦେଷ୍ଟା ବା ପରାମର୍ଶଦାତା ଭାରତୀୟ ଭୂଳ ବାସିନ୍ଦା ଆରତୀ ପ୍ରଭାକର କହିଛନ୍ତି ଯେ ଆମେରିକା ଏବଂ ଭାରତ ଭଳି ସମାନ ଚିନ୍ତାଧାରାର ଦେଶ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଏକାଠି କାମ କରିବା...

ମଣିପୁରରେ ୨ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ୫ମ ଅଭିଯୁକ୍ତ ଗିରଫ

ଇମ୍ଫାଲ,୨୨।୭: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ପୋଲିସ ପଞ୍ଚମ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି। ଶୁକ୍ରବାର ପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଜୁଲାଇ ୧୯ରେ ଦେଖାଦେଇଥିବା ଏକ ଭିଡିଓରେ ୨ଜଣ ମହିଳାଙ୍କୁ ଉଲଗ୍ନ...

ଯଦି ସତ କହିବା ଅପରାଧ, ତେବେ ମୁଁ ଏଭଳି ଅପରାଧ ଆଗକୁ ମଧ୍ୟ କରିବି: ରାଜେନ୍ଦ୍ର ଗୁଧା

ଜୟପୁର,୨୨।୭: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣିଥରେ ସରଗରମ ହୋଇଛି ରାଜ୍ୟ ରାଜନୀତି। ବିଧାନସଭାରେ ନିଜ ସରକାରଙ୍କୁ ଟାର୍ଗେଟ କରିଥିବା କଂଗ୍ରେସ ନେତା ରାଜେନ୍ଦ୍ର ଗୁଧାଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି। ତେବେ ମନ୍ତ୍ରୀ ପଦ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri