ଜାତୀୟ

ଇ-ସିଗାରେଟ ବିକ୍ରୟ କରୁଥିବା ୧୫ ୱେବସାଇଟକୁ ସରକାରୀ ନୋଟିସ…

ନୂଆଦିଲ୍ଲୀ,୧୮।୭ : ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଇ-ସିଗାରେଟ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ବୋଲି ଜଣାପଡିଛି। ଏହାର ବିପଦକୁ ଦୃଷ୍ଟିରେ ରଖି ଭାରତରେ ଏହାର ବିକ୍ରୟ ନିଷେଧ କରାଯାଇଛି। ଯଦିଓ ଏହା ଅନେକ ୱେବସାଇଟରେ ବିକ୍ରି ଜାରି ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ...

ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲ,ଶାହା କହିଲେ ଐତିହାସିକ କ୍ଷଣ…

ନୂଆଦିଲ୍ଲୀ,୧୮।୭ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ସାହାରା ନିବେଶକଙ୍କ ଟଙ୍କା ଫେରସ୍ତ ପାଇଁ ରିଫଣ୍ଡ ପୋର୍ଟାଲ ଲଞ୍ଚ କରିଛନ୍ତି। ଏହି ପୋର୍ଟାଲର ଉଦ୍ଦେଶ୍ୟ ହେଉଛି ପ୍ରାୟ ୪୫ ଦିନ ମଧ୍ୟରେ ସାହାରା ଗୋଷ୍ଠୀର ଚାରୋଟି ସହକାରୀ ସମିତିରେ...

ହାଜିପୁରରୁ ନିର୍ବାଚନ ଲଢିବେ ଚିରାଗ

ନୂଆଦିଲ୍ଳୀ,୧୮।୭: ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗ ପାଶ୍ୱାନ ଏନଡିଏରେ ସବୁକିଛି ଠିକ ଥିବା କହିଛନ୍ତି। ସେ କହିଛନ୍ତି, ଦୀର୍ଘ ଦିନ ହେବ ଆଲୋଚନା ଚାଲିଥିଲା। ଆମର କିଛି ଚିନ୍ତା...

ପ୍ରେମିକଙ୍କ ଆଗରେ ନାବାଳିକାଙ୍କୁ ବଳାତ୍କାର

ଜୟପୁର,୧୮ା୭: ରାଜସ୍ଥାନର ଯୋଧପୁରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଘଟିଛି। ୩ଜଣ କଲେଜ ଛାତ୍ର ଜଣେ ଦଳିତ ନାବାଳିକାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି।  ନାବାଳିକାଙ୍କୁ ତାଙ୍କ ପୁରୁଷ ବନ୍ଧୁ ସମ୍ମୁଖରେ ବଳାତ୍କାର କରାଯାଇଥିବା ଜଣାପଡିଛି। ଅଭିଯୋଗକୁ ଭିତ୍ତି କରି...

ବୀମା ଯୋଜନାରେ ଆଇଆର୍‌ସିଟିସିରେ ବଡ଼ ପରବର୍ତ୍ତନ

ନୂଆଦିଲ୍ଲୀ, ୧୮ା୭: ଆଇଆର୍‌ସିଟିସି ପୋର୍ଟାଲରେ ଟ୍ରେନ୍‌ ଟିକେଟ ବୁକିଂ କରୁଥିବା ଯାତ୍ରୀମାନେ ୩୫ ପଇସା ପ୍ରିମିୟମ ଦେଇ ସ୍ବତଃ ୧୦ ଲକ୍ଷ ଟଙ୍କାର ବୀମାଭୁକ୍ତ ହେବେ। ଇଣ୍ଡିଆନ ରେଲ୍‌ଓ୍ବେ କ୍ୟାଟରିଂ ଆଣ୍ଡ ଟ୍ୟୁରିଜମ୍‌ କର୍ପୋରେଶନ ଲିଃ(ଆଇଆର୍‌ସିଟିସି) ପକ୍ଷରୁ ବୀମା ଯୋଜନାରେ...

ପ୍ରଧାନମନ୍ତ୍ରୀ ଦୌଡରେ ନାହିଁ କଂଗ୍ରେସ: ବିରୋଧୀ ଦଳ ବୈଠକରେ ଖାର୍ଗେଙ୍କ ବଡ଼ ବୟାନ

ବେଙ୍ଗାଲୁରୁ,୧୮।୭: ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ଚାଲିଛି। ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ଜାରି ରହିଛି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବଡ଼ ବୟାନ ଦେଇଛନ୍ତି। ଖାଗେର୍ର୍ କହିଛନ୍ତି, ୨୦୨୪ରେ ପ୍ରଧାନମନ୍ତ୍ରୀ ଦୌଡରେ କଂଗ୍ରେସ ସାମିଲ...

ଝାଡ଼ଖଣ୍ଡରେ ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ

ରାଞ୍ଚି, ୧୮ା୭: ଝାଡ଼ଖଣ୍ଡର ବୋକାରୋରେ ଜଣେ ୧୪ ବର୍ଷୀୟ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୩ ନାବାଳକ ଜଣେ ୧୪ ବର୍ଷୀୟା ବାଳିକାଙ୍କ ଘରେ ପଶି ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ପଞ୍ଚମ, ସପ୍ତମ ଓ ଅଷ୍ଟମ...

ସୋନିଆଙ୍କୁ ମିଳିପାରେ ବିରୋଧୀ ସାମ୍ମୁଖ୍ୟର ଅଧ୍ୟକ୍ଷ, ନୀତୀଶଙ୍କୁ ସଂଯୋଜକ

ବେଙ୍ଗାଲୁରୁ,୧୮।୭: ବେଙ୍ଗାଲୁରୁରେ ଚାଲିଥିବା ବିରୋଧୀ ଦଳର ବୈଠକରେ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ଏହି ବୈଠକରେ ଶରଦ ପାୱାର ମଧ୍ୟ ଯୋଗଦେବେ। ବିରୋଧୀଙ୍କ ଏହି ବୈଠକର ଆଜି ହେଉଛି ଦ୍ୱିତୀୟ ଦିନ। ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ...

ନିର୍ବାଚନ ପୂର୍ବରୁ ୪୦ କୋଟିର ବିମାନ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ମନ୍ତ୍ରୀ

ଭୋପାଳ,୧୮।୭: ନିର୍ବାଚନକୁ ନେଇ ମଧ୍ୟପ୍ରଦେଶର ଶିବରାଜ ସିଂ ଚୈହାନ ସରକାର ପ୍ରସ୍ତୁତ ହେଉଛନ୍ତି। ରାଜ୍ୟର ପ୍ରତ୍ୟେକ ଛୋଟ ଏବଂ ବଡ ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ଯୋଜନାକୁ ଜନସାଧାରଣଙ୍କ ନିକଟକୁ ନେବାରେ କୌଣସି ଅସୁବିଧା ନହେବାକୁ ସରକାର ୧୨ଟି ବେସରକାରୀ...

ବିରୋଧୀ ଦଳର ଏକମାତ୍ର ଏଜେଣ୍ଡା, ‘ନିଜ ପରିବାରକୁ ବଞ୍ଚାଅ, ପରିବାର ପାଇଁ ଭ୍ରଷ୍ଟାଚାର ବଢାଅ’

ନୂଆଦିଲ୍ଲୀ,୧୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ପୋର୍ଟ ବ୍ଲେୟାରରେ ବୀର ସାବରକର ନୂତନ ଟର୍ମିନାଲ ଭବନକୁ ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଏକତାକୁ ଟାର୍ଗେଟ୍‌ କରି କହିଛନ୍ତି ଯେ ଲୋକମାନେ ଗୋଟିଏ...

ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂତନ ଟର୍ମିନାଲ୍‌ ଭବନର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ପୋର୍ଟ ବ୍ଲେୟାରରେ ବୀର ସାମରକର ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ଟର୍ମିନାଲ ଭବନକୁ ଉଦ୍‌ଘାଟନ କରିଛନ୍ତି। ୭୧୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ଟର୍ମିନାଲ୍‌ ବିଲଡିଂ ନିର୍ମାଣ...

ମାନହାନି ମାମଲା: ଜୁଲାଇ ୨୧ରେ ରାହୁଲଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୭: ମୋଦି ଉପନାମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟ ତାଙ୍କ ଆବେଦନ ଶୁଣିବାକୁ ରାଜି ହୋଇଛନ୍ତି। ଜୁଲାଇ ୨୧ରେ ଏହାର ଶୁଣାଣି ହେବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri