ଜାତୀୟ

ତାମିଲନାଡୁରେ ‘ଏନ ମନ, ଏନ ମକ୍କା’ ଯାତ୍ରା ଆରମ୍ଭ କରିବ ଭାଜପା, ଅମିତ ଶାହା କରିବେ ଶୁଭାରମ୍ଭ

ଚେନ୍ନାଇ,୨୨।୭: ୨୦୨୪ରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଜୁଲାଇ ୨୮ରେ ତାମିଲନାଡୁରେ ଭାଜପାର ‘ଏନ ମନ, ଏନ ମକ୍କା’ (ମୋର ଜମି, ମୋର ଲୋକ) ଯାତ୍ରା ଆରମ୍ଭ କରିବେ। ଆଗାମୀ ଲୋକ...

ପ୍ରେମିକଙ୍କ ପାଇଁ ସାତ ଦରିଆ ପାର୍‌ କରି ଝାଡଖଣ୍ଡରେ ପହଞ୍ଚିଲେ ମହିଳା

ରାଞ୍ଚି,୨୨।୭: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କ ପ୍ରେମ କାହାଣୀ ଭଳି ଏବେ ଝାଡଖଣ୍ଡରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ବାରବରା ପୋଲକ ନାମକ ଜଣେ ୪୯ବର୍ଷୀୟା ମହିଳା ନିଜର ୬ ବର୍ଷର ଝିଅ ସହିତ ତାଙ୍କ...

ବିହାରରେ ହୋଇପାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, କଂଗ୍ରେସ-ଆରଜେଡି ବିଧାୟକଙ୍କୁ ମିଳିପାରେ ମନ୍ତ୍ରୀ ପଦ

ପାଟନା,୨୨।୭: ବିହାର ସରକାରଙ୍କ କ୍ୟାବିନେଟରେ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି। ଜୁଲାଇ ୨୪ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟକୁ ସମ୍ପ୍ରସାରଣ କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଦାବି ହେଉଛି ଯେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ଦୁଇ ନେତା ଏବଂ କଂଗ୍ରେସର...

ଲୋକଙ୍କ କଥା ନୁହେଁ ବରଂ ଇମେଜ କଥା ଅଧିକ ଚିନ୍ତା କରୁଛନ୍ତି ମୋଦି ଆଉ ତାଙ୍କ ଦଳ: ଓଓ୍ବାଇସି

ନୂଆଦିଲ୍ଲୀ,୨୨।୭: ମଣିପୁରରେ ମହିଳାଙ୍କ ସହ ହୋଇଥିବା ବର୍ବରତାକୁ ନେଇ ଅସଦୁଦ୍ଦିନ ଓଓ୍ବାଇସି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ବୟାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆରଏସଏସକୁ ଟାର୍ଗେଟ କରିଛନ୍ତି। ଏଆଇଏମଆଇଏମ ନେତା ଓ ହାଇଦ୍ରାବାଦର ଏମପି ଓଓ୍ବାଇସି ଟୁଇଟ...

ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ୮୭୦୨୬ ଭାରତୀୟ ଛାଡିଛନ୍ତି ନାଗରିକତା: ଏସ ଜୟଶଙ୍କର

ନୂଆଦିଲ୍ଲୀ,୨୨।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ଲୋକ ସଭାରେ କହିଛନ୍ତି କି ଚଳିତ ବର୍ଷ ଜୁନ ସୁଦ୍ଧା ୮୭,୦୨୬ ଜଣ ଭାରତୀୟ ନିଜ ନାଗରିକତା ଛାଡିଛନ୍ତି। ଏକ ଲିଖିତ ଉତ୍ତରରେ ସେ କହିଛନ୍ତି କି ୨୦୧୧ରୁ ଏବେ ପର୍ଯ୍ୟନ୍ତ...

ଚିହ୍ନଟ ହୋଇନି ୪୧ ମୃତଦେହ

ନୂଆଦିଲ୍ଲୀ,୨୨ା୭: ବାଲେଶ୍ୱର ଜିଲାର ବାହାନଗା ବଜାର ଷ୍ଟେଶନ ନିକଟରେ ଗତ ଜୁନ୍‌ ୨ରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାର ମୃତକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୧ ମୃତଦେହ ଚିହ୍ନଟ ହୋଇ ନ ଥିବା ଶୁକ୍ରବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପାର୍ଲାମେଣ୍ଟକୁ ସୂଚନା ଦେଇଛନ୍ତି।...

ମଣିପୁର ଯୌନହିଂସା: ସଂସଦରେ ଅଚଳାବସ୍ଥା

ନୂଆଦିଲ୍ଲୀ,୨୨ା୭: ମଣିପୁର ହିଂସା ଓ ଯୌନହିଂସାକୁ ନେଇ ପାର୍ଲାମେଣ୍ଟ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଅଚଳାବସ୍ଥା ଜାରି ରହିବାରୁ ଗୃହକାର୍ଯ୍ୟ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଶୁକ୍ରବାର ଲୋକ ସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ, ଡିଏମ୍‌କେ ଏବଂ ବାମପନ୍ଥୀ...

ଭାଜପା ସହ ଏକାଠି କାମ କରିବ ଜେଡିଏସ୍‌: କୁମାରସ୍ବାମୀ

ନୂଆଦିଲ୍ଲୀ,୨୨ା୭: କର୍ନାଟକର ସ୍ବାର୍ଥ ପାଇଁ ଜେଡିଏସ୍‌ ଭାଜପା ସହ ଏକାଠି ବିରୋଧୀ ଦଳ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିବା ଏହାର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ଶୁକ୍ରବାର ଘୋଷଣା କରିଛନ୍ତି। ଦଳ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି...

ଭାରତ-ଶ୍ରୀଲଙ୍କା ଆର୍ଥିକ ସହଭାଗିତା ବଢ଼ିବ

ନୂଆଦିଲ୍ଲୀ,୨୨ା୭: ଭାରତ ଏବଂ ଶ୍ରୀଲଙ୍କା ଆର୍ଥତ୍କ ସହଭାଗିତାରେ ଉଲ୍ଲେଖନୀୟ ବୃଦ୍ଧି ନେଇ ଦୁଇ ଦେଶ ଶୁକ୍ରବାର ମହତ୍ତ୍ୱାକାଂକ୍ଷୀ ଭିଜନ ଡକ୍ୟୁମେଣ୍ଟ ଆପଣାଇଛନ୍ତି। ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ...

ମମତାଙ୍କ ଘରେ ପ୍ରବେଶ ଉଦ୍ୟମ: ଯୁବକ ଗିରଫ

କୋଲକାତା,୨୨ା୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଲକାତାସ୍ଥିତ ବାସଭବନରେ ପ୍ରବେଶ ଉଦ୍ୟମ କରି ଜଣେ ଯୁବକ ଗିରଫ ହୋଇଛନ୍ତି। ତାଙ୍କ ନଁା ଶେଖ୍‌ ନୁର୍‌ ଆଲମ। ତାଙ୍କ ନିକଟରୁ ବନ୍ଧୁକ, ଛୁରି, ନିଷିଦ୍ଧ ସାମଗ୍ରୀ ସହ ବିଭିନ୍ନ ସଂସ୍ଥାର ପରିଚୟପତ୍ର...

ରାଜେନ୍ଦ୍ର ଗୁଧାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ଗେହଲଟ

ଜୟପୁର,୨୨।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମନ୍ତ୍ରୀ ରାଜେନ୍ଦ୍ର ଗୁଧାଙ୍କୁ ପଦରୁ ବହିଷ୍କାର କରିଛନ୍ତି। ରାଜସ୍ଥାନ ସରକାରର ମନ୍ତ୍ରୀ ରାଜେନ୍ଦ୍ର ବିଧାନସଭାରେ ନିଜ ସରକାରକୁ ଟାର୍ଗେଟ କରିଛନ୍ତି। ବିଧାନସଭାରେ ମଣିପୁର ପ୍ରସଙ୍ଗରେ ଏକ ବିବୃତ୍ତି ଦେଇଥିବା ବେଳେ ସେ ନିଜ...

ମଣିପୁର ସରକାରକୁ ବରଖାସ୍ତ କରନ୍ତୁ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨ା୭: ମଣିପୁର ସ୍ଥିତିକୁ ନେଇ ସରକାର ଆଦୌ ଗମ୍ଭୀର ନୁହନ୍ତି। ତେଣୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟର ଭାଜପା ସରକାରକୁ ବରଖାସ୍ତ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ସଭାର କଂଗ୍ରେସ ଉପନେତା ପ୍ରମୋଦ ତିଓ୍ବାରୀ ଏକ ଖବରଦାତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri