ଜାତୀୟ

ଭୋଟ ବେଳେ ହିଂସା:୧୮ ମୃତ

କୋଲକାତା,୯ା୭ (ପି.ଟି.): ପଶ୍ଚିମବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶନିବାର ମତଦାନ ବେଳେ ବୋମା ଫୁଟିବା ସହ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୧୦ ଜଣ ଶାସକ ଟିଏମ୍‌ସିର ହୋଇଥିବାବେଳେ ଭାଜପାରୁ...

ଗଙ୍ଗାନଦୀ ଜଳରେ କ୍ୟାନସର ପ୍ରତିରୋଧୀ ବ୍ୟାକ୍ଟେରିଆ…

ନୂଆଦିଲ୍ଲୀ,୮।୭ : ଗଙ୍ଗାରେ ମିଳୁଥିବା ସ୍ୟୁଡୋମୋନାସ ନାମକ ଏକ ବ୍ୟାକ୍ଟେରିଆ କର୍କଟ ରୋଗର ଚିକିତ୍ସା ପାଇଁ ଉପଯୋଗୀ ବୋଲି ବିବେଚନା କରାଯାଇଛି। ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ପରିବେଶ ଅଧ୍ୟୟନ କେନ୍ଦ୍ରର ଅନୁସନ୍ଧାନରେ ଏହା ଦାବି କରାଯାଇଛି। ଏହାକୁ ଏକ ଆଣ୍ଟିବାୟୋଟିକ ପ୍ରତିରୋଧ...

ୟୁସିସି ଲାଗୁ କରିବା ନୁହେଁ ସହଜ: ଗୁଲାମନବୀ…

ଶ୍ରୀନଗର,୮।୭ : ୫୦ ବର୍ଷ ଧରି କଂଗ୍ରେସରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗୁଲାମନବୀ ଆଜାଦ ଶନିବାର ୟୁନିଫର୍ମ ସିଭିଲ କୋଡ (ୟୁସିସି) ର କାର୍ଯ୍ୟକାରିତା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହା ସମସ୍ତ ଧର୍ମ ଉପରେ ପ୍ରଭାବ...

ୟୁସିସି ନେଇ ଦୁଇ ଭାଗ ଶିଖ୍‌ ସମାଜ…

ନୂଆଦିଲ୍ଲୀ,୮।୭ : ୟୁନିଫର୍ମ ସିଭିଲ କୋଡ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦgଙ୍କ ବିବୃତ୍ତି ପରଠାରୁ ସାରା ଦେଶରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ଦଳ ସହିତ ଧାର୍ମିକ ସଂଗଠନ ମଧ୍ୟ ଏହି ପ୍ରସଙ୍ଗରେ କ୍ରମାଗତ ଭାବରେ ନିଜର...

ଇଣ୍ଡୋ-ନେପାଳ ୬,୪୮୦ ମେଗାଓ୍ବାଟ ପଞ୍ଚେଶ୍ୱର ବିଦ୍ୟୁତ୍‌ ପରିଯୋଜନାକୁ ମିଳିବ ଚୂଡାନ୍ତ ରୂପ:ଉଭୟ ପକ୍ଷଙ୍କ ମଧ୍ୟରେ ସହମତି…

ନୂଆଦିଲ୍ଲୀ/କାଠମାଣ୍ଡୁ,୮।୭ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ ଦହଲ ପ୍ରଚଣ୍ଡ ନିକଟରେ ଭାରତ ଗସ୍ତ କରିଥିଲେ ଏବଂ ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ମିଳିଥିବା ସମର୍ଥନକୁ ପ୍ରଶଂସା କରିଥିଲେ। ପ୍ରଚଣ୍ଡଙ୍କ ଗସ୍ତ ପୂର୍ବରୁ ଭାରତ ଏବଂ ନେପାଳ ମଧ୍ୟରେ ଅନେକ...

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା: ମମତା ସରକାରଙ୍କଠାରୁ ରିପୋର୍ଟ ତଲବ କଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ…

କୋଲକାତା,୮।୭ : ଶନିବାର ପଶ୍ଚିମବଙ୍ଗରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏହି ନିର୍ବାଚନ ସମ୍ପର୍କରେ ବହୁ ଅଞ୍ଚଳରେ ହିଂସା ଓ ସଂଘର୍ଷ ଘଯିଥିବା ଖବର ଆସିଛି। ଲୋକମାନେ ମତଦାନ ବୁଥରୁ ମତଦାନ ବୁଥରୁ ଦୌଡୁଥିବା ଦେଖିବାକୁ...

ଅଲ୍‌ଟ୍ରାସାଉଣ୍ଡରେ ଜଣାପଡ଼ିଥିଲା ଗର୍ଭରେ ଥିଲେ ଦୁଇ ପିଲା, ଅପରେଶନ ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୮ା୭: ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହା ଶୁଣି ଆଶ୍ଚର୍ଯ୍ୟ ହେବେ। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରସବ ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅପରେଶନ ପୂର୍ବରୁ ସମ୍ପର୍କୀୟମାନେ ଦୁଇଟି ଭିନ୍ନ...

‘ଜନସାଧାରଣଙ୍କ ମୁଣ୍ଡ ଗରମ ହେଲେ ସରକାରଙ୍କ ସତ୍ତା ବଦଳିଯାଏ’

ଜୟପୁର,୮ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ବିକାନେରରେ ୨୪,୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସମୟରେ ସେ ଏକ ରାଲିରେ ମଧ୍ୟ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜସ୍ଥାନରେ ଶିଳ୍ପ ବିକାଶ ପାଇଁ...

ଫଟା ଜିନ୍ସ ପିନ୍ଧୁଥିଲେ ମନ୍ଦିର ମନା: ମୁକ୍ତେଶ୍ୱର ମନ୍ଦିରଲେ ଲାଗୁହେଲା ନିୟମ

ଉତ୍ତରପ୍ରଦେଶ: ନିକଟରେ ଆଗ୍ରା-ମଥୁରା ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ପାଇଁ ଡ୍ରେସ୍‌ କୋଡ ଲାଗୁ କରାଯିବା ପରେ ଅନେକ ଜିଲାର ମନ୍ଦିରରେ ଏଭଳି ନିୟମ ଲାଗୁ କରାଯାଉଛି। ଭକ୍ତମାନଙ୍କୁ ମନ୍ଦିରରେ ହିନ୍ଦୁ ସଂସ୍କୃତି ଅନୁସାରେ ଡ୍ରେସ ପିନ୍ଧିବାକୁ କୁହାଯାଇଛି। ଏହି ପର୍ଯ୍ୟାୟରେ,...

ଚାଇନା ସୀମାରେ ଭାରତୀୟ ସେନାର ସମରାଭ୍ୟାସ: ଟ୍ୟାଙ୍କର ଗର୍ଜନରେ ଥରିଲା ଲଦାଖ ଘାଟି…

ଲେହ,୮।୭ : ଶନିବାର ଲଦାଖର ଚାଇନା ସୀମା ନିକଟରେ ଭାରତୀୟ ସେନାର ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନ ମିଳିତ ଭାବେ ସମରାଭ୍ୟାସ କରିଥିଲେ। ଘାଟି ସେନା ଟ୍ୟାଙ୍କର ଗର୍ଜନରେ ଥରି ଉଠିଥିଲା। ଭାରତୀୟ ସେନାର ଏହି ସମରାଭ୍ୟାସ ଚାଇନା ଏବଂ...

ମନ୍ତ୍ରୀଙ୍କ ସ୍ବାଗତ ପାଇଁ ସ୍କୁଲ ପିଲାଙ୍କୁ ରାସ୍ତାରେ ଛିଡ଼ା କରାଗଲା, ଭିଡ଼ିଓ ଭାଇରାଲ ବିବାଦ ବଢ଼ିଲା…

ମୁମ୍ବାଇ,୮।୭ : ମହାରାଷ୍ଟ୍ରରେ ଅଜିତ ପାୱାର ଦଳର କ୍ୟାବିନେଟ ମନ୍ତ୍ରୀ ଅନିଲ ପାଟିଲଙ୍କ ସ୍ବାଗତକୁ ନେଇ ରାଜନୈତିକ ବାକ ଯୁଦ୍ଧ ଆରମ୍ଭ ହୋଇଛି। ମନ୍ତ୍ରୀଙ୍କ ସ୍ବାଗତ ପାଇଁ ସ୍କୁଲ ପିଲାମାନଙ୍କୁ ରାସ୍ତା କଡ଼ରେ ଠିଆ କରାଇବା ନେଇ ଶିବସେନା (ଉଦ୍ଧବ)...

ମନୀଷ ସିସୋଡିଆଙ୍କ ବିରୋଧରେ ମିଥ୍ୟା ପ୍ରଚାର କରୁଛି ଭାଜପା: ଅତିଶି…

ନୂଆଦିଲ୍ଲୀ,୮।୭ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରରେ ମନ୍ତ୍ରୀ ଅତିଶି ପୁଣି ଥରେ ଭାଜପାକୁ ଟାର୍ଗେଟ କରି ମନୀଷ ସିସୋଡିଆଙ୍କ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି। ଭାଜପା ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri