ଜାତୀୟ

ସମ୍ଭ୍ରାନ୍ତ, ସ୍ବାଭିମାନୀ ବ୍ୟକ୍ତି ଥିଲେ ରତନ ଟାଟା:ଜାଣନ୍ତୁ ତାଙ୍କ କ୍ୟାରିୟର୍‌ ବିଷୟରେ…

ନୂଆଦିଲ୍ଳୀ,୧୦।୧୦:ରତନ ଟାଟା ଜଣେ ଶିଳ୍ପପତି, ପରୋପକାରୀ ଓ ସ୍ବାଭିମାନୀ ବ୍ୟକ୍ତି ଥିଲେ। ଟାଟା ଗ୍ରୁପ୍‌ ପ୍ରତିଷ୍ଠାତା ଜାମସେଦ୍‌ଜୀ ଟାଟାଙ୍କ ପୌଷ୍ୟପୁତ୍ର ସୁରଟର ନାଭାଲ ଟାଟା ଓ ସୁନି (ଜାମସେଦ୍‌ଜୀଙ୍କ ଭାଣିଜୀ) ଟାଟାଙ୍କ ଔରସରୁ ୧୯୩୭ ମସିହା ଡିସେମ୍ବର ୨୮ରେ ରତନ...

୮୬ ବର୍ଷ ବୟସରେ ରତନ ଟାଟାଙ୍କ ପରଲୋକ

ମୁମ୍ବାଇ,୯ା୧୦: ଟାଟା ସନ୍ସର ଚେୟାରମ୍ୟାନ୍ ରତନ ଟାଟା ବୁଧବାର ମୁମ୍ବାଇର ଏକ ଡାକ୍ତରଖାନାରେ ପ୍ରାଣ ତ୍ୟାଗ କରିଛନ୍ତି। ଗୁରୁତର ଅବସ୍ଥାରେ ଗତ କିଛି ଦିନ ହେବ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ବୁଧବାର ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାର...

ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ରତନ ଟାଟା

ମୁମ୍ବାଇ,୯ା୧୦: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଧବାର ଏନେଇ ଖବର ସରବରାହ ସଂସ୍ଥା ରିଉଟର୍ସ ରିପୋର୍ଟ କରିଛି। ପୂର୍ବରୁ ସୋମବାର ମଧ୍ୟ ଖବର ଆସିଥିଲା ଯେ, ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ...

ଇଣ୍ଡିଆ ମେଣ୍ଟରେ ଫାଟ: ସବୁଠାରୁ ବଡ଼ ଝଟ୍‌କା ରାହୁଲଙ୍କୁ ଦେଇଦେଲେ ଅଖିଳେଶ

ନୂଆଦିଲ୍ଲୀ,୯।୧୦: ହରିୟାଣାରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିବା ପରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛନ୍ତି। କଂଗ୍ରେସ ହରିୟାଣାରେ ୩୯ ଆସନ ଜିତିଥିବା ବେଳେ ଭାଜପା ହ୍ୟାଟ୍ରିକ ବିଜୟ ହାସଲ କରିଛି। ଏପରି...

ଏକ ଦେଶ ଏକ ନିର୍ବାଚନ

ଭାରତରେ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍‌ଶନ’ ବା ‘ଏକ ଦେଶ ଏକ ନିର୍ବାଚନ’ ପ୍ରସଙ୍ଗକୁ ନେଇ ଚାରିଆଡ଼େ ଗରମାଗରମ ଆଲୋଚନା ହେଉଛି। ୧୮ ସେପ୍ଟେମ୍ବର ୨୦୨୪ରେ କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିବା ପରେ ଏହାର ସପକ୍ଷବାଦୀ ଓ ବିପକ୍ଷବାଦୀ...

ହରିୟାଣା ଫଳାଫଳ ପରେ କଂଗ୍ରେସକୁ ବଡ଼ ଝଟ୍‌କା, ବଡ଼ ଆକ୍ସନ ନେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୯।୧୦: କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ଦିଲ୍ଲୀ ବିଧାନସଭା ନିର୍ବାଚନ ଏକାକୀ ଲଢିବ ଆମ ଆଦମୀ ପାର୍ଟି। ଅରବିନ୍ଦ କେଜରିୱାଲ ଇଣ୍ଡିଆ ମେଣ୍ଟର ସଦସ୍ୟ ହୋଇଥିଲେ ମଧ୍ୟ ଆଗାମୀ ନିର୍ବାଚନରେ ଏକାକୀ ଲଢିବେ ବୋଲି ଘୋଷଣା କରିଛନ୍ତି। ଏହା ପୂର୍ବରୁ...

ହରିୟାଣାରେ ବଢିଲା ଭାଜପାର ବଳ, ପଦ୍ମ ଧରିଲେ ୩ ନେତା

ଚଣ୍ଡିଗଡ,୯।୧୦: ହରିୟାଣା ବିଧାନସଭାର ଫଳାଫଳ ପରେ ଭାଜପା ଆହୁରି ଶକ୍ତିଶାଳୀ ହୋଇଛି। ହରିୟାଣାର ୯୦ଟି ଆସନରୁ ଦଳ ଏକାକୀ ୪୮ଟି ଆସନ ଜିତି କ୍ରମାଗତ ତୃତୀୟ ଥର ସରକାର ଗଠନ କରିବାକୁ ଯାଉଛି। ଏପରି ସ୍ଥିତିରେ ଆଜି ଭାଜପାରେ ସାମିଲ...

ଗରିବଙ୍କୁ ଦଶହରା ଭେଟି ଦେଲେ କେନ୍ଦ୍ର ସରକାର, ୨୦୨୮ ଯାଏ…

ନୂଆଦିଲ୍ଲୀ,୯।୧୦: ଦଶହରା ଉପଲକ୍ଷେ ଦେଶର କୋଟି କୋଟି ଗରିବଙ୍କୁ କେନ୍ଦ୍ର ସରକାର ଭେଟି ଦେଇଛନ୍ତି। ୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମାଗଣା ପୁଷ୍ଟିକର ଚାଉଳ ମିଳିବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଏହି ଯୋଜନାର ଲାଭ ୨୦୨୮ ଡିସେମ୍ବର...

‘ଯେତେ ହିନ୍ଦୁ ବିଭାଜିତ ହେବେ, କଂଗ୍ରେସକୁ ସେତେ ଫାଇଦା ହେବ’ ଏମିତି କାହିଁକି କହିଲେ ପିଏମ୍‌ ମୋଦି

ନୂଆଦିଲ୍ଲୀ,୯।୧୦: ହରିୟାଣାରେ କ୍ଷମତା ହାସଲ କରିବା ପରେ ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଉପରେ ଭାଜପା ଆଖି ରହିଛି। ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଡିଜିଟାଲ ମାଧ୍ୟମ ମାଧ୍ୟମରେ ମହାରାଷ୍ଟ୍ରରେ ୭,୬୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ...

ହ୍ୟାଟ୍ରିକ୍‌ ବିଜୟ ପରେ ବି ହରିୟାଣାରେ ଭାଜପାକୁ ବଡ଼ ଝଟ୍‌କା: ଜାଣନ୍ତୁ କ’ଣ ଘଟିଲା

ଚଣ୍ଡିଗଡ,୯।୧୦: ହରିୟାଣା ବିଧାନସଭା ନିର୍ବାଚନରେ ୨୦୨୪ରେ ଭାଜପା ଏକ ବଡ ବିଜୟ ହାସଲ କରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନାୟାବ ସିଂ ସାଇନି ମନ୍ତ୍ରୀମଣ୍ଡଳର ୧୦ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୮ଜଣ ମନ୍ତ୍ରୀ ନିର୍ବାଚନରେ ହାରିଛନ୍ତି, ମାତ୍ର ଦୁଇଜଣ ମନ୍ତ୍ରୀ ଜିତିଛନ୍ତି।...

ରାହୁଲ ଆଣିଥିଲେ ଜିଲାପି, ମୁଡ୍‌ ବଦଳାଇଦେଲେ ମୋଦି

ନୂଆଦିଲ୍ଲୀ,୯।୧୦: ହରିୟାଣା ନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ଯିବା ପରେ ଚାରିଆଡେ ଜିଲାପିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଯେ, ଜିଲାପି ଖାଇଲେ ରାହୁଲ ଗାନ୍ଧୀ, ହେଲେ ଟେଷ୍ଟ ନେଇଗଲେ ମୋଦି। ହରିୟାଣାରେ ଭାଜପାର...

ଇଣ୍ଡିଆ ମେଣ୍ଟରେ ଫାଟ! ହରିୟାଣା ଫଳାଫଳ ପରେ ରାହୁଲଙ୍କୁ କମେଣ୍ଟ ମାରିଲେ କେଜରିଓ୍ବାଲ-ଶିବସେନା

ନୂଆଦିଲ୍ଲୀ,୯।୧୦: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ବଡ଼ ପରାଜୟର ସମ୍ମୁଖୀନ କରିଛି। ୯୦ ଆସନରେ ଭାଜପା ୪୭ ଆସନ ପାଇଥିବାବେଳେ କଂଗ୍ରେସ ମାତ୍ର ୩୯ଟି ଆସନ ପାଇ ପାରିଛି। ଏନେଇ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ କଂଗ୍ରେସକୁ ନିଶାଣ କରିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri